www.samajalive.in
Sunday, December 7, 2025
26.1 C
Bhubaneswar

ଓଡିଶା ଗ୍ରାମ୍ୟ ବ୍ୟାଙ୍କ ତରଫରୁ ମହିଳା ଦିବସ ପାଳନ

ବେଗୁନିଆ : ବେଗୁନିଆ ବ୍ଲକ ଅଧିନସ୍ଥ ଓଡିଶା ଗ୍ରାମ୍ୟବ୍ୟାଙ୍କ ସିକୋ ଶାଖା ତରଫରୁ ଆଜି ମହିଳା ଦିବସ ପାଳନ ହୋଇଯାଇଛି ।ମହିଳା ମାନେ କିପରି ଗୃହ ,ପରିବାର ,ସମାଜ ,ରାଜ୍ୟ ତଥା ଦେଶର ଉନ୍ନତିରେ କିପରି ସହାୟକ ହେବେ ସେ ବିଷୟରେ ମୁଖ୍ୟ ଅତିଥି ପ୍ରିୟତ ପ୍ରିୟରଞ୍ଜନ ଆଲୋଚନା କରିଥିଲେ । ଉକ୍ତ ସଭାରେ ମୁଖ୍ୟବକ୍ତା ସିକୋ ସରପଞ୍ଚ ସନ୍ତୋଶି ରାୟ ,ସମ୍ମାନିତ ଅତିଥି ଉପ ପରିଚାଳକ ସ୍ମୃତି ସୌରଭ ସାହୁ ଉପସ୍ଥିତ ଥିବା ବେଳେ ରମେଶ ରାଉତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାଜିତା ବେଗମ ସଂଯୋଜନା କରିଥିଲେ । ଶେଷରେ ରବୀନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories