ସମ୍ବଲପୁର : ସମ୍ବଲପୁର ଜିଲା କୁଚିଣ୍ଡା ମହୁଲପାଲି ଥାନା ଖଟାଟାଙ୍ଗର ଗାଁରେ ଏକ ହତ୍ୟା ଘଟଣା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ କିରାସିନି ଢାଳି ପୋଡି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଆରମ୍ଭ କରିଛି। ପାରିବାରିକ କଳହରୁ ସ୍ୱାମୀ ହତ୍ୟା କରିଥିବା ନେଇ ମହୁଲପାଲି ଥାନାରେ ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରାଯାଉଛି।
Popular Categories



