ବିମାନବନ୍ଦରରେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ଗୁରୁବାର ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ପହଂଚି ସାରିଛନ୍ତି। ଏମ୍ସିଏଲ୍ ଗେଷ୍ଟ ହାଉସରୁ କଡା ସୁରକ୍ଷାରେ ଯାଇ ପହଂଚିଛନ୍ତି। ୯ଟା ୪୦ରେ ବିମାନବନ୍ଦରରୁ ଦିଲ୍ଲୀ…
Read More...

କାଠମାଣ୍ଡୁରେ ଭୂକମ୍ପ ଝଟକା ; ରିକ୍ଟର ସ୍କେଲରେ ତିବ୍ରତା ୪.୩

କାଠମାଣ୍ଡୁ : ପୁଣି ଥରେ ଅନୁଭବ ହୋଇଛି ଭୂକମ୍ପ ଝଟକା। ନେପାଳର ରାଜଧାନୀ କାଠମାଣ୍ଡୁରେ ଗୁରୁବାର ଭୋର ୫ଟା ୧୯ ମିନିଟରେ ଭୂକମ୍ପ ଝଟକା ଅନୁଭବ ହୋଇଛି। କାଠମାଣ୍ଡୁରୁ ୧୬୧ କିଲୋମିଟର ଦୂର ଏହାର କେନ୍ଦ୍ରସ୍ଥଳ ବୋଲି…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଟ୍ରକ ଓଲଟି ଚାଲିଗଲା ୧୦ ଜୀବନ

ଲଖନଉ : ଉତରପ୍ରଦେଶର ପିଲିଭୀତ ଜିଲାରେ ବଡ ଧରଣର ସଡକ ଦୁର୍ଘଟଣା ଘଟିଥିବା ନେଇ ଗୁରୁବାର ଖବର ମିଳିଛି। ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ପ୍ରାୟ ୬ ଜଣ ଆହତ ହୋଇଛନ୍ତି।…
Read More...

ମଟନ ଚଟପଟି ରୋଲ

ଆବଶ୍ୟକ ସାମଗ୍ରୀ ମଟନ – ୨୫୦ ଗ୍ରାମ ( କିମା ହୋଇଥିବା ମଟନ) ଅଣ୍ଡା -୧ଟି ମଇଦା – ୨କପ ଲୁଣ – ଆବଶ୍ୟକ ପରିମାଣରେ ତେଲ – ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ – ଅଳ୍ପ ଲଙ୍କା ଗୁଣ୍ଡ – ଅଳ୍ପ ଅଦାରସୁଣ ବଟା – ୨…
Read More...

କାର ସହ ଧକ୍କା ହୋଇ ବୃଦ୍ଧଙ୍କ ମୃତ୍ୟୁ

ରେଙ୍ଗାଲିକ୍ୟାମ୍ପ : ଆଜି ସକାଳ ପ୍ରାୟ ୧୧ ଟାରେ ଅତାବିରା ତହସିଲ ଛକ ଠାରେ ଦ୍ରୁତ ଗତିରେ ଯାଉଥିବା ଏକ କାର ସହ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ ହେଲେ ଖଣ୍ଡହତା…
Read More...

ଅନେକ ସମସ୍ୟାର ଗୋଟିଏ ସମାଧାନ ମସଲା କ୍ଷୀର

କ୍ଷୀର ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ସେହିପରି ଡାଲଚିନି ମଧ୍ୟ। ଡାଲଚିନି ଏପରି ଏକ ମସଲା ଯାହାକୁ ବିଭିନ୍ନ ତରକାରୀର ସ୍ୱାଦ ବଢାଇବା ପାଇଁ ବ୍ୟବହାର କରାଯାଏ। କ୍ଷୀରରେ ଡାଲଚିନି ମିଶାଇ ପିଇବା ଦ୍ୱାରା କି କି ଲାଭ…
Read More...

କଫ୍ ସିରଫ୍ ,ନିଶା ବଟିକା ଓ ବାଇକ୍ ଜବତ: ୨ ଗିରଫ 

ରେଙ୍ଗାଲି : ରେଙ୍ଗାଲି ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି ୧୦ ବୋତଲ କଫ ସିରଫ୍ , ୬ଷ୍ଟ୍ରିପ୍ ନିଶା ବଟିକା  ୨ ବୋତଲ ଅପମିଶ୍ରିତ ଦ୍ରବଣୀୟ ଏବଂ ଏକ ବାଇକ୍ ଜବତ କରାଯାଇଛି। ନିଶା କାରବାର ରେ ସଂପୃକ୍ତ ଥିବା…
Read More...

ଆଫଗାନିସ୍ତାନରେ ଭୂକମ୍ପ ; ମୃତ୍ୟୁ ସଂଖ୍ୟା ୨୫୦କୁ ବୃଦ୍ଧି

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ବୁଧବାର ହୋଇଥିବା ବଡ ଧରଣର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨୫୦କୁ ବୃଦ୍ଧି ପାଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୧ ରେକର୍ଡ କରାଯାଇଥିବା ବେଳେ ଅଧିକାରୀଙ୍କ ମତାନୁସାରେ ୨୫୦…
Read More...

ଉଦଘାଟନର ସାତ ମାସ ନହେଉଣୁ ଅବ୍ୟବସ୍ଥା ଘେରରେ ଛେଳିଗଡ଼ ସ୍ମାର୍ଟ ବିଦ୍ୟାଳୟ

ମୋହନା : ସ୍ମାର୍ଟ (୫ଟି)ବିଦ୍ୟାଳୟ ନାମରେ ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକୁ ରୂପାନ୍ତରିତ କରି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଉଦ୍ଦେଶ୍ୟରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । କିନ୍ତୁ ବିଭାଗୀୟ ଅଧିକାରୀଙ୍କ…
Read More...

ଦେଶରେ ପୁଣି ଚିନ୍ତା ବଢାଉଛି ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ପୁଣି ଚିନ୍ତା ବଢାଇଛି ଦୈନିକ ସଂକ୍ରମଣ। ଦିନକରେ ଆଉ ୧୨,୨୪୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ୪,୩୩,୩୧,୬୪୫କୁ ବୃଦ୍ଧି ପାଇଛି। ୨୪ ଘଂଟାରେ ଆଉ ୯,୮୬୨…
Read More...

ଟ୍ରକ ଚାପାରେ ବାଇକ୍ ଆରୋହୀ ମୃତ 

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ ବାଉଁଶଦଣ୍ଡା ଛକରେ ଗତକାଲି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରକ ସହିତ ବାଇକ୍ ମୁହାଁମୁହିଁ ଧକ୍କା ପରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭିକାରୀ ସ୍ବାଇଁ। ଘଟଣାରୁ ପ୍ରକାଶ ଯେ…
Read More...

ବଡ ଭାଇର ମରଣାନ୍ତକ ଆକ୍ରମଣରେ ସାନଭାଇ ମୃତ

ବଣାଇ : ସୁନ୍ଦରଗଡ ଜିଲାରେ ବୁଧବାର ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଛି। ବଡ ଭାଇର ମରଣାନ୍ତକ ଆକ୍ରମଣରେ ସାନଭାଇର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଲହୁଣୀପଡା ଥାନା ଖୁଟୁଗାଁରେ। ପାରିବାରିକ କଳହରୁ ବଡ ଭାଇ…
Read More...

ଝାଁସିରାଣୀ ପାଚିକା ସହାୟିକା ମହିଳା ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀ ପତ୍ର ପ୍ରଦାନ

ମୋହନା :  ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ଟି ପଂଚାୟତରେ କାର୍ୟ୍ୟରତ ଥିବା ବିଦ୍ୟାଳୟ ଗୁଡ଼ିକର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ନିୟୋଜିତ ଥିବା ମହିଳା ସଂଘ ପକ୍ଷରୁ ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀ, ଜିଲ୍ଲା ଶିକ୍ଷା…
Read More...

ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ନେଇ ଏକ ଦିବସୀୟ ତାଲିମ

କଲମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଡି ଆର୍ ଡି ଏ ପକ୍ଷରୁ ବିଦ୍ୟାଳୟ ମାନଙ୍କରେ ବୃକ୍ଷରୋପଣ କରାଯିବା ନେଇ ଏକ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଥୁଆମୂଳ ରାମପୁର…
Read More...

ମୋହନାର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳିତ

ମୋହନା : ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ସ୍ଥାନରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆରେ ଯୋଗ ମହୋତ୍ସବ ସମିତି ଓ ରାଷ୍ଟ୍ରୀୟ…
Read More...

ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଲାଭଦାୟକ ତୁଳସୀ ଚା’

ବର୍ତମାନ ସମୟରେ ଅଧିକାଂଶ ଲୋକେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ପାଇଁ ଚିନ୍ତିତ। ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ଔଷଧ ସେବନର ମଧ୍ୟ ଆବଶ୍ୟକତା ରହିଛି। ଏହାସହ ଖାଦ୍ୟ ପେୟ ପ୍ରତି ବିଶେଷ ଧ୍ୟାନ ରଖିବା ସହ କିଛି…
Read More...

ବାସ୍ତୁ ନିୟମ ; ଏହି ଦିନ କିଣନ୍ତୁ ବେଲଣା କାଠି ଓ ପେଡି

ପ୍ରତ୍ୟେକଙ୍କ ପାଇଁ ରୋଷେଇ ଘର ଖୁବ ମହତ୍ୱପୂର୍ଣ୍ଣ। ରୋଷେଇ ଘରର ସାମଗ୍ରୀ କିଣିବା ପାଇଁ କିଛି ବିଶେଷ ନିୟମ ମଧ୍ୟ ରହିଛି। ଆବଶ୍ୟକୀୟ ଜିନିଷ କିଣିବା ପୂର୍ବରୁ କିଛି କଥା ଜାଣି ରଖିବା ନିତାନ୍ତ ଆବଶ୍ୟକ। ରୋଷେଇ ଘରେ…
Read More...

ଗଞ୍ଜାମ ମହାବିଦ୍ୟାଳୟ ଏନ ସି ସି ନାଭାଲ ଦ୍ଵାରା ଯୋଗ ଦିବସ ପାଳିତ

ଗଞ୍ଜାମ :  ଗଞ୍ଜାମ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଏନ ସି ସି ନାଭାଲ କ୍ୟାଡେଟ ମାନଙ୍କ ଦ୍ୱାରା ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ପ୍ରବୀଣ…
Read More...

ଅନ୍ତର୍ଜାତୀୟ ଯୋଗଦିବସ ଅବସରରେ ଜିଲ୍ଲାସ୍ତରୀୟ ସମାରୋହ

ଲାଞ୍ଜିଗଡ : ଅନ୍ତର୍ଜାତୀୟ ଯୋଗ ଦିବସ ପାଳନକୁ ନେଇ ଆଜି ପଲ୍ଲୀଠାରୁ ଦିଲ୍ଲୀ ସଜାଗ ଓ ତତ୍ପର ହୋଇଉଠିଛି । ଏଥିପାଇଁ ଆଜି ଦେଶ ତଥା ବିଦେଶରେ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବାବେଳେ କଳାହାଣ୍ଡି ଜିଲ୍ଲା…
Read More...

ଟ୍ରକ-କାର ଧକ୍କା ; ଗୋଟିଏ ପରିବାରର ୫ ମୃତ

ଲଖନଉ : ଉତରପ୍ରଦେଶର ବରେଲୀ ଜିଲାର ଇଜତନଗରରେ ଆଜି ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। କାର ଓ ଟ୍ରକ ମଧ୍ୟରେ ଧକ୍କା ହୋଇ ଗୋଟିଏ ପରିବାରର ୫ ଜଣଙ୍କ ଜୀବନ ଚାଲି ଯାଇଛି। ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ…
Read More...

ନିଶ୍ଚୟ ଖାଆନ୍ତୁ ଏହି ଖାଦ୍ୟ

ଶରୀରକୁ ସୁସ୍ଥ ରଖିବା ପାଇଁ ପୁଷ୍ଟିକର ଖାଦ୍ୟ ସେବନ କରିବା ନିତାନ୍ତ ଆବଶ୍ୟକ। ଏହାସହ କେଉଁ ସମୟରେ କି କି ଖାଦ୍ୟ ଖାଇବେ ଏହା ଜାଣିବା ମଧ୍ୟ ଆବଶ୍ୟକ। ସକାଳର ଜଳଖିଆରେ ଡ୍ରାଏ ଫ୍ରୁଟ୍ସ ଖାଇବା ମଧ୍ୟ ହିତକାରକ। ଏହା…
Read More...

କଣ୍ଟାବାଞ୍ଜିରେ ବିଶ୍ୱ ରକ୍ତଦାତା ଦିବସ ପାଳିତ

କଣ୍ଟାବାଞ୍ଜି: ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର କଣ୍ଟାବାଞ୍ଜି ପରିସରରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ଏଥିରେ ଏ ଡି ଏମ ଓ ତଥା ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କେସି ମହନ୍ତ  ମୁଖ୍ୟ…
Read More...

ସ୍ୱପ୍ନରେ ଫଳ ଦେଖିଲେ ମିଳେ ଏହି ଶୁଭ ସଙ୍କେତ

ପ୍ରତ୍ୟେକ ବ୍ୟକ୍ତି ଶୋଇଥିବା ସମୟରେ ଅନେକ ସ୍ୱପ୍ନ ଦେଖିଥାଆନ୍ତି। କିଛି ସ୍ୱପ୍ନ ମନେ ରହିଥାଏ ଓ କିଛି ସ୍ପପ୍ନ ଭୁଲି ହୋଇଯାଏ। ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ସ୍ୱପ୍ନ କିଛି ସଙ୍କେତ ଦେଇଥାଏ। ତେବେ ସ୍ୱପ୍ନରେ…
Read More...

ପାଟିକୁ ମିଠା ରଜ ପିଠା

ବିରି ଚାଉଳ ପୋଡ଼ ପିଠା ଆବଶ୍ୟକ ସାମଗ୍ରୀ ବିରି – ୨କପ ଅରୁଆ ଚାଉଳ – ୧କପ ଗୁଡ଼ – ୧କପ ରୁ କମ ନଡ଼ିଆ କୋରା – ୧କପ ଛେନା – ଆବଶ୍ୟକ ପରିମାଣରେ ପେଷା ଚିନି – ୧କପରୁ କମ କାଜୁ, କିସମିସ – ଆବଶ୍ୟକ ପରିମାଣରେ ଘିଅ…
Read More...

ମନ୍ଦିର ସମ୍ମୁଖରେ ପଡିଛି ମୃତଦେହ ; ପୁଲିସର ତଦନ୍ତ ଆରମ୍ଭ

ଛତ୍ରପୁର : କାଳୀ ମନ୍ଦିର ସମ୍ମୁଖରେ ପଡିଛି ଯୁବକଙ୍କ ମୃତଦେହ। ଛତ୍ରପୁର ଥାନା ଜାତୀୟ ରାଜପଥ କାଳୀ ଢ଼ାବା ନିକଟ କାଳୀ ମନ୍ଦିର ସମ୍ମୁଖରୁ ଠାବ ହୋଇଛି ମୃତଦେହ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।…
Read More...

ଏହି ରାଜ୍ୟରେ ବୃଦ୍ଧି ସଂକ୍ରମଣ ; ସ୍ଥିତି ଉପରେ ନଜର ରଖିବାକୁ କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ : ପ୍ରବଳ ଖରା ମଧ୍ୟରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି। ମାତ୍ର ସାତ ଦିନ ମଧ୍ୟରେ ଏହି ସଂକ୍ରମଣ ଦେଶର ଚାରି ରୁ ୧୫ ଟି ରାଜ୍ୟରେ ପହଞ୍ଚିଛି। ଗୋଟିଏ ଗୋଟିଏ ଜିଲାରେ ସଂକ୍ରମଣ ହାର ଅଧିକ…
Read More...

ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟସ୍ନାନ ନୀତି ଆରମ୍ଭ

ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀରୁ ସ୍ନାନବେଦୀରେ ବିଜେ କରିଛନ୍ତି ମହାପ୍ରଭୁ। ଏଥିପାଇଁ ସକାଳୁ ଚଳଚଞ୍ଚଳ ପୁରୀ। ବଡଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଦେଖାଯାଇଛି। ତେବେ ଆରମ୍ଭ ହୋଇଛି…
Read More...

ଖୋର୍ଦ୍ଧା – ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ପାଲଟିଛି ମରଣଜନ୍ତା 

ବେଗୁନିଆ: ଖୋର୍ଦ୍ଧା - ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥରେ ଚାଲିଥିବା ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଧିମା ଗତିରେ ଚାଲିଥିବା ଯୋଗୁଁ ଖୋର୍ଦ୍ଧା ବେଗୁନିଆ ମଧ୍ୟରେ ଥିବା ରାସ୍ତାର ଅନେକ ସ୍ଥାନରେ କାମ ମାସ ମାସ ଧରି…
Read More...

ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ବେଗୁନିଆ : ବେଗୁନିଆ ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ବେଗୁନିଆରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ସାଇନ ଡ଼ାଇଗୋନିଷ୍ଟିକ ଖୋର୍ଦ୍ଧା ତରଫରୁ ମାଗଣା ରକ୍ତଚାପ ଓ ରକ୍ତ ସର୍କରା ଆଦି ପରୀକ୍ଷା…
Read More...

ସାଇବର ଅପରାଧକୁ ରୋକିବା ପାଇଁ” ଆମ ପୁଲିସ ” ପକ୍ଷରୁ ଜନ ସଚେତନତା

ରେଙ୍ଗାଲିକ୍ୟାମ୍ପ : ସାମ୍ପ୍ରତିକ ସମାଜରେ ସାଇବର ଅପରାଧ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯେଉଁ ପରିମାଣରେ ମୋବାଇଲର ବ୍ୟବହାର ବୃଦ୍ଧି ପାଇ ଚାଲିଛି,ନେଟ ୱର୍କିଙ୍ଗ କାମ ବଢୁଛି,ସେହି ପରିମାଣରେ ସାଇବର ଅପରାଧ…
Read More...

ରୁଟି ପ୍ରସ୍ତୁତ କରିବା ସମୟରେ ଗଣନ୍ତୁ ନାହିଁ ; ଜାଣନ୍ତୁ ବୈଜ୍ଞାନିକ ଓ ଧାର୍ମିକ ମହତ୍ତ୍ୱ

ହିନ୍ଦୁ ଧର୍ମରେ ଅନେକ ମାନ୍ୟତା ଓ ପରମ୍ପରା ରହିଛି। ଯାହାକୁ ଅନେକ ପୁରାତନ କାଳରୁ ଲୋକେ ପାଳନ କରି ଆସୁଛନ୍ତି। ଏହି ପରମ୍ପରା ପଛରେ ଧାର୍ମିକ ସହ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଘରର ବୟୋଜ୍ୟେଷ୍ଠ ବ୍ୟକ୍ତି ସେହି…
Read More...

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ଲାଞ୍ଜିଗଡ଼ ବ୍ଲକ ଗସ୍ତ

ଲାଞ୍ଜିଗଡ : ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଥିବା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆଜି ନିଜ ଗସ୍ତର ଦ୍ୱିତୀୟ ଦିନରେ ମାଓ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକ ଗସ୍ତ କରିଛନ୍ତି। ଆଜି…
Read More...

ରାଜଧାନୀରେ ଦିନ ଦ୍ୱିପ୍ରହରରେ ଏକାଧିକ ବ୍ୟକ୍ତିଙ୍କୁ ଛୁରାମାଡ କଲେ ଯୁବକ

ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଏକାଧିକ ବ୍ୟକ୍ତିଙ୍କୁ ଛୁରାମାଡ ହୋଇଛି। ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଭିଏସଏସ ନଗରରେ ଦେଖାଯାଇଛି। ଯୁବକ ଜଣକ ମାନସିକ ଅନଗ୍ରସର ବୋଲି ଜଣାପଡିଛି।…
Read More...

ରାତି ଖାଦ୍ୟକୁ ଅଣଦେଖା କରୁଥିଲେ ……..

ଅନେକ ସମୟରେ ଲୋକେ ରାତିର ଖାଦ୍ୟକୁ ଗୁରୁତ୍ୱ ଦିଅନ୍ତି ନାହିଁ। ଅନେକ ଲୋକେ ଓଜନ ହ୍ରାସ ପାଇଁ ମଧ୍ୟ ରାତି ଖାଦ୍ୟ ଠାରୁ ଦୂରେଇ ରୁହନ୍ତି। ସେହିପରି କିଛି ଲୋକେ ଏପରି ମଧ୍ୟ ଅଛନ୍ତି, ଯେଉଁମାନେ କାର୍ଯ୍ୟାଳୟରୁ ଫେରି…
Read More...

ଜିଜାଙ୍ଗରେ ଭୂକମ୍ପ ଝଟକା

ଜିଜାଙ୍ଗ : ଚାଇନାର ତିବେତର ଜିଜାଙ୍ଗରେ ସୋମବାର ଭୋର ୪ଟା୦୧ରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୨ ରେକର୍ଡ କରାଯାଇଛି। ଏଯାଏଁ…
Read More...

ବ୍ୟକ୍ତିଙ୍କ ଆତ୍ମହତ୍ୟା ; କାରଣ ଅସ୍ପଷ୍ଟ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ଗ୍ରାମ ଭାଲୁପାହାଡି ସାହିର ଦୂର୍ଯ୍ୟ ନାଏକ (୫୦) ରବିବାର ରାତିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ନିଜ ଘର ଠାରୁ ୫ ଶହ ମିଟର ଦୂର ଏକ ବର ଗଛରେ ନିଜ ବେକରେ…
Read More...

କର୍ମଚାରୀଙ୍କୁ ଡେପୁଟେସନ୍ ପ୍ରତିବାଦରେ ଧର୍ମଘଟ

ଆନନ୍ଦପୁର: କର୍ମଚାରୀଙ୍କୁ ଡେପୁଟେସନ୍ ପ୍ରତିବାଦରେ ଧର୍ମଘଟ । ଏଭଳି ଏକ ଘଟଣା ଆଜି ଆନନ୍ଦପୁରରେ ଘଟିଥିବା ନେଇ ଖବର ମିଳିଛି। ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟର ସ୍ୱଳ୍ପ ବେତନ ଭୋଗି ଅସ୍ଥାୟୀ ସାତ ଜଣ କର୍ମଚାରୀଙ୍କୁ ଏକ…
Read More...

ମାତ୍ର ୧୫ ମିନିଟ୍‍ : ପାର୍ଲର ଭଳି ଚମକିବ ତ୍ୱଚା

ଉତ୍ତମ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ଅମୃତଭଣ୍ଡା ଖୁବ ଉପକାରୀ। ଭିଟାମିନ ଓ ମିନେରାଲ୍ସରେ ଭରପୁର ଅମୃତଭଣ୍ଡାରେ ଆଣ୍ଟି-ଅକ୍ସିଡାଣ୍ଟ ମଧ୍ୟ ରହିଛି। ଯାହା ତ୍ୱଚା ଜନିତ ଅନେକ ସମସ୍ୟା ଦୂର କରିଥାଏ। ଅମୃତଭଣ୍ଡାକୁ ବ୍ୟବହାର…
Read More...

ସ୍ୱାଦିଷ୍ଟ ବେସନ ପୁରୀ ଚାଟ୍‍

ଆବଶ୍ୟକ ସାମଗ୍ରୀ ମଇଦା – ୨୫୦ ଗ୍ରାମ ସିଝା ଆଳୁ – ୨ଟି ସିଝା ବୁଟ – ୩୦୦ ଗ୍ରାମ ବେସନ – ୧୦୦ ଗ୍ରାମ ତେଲ – ଆବଶ୍ୟକ ପରିମାଣରେ ଲୁଣ – ଆବଶ୍ୟକ ଅନୁସାରେ ଗରମ ମସଲା – ଅଳ୍ପ ଦହି – ୫୦୦ ଗ୍ରାମ ତେନ୍ତୁଳି ରସ…
Read More...

ଧୁମ୍‍ଧାମରେ ସରିଲା ରୁକ୍ମିଣୀଙ୍କ ବିବାହ

ପିପିଲି : ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଶ୍ରୀଜୟଗୋପାଳ ଦେବଙ୍କ ପ୍ରସିଦ୍ଧ ଚମ୍ପକଦ୍ୱାଦଶୀ ପର୍ବ ଓ ବାଣଯାତ୍ରା ପାଇଁ ଗ୍ରାମ ଉତ୍ସବମୁଖର ହୋଇଉଠିଛି । ଶନିବାର ସକାଳେ…
Read More...

ନିୟମିତ ପାଉଁରୁଟି ଖାଉଛନ୍ତି କି ? ସାବଧାନ ….

ସଭିଁଙ୍କ କର୍ମବ୍ୟସ୍ତ ଜୀବନ କାରଣରୁ ଓ ସମୟର ଅଭାବରୁ ବର୍ତ୍ତମାନ ସକାଳର ଜଳଖିଆରେ ରୁଟି ଓ ଅନ୍ୟାନ୍ୟ ଖାଦ୍ୟ ବ୍ୟତୀତ ପାଉଁରୁଟି-ବଟର ଆଦି ଖାଉଥିବା ଦେଖାଯାଉଛି। ଦୁଇ ମିନିଟରେ ଏହି ଖାଦ୍ୟ ପ୍ରସ୍ତୁତ ହୋଇ ଯାଉଥିବାରୁ…
Read More...

କନ୍ଧମାଳ ସାଂସଦଙ୍କୁ କୃତଜ୍ଞତା

ଫୁଲବାଣୀ : ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବର ବିଭିନ୍ନ ଅଭାବ ଅସୁବିଧାକୁ ହୃଦୟଙ୍ଗମ କରି କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଵ୍ୟକ୍ତିଗତ ଭାବେ ଏକଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏ ନେଇ  ସାଂସଦ ପ୍ରତିନିଧି…
Read More...

ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ଗୁଣୁପୁର ପକ୍ଷରୁ ସମ୍ବଲପୁରରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

ସମ୍ବଲପୁର :  ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆଜି ସମ୍ବଲପୁର ସ୍ଥିତ କାବେରୀ ହୋଟେଲ ଠାରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ଵବିଦ୍ୟାଳୟର କମ୍ପ୍ୟୁଟର…
Read More...

ଟି-ଟ୍ୱେଣ୍ଟି ; ଷ୍ଟାଡିୟମ ଭିତରକୁ ବାହାର ଖାଦ୍ୟ,ପାଣି ବୋତଲ ମନା

କଟକ : ରବିବାର କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ହେବ ଟି-ଟ୍ୱେଣ୍ଟି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ କିଛି ସମୟ ପୂର୍ବରୁ ଭୁବନେଶ୍ୱରର ମେ ଫେୟାର ହୋଟେଲରୁ କଡା ସୁରକ୍ଷା…
Read More...

ବିହାରରେ ବଡ ସଡକ ଦୁର୍ଘଟଣା ; ଚାଲିଗଲା ୮ ଜୀବନ

ପାଟଣା : ବିହାରର ପୁର୍ଣ୍ଣୟା ଜିଲାର କାଞ୍ଜିୟା ଗାଁରେ ଶନିବାର ଭୋର ୩ଟା ସମୟରେ ଏକ ସଡକ ଦୁର୍ଘଟଣା ଘଟିଛି। ଏକ ସ୍କର୍ପିଓ ଗାଡି ପୋଖରୀକୁ ଖସି ଯାଇ ଆଠ ଜଣଙ୍କର ଜୀବନ ଚାଲି ଯାଇଛି। ପୁଲିସ କହିବାନୁଯାୟୀ ଏଯାଏଁ ୮…
Read More...

ଦିଲ୍ଲୀର ହସ୍ପିଟାଲରେ ଅଗ୍ନିକାଣ୍ଡ ; ଜଣେ ମୃତ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଏକ ହସ୍ପିଟାଲରେ ଶନିବାର ଭୀଷଣ ଅଗ୍ନିକାଣ୍ଡ ହେବା ସହ ଅମ୍ଳଜାନ ଯୋଗାଣରେ ବାଧା ସୃଷ୍ଟି ହୋଇ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଜଣେ ୬୪ ବର୍ଷୀୟ ବୃଦ୍ଧ ବୋଲି…
Read More...

କଳହ ପରେ ଫିଙ୍ଗିଲେ ଗରମ ତେଲ ; ଜଣେ ଗୁରୁତର

ଆନନ୍ଦପୁର: ଆନନ୍ଦପୁରର ଘଷିପୁରା ଥାନା ଅନ୍ତର୍ଗତ ପୁସୁକୁରା ଠାରେ ଆଜି ସକାଳେ ଗରମ ତେଲ ଢ଼ାଳି ଜଣକୁ ମାରିବାକୁ ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏଥିରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ପୁଷ୍କୁରାର…
Read More...

ଏହି ଉପାୟରେ ଖାଆନ୍ତୁ ରସୁଣ ; କମିବ ଓଜନ

ଅଧିକାଂଶ ଲୋକେ ନିଜର ଓଜନକୁ ବୃଦ୍ଧି ପାଇଁ ଖୁବ ଚିନ୍ତିତ। ଯେତେ ସହଜରେ ଓଜନ ବଢିଥାଏ,ସେମାନଙ୍କୁ ତାହା ହ୍ରାସ କରିବାକୁ ଅଧିକ ସମୟ ଲାଗି ଥାଏ ବୋଲି କୁହାଯାଏ। ଓଜନ ହ୍ରାସ ପାଇଁ ମାସ ମାସ ଧରି ଡାଏଟିଙ୍ଗ, ବ୍ୟାୟାମ…
Read More...

ଜାଣନ୍ତୁ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ କିଛି ସରଳ ଉପାୟ

ମା’ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ। ମା’ଙ୍କ କୃପାରୁ ଧନର ଅଭାବ ହୋଇ ନଥାଏ। ଘରେ ସର୍ବଦା ହସଖୁସିର ବାତାବରଣ ସହ ଘର ସୁଖସମୃଦ୍ଧିରେ ପରିପୂର୍ଣ୍ଣ ରହିଥାଏ। ତେବେ ଧନ ପ୍ରାପ୍ତି ପାଇଁ ଓ ସୁଖସମୃଦ୍ଧି ବୃଦ୍ଧି ପାଇଁ…
Read More...

ନରସିଂହପ୍ରସାଦରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଏବଂ ଅଷ୍ଟପ୍ରହରୀ ନାମଯଜ୍ଞ

ଧାମରା : ଧାମରା ନିକଟସ୍ଥ ନରସିଂହପ୍ରସାଦ ଗ୍ରାମରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଥମେ ମା ଶୀତଳା ଦେବୀଙ୍କ ପୂଜାର୍ଚନା କରାଯାଇଥିଲା…
Read More...

ମର୍ମନ୍ତୁଦ ଦୁର୍ଘଟଣା ; କାରକୁ ଧକ୍କା ଦେଲା ବସ୍‍, ୪ ମୃତ

ଔରିଆ : ଉତ୍ତରପ୍ରଦେଶ ସ୍ଥିତ ଔରିଆ ଜିଲାରେ ବେଲା-ବିଧୁନା ମାର୍ଗରେ ଶୁକ୍ରବାର ସକାଳେ କାର ଓ ରୋଡବେଜ୍‍ ବସ ମୁହାଁମୁହିଁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି।…
Read More...

ବୁରୁଡ଼ିରେ ରାଜସ୍ୱରଥ ମାଧ୍ୟମରେ ୪୭ ଜଣଙ୍କୁ ପଟ୍ଟା ବଣ୍ଟନ

ଗଞ୍ଜାମ: ଗଞ୍ଜାମ ତହସିଲ ଅଧୀନସ୍ଥ ସାନ ରାମଚନ୍ଦ୍ର ପୁର ପଞ୍ଚାୟତର ଏଚ.ବୁରୁଡ଼ି ସ।ର୍କିଲରେ ରାଜସ୍ୱ ରଥ ମାଧ୍ୟମରେ ୪୭ ଜଣ ହିତାଧାରୀ ମାନଙ୍କୁ ଶୁକ୍ରବାର ଦିନ ସେମାନଙ୍କ ପଟ୍ଟା ବଣ୍ଟନ କରାଯାଇଛି। ଜିଲ୍ଲା ପ୍ରଶାସନ…
Read More...

ସାପ କାମୁଡାରେ କଲେଜ ଛାତ୍ରୀର ମୃତ୍ୟୁ

ହରଭଙ୍ଗା : ହରଭଙ୍ଗା ଥାନା ଅର୍ନ୍ତଗତ ସୁରୁଣ୍ଡି ଗ୍ରାମରେ ସାପ କାମୁଡାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଗତ ଗୁରୁବାର ମଧ୍ୟାହ୍ନ ସମୟରେ ଉକ୍ତ ଗ୍ରାମର ଦଳିତ ସାହିର ଦାଶରଥି ବେହେରାଙ୍କ ଝିଅ…
Read More...

ଶପଥ ନେଲେ ଦୁଇ ନବନିଯୁକ୍ତ ବିଚାରପତି

କଟକ : ଓଡିଶା ହାଇକୋର୍ଟର ଦୁଇ ନବନିଯୁକ୍ତ ବିଚାରପତି ଆଜି ପୂର୍ବାହ୍ନରେ ଶପଥ ନେଇଛନ୍ତି। ତ୍ରିପୁରା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଓଡିଶା ହାଇକୋର୍ଟର…
Read More...

ଋଣ ଭାର ପାଇଁ ଜୀବନ ହାରିଲେ ଦମ୍ପତି!

ଢେଙ୍କାନାଳ : ଢେଙ୍କାନାଳ ଜିଲା ସଦର ଥାନା କାଙ୍କଡପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଋଣ ଭାର ସହି ନପାରି ଏକ ଦମ୍ପତି ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…
Read More...

ରାଜ୍ୟରେ କରୋନା ; ଚିହ୍ନଟ ହେଲେ ୨୦ ନୂଆ ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ କେହି ନଥିବା ବେଳେ ସଙ୍ଗରୋଧରୁ ୧୨ ଓ ସ୍ଥାନୀୟ ସଂକ୍ରମିତ ୮। Covid-19 Report…
Read More...

ବନ୍ଦ ହେଲା ବାଲେଶ୍ବର ଆଲଏଜ୍ ଖଣି : ଖଣି ଉପନିର୍ଦେଶକଙ୍କ ସୂଚନା

ଯାଜପୁର: ସୂଚନା ମୁତାବକ ବାଲେଶ୍ବର ଆଲଏଜ୍ କମ୍ପାନି ମାଲିକାନାରେ ଥିବା କାଳିଆପାଣି ଇସ୍ପାତ କ୍ରୋମାଇଟ୍‌ ଖଣି ପୁଣି  ବନ୍ଦ ରହିଛି। ଯାଜପୁରରୋଡ଼ ସର୍କଲ ଖଣି ଉପନିର୍ଦେଶକ ବିଭୂତି ଭୂଷଣ ବେହେରାଙ୍କ ସ୍ବତନ୍ତ୍ର…
Read More...

ତିନିମାସ ହେବ ଭତ୍ତା ପାଇନାହାନ୍ତି ଇନ୍ତାଲିଗୁଡା ବାସୀ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଇନ୍ତାଲିଗୁଡା ଗ୍ରାମବାସୀ ତିନିମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ସରକାର ତରଫରୁ ମଧୁବାବୁ ପେନସନ ଯୋଜନାରେ ବିଧବା , ବାର୍ଦ୍ଧକ୍ୟ,…
Read More...

ଘୁଙ୍ଗୁଡି ସମସ୍ୟାରୁ ମିଳିବ ମୁକ୍ତି

ଅନେକ ଲୋକଙ୍କର ରାତିରେ ହେଉ ଅଥବା ଦିନରେ ଶୋଇଥିବା ସମୟରେ ଘୁଙ୍ଗୁଡି ମାରିବା ଅଭ୍ୟାସ। ତେବେ ଏଭଳି ସମସ୍ୟାରୁ ମୁକ୍ତି ଚାହୁଁଥିଲେ ଖାଦ୍ୟ-ପାନୀୟରେ କିଛି ପରିବର୍ତ୍ତନ ଆଣିବାକୁ ପଡିବ । ତେବେ ଆସନ୍ତୁ ସେହି…
Read More...

ଜାଣି ରଖନ୍ତୁ କିଛି ସରଳ ଉପାୟ ; ମିଳେ ଚମତ୍କାରୀ ଲାଭ

ସକାଳୁ ଉଠିବା ମାତ୍ରେ ପ୍ରତିଦିନ ପିତା-ମାତା, ଘରର ଗୁରୁଜନଙ୍କୁ ପ୍ରଣାମ କରନ୍ତୁ। ଏହା ଦ୍ୱାରା ସର୍ବଦା ସଫଳତା ପ୍ରାପ୍ତି ହୋଇଥାଏ। ପ୍ରତିଦିନ ଗାଈଙ୍କୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ। ନିୟମିତ କୁକୁରଙ୍କୁ ରୁଟି ଓ…
Read More...

ମନ୍ତଇ ମୁହାଁଣରେ ବେଆଇନ ନିଲାମ ଅଭିଯୋଗ

ବାସୁଦେବପୁର : ବାସୁଦେବପୁର ବ୍ଲକ ବାଲିମେଦ ପଂଚାୟତ ଚାରିବଟିଆ କୋଷ୍ଟ କେନାଲର ମନ୍ତଇ ମୁହାଁଣକୁ ବେଆଇନ ନିଲାମ ଦିଆଯାଇଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତହସିଲ ପରିସରରେ ସମବେତ ହୋଇ ପ୍ରତିବାଦ କରିବା ସହ…
Read More...

ରାଜଧାନୀରେ ଚାଞ୍ଚଲ୍ୟ ; ସ୍ତ୍ରୀକୁ ହତ୍ୟା ପରେ ଝିଅର ତଣ୍ଟି କାଟିଲା ବାପା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଘାଟିକିଆ ଅଞ୍ଚଳରେ ଜଣେ ବ୍ୟକ୍ତି ନିଜର ନାବାଳିକା ଝିଅର ତଣ୍ଟି କାଟି ହତ୍ୟା ଉଦ୍ୟମ କରିଥିବା ବେଳେ ସ୍ତ୍ରୀକୁ ହତ୍ୟା କରିଛି। ଝିଅର ବୟସ ୬…
Read More...

ଜମି କିଣିବା ପାଇଁ ଟଙ୍କା ଉଠାଇଲେ ; ଲୁଟେରା ଝାମ୍ପି ନେଲେ

ଭଦ୍ରକ : ବ୍ୟାଙ୍କ ସାମ୍ନାରୁୁ ଦୁର୍ବୃତ୍ତ ଝାମ୍ପି ନେଲେ ୧୨ ଲକ୍ଷ ଟଙ୍କା। ଭଦ୍ରକ ଜିଲା ଟାଉନ ଥାନା ଅପର୍ତ୍ତିବିନ୍ଧା ଷ୍ଟେଟ ବ୍ୟାଙ୍କ ନିକଟରୁ ଲୁଟେରା ଜଣେ ବ୍ୟକ୍ତିଙ୍କ ଠାରୁ ଏହି ଟଙ୍କା ଝାମ୍ପି ନେଇଛନ୍ତି।…
Read More...

ଉଦୟପୁରରେ ଅଘଟଣ ; ଦୋକାନ କାନ୍ଥ ତଳେ ଦବି ଯାଇ ୨ ମୃତ,୭ ଆହତ

ଉଦୟପୁର : ଉଦୟପୁରର କୃଷକ ବଜାରରେ ଏକ ବଡ ଅଘଟଣ ଘଟିଥିବା ନେଇ ଖବର ମିଳିଛି। ଏକ ଦୋକାନର ଛାତ ଭୁଷୁଡି ପଡିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ମଧ୍ୟରେ ୨ ଜଣ ଗ୍ରାହକ ଓ ଅନ୍ୟ ଜଣେ ଥିବା ବେଳେ ପ୍ରାୟ ୧୦ ଜଣ ଏହା ତଳେ…
Read More...

ରଥଯାତ୍ରା ଓ ବାହୁଡ଼ା ଯାତ୍ରାକୁ ସୁଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ବୈଠକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ଚଳିତ ବର୍ଷ ରଥଯାତ୍ରା ଓ ବାହୁଡ଼ା ଯାତ୍ରାକୁ ସୁଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଜିଲ୍ଲାପାଳ ଡା.ବୃନ୍ଦା ଡି. ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର

ଦେବଗଡ଼ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରିଆମାଳ ବ୍ଲକ ମହାସିନ୍ଧୁ ଗ୍ରାମର ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ମହାସିନ୍ଧୁ ଗ୍ରାମର ପଦ୍ମଲୋଚନ ପ୍ରଧାନ(୪୫)ଙ୍କ ଘରକୁ ଯାଇଥିବା…
Read More...

ରାଜ୍ୟରେ ସାମାନ୍ୟ ବୃଦ୍ଧି ଦୈନିକ ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ପୂର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ରେ ସୀମିତ ରହିଥିବା ବେଳେ ଏବେ ଏଥିରେ ବୃଦ୍ଧି ହୋଇଥିବା ଦେଖାଯାଇଛି। ୨୪ ଘଣ୍ଟାରେ ଆଉ ୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ…
Read More...

୫-ଟି ସଚିବଙ୍କୁ ଭେଟିଲେ କନ୍ଧମାଳ ଜିଲାର ବିଭିନ୍ନ ବ୍ଳକର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

ଫୁଲବାଣୀ : କନ୍ଧମାଳ ଜିଲାର ବିଭିନ୍ନ ବ୍ଳକର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ନବୀନ ନିବାସରେ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ କନ୍ଧମାଳ…
Read More...

ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ 

ନବରଙ୍ଗପୁର  : ଫକୀରମୋହନ ପଠନଶାଳା, ଉମରକୋଟ ଓ ବନ ସୁରଭି ପ୍ରକାଶନ, ଧୋଡ୍ରା ମିଳିତ ଆନୁକୂଲ୍ୟରେ ସାରସ୍ୱତ ସମାରୋହ ଉମରକୋଟ ସହିଦ ଲକ୍ଷ୍ମଣ ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ…
Read More...

କରନ୍ତୁ ନାହିଁ ଏହି ଭୁଲ୍‍

ଅଧିକାଂଶ ସମୟରେ ଲୋକେ ଯେକୌଣସି ଖାଦ୍ୟ ଖାଇବା ପୂର୍ବରୁ କିଛି ଚିନ୍ତା କରନ୍ତି ନାହିଁ। କିଛି ଖାଦ୍ୟ ଖାଇବା ପରେ କିମ୍ବା ପୂର୍ବରୁ ଏଭଳି କିଛି କଥା ରହିଛି, ଯାହା ସଭିଏଁ ଜାଣିବା ଆବଶ୍ୟକ। କାରଣ ଏହାର କୁପ୍ରଭାବ…
Read More...

ବାସ୍ତୁ ଓ ତୁଳସୀ

ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷଙ୍କୁ ଖୁବ ପବିତ୍ର କୁହାଯିବା ସହ ଏହା ଏକ ପୂଜନୀୟ ବୃକ୍ଷ। ପ୍ରତ୍ୟେକଙ୍କ ଘର ଅଗଣାରେ ତୁଳସୀଙ୍କୁ ପୂଜା କରାଯାଇଥାଏ। ଏହା ଦ୍ୱାରା ଘରେ ସର୍ବଦା ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଧନର ଅଭାବ…
Read More...

ପ୍ରକୃତି ମିତ୍ର ପ୍ରାପ୍ତ ଅନୁଷ୍ଠାନକୁ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଜବାହାରଲାଲ ନେହେରୁ ଆଦିବାସୀ କ୍ଳବକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ…
Read More...

ସମବାୟ ନିର୍ବାଚନ ; ସରିଲା ନାମାଙ୍କନ ପତ୍ର ଦାଖଲ

ହରଭଙ୍ଗା : ଚଳିତ ସମବାୟ ନିର୍ବାଚନକୁ ନେଇ ବର୍ତମାନ ହରଭଙ୍ଗା ବ୍ଲକରେ ରାଜନୈତିକ ଉଷ୍ମତା ଜୋର ଧରିଛି। ଡାଇରେକ୍ଟର ଚୟନ ପାଇଁ ବିଜେଡି/ବିଜେପି ସମର୍ଥୀତ ପ୍ରାର୍ଥୀ ମଧ୍ୟରେ ଟଣାଓଟାରାକୁ ଲକ୍ଷ୍ୟକଲେ ପଂଚାୟତ ନିର୍ବାଚନ…
Read More...

ଜାରକା ଷ୍ଟାଡିୟମଠାରେ ନୂତନ ମହିଳା ଗୋଷ୍ଠୀକେନ୍ଦ୍ରର ଉଦ୍‍ଘାଟନ

ଯାଜପୁର : କଳ୍ପତରୁ ଦାସ ଷ୍ଟାଡିୟମଠାରେ ନୂତନ ମହିଳା ଗୋଷ୍ଠୀକେନ୍ଦ୍ର ଉଦ୍‍ଘାଟନ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଧର୍ମଶାଳାର ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗଦେଇ ଫିତା କାଟି…
Read More...

ଜୁନ୍‍ ୧୩ ତାରିଖରେ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର : ଜୁନ୍‍ ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ବାଚସ୍ପତି ନିର୍ବାଚନ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ଆଜି ସୂଚନା ମିଳିଛି। ବାଚସ୍ପତି ପଦ ପାଇଁ ଆସନ୍ତା ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରାଯିବ।…
Read More...

ଶିମିଳିପାଳରେ ବାଘ ଗଣନା ବେଳେ ଭାଲୁ ଆକ୍ରମଣରେ ୨ ଆହତ

କରଞ୍ଜିଆ: ବାଘ ଗଣନା ସମୟରେ ଭାଲୁ ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ଶିମିଳିପାଳ ଚହଲା ରେଞ୍ଜରେ। ଏଠାରେ ୫ ଜଣିଆ ବନ ସୁରକ୍ଷା କର୍ମଚାରୀ ବାଘ ଗଣନା କରୁଥିବା ସମୟରେ ହଠାତ୍‍…
Read More...

କାର ଧକ୍କାରେ ବାପପୁଅ ମୃତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ବେଗୁନିଆ ଚକାପଦା ଛକରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକରେ ଯାଉଥିବା ବାପପୁଅଙ୍କୁ ଏକ କାର ଧକ୍କା ଦେବାରୁ ସେମାନଙ୍କ ମୃତ୍ୟୁ ଘଟିଛି। ବାପପୁଅ ଉଭୟ ବୋଲଗଡରୁ…
Read More...

ଫସଲ କ୍ଷତିର କ୍ଷତିପୂରଣ ପାଇ ନାହାଁନ୍ତି ୪୭୮ଜଣ ଚାଷୀ

ମୁଖୀଗୁଡା : ଜୟପାଟଣା ବ୍ଲକର ୪୭୮ଜଣ ଚାଷୀ ଫସଲ କ୍ଷତିର କ୍ଷତିପୂରଣ ପାଇ ନାହାଁନ୍ତି । ଜୟପାଟଣା ତହସିଲ କାର୍ୟ୍ୟାଳୟ ରୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୮ରେ ଜୟପାଟଣା ବ୍ଲକର ୧୭୬୧ଜଣ ଚାଷୀଙ୍କ…
Read More...

 ସ୍ପଲ ବୋଝେଇ ହାଇୱା ଜବତ ;୨ ଜଣ ଚାଳକ ଗିରଫ

ବେଗୁନିଆ : ବେଗୁନିଆ ଥାନା ଅଞ୍ଚଳରେ ବିଭିନ୍ନ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ବୃଦ୍ଧି ପାଉଥିବା ସମୟରେ ବେଗୁନିଆ ଥାନା ଅଧିକାରୀଙ୍କ ଘନ ଘନ ଚଢ଼ାଉ ଯୋଗୁଁ ମାଫିଆ ମାନଙ୍କ ମଧ୍ୟରେ ଭୟ ଦେଖା ଦେଇଛି । ବେଗୁନିଆ ପୁଲିସ…
Read More...

ଦାନ୍ତର ଯନ୍ତ୍ରଣା କମାଇବା ପାଇଁ କିଛି ଘରୋଇ ଉପଚାର

ଭୁଲ ସମୟରେ ଖାଇବା, ଅଧିକ ଛଣାଛଣି ଖାଦ୍ୟର ସେବନ , ଅତ୍ୟଧିକ ମୃଦ୍ୟୁ ପାନୀୟ ପିଇବା ଦ୍ୱାରା, ଦାନ୍ତକୁ ସଠିକ୍ ଭାବରେ ସଫା ନକରିବା  ଏବଂ ପାନ ଖାଇବା ଦ୍ୱାରା ଦାନ୍ତ ଖରାପ ହୋଇଥାଏ ଏବଂ ଯନ୍ତ୍ରଣା ହୋଇଥାଏ। ଜାଣନ୍ତୁ…
Read More...

କଟକ ବାଦାମବାଡ଼ି ସରକାରୀ ବସଷ୍ଟାଣ୍ଡରେ ପଙ୍ଖା ଅଚଳ

କଟକ : ଅସହ୍ୟ ଗ୍ରୀଷ୍ମ ପ୍ରବାହ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହିଭଳି ପରିସ୍ଥିତିରେ ରାଜ୍ୟର ଏକ ପ୍ରମୁଖ ସରକାରୀ ବସଷ୍ଟାଣ୍ଡ ଭାବେ ପରିଗଣିତ ବାଦାମବାଡ଼ି ବସଷ୍ଟାଣ୍ଡରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟରେ…
Read More...

କେଶ ପାଇଁ ସୁପରଫୁଡ୍‍

ସଭିଁଙ୍କୁ ଘନ ଓ ରେଶମୀ କେଶ ବେଶ ପସନ୍ଦ। ଏହାସହ ବର୍ତ୍ତମାନ କେଶ ଝଡିବା ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। କେଶକୁ ସଠିକ ପୋଷଣ ପ୍ରଦାନ କରିବା ପାଇଁ କିଛି ସ୍ୱତନ୍ତ୍ର ଖାଦ୍ୟ ଖାଇବା ନିତାନ୍ତ ଜରୁରୀ। ତେବେ…
Read More...

ଜମ୍ମୁ-କାଶ୍ମୀର ; ଡ୍ରୋନ ଉପରେ ଗୁଳିଚାଳନା ,ପିଲାଙ୍କ ଟିଫିନ୍‍ ବକ୍ସରୁ ଆଇଇଡି ଜବତ

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ପାକିସ୍ତାନର ଏକ ବିସ୍ଫୋରଣ ଯୋଜନାକୁ ସୁରକ୍ଷାକର୍ମୀ ପଣ୍ଡ କରିଛନ୍ତି ବୋଲି ଖବର ମିଳିଛି। ବିଏସଏଫର ଯବାନମାନେ ମଙ୍ଗଳବାର ଜମ୍ମୁ ଜିଲାରେ ଭାରତ-ପାକିସ୍ତାନ ସୀମାରେ ଡ୍ରୋନ ଦେଖିଥିଲେ।…
Read More...

ଆନ୍ତଃରାଜ୍ୟକୁ ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ ; ୨ ଗିରଫ

ନବରଙ୍ଗପୁର : ଉତ୍ତରପ୍ରଦେଶକୁ କୋରାପୁଟ ଜିଲ୍ଲାର ପ।ଡୁଆରୁ କଳାହାଣ୍ଡି ଦେଇ ଗଞ୍ଜେଇ ଚୋରା ଚାଲାଣ ବେଳେ ପୁଲିସ ହାତରେ ଧରା ପଡିଛି । ଡ଼ଙ୍ଗରଭେଜା ଫାଣ୍ଡି ନିକଟରୁ ଗଞ୍ଜେଇ ବୋଝେଇ ପିକପ ଭ୍ୟାନକୁ ଜବତ କରାଯାଇଛି।…
Read More...

ଆଠଗଡରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୧ଟି ରୂପାନ୍ତରିତ ବିଦ୍ୟାଳୟ ଲୋକାର୍ପିତ

ଆଠଗଡ : ଆଠଗଡ ସହରର ସରକାରୀ ବାଳିକା ହାଇସ୍କୁଲ ସମେତ ବ୍ଲକର ମୋଟ ୧୧ଟି ୫-ଟି ବିଭାଗ ଦ୍ୱାରା ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି। ଏହି…
Read More...

ଆସନ୍ତାକାଲି ଜଗା ଦର୍ଶନ ବନ୍ଦ

ପୁରୀ : ଆସନ୍ତାକାଲି ଜ୍ୟେଷ୍ଠ ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ପରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ବନ୍ଦ ରହିବ। ଅପରାହ୍ନ ଘ.୪ଟା ରୁ ସନ୍ଧ୍ୟା ଘ.୮ଟା ଯାଏଁ…
Read More...

ମର୍ମନ୍ତୁଦ ଦୁର୍ଘଟଣା ; ଗୋଟିଏ ପରିବାରର ୨ ଶିଶୁ ସମେତ ୮ ମୃତ

ବାରମେର : ରାଜସ୍ଥାନର ବାରମେରରେ ସୋମବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାର-ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟି ଗୋଟିଏ ପରିବାରର ଆଠ ଜଣଙ୍କର ଜୀବନ ଚାଲି ଯାଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ…
Read More...

ସମାଜସେବୀଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

ମୋହନା : ଗଜପତି ଜିଲ୍ଲା ମୋହନା ପଞ୍ଚାୟତର ପରିବେଶପ୍ରେମୀ ଜିତେନ୍ଦ୍ର କୁମାର ବେହେରାଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନୀତ କରାଯାଇଛି। ବ୍ରହ୍ମପୁରସ୍ଥିତ ଆଞ୍ଚଳିକ ବନ ସଂରକ୍ଷକଙ୍କ ସମ୍ମିଳନୀ କକ୍ଷରେ…
Read More...

ଡାକ୍ତର ଓ ବିଶେଷଜ୍ଞଙ୍କ ମତରେ ଖେଚେଡି ସଭିଁଙ୍କ ପାଇଁ ଏକ ଉତ୍ତମ ଖାଦ୍ୟ

ଜାଣନ୍ତୁ ଏଭଳି କିଛି ଖାଦ୍ୟ ବିଷୟରେ ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଦହି ଭାତ ଦହି ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏହା ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟା ଦୂର କରିଥାଏ।…
Read More...

ଆଖଣ୍ଡଳମଣିଙ୍କ ଶିବ ବିବାହ: ସରିଛି ମଙ୍ଗନ, ଆଜି ବାହାଘର

ଆରଡି : ବାବା ଆଖଣ୍ଡଳମଣିଙ୍କ ଶିବ ବିବାହ ପାଇଁ ଉତ୍ସବମୁଖର ହୋଇ ଉଠିଛି ସମଗ୍ର ପୀଠ। ଶୁକ୍ରବାର ବୈଦିକ ରୀତିନୀତି ଅନୁଯାଇ ମଙ୍ଗନକୃତ୍ୟ ନୀତି ସମ୍ପନ୍ନ ହୋଇଥିବା ବେଳେ ଆଜି ବିବାହ ବନ୍ଧନରେ ବାନ୍ଧିହେବେ ଦେବଦମ୍ପତି।…
Read More...

ଶନିବାର : ନୀଳ ରଙ୍ଗର ଫଳ ଓ ପନିପରିବାର ଅଧିକ ପ୍ରୟୋଗ କରନ୍ତୁ

ଶାସ୍ତ୍ରରେ ଖାଦ୍ୟ ଖାଇବାର ଅଭ୍ୟାସ , ସାପ୍ତାହିକ ଭୋଜନ ବିଷୟରେ ବର୍ଣ୍ଣନା କରାଯାଇଛି। ସଭିଁଙ୍କ ଭୋଜନର ଅଭ୍ୟାସ ପାଇଁ କିଛି ନିୟମ ରହିଛି।ଜାଣନ୍ତୁ ବାର ଅନୁଯାୟୀ ଖାଦ୍ୟରେ ସାମିଲ କରନ୍ତୁ ଏହି ଫଳ , ପନିପରିବା ମିଳିବ…
Read More...

ରାଜଧାନୀରୁ ୫ କୋଟିର ଧଳାଜହର ଜବତ ; ୩ ଗିରଫ

ଭୁବନେଶ୍ୱର : ଗତ କିଛି ଦିନ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ଲକ୍ଷାଧିକ ଟଙ୍କାର ଧଳାଜହର ଜବତ କରାଯାଉଛି। ଆଜି ରାଜଧାନୀ ଉପକଣ୍ଠରୁ ୫ କୋଟି ଟଙ୍କା ଧଳାଜହର ଜବତ କରାଯାଇଥିବା ବେଳେ ସମ୍ପୃକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ…
Read More...

କ୍ରିମ୍‍ ମକା ଚାଟ୍‍

ଆବଶ୍ୟକ ସାମଗ୍ରୀ ସିଝା ମକା – ୧କପ ଟମାଟୋ - ଅଳ୍ପ (କଟା ଯାଇଥିବା) ଲେମ୍ବୁ ଖଣ୍ଡ – ଗୋଟିଏ ଜହ୍ନି – କଟା ହୋଇଥିବା ( ଅଳ୍ପ) ଲଙ୍କା ଗୁଣ୍ଡ - ଆବଶ୍ୟକ ପରିମାଣରେ ଛଣା ସେଉ - ୨ ଚାମଚ ଲାଲ ସିମଲା ଲଙ୍କା -…
Read More...

ଜୁନ୍‍ ଶେଷରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ – ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ଶେଷ ପରେ ସରିଛି ଖାତାଦେଖା। ଚଳିତ ଜୁନ୍‍ ମାସ ଶେଷ ସପ୍ତାପରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।…
Read More...

ଇଟ୍‍ ରାଇଟ୍‍ ପ୍ରତିଯୋଗିତାରେ ମଧ୍ୟପ୍ରଦେଶକୁ ବଡ ସଫଳତା

ଭୋପାଳ : ମଧ୍ୟପ୍ରଦେଶ ଇଟ୍‍ ରାଇଟ୍‍ ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ଏକ ବଡ ସଫଳତା ହାସଲ କରିଛି। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣର ଏହି ଇଟ୍‍ ରାଇଟ୍‍ ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ଇନ୍ଦୌର ପ୍ରଥମ ଏବଂ…
Read More...

ଓଲଟିଲା ଟ୍ରାକ୍ଟର ; ଦୁଇ ଶିଶୁଙ୍କ ସମେତ ୫ ମୃତ

ଖଣ୍ଡୱା : ମଧ୍ୟପ୍ରଦେଶ ସ୍ଥିତ ଖଣ୍ଡୱାରେ ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ୨ ଜଣ ଶିଶୁ ରହିଛନ୍ତି। ଖଣ୍ଡୱାର…
Read More...

ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ; ଲିଙ୍ଗରାଜ ମନ୍ଦିରରେ ଅଚଳାବସ୍ଥା ଜାରି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ଅଚଳାବସ୍ଥା ଜାରି ରହିଥିବା ନେଇ ଆଜି ଖବର ମିଳିଛି। ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁଁ ନୀତିକାନ୍ତି ବନ୍ଦ ରହିଥିବା ଜଣାପଡିଛି।…
Read More...

ମୁଖୀଗୁଡା ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ରୁପା ସାମଗ୍ରୀ ଚୋରି

ମୁଖୀଗୁଡା : କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ରୁପା ଅଳଙ୍କାର , ପିତଳ ସାମଗ୍ରୀ ,ହୁଣ୍ଡିରେ ଥିବା ଟଙ୍କା ଗତ ରାତିରେ ଚୋରି ହୋଇଥିବା ଜଣାପଡିଛି । ଆଜି ସକାଳ ପ୍ରାୟ ୫ଟା ୩୦ମିନିଟ…
Read More...

ବାର ଅନୁଯାୟୀ ଖାଆନ୍ତୁ ଏହି ଜିନିଷ ; ମିଳିବ ଗ୍ରହଙ୍କ ଶୁଭଫଳ

ସ୍ୱାସ୍ଥ୍ୟ ପାଇଁ ଡ୍ରାଏ ଫ୍ରୁଟ୍ସ ଖୁବ ଉପକାରୀ। ଏହାର ସେବନ ଦ୍ୱାରା ଶରୀରକୁ ଅନେକ ଲାଭ ମିଳିବା ସହ ସ୍ମରଣ ଶକ୍ତି ବୃଦ୍ଧି ଓ ତ୍ୱଚାର ଚମକ ମଧ୍ୟ ବୃଦ୍ଧି ପାଇଥାଏ। ତେବେ ଉତ୍ତମ ସ୍ୱାସ୍ଥ୍ୟ ସହ ଡ୍ରାଏ ଫ୍ରୁଟ୍ସ ସେବନ…
Read More...

ପୁଣି ସଂକ୍ରମଣ ବୃଦ୍ଧି ; ଫେରିଲା କଟକଣା,ବିମାନରେ ମାସ୍କ ନପିନ୍ଧିଲେ ହେବ ଜରିମାନା

ନୂଆଦିଲ୍ଲୀ : ଦେଶରେ ପୁଣି କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି। ପ୍ରାୟ ତିନି ମାସ ପରେ ପୁଣି ୪୦୦୦ ଅତିକ୍ରମ କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ, ଭାରତରେ ୪୦୪୧ ନୂତନ କରୋନା…
Read More...