ରାଜ୍ୟରେ ୬୦ରେ ସୀମିତ ଦୈନିକ ସଂକ୍ରମଣ
ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୫୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୦, ସଙ୍ଗରୋଧରୁ ୩୨,ସ୍ଥାନୀୟ ୨୩। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୩୭୮କୁ ବୃଦ୍ଧି ପାଇଛି। ମୋଟ ୧୨,୭୭,୭୫୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪୫୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 24th March
New Positive Cases: 55
Of which 0-18 years: 10
In quarantine: 32
Local contacts: 23(Details of local contacts will be shared by concerned District)
1. Balasore: 3
2. Balangir: 9
3. Cuttack: 4
4. Deogarh: 1
5. Gajapati: 6
6. Ganjam: 2— I & PR Department, Odisha (@IPR_Odisha) March 25, 2022
7. Jajpur: 5
8. Khurda: 6
9. Koraput: 1
10. Mayurbhanj: 2
11. Nayagarh: 1
12. Sambalpur: 6
13. Sundargarh: 8
14. State Pool: 1New recoveries: 73
Cumulative tested: 30406131
Positive: 1287378
Recovered: 1277750
Active cases: 458— I & PR Department, Odisha (@IPR_Odisha) March 25, 2022
୧୩ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୩, ବଲାଙ୍ଗୀର ୯, କଟକ ୪, ଦେଓଗଡ୧, ଗଜପତି ୬, ଗଞ୍ଜାମ ୨, ଯାଜପୁର ୫, ଖୋର୍ଦ୍ଧା ୬, କୋରାପୁଟ ୧, ମୟୁରଭଞ୍ଜ ୨, ନୟାଗଡ ୧, ସମ୍ବଲପୁର ୬, ସୁନ୍ଦରଗଡ ୮, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.