ଓଡିଶାରେ କରୋନା ; ଚିହ୍ନଟ ହେଲେ ୨୮୦ ସଂକ୍ରମିତ
ଭୁବନେଶ୍ୱର : ରାଜ୍ୟରେ ହ୍ରାସ ହେଉଛି କରୋନା ସଂକ୍ରମଣ। ୨୪ ଘଣ୍ଟାରେ ଆଉ ୨୮୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪୦,ସଙ୍ଗରୋଧରୁ ୧୬୫ ଓ ସ୍ଥାନୀୟ ୧୧୫।
Covid-19 Report For 16th August
New Positive Cases: 280
Of which 0-18 years: 40
In quarantine: 165
Local contacts: 115(Details of local contacts will be shared by concerned District)
1. Angul: 2
2. Balasore: 8
3. Bargarh: 9
4. Balangir: 9
5. Boudh: 4
6. Cuttack: 22— I & PR Department, Odisha (@IPR_Odisha) August 17, 2022
24. Sambalpur: 8
25. Sonepur: 3
26. Sundargarh: 45
27. State Pool: 14New recoveries: 759
Cumulative tested: 32951368
Positive: 1323587
Recovered: 1311394
Active cases: 2981— I & PR Department, Odisha (@IPR_Odisha) August 17, 2022
୨୮ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୨, ବାଲେଶ୍ୱର ୮, ବରଗଡ ୯, ବଲାଙ୍ଗୀର ୯, ବୌଦ୍ଧ ୪, କଟକ ୨୨, ଦେଓଗଡ ୫, ଗଜପତି ୫, ଗଞ୍ଜାମ ୬, ଜଗତସିଂହପୁର ୨, ଯାଜପୁର ୭, ଝାରସୁଗୁଡା ୩, କଳାହାଣ୍ଡି ୭, କେନ୍ଦ୍ରାପଡା ୪, କେନ୍ଦୁଝର ୨, ଖୋର୍ଦ୍ଧା ୬୧, କୋରାପୁଟ ୫, ମୟୁରଭଞ୍ଜ ୧୨, ନବରଙ୍ଗପୁର ୫, ନୟାଗଡ ୧୨, ନୂଆପଡା ୧୫, ପୁରୀ ୪, ରାୟଗଡା ୧, ସମ୍ବଲପୁର ୮, ସୋନପୁର ୩, ସୁନ୍ଦରଗଡ ୪୫, ଷ୍ଟେଟ ପୁଲରୁ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୩,୫୮୭କୁ ବୃଦ୍ଧି ପାଇଛି। ୧୩,୧୧,୩୯୪ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨ ହଜାର ୯୮୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Comments are closed.