ଓଡିଶାରେ କରୋନା ; ଚିହ୍ନଟ ହେଲେ ଆଉ ୧୨୮ ନୂଆ ସଂକ୍ରମିତ
ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ହ୍ରାସ ପାଉଛି। ୨୪ ଘଣ୍ଟାରେ ଆଉ ୧୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୨୨,ସଙ୍ଗରୋଧରୁ ୭୩ ଓ ସ୍ଥାନୀୟ ଆକ୍ରାନ୍ତ ୫୫ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୫,୬୧୫କୁ ବୃଦ୍ଧି ପାଇଛି। ୧୨,୭୪,୭୫୬ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୭୧୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 3rd March
New Positive Cases: 128
Of which 0-18 years: 22
In quarantine: 73
Local contacts: 55(Details of local contacts will be shared by concerned District)
1. Angul: 4
2. Balasore: 8
3. Cuttack: 4
4. Gajapati: 19
5. Jajpur: 2
6. Jharsuguda: 22— I & PR Department, Odisha (@IPR_Odisha) March 4, 2022
18. Sambalpur: 7
19. Sundargarh: 11
20. State Pool: 1New recoveries: 330
Cumulative tested: 29452024
Positive: 1285615
Recovered: 1274756
Active cases: 1715— I & PR Department, Odisha (@IPR_Odisha) March 4, 2022
୧୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୪, ବାଲେଶ୍ୱର ୮, କଟକ ୪, ଗଜପତି ୧୯, ଯାଜପୁର ୨, ଝାରସୁଗୁଡା ୨୨, କଳାହାଣ୍ଡି ୨, କନ୍ଧମାଳ ୧, କେନ୍ଦ୍ରାପଡା ୮, ଖୋର୍ଦ୍ଧା ୧୩, କୋରାପୁଟ ୭, ମାଲକାନଗିରି ୧, ମୟୁରଭଞ୍ଜ ୮, ନବରଙ୍ଗପୁର ୫,ନୟାଗଡ ୧, ନୂଆପଡା ୩, ପୁରୀ ୧, ସମ୍ବଲପୁର ୭, ସୁନ୍ଦରଗଡ ୧୧, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.