ଓଡିଶାରେ କରୋନା ; ଆଉ ନୂଆ ୧୨୮ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୨୫,ସଙ୍ଗରୋଧରୁ ୭୫, ସ୍ଥାନୀୟ ୫୩। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୬,୨୪୫କୁ ବୃଦ୍ଧି ପାଇଛି। ୧୨,୭୫,୯୮୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୧୧୦ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 8th March
New positive Cases: 128
Of which 0-18 years: 25
In quarantine: 75
Local contacts: 53(Details of local contacts will be shared by concerned District)
1. Angul: 4
2. Balasore: 7
3. Bargarh: 2
4. Bhadrak: 1
5. Balangir: 9
6. Boudh: 1
7. Cuttack: 2— I & PR Department, Odisha (@IPR_Odisha) March 9, 2022
23. Sambalpur: 9
24. Sundargarh: 12
25. State Pool: 3New recoveries: 213
Cumulative tested: 29686536
Positive: 1286245
Recovered: 1275980
Active cases: 1110— I & PR Department, Odisha (@IPR_Odisha) March 9, 2022
୨୪ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୪, ବାଲେଶ୍ୱର ୭, ବରଗଡ ୨, ଭଦ୍ରକ ୧, ବଲାଙ୍ଗୀର ୯, ବୌଦ୍ଧ ୧, କଟକ ୨, ଦେଓଗଡ ୧, ଢେଙ୍କାନାଳ ୧, ଗଜପତି ୧୮, ଗଞ୍ଜାମ ୩, ଜଗତସିଂହପୁର ୧, ଯାଜପୁର ୪, ଝାରସୁଗୁଡା ୩, କଳାହାଣ୍ଡି ୧, କନ୍ଧମାଳ ୧, କେନ୍ଦ୍ରାପଡା ୧, ଖୋର୍ଦ୍ଧା ୧୬, କୋରାପୁଟ ୨, ମୟୁରଭଞ୍ଜ ୧୧, ନବରଙ୍ଗପୁର ୧୪, ନୂଆପଡା ୧, ସମ୍ବଲପୁର ୯, ସୁନ୍ଦରଗଡ ୧୨, ଷ୍ଟେଟ ପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.