www.samajalive.in
Saturday, December 6, 2025
19.1 C
Bhubaneswar

ବିପ୍ଲବୀ ଶିକ୍ଷକନେତାଙ୍କ ସ୍ମୃତିସଭା

ବେଗୁନିଆ : ବିପ୍ଲବୀ ଶିକ୍ଷକ ନେତା ତଥା ସ୍କୁଲ ପରିଦର୍ଶକ ସ୍ବର୍ଗତ ଗୋଦାବରୀଶ ପାଇକରାୟଙ୍କର ଏକାଦଶାହ ପାଳନ ଅବସରରେ ଆଜି ତାଙ୍କ ଗଡ଼ମାଣତିରସ୍ଥିତ ବାସଭବନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା ।ସୁମନ୍ତ ଛୋଟରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସତ୍ୟବାଦୀ ବଳିଆରସିଂହ,ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ସୁକାନ୍ତ କୁମାର ବେହେରା ,ଉପସଭାପତି କିଶୋରଚନ୍ଦ୍ର ମହାରଥା ,ପ୍ରଫୁଲ୍ଲ କୁମାର ଦାଶ ,କବିରାଜ ବିଶ୍ୱାଳ ,ସାରଦା ମହାପାତ୍ର ,ଜମ୍ବେଶ୍ୱର ମଙ୍ଗରାଜଙ୍କ ସହିତ ବିଭିନ୍ନ ସଂଘ ,ମହାସଂଘ ,ଓଷ୍ଟା ,ଅଲ ଓଷ୍ଟା ର କର୍ମକର୍ତ୍ତା ଏବଂ ବହୁ ଶିକ୍ଷକ ମାନେ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ । ଶେଷରେ ମାନସ ରଞ୍ଜନ ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories