Browsing Tag

begunia news

ଭୁବନେଶ୍ୱର -ନୟାଗଡ଼ ମୋ ବସ ଚଳାଇବା ପାଇଁ ଦାବି 

ବେଗୁନିଆ : ଭୁବନେଶ୍ୱରରୁ ନୟାଗଡ଼ ମଧ୍ୟରେ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଥିବା ଲୋକମାନେ ଘରୋଇ ବସ କର୍ମଚାରୀ ମାନଙ୍କ ଦୁର୍ବ୍ୟବହାର ଯୋଗୁଁ  ବିଭିନ୍ନ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହେଉଛି ।…
Read More...

ବେଗୁନିଆ ବ୍ଲକରେ ସ୍ୱଚ୍ଛ ଭାରତ ମିଶନ ଦିଗହରା 

ବେଗୁନିଆ : କେନ୍ଦ୍ର ସରକାର ଗ୍ରାମାଞ୍ଚଳ ପାଇଁ ଏକ ପ୍ରମୁଖ ଯୋଜନା ଭାବେ ବିଗତ କିଛି ବର୍ଷ ତଳୁ କାର୍ଯ୍ୟକାରୀ ହୋଇ ଆସୁଥିବା ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ପାଇଖାନା ନିର୍ମାଣ କାର୍ଯ୍ୟ ବେଗୁନିଆ ବ୍ଲକର ୨୧ ଟି ଗ୍ରାମ…
Read More...

ଉଦଘାଟନ ପରେ ମଧ୍ୟ କାମରେ ଆସୁନି ସୂଚନା କେନ୍ଦ୍ର ଏବଂ ପାଠାଗାର

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଆଗରେ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ଦ୍ଵାରା ନିର୍ମାଣ କରାଯାଇଥିବା ସୂଚନାକେନ୍ଦ୍ର ତଥା ପାଠାଗାରଟି ଗତ ୨୦୨୦ ମସିହାରେ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ଉଦଘାଟନ ହୋଇଥିଲା…
Read More...

ଶିକ୍ଷାନୁଷ୍ଠାନରେ ବନ ମହୋତ୍ସବ ପାଳନ 

ବେଗୁନିଆ : ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବନ ମହୋତ୍ସବ ଦିବସ ପାଳିତ ହୋଇଯାଇଛି ।ବିଦ୍ୟାଳୟର ସଭାପତି ଶିବପ୍ରସାଦ ମୁନି, ଆଲୁମିନି ସଭାପତି ହରିପ୍ରସାଦ ଦାସ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ…
Read More...

ଜବରଦଖଲ ଉଚ୍ଛେଦ ନହେଲେ ରାସ୍ତାରୋକ 

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଗ୍ରାମପଞ୍ଚାୟତରେ ଥିବା ସରକାରୀ ,ଅନାବାଦୀ ଏବଂ ଗୋଚର ଜାଗା ଗୁଡିକ ପ୍ରଭାବଶାଳୀ ଲୋକ ମାନେ ନିଜ ଅକ୍ତିଆରରେ ରଖିଥିବାର ଜଣାପଡିଛି ।ଏହି ଜାଗା ଗୁଡିକରେ ଲୋକମାନେ ଦୋକାନ ଘର…
Read More...

ଖୋର୍ଦ୍ଧା – ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ପାଲଟିଛି ମରଣଜନ୍ତା 

ବେଗୁନିଆ: ଖୋର୍ଦ୍ଧା - ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥରେ ଚାଲିଥିବା ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଧିମା ଗତିରେ ଚାଲିଥିବା ଯୋଗୁଁ ଖୋର୍ଦ୍ଧା ବେଗୁନିଆ ମଧ୍ୟରେ ଥିବା ରାସ୍ତାର ଅନେକ ସ୍ଥାନରେ କାମ ମାସ ମାସ ଧରି…
Read More...

ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ବେଗୁନିଆ : ବେଗୁନିଆ ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ବେଗୁନିଆରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ସାଇନ ଡ଼ାଇଗୋନିଷ୍ଟିକ ଖୋର୍ଦ୍ଧା ତରଫରୁ ମାଗଣା ରକ୍ତଚାପ ଓ ରକ୍ତ ସର୍କରା ଆଦି ପରୀକ୍ଷା…
Read More...

 ସ୍ପଲ ବୋଝେଇ ହାଇୱା ଜବତ ;୨ ଜଣ ଚାଳକ ଗିରଫ

ବେଗୁନିଆ : ବେଗୁନିଆ ଥାନା ଅଞ୍ଚଳରେ ବିଭିନ୍ନ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ବୃଦ୍ଧି ପାଉଥିବା ସମୟରେ ବେଗୁନିଆ ଥାନା ଅଧିକାରୀଙ୍କ ଘନ ଘନ ଚଢ଼ାଉ ଯୋଗୁଁ ମାଫିଆ ମାନଙ୍କ ମଧ୍ୟରେ ଭୟ ଦେଖା ଦେଇଛି । ବେଗୁନିଆ ପୁଲିସ…
Read More...

କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ଶଗଡଭଙ୍ଗା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଶଗଡ଼ଭଙ୍ଗା ଗ୍ରାମ ଆନୁକୂଲ୍ୟରେ ବାଲୁଙ୍କେଶ୍ୱରଦେବ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ବି ବି ସି ସି ତରଫରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ…
Read More...

ଅର୍ଥ ହଡପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ହେବା ପ୍ରତିବାଦରେ ଜମାକାରୀଙ୍କ ଧାରଣା 

ବେଗୁନିଆ : ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ରାଉତପଡା ସମ୍ପ୍ରସାରିତ ଶାଖାରୁ ଜମାକାରୀ ମାନଙ୍କର ପ୍ରାୟ ଦେଢ଼ କୋଟି ଟଙ୍କା ସମ୍ପୃକ୍ତ ଶାଖାର କର୍ମଚାରୀ ମାନେ ତୋଷରପାତ କରିଛନ୍ତି । ଏହି ଘଟଣା ଜଣାପଡିବା…
Read More...