ରାଜ୍ୟରେ ତଳମୁହାଁ ଦୈନିକ ସଂକ୍ରମଣ
ଭୁବନେଶ୍ୱର : କିଛି ଦିନ ପରେ ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ହ୍ରାସ ହୋଇ ତିନିଶହରେ ସୀମିତ ହୋଇଛି। ୨୪ ଘଣ୍ଟାରେ ଆଉ ୨୫୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪୩,ସଙ୍ଗରୋଧରୁ ୧୪୯ ଓ ସ୍ଥାନୀୟ ଆକ୍ରାନ୍ତ ୧୦୬।
Covid-19 Report For 15th August
New Positive Cases: 255
Of which 0-18 years: 43
In quarantine: 149
Local contacts: 106(Details of local contacts will be shared by concerned District)
1. Balasore: 7
2. Bargarh: 5
3. Bhadrak: 3
4. Balangir: 7
5. Cuttack: 13
6. Deogarh: 2— I & PR Department, Odisha (@IPR_Odisha) August 16, 2022
24. Sonepur: 10
25. Sundargarh: 44
26. State Pool: 13New recoveries: 479
Cumulative tested: 32935197
Positive: 1323307
Recovered: 1310635
Active cases: 3462— I & PR Department, Odisha (@IPR_Odisha) August 16, 2022
୨୫ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱର ୭, ବରଗଡ ୫, ଭଦ୍ରକ ୩, ବଲାଙ୍ଗୀର ୭, କଟକ ୧୩, ଦେଓଗଡ ୨, ଗଜପତି ୬, ଗଞ୍ଜାମ ୧, ଜଗତସିଂହପୁର ୧, ଯାଜପୁର ୬, ଝାରସୁଗୁଡା ୪, କଳାହାଣ୍ଡି ୧୪, କନ୍ଧମାଳ ୧, କେନ୍ଦ୍ରାପଡା ୨, ଖୋର୍ଦ୍ଧା ୫୯, କୋରାପୁଟ ୩, ମୟୁରଭଞ୍ଜ ୧୧, ନବରଙ୍ଗପୁର ୧୨, ନୟାଗଡ ୭, ନୂଆପଡା ୪, ପୁରୀ ୨, ରାୟଗଡା ୪,ସମ୍ବଲପୁର ୧୪, ସୋନପୁର ୧୦, ସୁନ୍ଦରଗଡ ୪୪, ଷ୍ଟେଟପୁଲରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୩,୩୦୭କୁ ବୃଦ୍ଧି ପାଇଛି। ୧୩,୧୦,୬୩୫ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩ ହଜାର ୪୬୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Comments are closed.