www.samajalive.in
Friday, December 5, 2025
17.1 C
Bhubaneswar

ବନ୍ଦ ହେଲା ବାଲେଶ୍ବର ଆଲଏଜ୍ ଖଣି : ଖଣି ଉପନିର୍ଦେଶକଙ୍କ ସୂଚନା

ଯାଜପୁର: ସୂଚନା ମୁତାବକ ବାଲେଶ୍ବର ଆଲଏଜ୍ କମ୍ପାନି ମାଲିକାନାରେ ଥିବା କାଳିଆପାଣି ଇସ୍ପାତ କ୍ରୋମାଇଟ୍‌ ଖଣି ପୁଣି  ବନ୍ଦ ରହିଛି। ଯାଜପୁରରୋଡ଼ ସର୍କଲ ଖଣି ଉପନିର୍ଦେଶକ ବିଭୂତି ଭୂଷଣ ବେହେରାଙ୍କ ସ୍ବତନ୍ତ୍ର ନିର୍ଦ୍ଦେଶନାମା ପତ୍ରାଙ୍କ ନଂ ୮୭୦/୬-୬-୨୦୨୨ ଆଧାରରେ ଖଣି ପ୍ରବନ୍ଧକଙ୍କୁ ଚିଠି ଲେଖାଯାଇଥିବା ଜଣାପଡିଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ମଞ୍ଜୁରି ନଥିବା ଆଧାରରେ ସୁପ୍ରିମ୍ କୋର୍ଟ ଖଣି ବନ୍ଦ୍ ପାଇଁ ରାୟ ଶୁଣାଇଥିବା ଚିଠିରେ ଲେଖାଯାଇଛି। ସେହିପରି ଖଣି ନିରୀକ୍ଷକ ରଞ୍ଜିତ କୁମାର ଦାସ  ଏହି ଖଣି ଗସ୍ତରେ ଆସି ପରିସ୍ଥିତି ଅନୁଧ୍ୟାନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିଥିବା ନେଇ ବିଭାଗୀୟ ସୂଚନାର ମିଳିଛି। ଫଳରେ, ଖଣି ଖନନ ଓ ଖଣିଜ ଉତ୍ପାଦନ ସଂପୂର୍ଣ୍ଣ ବ୍ୟାହତ ହୋଇଥିବା ସୂଚନା ମିଳିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories