ରାଜ୍ୟରେ ହ୍ରାସ ଦୈନିକ ସଂକ୍ରମଣ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ୨୪ ଘଣ୍ଟାରେ ଆଉ ୬୫୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୩୨,ସଙ୍ଗରୋଧରୁ ୩୮୧ ଓ ସ୍ଥାନୀୟ ୨୭୧।
Covid-19 Report For 7th August
New Positive Cases: 652
Of which 0-18 years: 132
In quarantine: 381
Local contacts: 271(Details of local contacts will be shared by concerned District)
1. Angul: 2
2. Balasore: 6
3. Bargarh: 46
4. Bhadrak: 1
5. Balangir: 47
6. Boudh: 3— I & PR Department, Odisha (@IPR_Odisha) August 8, 2022
23. Nayagarh: 18
24. Nuapada: 16
25. Puri: 7
26. Rayagada: 15
27. Sambalpur: 58
28. Sonepur: 21
29. Sundargarh: 137
30. State Pool: 15New recoveries: 704
Cumulative tested: 32804399
Positive: 1319527
Recovered: 1304527
Active cases: 5798— I & PR Department, Odisha (@IPR_Odisha) August 8, 2022
୨୯ ଜିଲା ଓ ଷ୍ଟେଟପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧିକ ୧୩୭, ଅନୁଗୁଳରୁ ୨, ବାଲେଶ୍ୱର ୬, ବରଗଡ ୪୬, ଭଦ୍ରକ ୧, ବଲାଙ୍ଗୀର ୪୭, ବୌଦ୍ଧ ୩, କଟକ ୧୪, ଦେଓଗଡ ୭, ଢେଙ୍କାନାଳ ୩, ଗଜପତି ୬, ଗଞ୍ଜାମ ୧, ଯାଜପୁର ୮, ଝାରସୁଗୁଡା ୯, କଳାହାଣ୍ଡି ୩୬, କନ୍ଧମାଳ ୧୩, କେନ୍ଦ୍ରାପଡା ୨, କେନ୍ଦୁଝର ୧, ଖୋର୍ଦ୍ଧା ୭୦, କୋରାପୁଟ ୧୧, ମାଲକାନଗିରି ୨, ମୟୁରଭଞ୍ଜ ୪୩, ନବରଙ୍ଗପୁର ୩୪, ନୟାଗଡ ୧୮, ନୂଆପଡା ୧୬, ପୁରୀ ୭, ରାୟଗଡା ୧୫, ସମ୍ବଲପୁର ୫୮, ସୋନପୁର ୨୧, ଷ୍ଟେଟପୁଲରୁ ୧୫। ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୧୯,୫୨୭କୁ ବୃଦ୍ଧି ପାଇଛି। ୧୩,୦୪,୫୨୭ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫,୭୯୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Comments are closed.