www.samajalive.in
Wednesday, November 19, 2025
26.1 C
Bhubaneswar

କର୍ମଚାରୀଙ୍କୁ ଡେପୁଟେସନ୍ ପ୍ରତିବାଦରେ ଧର୍ମଘଟ

ଆନନ୍ଦପୁର: କର୍ମଚାରୀଙ୍କୁ ଡେପୁଟେସନ୍ ପ୍ରତିବାଦରେ ଧର୍ମଘଟ । ଏଭଳି ଏକ ଘଟଣା ଆଜି ଆନନ୍ଦପୁରରେ ଘଟିଥିବା ନେଇ ଖବର ମିଳିଛି। ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟର ସ୍ୱଳ୍ପ ବେତନ ଭୋଗି ଅସ୍ଥାୟୀ ସାତ ଜଣ କର୍ମଚାରୀଙ୍କୁ ଏକ ସମୟରେ ଦେପୁଟେ ସନରେ ଆନନ୍ଦପୁର ଠାରୁ ୮୦ କିମି ଦୂର କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ବଦଳି ପ୍ରତିବାଦରେ ଏହି କର୍ମଚାରୀ ମାନେ ଏକ ଲିଖିତ ପ୍ରତିବାଦ କରିଛନ୍ତି। ମାସିକ ମାତ୍ର ସାତ ହଜାର ଟଙ୍କାରେ କିପରି ନିଜ ପରିବାର ସହ ଦୁଇଟି ସ୍ଥାନରେ ଚଳିବେ ସେନେଇ ଲିଖିତ ଭାବରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟର ସୁପରିତେଣ୍ଡ ଧନେଶ୍ୱର୍ ସେଠିଙ୍କୁ ଦେବା ସହ ସୁପରିଟେଣ୍ଡଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଜାରି ରଖିଥିବା ଦେଖାଯାଇଛି।

Hot this week

ପୁଣି ବଡ ଏନକାଉଣ୍ଟର : ୭ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ର ଆଲୁରୀ ସୀତାରାମ...

ରଣଜୀ ଟ୍ରଫି: ଓଡ଼ିଶାର ବଡ଼ ସ୍କୋର୍‌; ୪୬୫ ରନ୍‌ ଲକ୍ଷ୍ୟର ପିଛାକରି ନାଗାଲାଣ୍ଡ ୧/୪୧

କଟକ: ଭୁବନେଶ୍ବରର କିଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ମଙ୍ଗଳବାର...

ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୧୧ହମାସ ଆତଙ୍କବାଦୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ...

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

Related Articles

Popular Categories