www.samajalive.in
Saturday, December 6, 2025
26.1 C
Bhubaneswar

ସରଳ ଉପାୟରେ ମିଳେ ପ୍ରଭୁ ହନୁମାନଙ୍କ ବିଶେଷ କୃପା

ପ୍ରଭୁ ହନୁମାନଙ୍କର ସମସ୍ତ ସମୟରେ ଓ ସରଳ ବିଧିରେ ପୂଜାର୍ଚ୍ଚନା କରାଯାଏ। ମାତ୍ର ମଙ୍ଗଳବାର ଦିନ ପ୍ରଭୁଙ୍କ ପୂଜା କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ବିଭିନ୍ନ ସମସ୍ୟା ଦୂର ସହ ମନସ୍କାମନା ପୂରଣ ପାଇଁ ଏହି ଉପାୟରେ ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରନ୍ତୁ..
ମଙ୍ଗଳବାର ଦିନ ସ୍ନାନ ପରେ ସକାଳେ କିମ୍ବା ସନ୍ଧ୍ୟାରେ ପ୍ରଭୁ ହନୁମାନଙ୍କ ପ୍ରତିମା ସମ୍ମୁଖରେ ଲାଲ ରଙ୍ଗର ଆସନରେ ବସନ୍ତୁ। ଏହାପରେ ପ୍ରଭୁଙ୍କୁ ଲାଲ ରଙ୍ଗର ପୁଷ୍ପ ଓ ସିନ୍ଦୂର ଅର୍ପଣ କରନ୍ତୁ। ଶୁଦ୍ଧ ଘିଅରେ ପ୍ରସ୍ତୁତ ଲଡୁ କିମ୍ବା ବୁନ୍ଦି ଭୋଗ ଲାଗନ୍ତୁ। ପ୍ରଭୁଙ୍କ ନିକଟରେ ଘିଅ ଦୀପ ଲଗାନ୍ତୁ। ୭ ଥର ହନୁମାନ ଚାଳିଶା ପାଠ କରନ୍ତୁ। ମାନ୍ୟତା ଅନୁଯାୟୀ ଏହି ଉପାୟ କରିବା ଦ୍ୱାରା ପ୍ରଭୁଙ୍କ କୃପା,ଆଶୀର୍ବାଦ ମିଳିବା ସହ ସଫଳତା ପ୍ରାପ୍ତି ହୋଇଥାଏ। ମନସ୍କାମନା ପୂରଣ ହୋଇଥାଏ।
ପ୍ରଭୁଙ୍କ ପୂଜା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ..
ପ୍ରଭୁଙ୍କୁ ପୂଜା କରିବା ସମୟରେ ମନ ଓ ମସ୍ତିଷ୍କକୁ ଶାନ୍ତ ରଖନ୍ତୁ।
କୌଣସି ନିଶାଦ୍ରବ୍ୟର ସେବନ କରନ୍ତୁ ନାହିଁ।
ମହିଳାମାନେ ପ୍ରଭୁଙ୍କ ମୂର୍ତ୍ତିକୁ ସ୍ପର୍ଶ କରନ୍ତୁ ନାହିଁ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories