ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ । ୨୪ ଘଣ୍ଟାରେ ଆଉ ୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ୧୮ ବର୍ଷ ମଧ୍ୟରେ ୧୭,ସଙ୍ଗରୋଧରୁ ୩୫,ସ୍ଥାନୀୟ ୨୪। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୬୦୮କୁ ବୃଦ୍ଧି ପାଇଛି।ମୋଟ ୧୨,୭୮,୦୩୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪୦୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତିି।
Covid-19 Report For 29th March
New Positive Cases: 59
Of which 0-18 years: 17
In quarantine: 35
Local contacts: 24(Details of local contacts will be shared by concerned District)
1. Angul: 2
2. Balasore: 3
3. Balangir: 2
4. Cuttack: 4
5. Deogarh: 1
6. Gajapati: 5— I & PR Department, Odisha (@IPR_Odisha) March 30, 2022
7. Jajpur: 3
8. Khurda: 14
9. Mayurbhanj: 4
10. Sambalpur: 3
11. Sundargarh: 15
12. State Pool: 3New recoveries: 65
Cumulative tested: 30621548
Positive: 1287608
Recovered: 1278035
Active cases: 400— I & PR Department, Odisha (@IPR_Odisha) March 30, 2022
୧୧ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୨, ବାଲେଶ୍ୱର ୩, ବଲାଙ୍ଗୀର ୨,କଟକ ୪, ଦେଓଗଡ ୧, ଗଜପତି ୫, ଯାଜପୁର ୩, ଖୋର୍ଦ୍ଧା ୧୪, ମୟୁରଭଞ୍ଜ ୪, ସମ୍ବଲପୁର ୩, ସୁନ୍ଦରଗଡ ୧୫ ଓ ଷ୍ଟେଟ ପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.