BSKY banner  750×100

ମନ୍ତଇ ମୁହାଁଣରେ ବେଆଇନ ନିଲାମ ଅଭିଯୋଗ

ତହସିଲଦାରଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

bjd gruha runa banner

ବାସୁଦେବପୁର : ବାସୁଦେବପୁର ବ୍ଲକ ବାଲିମେଦ ପଂଚାୟତ ଚାରିବଟିଆ କୋଷ୍ଟ କେନାଲର ମନ୍ତଇ ମୁହାଁଣକୁ ବେଆଇନ ନିଲାମ ଦିଆଯାଇଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତହସିଲ ପରିସରରେ ସମବେତ ହୋଇ ପ୍ରତିବାଦ କରିବା ସହ ବିଚାର ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

Comments are closed.