www.samajalive.in
Wednesday, December 10, 2025
18.1 C
Bhubaneswar

ତୁଷୁରା ଏନଏସିରେ ୧୨ଟା ସୁଦ୍ଧା ୪୩ ପ୍ରତିଶତ ମତଦାନ

ଗୁଡଭେଲା: ତୁଷୁରା ବିଜ୍ଞାପିତ ପରିଷଦରେ ଆଜି ସକାଳ  ୮ଟ।ରୁ ମତଦାନ ଆରମ୍ଭ ହୋଇଥିଲା । ମଧ୍ୟାହ୍ନ ୧୨ ସୁଦ୍ଧା ୪୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।ଏଥିରେ ୮୨୭୪ ମୋଟ ଭୋଟର୍ ଙ୍କ ମଧ୍ୟରୁ ୧୭୯୪ ଜଣ ପୁରୁଷ ୧୭୮୦ ଜଣ ମହିଳା ଭୋଟର ଦେଇଛନ୍ତି । ମୋଟ ୩୫୩୪ ପୋଲିଂ ହୋଇଥିବା ନିର୍ବାଚନ ଅଧିକାରୀ ରବିନ୍ଦ୍ର ପୁଟେଲ ସୂଚନା ଦେଇଛନ୍ତି ।ଏହାସହ ଶ୍ରୀ ପଟେଲଙ୍କ ସହ  ନିର୍ବାଚନ ପର୍ଯ୍ୟବେକ୍ଷକ ଗଙ୍ଗାଧର ନାଟାଳ,ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ଲକ୍ଷଣ ମୁର୍ମୁ ବିଭିନ୍ନ ମତଦାନ କେନ୍ଦ୍ରକୁ ବୁଲି ଦେଖିଥିଲେ । ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ସୁରକ୍ଷା କର୍ମୀ ମଧ୍ୟ  ସହରରେ କଡା ପହରା ଦେଉଛନ୍ତି ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories