ରେଙ୍ଗାଲି : ରେଙ୍ଗାଲି ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି ୧୦ ବୋତଲ କଫ ସିରଫ୍ , ୬ଷ୍ଟ୍ରିପ୍ ନିଶା ବଟିକା ୨ ବୋତଲ ଅପମିଶ୍ରିତ ଦ୍ରବଣୀୟ ଏବଂ ଏକ ବାଇକ୍ ଜବତ କରାଯାଇଛି। ନିଶା କାରବାର ରେ ସଂପୃକ୍ତ ଥିବା କେଉଁଟଡିହିର ବିଜୟ ଟୁଡୁ (ମାନୁ) ଏବଂ ରେଙ୍ଗାଲି ସମଲେଇ ପଡାର ଜୈନେକ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ରେଙ୍ଗାଲି ଥାନା ଆଇଆଇସି ଧବଳେଶ୍ଵର ସାହୁଙ୍କ ଠାରୁ ସୂଚନା ମିଳିଛି।
Popular Categories



