www.samajalive.in
Saturday, December 6, 2025
26.1 C
Bhubaneswar

ମଧୁମେହ ଓ ରକ୍ତଚାପ ରୋଗୀ : ଫଳ , ଜୁସ, ଖୀର, ସରବତ, ଦହି ପିଅନ୍ତୁ

ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ବିଶେଷ କରି ମଧୁମେହ ଓ ରକ୍ତଚାପ ରୋଗୀଙ୍କୁ ନିଜର ଅଧିକ ଯତ୍ନ ନେବା ଆବଶ୍ୟକ। ଖରାଦିନରେ ରକ୍ତଚାପ ବଢିବାର ଆଶଙ୍କା ଅଧିକ ରହିଥାଏ। ତେବେ ଖରାଦିନରେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଆବଶ୍ୟକୀୟ ଟିପ୍ସ ବିଷୟରେ ଜାଣନ୍ତୁ ….
ରକ୍ତଚାପ ଓ ମଧୁମେହ ରୋଗୀ ଖାଦ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ସଠିକ ସମୟରେ ଆବଶ୍ୟକ ପରିମାଣରେ ଭୋଜନ କରନ୍ତୁ।
ଅଧିକ ପରିମାଣରେ ପାଣି ପିଅନ୍ତୁ।
ନିଜ କାର୍ଯ୍ୟରେ ବାହାରକୁ ଯିବା ପୂର୍ବରୁ ପେଟ ଭର୍ତ୍ତି କରି ଖାଦ୍ୟ ଖାଆନ୍ତୁ। ଖାଲିପେଟରେ ବାହାରକୁ ଗଲେ ଅଂଶୁଘାତ ହେବାର ଅଧିକ ଆଶଙ୍କା ଥାଏ। ମୁଣ୍ଡ ବୁଲାଇବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ।
ସକାଳ ସମୟରେ ଅଧିକ ପରିମାଣରେ ଜଳଖିଆ ଖାଆନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ।
ବିଭିନ୍ନ ପ୍ରକାରର ଫଳ ଖାଆନ୍ତୁ , ଜୁସ, ଖୀର, ସରବତ, ଦହି ଭରପୁର ମାତ୍ରାରେ ପିଅନ୍ତୁ।
ଅଧିକ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ଓ ଖାଦ୍ୟ ଖାଇବା ସମୟରେ କଞ୍ଚାପିଆଜ ନିଶ୍ଚୟ ଖାଆନ୍ତୁ।
ସବୁଜ ପନିପରିବା, ଏହାସହ ତରଭୂଜ, କାକୁଡ଼ି ଆଦି ମଧ୍ୟ ଖାଆନ୍ତୁ।
ବାସି ଖାଦ୍ୟ ଖାଆନ୍ତୁ ନାହିଁ, ଆମିଷ ମଧ୍ୟ କମ ପରିମାଣରେ ଖାଆନ୍ତୁ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories