www.samajalive.in
Saturday, December 6, 2025
15.1 C
Bhubaneswar

ତେଲ ଦର ବେଲଗାମ ; ରାଜ୍ୟରେ ବଢିଲା ବସ ଭଡା

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଦର ବେଲଗାମ । ପ୍ରତିଦିନ ତେଲ ଦର ବୃଦ୍ଧି ହେଉଛି। ତେଲ ଦର ବଢୁଥିବାରୁ ରାଜ୍ୟରେ ବସ ଭଡା ବଢିଲା। ସାଧାରଣ ଭଡା କିମି ପିଛା ୮୭ରୁ ୯୦ ପଇସାକୁ ବୃଦ୍ଧି ପାଇଛି। ଏକ୍ସପ୍ରେସ ଭଡା କିମି ପିଛା ୯୧ ରୁ ୯୪ ପଇସାକୁ ବୃଦ୍ଧି ପାଇଛି। ଡିଲକ୍ସ ଭଡା ୧ ଟଙ୍କା ୨୫ ପଇସାରୁ ୧ଟଙ୍କା ୩୧ ପଇସା ବଢିଲା। ଏସି ଡିଲକ୍ସ ଭଡା ୧ଟଙ୍କା ୫୩ରୁ ୧ଟଙ୍କା ୫୯ ପଇସାକୁ ବୃଦ୍ଧି। ସୁପର ପ୍ରିମିୟମ ଭଡା ୨ଟଙ୍କା ୩୮ ରୁ ୨ଟଙ୍କା ୪୭ ପଇସାକୁ ବୃଦ୍ଧି ପାଇଛି। ଭଡା ବୃଦ୍ଧି ନେଇ ଘରୋଇ ବସ ମାଲିକ ସଂଘ ସା. ସମ୍ପାଦକଙ୍କ ପକ୍ଷରୁ ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories