ସୁନାଖଣ୍ଡି ପଞ୍ଚାୟତ ରାଇଲିମା ୧୪ ନଂ ବୁଥରେ ସାନି ମତଦାନ

କଲ୍ୟାଣସିଂହପୁର : ସୁନାଖଣ୍ଡି ପଞ୍ଚାୟତ ରାଇଲିମା ୧୪ ନଂ ବୁଥରେ ଚାଲିଛି ସାନି ମତଦାନ । ତଳ ମୁଶୁଡି , ଉପର ମୁଶୁଡି,ଉପରପଲ୍ଲି ଓ ରାଇଲିମା ଗାଁ ମୋଟ ୧୯୮ ଭୋଟରଙ୍କ ଦ୍ୱାରା ମତଦାନ ଚାଲିଛି । ଗତ ୨୦ ତାରିଖରେ ତାଲିକାରେ ନାମ ନଥିବାରୁ ଭୋଟବାକ୍ସ ଉଠାଇ ନେଇଥିଲେ ବୋଲି ଜଣାପଡିଥିଲା। ଏହାପରେ ତହସିଲଦାରଙ୍କ ଲିଖିତ ପ୍ରତିଶ୍ରୁତି ପରେ  ସାନି ମତଦାନ ଚାଲିଛି ।

Comments are closed.