ହରଭଙ୍ଗା : ହରଭଙ୍ଗା ବ୍ଳକରେ ଶନିବାର ବ୍ଳକ ଅଧ୍ୟକ୍ଷ ଆସନ ପାଇଁ ନିର୍ବାଚନ ଚାଲିଛି । ବିଜେଡି ପକ୍ଷରୁ ବିଜୟଲକ୍ଷ୍ମୀ ସାହୁ ଏବଂ ବିଜେପି ପକ୍ଷରୁ ସ୍ନେହଳତା ପ୍ରଧାନ ଭଳି ଦୁଇଜଣ ପ୍ରାଥୀ ଅଧ୍ୟକ୍ଷ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ।ଯାଞ୍ଚ ପରେ ଉଭୟଙ୍କ ନାମାଙ୍କନ ପତ୍ର କାଏମ ରହିଛି ।୨୨ଜଣ ସମିତି ସଭ୍ୟ ଅଧ୍ୟକ୍ଷ ଆସନ ପାଇଁ ବର୍ତ୍ତମାନ ଭୋଟ ଗ୍ରହଣ କାର୍ୟ୍ୟକ୍ରମ ଅପରାହ୍ନ ୧.୩୦ରେ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
Popular Categories



