ଭୁବନେଶ୍ୱର : ସିବିଏସଇର ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷା ଫଳ ପ୍ରଦାନରେ ଗୁରୁତର ତ୍ରୁଟିକୁ ନେଇଏହି ପ୍ରସଙ୍ଗରେ ଭୁବନେଶ୍ୱର(ଚନ୍ଦ୍ରଶେଖରପୁର)କାର୍ୟ୍ୟାଳୟ ଠାରେ ଆଞ୍ଚଳିକ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଗୁରୁତର ତ୍ରୁଟି ଯୋଗୁଁ ଓଡିଆ ବିଷୟରେ ହଜାର ହଜାର ଛାତ୍ରଛାତ୍ରୀ କମ ମାର୍କ ପାଇଥିବା ପ୍ରତିବାଦରେ ଓଡ଼ିଶା ଅଭିଭାବକ ମହାସଂଘର ଏକ ପ୍ରତିନିଧି ଦଳ ସିବିଏସଇ ଭୁବନେଶ୍ୱର (ଚନ୍ଦ୍ରଶେଖରପୁର)କାର୍ୟ୍ୟାଳୟ ଠାରେ ଆଞ୍ଚଳିକ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
Popular Categories



