ଓଡିଶାରେ କରୋନା : ୬୫୩ ନୂଆ ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୬୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୨୮,ସଙ୍ଗରୋଧରୁ ୩୮୪, ସ୍ଥାନୀୟ ୨୬୯।
Covid-19 Report For 9th August
New Positive Cases: 653
Of which 0-18 years: 128
In quarantine: 384
Local contacts: 269(Details of local contacts will be shared by concerned District)
1. Angul: 3
2. Balasore: 9
3. Bargarh: 27
4. Bhadrak: 4
5. Balangir: 39
6. Boudh: 4— I & PR Department, Odisha (@IPR_Odisha) August 10, 2022
23. Nayagarh: 17
24. Nuapada: 8
25. Puri: 3
26. Rayagada: 4
27. Sambalpur: 46
28. Sonepur: 14
29. Sundargarh: 173
30. State Pool: 21New recoveries: 988
Cumulative tested: 32837766
Positive: 1320667
Recovered: 1306249
Active cases: 5213— I & PR Department, Odisha (@IPR_Odisha) August 10, 2022
୨୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୩,ବାଲେଶ୍ୱର ୯, ବରଗଡ ୨୭, ଭଦ୍ରକ ୪, ବଲାଙ୍ଗୀର ୩୯, ବୌଦ୍ଧ ୪, କଟକ ୧୯, ଦେଓଗଡ ୪, ଢେଙ୍କାନାଳ ୧, ଗଜପତି ୭, ଗଞ୍ଜାମ ୧୫, ଜଗତସିଂହପୁର ୫, ଯାଜପୁର ୧୪, ଝାରସୁଗୁଡା ୬, କଳାହାଣ୍ଡି ୩୦, କନ୍ଧମାଳ ୧୫, କେନ୍ଦ୍ରାପଡା ୭, କେନ୍ଦୁଝର ୨, ଖୋର୍ଦ୍ଧା ୯୬, କୋରାପୁଟ ୧୩, ମୟୁରଭଞ୍ଜ ୩୩, ନବରଙ୍ଗପୁର ୧୪, ନୟାଗଡ ୧୭, ନୂଆପଡା ୮, ପୁରୀ ୩, ରାୟଗଡା ୪, ସମ୍ବଲପୁର ୪୬, ସୋନପୁର ୧୪, ସୁନ୍ଦରଗଡ ୧୭୩, ଷ୍ଟେଟପୁଲରୁ ୨୧। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୦,୬୬୭କୁ ବୃଦ୍ଧି ପାଇଛି। ୧୩,୦୬,୨୪୯ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫ ହଜାର ୨୧୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Comments are closed.