www.samajalive.in
Friday, December 12, 2025
19.1 C
Bhubaneswar

ହୋଲି ପାଇଁ କିଛି ସରଳ ଉପାୟ

ହିନ୍ଦୁ ଧର୍ମରେ ହୋଲି ଏକ ମୁଖ୍ୟ ପର୍ବ ବୋଲି ମାନ୍ୟତା ରହିଛି। ରଙ୍ଗର ପର୍ବ ପ୍ରତ୍ୟେକଙ୍କ  ମୁହଁରେ ହସ ଫୁଟାଇଥାଏ। ଚଳିତ ବର୍ଷ ୧୯ ତାରିଖରେ ହୋଲି। ହୋଲି ପର୍ବ ସଭିଁଙ୍କ ପାଇଁ ପ୍ରେମ ଓ ସୁଖସମୃଦ୍ଧି ଆଣିଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଆର୍ଥିକ କ୍ଷେତ୍ରରେ ଉନ୍ନତି ଓ ବୈବାହିକ ଜୀବନରେ ମଧୁରତା ସର୍ବଦା ବଜାୟ ରଖିବା ପାଇଁ କିଛି ସରଳ ଉପାୟ ବିଷୟରେ ଜାଣନ୍ତୁ….
ଦାମ୍ପତ୍ୟ ଜୀବନରେ ଥିବା ସମସ୍ୟାକୁ ଦୂର କରିବା ପାଇଁ ଓ ସମ୍ପର୍କରେ ମଧୁରତା ଭରିବା ପାଇଁ ହୋଲି ଦିନ ରାତି ସମୟରେ ଏକ କପଡାରେ ମୁଗ,ଚଣାଡାଲି, ଚାଉଳ, ଗହମ, ମସୁର ଡାଲି,କଳା ବିରି,ରାଶିରେ ନବଗ୍ରହ କରି ତିଳକ ଲଗାଇ ଦୀପ ଲଗାନ୍ତୁ। ଏହାଦ୍ୱାରା ଖୁବ ଶୁଭଫଳ ମିଳିଥାଏ।
ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ହୋଲିକା ଦହନ ଦିନ ଏକ ଶୁଖିଲା ନଡିଆରେ ସେଥିରେ କିଛି ଚିନି ରଖି ହୋଲିକା ଦହନ ସମୟରେ ସେହି ନିଆଁରେ ନଡିଆକୁ ପକାଇ ଦିଅନ୍ତୁ। ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ।
ଆର୍ଥିକ ସମସ୍ୟା ଦୂର କରିବା ପାଇଁ ପତି-ପତ୍ନୀ ଏହି ଦିନ ଘିଅର ଦୀପ ଜଳାଇବା ଦ୍ୱାରା ଚନ୍ଦ୍ରମାଙ୍କୁ କ୍ଷୀର ଓ ଅର୍ଘ୍ୟ ଅର୍ପଣ କରନ୍ତୁ।

 

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories