ସ୍ୱାସ୍ଥ୍ୟ ପାଇଁ ଉପକାରୀ ଲାଉଖିରୀ

ଜଳଖିଆ ହେଉ ଅଥବା ସନ୍ଧ୍ୟା ବେଳର ଖାଇବା ହେଉ ଖାଦ୍ୟପଦାର୍ଥ ମଧ୍ୟରେ ମିଠାର ଦ୍ରବ୍ୟ ଖାଦ୍ୟ ଖାଇବାର ସୁଆଦକୁ ଦୁଇ ଗୁଣିତ କରିଦେଇଥାଏ। ମାତ୍ର ନିଜର ବଦଳୁଥିବା ଜୀବନଶୈଳୀରେ ଅଧିକ ମିଠା ଜାତୀୟ ଦ୍ରବ୍ୟର ସେବନ କରିବା…
Read More...

ଭାଙ୍ଗିଲେ ହୋମ ଆଇସୋଲେସନ ନିୟମ ; ସେଲୁନରେ ଚୁଟି କାଟି ଯୁବକ ଗଣିଲେ ୫ଲକ୍ଷ ୬୭ ହଜାର ୫ଶହ ଟଙ୍କା

ବ୍ରିଟେନ : ସାରା ବିଶ୍ୱରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ଲକଡ଼ାଉନ ନିୟମ ପାଳନ କରାଯାଉଛି। ଅତି ଆବଶ୍ୟକ ନହେଲେ ଲୋକଙ୍କୁ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଉଛି। ଏଭଳି…
Read More...

ଅଣ୍ଡା ମଟନ ରୋଲ

ଆବଶ୍ୟକ ସାମଗ୍ରୀ ମଟନ – ୨୫୦ ଗ୍ରାମ ( କିମା ହୋଇଥିବା ମଟନ) ଅଣ୍ଡା -୧ଟି ମଇଦା – ୨କପ ଲୁଣ – ଆବଶ୍ୟକ ପରିମାଣରେ ତେଲ – ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ – ଅଳ୍ପ ଲଙ୍କା ଗୁଣ୍ଡ – ଅଳ୍ପ ଅଦାରସୁଣ ବଟା – ୨…
Read More...

ସହଜ ବାସ୍ତୁ ଟିପ୍ସ; ଆପଣେଇଲେ ମିଳେ ଶୁଭଫଳ

ବାସ୍ତୁ ଅନୁଯାୟୀ ଏପରି କେତେକ ଉପାୟ ରହିଛି , ଯାହାକୁ ଆପଣେଇବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ..... – ଘରର ରୋଷେଇ ଘର ସର୍ବଦା ସଫାସୁତୁରା ରଖିବା ଉଚିତ । ରୋଷେଇ ଘର ଅପରିଷ୍କାର ରଖିଲେ ପରିବାର ସଦସ୍ୟଙ୍କ…
Read More...

ଜମିଜମା ବିବାଦକୁ କେନ୍ଦ୍ର କରି ବାପପୁଅଙ୍କୁ ହତ୍ୟା ଘଟଣା; ଅଭିଯୁକ୍ତ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲା ସୋରରେ ଜମିଜମା ବିବାଦକୁ କେନ୍ଦ୍ର କରି ବାପପୁଅଙ୍କୁ ହତ୍ୟା କରିବା ଘଟଣାରେ ପୁଲିସ ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆକ୍ରମଣରେ ଗୁରୁତର ପୁଅର (ରେଳ କର୍ମଚାରୀ)ଙ୍କ…
Read More...

ବିଶେଷଜ୍ଞଙ୍କ ମତ ; ମନୁଷ୍ୟଙ୍କ ମସ୍ତିଷ୍କରେ ପ୍ରତିଦିନ ଆସିଥାଏ ୬୦୦୦ରୁ ଅଧିକ ଭାବନା

ମନୁଷ୍ୟର ମସ୍ତିଷ୍କ ଏକ ଜଟିଳ ଯନ୍ତ୍ର ବୋଲି କୁହାଯାଏ। ଏହାସହ ଜଡ଼ିତ କେତେକ ତଥ୍ୟ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ବ୍ୟକ୍ତିର ମସ୍ତିଷ୍କରେ ପ୍ରତ୍ୟେକ ଦିନ ୬୦୦୦ରୁ ଅଧିକ ଭାବନା ଆସିଥାଏ। ଏହାର ସତ୍ୟତା…
Read More...

ବନ୍ୟାରେ ହାହାକାର ପରିସ୍ଥିତି ; ଟାୟାରରେ ପ୍ରସ୍ତୁତ ଅସ୍ଥାୟୀ ଡ଼ଙ୍ଗାରେ ଗର୍ଭବତୀ ମହିଳା ଗଲେ ହସ୍ପିଟାଲ

ବିହାର : ବନ୍ୟା କାରଣରୁ ଦେଶର ବହୁ ରାଜ୍ୟରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ବିହାରର ଅନେକ ଅଂଚରେ ପରିସ୍ଥିତି ଖୁବ ଜଟିଳ ହୋଇପଡ଼ିଛି। ଅଧିକାଂଶ ସ୍ଥାନ ଜଳମଗ୍ନ ଅବସ୍ଥାରେ ରହିଛି। ଫଳରେ ଲୋକେ ନାହିଁ ନଥିବା…
Read More...

କରୋନାରେ ଗଜପତି ଜିଲାର ଜଣେ ପ୍ରମୁଖ କୋରନା ଯୋଦ୍ଧାଙ୍କ ମୃତ୍ୟୁ

ଗଜପତି : ଗଜପତି ଜିଲାର ଜଣେ ପ୍ରମୁଖ କୋରନା ଯୋଦ୍ଧା ତଥା ଅତରିକ୍ତ ଜିଲ୍ଲାପାଳ (ରାଜସ୍ଵ)କରୁଣାକର ରାଇକାଙ୍କ କରୋନାରେ ମୃତ୍ୟୁ ହୋଇଥିବା ବୁଧବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଗତକାଲି ବ୍ରହ୍ମପୁର…
Read More...

ମିଠା ଖାଇବା ଆପଣଙ୍କୁ ପସନ୍ଦ କି ? ଆପଣାନ୍ତୁ ଏହି ଉପାୟ

ସାଧାରଣ ଭାବେ ବହୁ ଲୋକେ ମିଠା ଦ୍ରବ୍ୟର ବାରମ୍ବାର ସେବନ କରିଥାଆନ୍ତି। କାର୍ଯ୍ୟ କରିବା ସମୟରେ ବହୁ ବାର ଚା’ କିମ୍ବା କଫିର ସେବନ କରିବା ମଧ୍ୟ ଏକ ପ୍ରକାର ମିଠା ସେବନ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ଏଭଳି…
Read More...

ଗୋଲାପ ଜଳ ଛେନା ମିଠା

ଆବଶ୍ୟକ ସାମଗ୍ରୀ କ୍ଷୀର –୧ ଲିଟର ଛେନା ପେଷା ଚିନି – ୩ ଚାମଚ ଘିଅ – ଆବଶ୍ୟକ ପରିମାଣରେ ଗୁଜୁରାତି ଗୁଣ୍ଡ – ୧ ଚାମଚ ଗୋଲାପ ଜଳ – ୧ ଚାମଚ ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ ଓ…
Read More...

ସଡ଼କ ଦୁର୍ଘଟଣା ; ୫ ଯୁବକ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅନ୍ତର୍ଗତ ସତିପୁର ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କାର ଭିତରେ ଥିବା ୫ ଜଣ ଯୁବକ ଗୁରୁତର ହୋଇଛନ୍ତି। ଯୁବକଙ୍କ…
Read More...

ଗଜପତି ଜିଲାର ଜଣେ ପ୍ରମୁଖ କୋରନା ଯୋଦ୍ଧାଙ୍କ ମୃତ୍ୟୁ

ଗଜପତି : ଗଜପତି ଜିଲାର ଜଣେ ପ୍ରମୁଖ କୋରନା ଯୋଦ୍ଧା ତଥା ଅତରିକ୍ତ ଜିଲ୍ଲାପାଳ (ରାଜସ୍ଵ)କରୁଣାକର ରାଇକାଙ୍କ ମଙ୍ଗଳବାର ଭୋରରୁ ମୃତ୍ୟୁ ହୋଇଛି। ବ୍ରହ୍ମପୁର ଏମକେସିଜି କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ…
Read More...

ଖୋର୍ଦ୍ଧା ଆଦର୍ଶ ଥାନା କଣ୍ଟେନମେଣ୍ଟ ଜୋନ ଘୋଷଣା

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ସମେତ ପୌରାଞ୍ଚଳରେ କରୋନା ନିଜର କାୟା ବିସ୍ତାର କରିଚାଲିଛି। ଖୋର୍ଦ୍ଧା ଆଦର୍ଶ ଥାନାକୁ ମଙ୍ଗଳବାର କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଖୋର୍ଦ୍ଧା ଆଦର୍ଶ ଥାନାର ଯୋଦ୍ଧା ତଥା ଦୁଇ…
Read More...

ଗଞ୍ଜାମରେ ୪୦୦ ସୁସ୍ଥ ରୋଗୀ ପ୍ଲାଜମା ଦେବାକୁ ପ୍ରସ୍ତୁତ

ବ୍ରହ୍ମପୁର: କରୋନାରେ ସଂକ୍ରମିତ ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ଗଂଜାମ ଜିଲ୍ଲାର ୪୦୦ ଜଣ ନିଜର ପ୍ଲାଜମା ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ମଙ୍ଗଳବାର ଗଂଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ଆଜି…
Read More...

ତ୍ୱଚା ପାଇଁ ବରଦାନ ଗେଣ୍ଡୁଫୁଲ ଫେସ୍ ପ୍ୟାକ୍

ବହୁ ସମୟରେ ଧୂଳିମାଟି କାରଣରୁ ତ୍ୱଚାରେ ଏକ ଆସ୍ତରଣ ଜମିବା ପରି ଅନୁଭବ ହୋଇଥାଏ। ଏଭଳି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଗେଣ୍ଡୁଫୁଲରେ ପ୍ରସ୍ତୁତ ଫେସ ପ୍ୟାକ ବେଶ ଲାଭଦାୟକ। ଗେଣ୍ଡୁଫୁଲରେ ଆଣ୍ଟି ବ୍ୟାକ୍ଟେରିଅଲ ଓ…
Read More...

ସ୍ୱାସ୍ଥ୍ୟ ଉପକାରୀ କଲରା

କଲରାର ସ୍ୱାଦ ପିତା ହୋଇଥିବାରୁ ବହୁ ସମୟରେ ଲୋକେ ଏହାକୁ ଖାଇବାକୁ କୁଣ୍ଠାବୋଧ ପ୍ରକାଶ କରିଥାଆନ୍ତି। ଏହାଛଡ଼ା କିଛି ଲୋକଙ୍କୁ ଏହା ଖାଇବାକୁ ପସନ୍ଦ ମଧ୍ୟ କରନ୍ତି। ସ୍ୱାଦରେ ଏହା ପିତା ହେଲେ ମଧ୍ୟ ସ୍ୱାସ୍ଥ୍ୟପାଇଁ…
Read More...

ଲକଡ଼ାଉନରେ ବଟର ଚିକେନ ଆଣିବାକୁ ଯାଇ ପୈଠ କଲେ ୧ଲକ୍ଷ ୨୩ ହଜାର

ଅଷ୍ଟ୍ରେଲିଆର ମେଲବର୍ନ ସହରରେ ଏକ ଭିନ୍ନ ଧରଣର ଘଟଣା ସାମ୍ନାକୁ ଆସିଛି। ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ସମ୍ପୂର୍ଣ୍ଣ ବିଶ୍ୱରେ ପ୍ରାୟ ସମସ୍ତ ସ୍ଥାନରେ କରୋନା ମହାମାରୀ ପାଇଁ ଲକଡ଼ାଉନ ନିୟମ ପାଳନ…
Read More...

ଆପଣାନ୍ତୁ ଏହି ଘରୋଇ ଉପାୟ ; ଦୂର ହେବ ପାଟି ଦୁର୍ଗନ୍ଧ

– ଲବଙ୍ଗ ଗୋଟିଏ ପାଟିରେ ପକାଇ ରଖିବା ଦ୍ୱାରା ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ମିଳିବା ସହ ପାଟି ଦୁର୍ଗନ୍ଧ ଦୂର ହୋଇଥାଏ। – ଦିନ ଭିତରେ ୨ ରୁ ୩ ଥର ଶୁଖିଲା ଧନିଆ ଚୋବାଇ ଖାଆନ୍ତୁ। – ଡ଼ାଳିମ୍ବର ଚୋପାକୁ ପାଣିରେ ପକାଇ…
Read More...

ମିକ୍ସ ଫଳ ଚକୋଲେଟ ସ୍ମୃଦୀ

ମିକ୍ସ ଫଳ ଚକୋଲେଟ ସ୍ମୃଦୀ ପ୍ରସ୍ତୁତ କରିବା ଯେପରି ସହଜ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତେ ଉପକାରୀ। ଏହାକୁ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ପ୍ରକାର ଫଳର ବ୍ୟବହାର ହେଉଥିବାରୁ ଏହା ଶରୀରକୁ ଆବଶ୍ୟକ ପରିମାଣରେ…
Read More...

ଚିତାବାଘ ଭୟରେ୨ଘଣ୍ଟା ଗଛରେ ବସିଲେ ଯୁବକ ; ଶିକାର ହେଲା ପୋଷା କୁକୁର

ଇନ୍ଦୌର : ଜଙ୍ଗଲରେ ନିଜ ଗୃହପାଳିତ ପଶୁଙ୍କୁ ଚରାଉଥିବା ଜଣେ ଯୁବକଙ୍କ ସମ୍ମୁଖକୁ ହଠାତ ଏକ ଚିତାବାଘ ଆସିଯିବାପରେ ସେ ନିକଟରେ ଏକ ଗଛ ଉପରକୁ ଚଢିଯାଇଥିଲା। ପାଖାପାଖି ୨ ଘଣ୍ଟା ପର୍ଯ୍ୟନ୍ତ ସେ ଗଛରେ ବସି ସାହାଯ୍ୟ ପାଇଁ…
Read More...

ବିଭିନ୍ନ ରୋଗରୁ ମୁକ୍ତି ପାଇଁ ପ୍ରଭୁ ଶିବଶଙ୍କରଙ୍କୁ ଏପରି କରନ୍ତୁ ପୂଜାର୍ଚ୍ଚନା

ଶ୍ରାବଣ ପ୍ରଭୁ ଶିବଶଙ୍କର ପ୍ରିୟମାସ। ପ୍ରଭୁ ନିଜ ଭକ୍ତଙ୍କ କଷ୍ଟ ଦୂର କରି ବିଶେଷ କୃପା କରିଥାଆନ୍ତି। ମାତ୍ର ଅନେକ ସମୟରେ ଏପରି ଦେଖାଯାଏ ଯତ୍ନର ସହ ରହିଲେ ମଧ୍ୟ ରୋଗ କବଳରୁ ମୁକ୍ତି ମିଳିପାରି ନଥାଏ।…
Read More...

ସିଲ୍ ଥିଲା କରୋନା ସଂକ୍ରମିତଙ୍କ ଘର, ଘରେ ପଶି ମାଂସ ଭୋଜି କରି ସୁନା ଗହଣା ଲୁଟିଲେ ଚୋର

ଝାଡ଼ଖଣ୍ଡ : ଘରେ ପଶି ଚୋରି କରିବା ଚୋରଙ୍କ ପାଇଁ ଏକ ସାଧାରଣ କଥା। ଏଥିପାଇଁ ସେମାନେ ବିଭିନ୍ନ କୌଶଳ ମଧ୍ୟ ବ୍ୟବହାର କରନ୍ତି। ମାତ୍ର ବେଳେ ବେଳେ ଚୋରଙ୍କ କାର୍ଯ୍ୟକଳାପ ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥାଏ। ଘରେ…
Read More...

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ; ୩ ମୃତ , ୯ ନିଖୋଜ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ପିଥୌରାଗଡ଼ରେ ରବିବାର ବିଳମ୍ବିତ ରାତିରେ ବାଦଲ ଫଟା ବର୍ଷାରେ ବହୁ ଘରଦ୍ୱାର ମାଟି ତଳକୁ ଦବି ଯାଇଛି। ପାହାଡ଼ରୁ ହଠାତ ପଥର ଆଦି ଖସି ଅନେକ ଘର ଭାଙ୍ଗି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଏହାସହ…
Read More...

ଶ୍ରାବଣର ସୋମବାର ; ରାଶି ଅନୁଯାୟୀ ପ୍ରଭୁଙ୍କୁ ଅର୍ପଣ କରନ୍ତୁ ଏହି ବିଶେଷ ଦ୍ରବ୍ୟ

ମେଷ ରାଶି – ଏହି ରାଶିର ବ୍ୟକ୍ତିମାନେ ଦହିରେ ପ୍ରଭୁ ମହେଶ୍ୱରଙ୍କୁ ଅଭିଷେକ କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ବୃଷ ରାଶି – ଏହି ରାଶିର ବ୍ୟକ୍ତିମାନେ ଜଳ ଓ କଞ୍ଚା କ୍ଷୀରରେ ପ୍ରଭୁଙ୍କୁ ଅଭିଷେକ…
Read More...

କୋଭିଡ୍‌ରେ ବାପା ଚିକିତ୍ସାଧୀନ, ଘରେ ଅଛୁଆଁ ପଡ଼ିଲା ଝିଅର ମୃତଦେହ

ଭଞ୍ଜନଗର: ବିଶ୍ୱ ମହାମାରୀ କରୋନା ସଭିଙ୍କ ମୁହଁରୁ ହସ ଛଡ଼ାଇ ନେଇଛି। ସହର ଠାରୁ ଗାଁ ଗଣ୍ଡା, ସବୁଠି ଦୁଃଖ ଓ ଶୋକ। କରୋନା ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି। ଏଭଳି…
Read More...

ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ବେରୀ ଜର୍ମନଙ୍କ ପରଲୋକ

ଆଡିଲେଡ: ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ କ୍ରିକେଟର ତଥା ଆଇସିସି ମ୍ୟାଚ ରେଫରୀ ବେରୀ ଜର୍ମନଙ୍କ ୮୪ବର୍ଷ ବୟସରେ ଶନିବାର ପରଲୋକ ହୋଇଯାଇଛି। ଏଥି ନେଇ ଦକ୍ଷିଣ ଅଷ୍ଟ୍ରେଲିଆ କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା…
Read More...

୮ କ୍ରୀଡ଼ା ଛାତ୍ରାବାସକୁ ଘରୋଇକରଣ ଯୋଜନା

କଟକ: ଓଡ଼ିଶାକୁ ଦେଶର କ୍ରୀଡ଼ା ହବ୍‌ରେ ପରିଣତ କରିବା ନେଇ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରୁଛନ୍ତି। ହାଇପରଫର୍ମାନ୍‌ସ କେନ୍ଦ୍ର ସହ ବିଶ୍ବସ୍ତରୀୟ କ୍ରୀଡ଼ା ପ୍ରଶିକ୍ଷଣ ନେଇ…
Read More...

ବିରଳ କଇଁଛ ଉଦ୍ଧାର

ବାଲେଶ୍ବର: ବାଲେଶ୍ବର ଜିଲା ସୋର ବ୍ଲକ ସାଜନପୁର ପଂଚାୟତ ସୁଜନପୁର ଗ୍ରାମରୁ ଏକ ବିରଳ କଇଁଛ ଉଦ୍ଧାର ହୋଇଥିବା ରବିବାର ଜଣାପଡିଛି। ଏହି ଗ୍ରାମର ବାସୁଦେବ ମହାପାତ୍ର ନିଜ ବିଲରେ କାମ କରୁଥିବା ବେଳେ ଏହି କଇଁଛ ଟିକୁ…
Read More...

ବେଆଇନ ଗୋରୁ ଚାଲାଣ ବେଳେ ଅଂଚଳବାସୀଙ୍କ ଦ୍ୱାରା ୩୫ରୁ ଅଧିକ ଗୋରୁ ଜବତ

ବାଲେଶ୍ୱର : ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରି ପଂଚାୟତ ବେଗୁନିଆ ମୁନି ପଡ଼ିଆ ଅଂଚଳରେ ଟ୍ରକରେ ବେଆଇନ ଗୋରୁ ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ୱାରା ଜବତ ହୋଇଥିବା ରବିବାର ଜଣାପଡ଼ିଛି। ୩୫ରୁ ଅଧିକ ଗୋରୁଙ୍କୁ ଉଦ୍ଧାର…
Read More...

ଶ୍ରାବଣରେ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

ଶ୍ରାବଣ ମାସ ଭଗବାନ ଶିବଙ୍କର ପ୍ରିୟ ମାସ । ଏହି ମାସରେ ସମସ୍ତ ବାତାବରଣ ପ୍ରଭୁଙ୍କ ଆଶୀର୍ବାଦରେ ଶୁଦ୍ଧ ହୋଇଯାଏ। ଚାରିଆଡ଼େ ସକରାତ୍ମକ ଶକ୍ତି ପ୍ରବାହିତ ହୋଇଥାଏ। ଏହି ମାସରେ ବାସ୍ତୁର କିଛି ସହଜ ଉପାୟ ଆପଣେଇବା…
Read More...

କଟକ ସହରରୁ ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ

କଟକ : କଟକ ସହରରୁ ଆଜି ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତମାନ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୪ ଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି। ୧୮୮ ସୁସ୍ଥ, ୧୩୯ ସକ୍ରିୟ କେସ ରହିଛି। ଚିହ୍ନଟ…
Read More...

ସ୍ୱାଦିଷ୍ଟ ରାବିଡ଼ି

ଆବଶ୍ୟକ ସାମଗ୍ରୀ କ୍ଷୀର : ୨ଲିଟର ଚିନି:  ୧କପ ଗୁଜୁରାତି ଗୁଣ୍ଡ – ୧ ଚାମଚ କଟା ବାଦାମ – ୮ ରୁ ୧୦ଟି କେସର - ଅଳ୍ପ ପିସ୍ତା - ଅଳ୍ପ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ କ୍ଷୀର…
Read More...

ବିଞ୍ଜାରପୁର ମେଡ଼ିକାଲରେ ଜଣେ କରୋନା ପଜିଟିଭ ଚିହ୍ନଟ

ଯାଜପୁର : ଯାଜପୁର ଜିଲା ବିଞ୍ଜାରପୁର ସରକାରୀ ଡାକ୍ତରଖାନାରେ ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଡାକ୍ତରଖାନାର ଜଣେ ଷ୍ଟାଫ ନର୍ସ କରୋନା ପଜେଟିଭି ଭାବେ ଚିହ୍ନଟ ହୋଇଛନ୍ତି । ଏହି ଖବର ପ୍ରଚାର ହୋଇ…
Read More...

କରୋନା ସଂକ୍ରମଣର ହଟସ୍ପଟ ୪ ଜିଲା ଓ ରାଉରକେଲା ଲକଡ଼ାଉନ ; କଡ଼ାକଡ଼ି ଭାବେ ନିୟମ ପାଳନ

ଭୁବନେଶ୍ୱର : କରୋନା ସଂକ୍ରମଣର ହଟସ୍ପଟ ପାଲଟିଥିବା ରାଜ୍ୟର ୪ଟି ଜିଲା ଓ ଗୋଟିଏ ମହାନଗର ନିଗମରେ ୧୪ ଦିନିଆ ଲକଡ଼ାଉନ ନିୟମ ଲାଗୁ ହୋଇଛି। ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲା ସହ ରାଉରକେଲା ମହାନଗର ନିଗମରେ…
Read More...

ବାଲେଶ୍ୱର ଜିଲାର ଦୁର୍ଦ୍ଦାନ୍ତ ଅପରାଧୀ ରତନ ଦାସକୁ ହତ୍ୟା

ବାଲେଶ୍ୱର : ବାଲେଶ୍ୱର ଜିଲାର ଦୁର୍ଦ୍ଦାନ୍ତ ଅପରାଧୀ ରତନ ଦାସ ଓରଫ ଜଗାକୁ ହତ୍ୟା କରାଯାଇଥିବା ଶନିବାର ଅଭିଯୋଗ ହୋଇଛି। କମର୍ଦ୍ଧା ଥାନାର ଅନ୍ତର୍ଗତ ଭୋଗରାଇ ବ୍ଲକ ବାଲିମ ପଂଚାୟତ କୁରୁଣ୍ଠିଆ ଗ୍ରାମରେ ଶୁକ୍ରବାର…
Read More...

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର; ଜଣେ ମୃତ , ୨ ଗୁରୁତର

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ଅନ୍ତର୍ଗତ ଟାଉନଥାନା ପାତେପାଣି ଗାଁ ନିକଟରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟିପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର…
Read More...

ପୂଜାର୍ଚ୍ଚନାରେ ପୁଷ୍ପର ମହତ୍ତ୍ୱ

ପୂଜାର୍ଚ୍ଚନା ଓ ଧାର୍ମିକ ଅନୁଷ୍ଠାନରେ ଦେବାଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଫୁଲର ବିଶେଷ ମହତ୍ତ୍ୱ ରହିଛି। ଭଗବାନଙ୍କୁ ଭକ୍ତି, ଫୁଲ, ମନ୍ତ୍ରର ଜପ ବିଶେଷ ପ୍ରିୟ ଅଟେ। ମାନ୍ୟତା ଅନୁଯାୟୀ, ଦେବାଦେବୀଙ୍କୁ…
Read More...

ଆକର୍ଷଣୀୟ ତ୍ୱଚା ପାଇଁ ଆପଣାନ୍ତୁ ଏହି ଟିପ୍ସ

ମୁହଁର ସୁନ୍ଦରତା ପାଇଁ ସଭିଏଁ ସର୍ବଦା ଚେଷ୍ଟା କରିଥାଆନ୍ତି। ଆମେ ବହୁ କୃତ୍ରିମ କ୍ରିମର ବ୍ୟବହାର ମଧ୍ୟ କରିଥାଉ। ଏହା ଆମ ମୁହଁକୁ ସୁନ୍ଦର କରିବା ସହ ଏଥିରେ ଥିବା କେମିକାଲ କାରଣରୁ ବହୁ ସମୟରେ ଏହାର କୁପ୍ରଭାବ ଆମ…
Read More...

ଭାସମାନ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଖଇରା ବ୍ଳକ ଅନ୍ତର୍ଗତ ରଟିଣା ପଞ୍ଚାୟତ କଲୋନୀ ସାହିରେ ଏକ ମହୋରମ ଖଣିରେ ଭାସମାନ ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି। ବୃଦ୍ଧ ଜଣଙ୍କ ହେଲେ ବିପିନ୍…
Read More...

କରୋନା ପରୀକ୍ଷା ପାଇଁ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଖୋଲିଲା ସ୍ୱାବ ସଂଗ୍ରହ କେନ୍ଦ୍ର

ସାକ୍ଷୀଗୋପାଳ : ପୁରୀ ଜିଲା ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କରୋନା ପରୀକ୍ଷା ନିମନ୍ତେ ଶୁକ୍ରବାର ଆବଶ୍ୟକ ସ୍ୱାବ ସଂଗ୍ରହ କେନ୍ଦ୍ର ଖୋଲାଯାଇଛି। ସାକ୍ଷୀଗୋପାଳ ଡାକ୍ତରଖାନାର ଭାରପ୍ରାପ୍ତ…
Read More...

ରାଉରକେଲାରେ ଲୋକଙ୍କ ସୁରକ୍ଷା ଲାଗି କୋଭିଡ ପଞ୍ଜିକରଣ କେନ୍ଦ୍ର ସ୍ଥାନାନ୍ତର ନିମନ୍ତେ ପ୍ରଶାସନର ନିଷ୍ପତ୍ତି

ରାଉରକେଲା : ରାଉରକେଲାରେ ଲୋକଙ୍କ ସୁରକ୍ଷା ଲାଗି କୋଭିଡ ପଞ୍ଜିକରଣ କେନ୍ଦ୍ର ସ୍ଥାନାନ୍ତର ନିମନ୍ତେ ଶୁକ୍ରବାର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିପିୟୁଟି ପରିସରରେ କୋଭିଡ ପଞ୍ଜିକରଣ କେନ୍ଦ୍ର କାର୍ଯ୍ୟ…
Read More...

ବିରମିତ୍ରପୁର ନାବାଳିକା ଗଣଦୁଷ୍କର୍ମ ଘଟଣା ; ବିଜେପି ମହିଳା ମୋର୍ଚ୍ଚା ତରଫରୁ ନିରବ ଧାରଣା

ରାଉରକେଲା : ବିରମିତ୍ରପୁର ଠାରେ ହୋଇଥିବା ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପୁଲିସ ପ୍ରଶାସନ କେବଳ ଦୁଇଜଣ ଅପରାଧୀଙ୍କୁ ଗିରଫ କରିଥିବାରୁ ଏହାକୁ ବିରୋଦ୍ଧ କରି ଜିଲା ବିଜେପି ମହିଳା ମୋର୍ଚ୍ଚା ତରଫରୁ ଶୁକ୍ରବାର ନିରବ…
Read More...

ଫଳ ବ୍ୟବସାୟୀଙ୍କ ଠାରୁ ୨ଲକ୍ଷ ଟଙ୍କା ଲୁଟ ଅଭିଯୋଗ

କଟକ : କଟକ ଜିଲା ସାଲେପୁର ଅଂଚଳର ଭାତପଡ଼ା ଠାରେ ଶୁକ୍ରବାର ଦୁର୍ବୃତମାନେ ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟ କରିଛନ୍ତି। ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ କେନ୍ଦ୍ରାପଡ଼ାର ଜଣେ ଫଳ ବ୍ୟବସାୟୀ ବୋଲି ଜଣାପଡ଼ିଛି।…
Read More...

ରାଜଧାନୀର ୟୁନିଟ-୪ ମାର୍କେଟକୁ ବନ୍ଦ କଲା ବିଏମସି

ଭୁବନେଶ୍ୱର : ଖୋର୍ଦ୍ଧା ଜିଲା ତଥା ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଶୁକ୍ରବାର ରାଜଧାନୀର ୟୁନିଟ-୪ ମାର୍କେଟ ବନ୍ଦ ରଖିବାକୁ ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାସହ ୟୁନିଟ-୪…
Read More...

ହାତୀ ଆକ୍ରମଣରେ ଜଗୁଆଳୀ ଗୁରୁତର

କଙ୍କଡ଼ାହାଡ଼ : ଢେଙ୍କାନାଳ ଜିଲା ବନଖଣ୍ଡ ମହାବିରୋଡ଼ ରେଞ୍ଜ ବିରିବୋଲେଇ ପଂଚାୟତ ଜାଙ୍ଗୁ ଗାଁର ଅନ୍ଧାରୀଖୋଲ ଠାରେ ଶୁକ୍ରବାର ସକାଳେ ଜଣେ ବନ୍ୟଉନ୍ନୟନ ନିଗମ ପ୍ଲାଣ୍ଟେସନରର ଜଗୁଆଳୀ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି।…
Read More...

ଆଜି ରାତି ୯ଟାରୁ ଲାଗୁ ହେବ ୧୪ ଦିନିଆ ଲକଡ଼ାଉନ ନିୟମ

ଭୁବନେଶ୍ୱର : କରୋନା ସଂକ୍ରମଣର ହଟସ୍ପଟ ପାଲଟିଥିବା ରାଜ୍ୟର ୪ଟି ଜିଲା ଓ ଗୋଟିଏ ମହାନଗର ନିଗମରେ ଆଜି ରାତି ୯ଟାରୁ ୧୪ ଦିନିଆ ଲକଡ଼ାଉନ ନିୟମ ଲାଗୁ ହେବ। ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲା ସହ ରାଉରକେଲା…
Read More...

ପରସ୍ପର ଖେଳୁଛନ୍ତି ହାତୀଛୁଆ ; ଭିଡ଼ିଓକୁ ପସନ୍ଦ କରୁଛନ୍ତି ଲୋକେ

ଅନେକ ସମୟରେ ସୋସିଆଲ ମିଡ଼ିଆରେ ବହୁ କୌତୁହଳପୂର୍ଣ୍ଣ ଭିଡ଼ିଓ ଦେଖିବାକୁ ମିଳିଥାଏ। ଯାହାକୁ ଦେଖିବା ମାତ୍ରେ ଖୁବ ଖୁସି ଓ ଆନନ୍ଦ ଲାଗିଥାଏ। ଏଭଳି ଏକ ଭିଡ଼ିଓ ଏବେ ବେଶ ଭାଇରାଲ ହେଉଛି,ଯେଉଁଥିରେ ଦୁଇଟି ହାତୀଛୁଆ ପରସ୍ପର…
Read More...

ସ୍ୱାସ୍ଥ୍ୟ ପାଇଁ ହିତକାରୀ ଏଲୋବେରା ଜୁସ ; ଦୂର କରେ ବହୁ ସ୍ୱାସ୍ଥ୍ୟଗତ ସମସ୍ୟା

ଆୟୁର୍ବେଦ ଅନୁଯାୟୀ, ଏଲୋବେରା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ ବୋଲି କୁହାଯାଏ।ଏଥିରେ ବହୁ ପୋଷକ ତତ୍ୱ ରହିଛି ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ।ତେଣୁ ଏଲୋବେରା ଯେତେ ଉପକାରୀ ଏହାର ଜୁସ ମଧ୍ୟ ସେତେ…
Read More...

ଗଛରେ ପିଟି ହୋଇ ବାଇକ ଆରୋହୀ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲାର ଅନନ୍ତପୁର ଘାଟି ରାସ୍ତାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଘାଟି ରାସ୍ତାରେ ବାଇକ ଏକ ତାଳଗଛରେ ପିଟି ହେବାରୁ ଜଣେ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ…
Read More...

ଛଅ ପ୍ରକାର ମନୁଷ୍ୟ ସର୍ବଦା ଦୁଃଖୀ ରୁହନ୍ତି : ବଲିଉଡ଼ ବାଦଶାହ ବିଗ୍ ବି

ମୁମ୍ବଇ : ବଲିଉଡ଼ର ବାଦଶାହ ଅମିତାଭ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୁମ୍ବଇର ନାନାବତୀ ହସ୍ପିଟାଲରେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ଡ଼ାକ୍ତରଙ୍କ ମତାନୁଯାୟୀ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ…
Read More...

ଘାଟିରେ ଓଲଟିଲା ଅଟୋ ; ଜଣେ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ଶାରିଶୁଆ ପାହାଡ଼ ନିକଟ ଘାଟିରେ ବୁଧବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଏକ ଅଟୋ ଭାରସାମ୍ୟ ହରାଇ ପାହାଡ଼ ତଳକୁ ଖସି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି।…
Read More...

ସାପ କାମୁଡ଼ାରେ ଯୁବକ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ଖଇରା ବ୍ଲକର ଜେମାଦେଇପୁର ଗ୍ରାମରେ ଜଣେ ଯୁବକଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି ବୋଲି ଗୁରୁବାର ଜଣାପଡ଼ିଛି। ମୃତକ ଜଣଙ୍କ ହେଲେ ଜେମାଦେଇପୁର ଗ୍ରାମର ରଞ୍ଜନ କୁମାର ମଣ୍ଡଳ। ଗତକାଲି…
Read More...

ଗୁରୁବାର ବିଶେଷ ; ରାଶି ଅନୁଯାୟୀ ଆପଣାନ୍ତୁ ଏହି ସହଜ ଉପାୟ

ମେଷ – ଈଶ୍ୱରଙ୍କୁ ସ୍ମରଣ କରି ନିଜ ମଥାରେ ଚନ୍ଦନର ତିଲକ ଲଗାନ୍ତୁ। ବୃଷ – ୯ଜଣ ଅସହାୟ କନ୍ୟାଙ୍କୁ ଭୋଜନ କରାନ୍ତୁ। ମିଥୁନ – ଭଗବାନ ଶିବଙ୍କୁ ଧ୍ୟାନ କରନ୍ତୁ। କର୍କଟ – କ୍ଷୀରରେ ମହୁ ମିଶାଇ ଶିବଲିଙ୍ଗଙ୍କୁ…
Read More...

ରାଜ୍ୟର କିଛି ସ୍ଥାନରେ ଆଗାମୀ ୨୪ ଘଣ୍ଟାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର କେତେକ ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ଜିଲାରେ ପ୍ରବଳ ବର୍ଷା ହୋଇପାରେ। ଏହାସହ କୋରାପୁଟ,…
Read More...

ନବଜାତ ଶିଶୁକନ୍ୟା ଉଦ୍ଧାର

ଖୋର୍ଦ୍ଧା : ପୁଣି ଅଲୋଡ଼ା ହୋଇଛି ଶିଶୁ କନ୍ୟା।ଖୋର୍ଦ୍ଧା ଜିଲା ବାଘମାରୀ ହଟ୍ଟକେଶ୍ୱର ମହିଳା ମହାବିଦ୍ୟାଳୟ ପଛପଟୁ ଗୁରୁବାର ଏକ ଶିଶୁ କନ୍ୟା ଉଦ୍ଧାର ହୋଇଛି। କିଛି ସ୍ଥାନୀୟଲୋକେ ଶିଶୁଟିର କାନ୍ଦ ଶୁଣି ଉକ୍ତ ନବଜାତକୁ…
Read More...

ପାଇପରୁ ଉଦ୍ଧାର ହେଲେ ୨୮ ଅଜଗର ଛୁଆ

ଗୁଜୁରାଟର ଏକ ଗାଁର କ୍ଷେତରେ ବନବିଭାଗକୁ ଗୋଟିଏ ପାଇପ ଭିତରେ ମାଆ ଅଜଗର ସହ ୨୮ଅଣ୍ଡା ମିଳିବା ପରେ ଦୀର୍ଘ ୭୦ ଦିନ ପର୍ଯ୍ୟନ୍ତ ସେହି ଅଣ୍ଡା ଗୁଡ଼ିକର ରକ୍ଷଣାବେକ୍ଷଣା କରିଥିଲେ। ଏହାପରେ ସେହି ଅଣ୍ଡାରୁ ୨୮ଟି ସୁସ୍ଥ ଓ…
Read More...

ମଟନ କଷା

ଆବଶ୍ୟକ ସାମଗ୍ରୀ ମଟନ – ୫୦୦ ଗ୍ରାମ (ବୋନଲେସ୍‍ ) ତେଲ – ଆବଶ୍ୟକ ପରିମାଣରେ ଅଦା ରସୁଣ ବଟା – ଆବଶ୍ୟକ ପରିମାଣରେ ଘିଅ – ଅଳ୍ପ ଲୁଣ – ଆବଶ୍ୟକ ପରିମାଣରେ କଟା ପିଆଜ – ୨ଟି କଟା ରସୁଣ – ୨ଟି କଟା ଅଦା –…
Read More...

ଜାଣନ୍ତୁ : ରୋଷେଇ ଘରର କଡ଼େଇ ଓ ତାୱା ଭାଗ୍ୟ ସହ କିପରି ଜଡ଼ିତ

ରୋଷେଇ ଘରେ ସକାଳ ଓ ସନ୍ଧ୍ୟାରେ ବ୍ୟବହାର ହେଉଥିବା କଡ଼େଇ ଓ ତାୱାର ପ୍ରଭାବ ଗ୍ରହଙ୍କ ଉପରେ ପଡ଼ିଥାଏ। ବାସ୍ତୁ ଅନୁଯାୟୀ ଏହାକୁ ବ୍ୟବହାର କରିବାର ଶୈଳୀ ଆମ ଜୀବନ ଉପରେ ପଡ଼ିଥାଏ। ଜାଣନ୍ତୁ.... - ରୋଷେଇ ଘରେ କଡ଼େଇ ଓ…
Read More...

ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପିଅନ୍ତୁ ଏହି ଘରୋଇ ପାନୀୟ

ପାଗର ପରିବର୍ତନ ହେଉ ଅଥବା ଏପରି ଅନେକ ସମୟରେ ସଭିଁଙ୍କୁ ଥଣ୍ଡାଜ୍ୱର ହୋଇଥାଏ। ଥଣ୍ଡାଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରୋଇ ଉପାୟରେ ଆପଣ କାଢା ପ୍ରସ୍ତୁତ କରି ପିଇପାରିବେ। ଜାଣନ୍ତୁ , ଘରେ କିଭଳି ପ୍ରସ୍ତୁତ ଏହି…
Read More...

ରାଜଧାନୀରେ ଛୁରାମାଡ଼; ଖୋର୍ଦ୍ଧାରେ ବାର୍‌ କର୍ମଚାରୀଙ୍କୁ ଛୁରି ଭୁସି ହତ୍ୟା

ଭୁବନେଶ୍ବର/ ଖୋର୍ଦ୍ଧା : ରାଜଧାନୀର ଦୁଇଟି ସ୍ଥାନରେ ଦୁର୍ବୃତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି।ମଦ ପିଇବାକୁ ବାରଣ କରିବାରୁ ମଙ୍ଗଳବାର ସଂଧ୍ୟା ସାଢ଼େ ୫ଟା ବେଳେ ଖୋର୍ଦ୍ଧା ଜାତୀୟ ରାଜପଥ କଡ଼ରେ ଥିବା ଏକ ବାର୍‌ର…
Read More...

ନବବିବାହିତା କନ୍ୟାଙ୍କ ପାଇଁ ଆସିଲା ମାସ୍କ-କମ୍ – ସୁନା ହାର : ବଜାରରେ ବୃଦ୍ଧି ପାଉଛି ଚାହିଦା

ପୁଣେ : କରୋନା ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଏବେ ବଜାରରେ ଭିନ୍ନ ଭିନ୍ନ ମାସ୍କ ମଧ୍ୟ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ବିଶେଷ…
Read More...

ବ୍ରହ୍ମପୁର ବିଏମସିର ମୁଖ୍ୟ କିରାଣୀ ମୃତ

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ତଥା ବିଏମସିର ମୁଖ୍ୟ କିରାଣୀଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ମୁଖ୍ୟ କିରାଣୀ ଜଣଙ୍କ ହେଲେ ଉପେନ୍ଦ୍ର ମାଝି। କୋଭିଡ଼ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ୪…
Read More...

ନଦୀରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର : ବାଲେଶ୍ୱର ଜିଲା ସିମୁଳିଆ ଥାନା ଅନ୍ତର୍ଗତ ଅସ୍ତିଆ ପୋଲ ଛକ ନିକଟ ନୟନଜୋରି ନଦୀ ଜଳରୁ ଏକ କାରରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ବୁଧବାର ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଭାରସାମ୍ୟ ହରାଇ…
Read More...

ପ୍ରଭୁ ଗଣେଶଙ୍କୁ ଅର୍ପଣ କରନ୍ତୁ ଲଡ଼ୁ ଭୋଗ; ମିଳିବ ଶୁଭଫଳ

ହିନ୍ଦୁ ଧର୍ମରେ ସର୍ବପ୍ରଥମେ ପ୍ରଭୁ ଗଣେଶଙ୍କ ପୂଜାର ବିଧାନ ରହିଛି। ଗଣେଶଙ୍କ ପୂଜା ବିନା କୌଣସି ଶୁଭ କାର୍ୟ୍ୟର ପ୍ରାରମ୍ଭ ହୋଇନଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ବୁଧବାରର ଦିନ ଗଣେଶଙ୍କୁ ସମର୍ପିତ। ଗଣେଶଙ୍କୁ…
Read More...

ମଲେଇ ବ୍ରେଡ଼

ଆବଶ୍ୟକ ସାମଗ୍ରୀ ପାଉଁରୁଟି – ୪ଖଣ୍ଡ ଲହୁଣୀ – ଆବଶ୍ୟକ ପରିମାଣରେ କ୍ଷୀର – ଅଳ୍ପ ଗୁଜୁରାତି ଗୁଣ୍ଡ – ଅଳ୍ପ ଚିନି – ଅଳ୍ପ କିସମିସ – ୪ ରୁ ୫ ଅଣ୍ଡା – ୧ଟି କ୍ରିମ – ଆବଶ୍ୟକ ପରିମାଣରେ ପ୍ରସ୍ତୁତି…
Read More...

ଉତମ ସ୍ୱାସ୍ଥ୍ୟ ପାଇଁ ଅଦା ପାଣିର ଆବଶ୍ୟକତା

ବହୁ ସମୟରେ ଆମକୁ ମାଂସପେଶୀ ବ୍ୟଥା ଅନୁଭବ ହୋଇଥାଏ। ଅଦାର ପାଣି ପିଇବା ଦ୍ୱାରା ମାଂସପେଶୀକୁ ଆରାମ ଅନୁଭୂତ ହୋଇଥାଏ ଓ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଅଦା ପାଣି ପିଇବା ଦ୍ୱାରା ଶରୀରର ଫ୍ୟାଟ କମ ହୋଇଥାଏ।…
Read More...

ବର୍ଷାଜଳ ସହ ଜଡ଼ିତ ଏହି ବାସ୍ତୁ ଟିପ୍ସ ; ଆପଣାଇଲେ ହେବେ ଲାଭବାନ

ବର୍ଷା ଜଳ ଜୀବନର ବହୁ ସମସ୍ୟା ଦୂର କରିଥାଏ। ବାସ୍ତୁଶାସ୍ତ୍ରରେ ବର୍ଷା ସହ ଜଡ଼ିତ କିଛି ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହାକୁ ଆପଣେଇବା ଦ୍ୱାରା ଜୀବନ ସହ ଜଡ଼ିତ ଅନେକ ସମସ୍ୟା ସମାଧାନ ହୋଇପାରି ଥାଏ।…
Read More...

ଶୋଇଥିବା ଅବସ୍ଥାରେ ମଶାରି ଭିତରେ ପଶିଲା ସାପ ; ରକ୍ଷା ପାଇଲେ ୨ ଶ୍ରମିକ

ଭୁବନେଶ୍ୱର : କଥାରେ ଅଛି ରଖେ ହରି ମାରେ କିଏ। ଏଭଳି ଏକ ଘଟଣା ଭୁବନେଶ୍ୱର ଉପକଣ୍ଠ ଉତ୍ତରାଛକ ନିକଟରେ ଘଟିଥିବା ମଙ୍ଗଳବାର ଜଣାପଡ଼ିଛି। ଉତ୍ତରାଛକ ନିକଟସ୍ଥ ଶଙ୍କର ମୁଦୁଲିଙ୍କ ଫାର୍ମ ହାଉସରେ ଗତକାଲି କିଛି ନିର୍ମାଣ…
Read More...

୪୮ ଘଣ୍ଟା ପାଇଁ ନିଆଳି ବ୍ଲକର ୫ ପଂଚାୟତ ସଟଡ଼ାଉନ

କଟକ : କଟକ ଜିଲାରେ ବର୍ତମାନ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ନିଆଳିରେ ୬ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ବ୍ଲକର ୫ ପଂଚାୟତକୁ ସଟଡ଼ାଉନ ଘୋଷଣା କରାଯାଇଛି ବୋଲି ମଙ୍ଗଳବାର…
Read More...

ଅନୁଶାସନ ରକ୍ଷା କରିଛନ୍ତି ଜଙ୍ଗଲର ରାଜା ; ନଦୀ କୂଳରେ ଧାଡ଼ିରେ ପାଣି ପିଉଛନ୍ତି ଏକାଧିକ ସିଂହ

ନୂଆଦିଲ୍ଲୀ : ବନ୍ୟଜନ୍ତୁଙ୍କ କାର୍ଯ୍ୟକଳାପ ଦେଖିବାକୁ ଖୁବ ମଜା ଲାଗେ। ସେଭଳି ଏକ ଦୃଶ୍ୟର ଫଟୋ ଓ ଭିଡ଼ିଓ ବର୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ଜଙ୍ଗଲର ରାଜାର ଏଭଳି ଏକ ଭିଡ଼ିଓ ଦେଖିବାକୁ ଖୁବ କୌତୁହଳ…
Read More...

ଖୋର୍ଦ୍ଧା ଜିଲା ମୁଖ୍ୟଚିକିତ୍ସାଳୟର ଜଣେ ଡ଼ାକ୍ତର କରୋନା ପଜିଟିଭ

ଖୋର୍ଦ୍ଧା : ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ସମେତ ସଦର ମହକୁମାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ମଙ୍ଗଳବାର ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ଆଗ ଧାଡ଼ିର କରୋନା ଯୋଦ୍ଧା ତଥା…
Read More...

ପ୍ରଭୁ ହନୁମାନଙ୍କୁ ଏଭଳି ଉପାୟରେ କରନ୍ତୁ ପୂଜାର୍ଚ୍ଚନା

ପ୍ରଭୁ ହନୁମାନଙ୍କୁ ମଙ୍ଗଳବାର ପୂଜା କଲେ ବିଶେଷ କୃପା ମିଳିଥାଏ ବୋଲି ମାନ୍ୟତା ରହିଛି। ଶାସ୍ତ୍ରରେ ପ୍ରଭୁଙ୍କୁ ପୂଜା କରିବାର କିଛି ସରଳ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ..... ୧- ଲାଲ ଓ ହଳଦିଆ…
Read More...

ବାଙ୍କି ଉପଖଣ୍ଡସ୍ତରୀୟ ମେଡ଼ିକାଲ ଆଉଟଡ଼ୋର ୨୪ ଘଣ୍ଟା ପାଇଁ ବନ୍ଦ

କଟକ : କଟକ ଜିଲାର ବାଙ୍କି ଉପଖଣ୍ଡସ୍ତରୀୟ ମେଡ଼ିକାଲ ଆଉଟଡ଼ୋର ୨୪ ଘଣ୍ଟା ବନ୍ଦ ପାଇଁ ସୋମବାର ନିଷ୍ପତି ହୋଇଛି। ଜଣେ ଡ଼ାକ୍ତରଙ୍କ ପୁଅ କରୋନା ପଜିଟିଭ ଆସିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ବାଙ୍କି…
Read More...

ଗଞ୍ଜାମର ୮୧ ପ୍ରତିଶତ ଗ୍ରାମ କରୋନା ମୁକ୍ତ

ବ୍ରହ୍ମପୁର: ଗଞ୍ଜାମର ୮୧ ପ୍ରତିଶତ ଗ୍ରାମ କରୋନା ମୁକ୍ତ ହୋଇଛି ବୋଲି ସୋମବାର ଜଣାପଡ଼ିଛି । ଏହା ବିଡିଓ ଏବଂ କର୍ମଚାରୀଙ୍କ ଉଦ୍ୟମରେ ସମ୍ଭବ ହୋଇପାରିଛି ବୋଲି ଗଂଜାମ ଜିଲାପାଳ କହିଛନ୍ତି । ସେହିପରି ଗ୍ରାମାଞ୍ଚଳ…
Read More...

ଫଳ ଖାଇବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ରଖନ୍ତୁ

ଆପଣ ଖାଦ୍ୟ ଖାଇବା ପୂର୍ବରୁ କିମ୍ବା ପରେ ସଙ୍ଗେସଙ୍ଗେ ଫଳ ଖାଆନ୍ତୁ ନାହିଁ। ସକାଳ ସମୟରେ ଜଳଖିଆ ଖାଇବା ସମୟରେ ଫଳ ଖାଇ ପାରିବେ। ଫଳରେ ବହୁ କ୍ୟାଲୋରୀ ରହିଥାଏ। ଏହି କାରଣରୁ ଖାଦ୍ୟ ଖାଇବା ପରେ ଫଳ ଖାଇବା ଦ୍ୱାରା…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀରର ଅନନ୍ତନାଗ ଠାରେ ସୋମବାର ସକାଳ ସମୟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଅନନ୍ତନାଗର ଅଂଚଳରେ…
Read More...

ଆସନ୍ତା ୩୧ ଭିତରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ

ଭୁବନେଶ୍ୱର : ଜୁଲାଇ ୩୧ ଭିତରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୋମବାର ଜଣାପଡ଼ିଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। କରୋନାର ଭୂତାଣୁ ନିଜର କାୟା ବିସ୍ତାର କରିଚାଲିଥିବା…
Read More...

ସେଣ୍ଟ୍ରିଂ ଖୋଳୁଥିବା ବେଳେ ଅଘଟଣ ; ଶ୍ରମିକ ମୃତ

ବଲାଙ୍ଗୀର : ବଲାଙ୍ଗୀର ଜିଲା ତୁଳସୀନଗରପଡ଼ାରେ ସୋମବାର ଏକ ଅଘଟଣ ଘଟିଥିବା ଜଣାପଡ଼ିଛି। ସେଣ୍ଟ୍ରିଂ ଖୋଳୁଥିବା ବେଳେ ଘର ଛାତ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଶ୍ରମିକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଛାତ ଖସିବା…
Read More...

କାଜିରଙ୍ଗା ଜଙ୍ଗଲରେ ଦେଖାଯାଇଛି ଦେଶର ଦୁର୍ଲ୍ଲଭ ବାଘ

ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଦୁର୍ଲ୍ଲଭ , ଦେଶର ପ୍ରଥମ ଓ ଗୋଟିଏ ସୁନେଲି ବାଘ ଦେଖାଯାଇଛି। ଜଣେ ଫଟୋ ଉଠାଉଥିବା ବ୍ୟକ୍ତି ବାଘଟିର ବନ୍ୟଜନ୍ତୁଙ୍କ ଫଟୋ ଉଠାଇବା ସମୟରେ (ୱାଇଲ୍ଡ ଲାଇଫ ଫଟୋଗ୍ରାଫି)ବାଘଟିର ଫଟୋ…
Read More...

ଆଜି ଶ୍ରାବଣର ୨ୟ ସୋମବାର ; ଅର୍ପଣ କରନ୍ତୁ ପ୍ରଭୁଙ୍କୁ ବେଲପତ୍ର ମିଳିବ ଅଶେଷ କୃପା

ପ୍ରଭୁ ଶିବଶଙ୍କରଙ୍କୁ ବେଲପତ୍ର ଖୁବ ପ୍ରିୟ, ଏହାର ଶିବ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ସମସ୍ତ ଭକ୍ତ ଶ୍ରଦ୍ଧାର ଭାବ ସହ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ବେଲ ପତ୍ର ଅର୍ପଣ କରିଥାଆନ୍ତି।…
Read More...

ତ୍ୱଚାର ସୁନ୍ଦରତା ପାଇଁ କିଛି ସରଳ ଉପାୟ

ସ୍କ୍ରବ କରନ୍ତୁ – ବହୁ ସମୟରେ ମୁହଁରେ ଅପରିଷ୍କାର ପଦାର୍ଥ ଜମି ଯାଇଥାଏ। ତେଣୁ ନିୟମିତ ଫେସୱାସ ବ୍ୟବହାର କରନ୍ତୁ। ପ୍ରଚୁର ପାଣି ପିଅନ୍ତୁ। ସପ୍ତାହକୁ ଥରେ ନିଶ୍ଚୟ ସ୍କ୍ରବ କରନ୍ତୁ। ଜେଲଯୁକ୍ତ ମଶ୍ଚୁରାଇଜର…
Read More...

ସୁନା ନୁହେଁ ଚାନ୍ଦି ନୁହେଁ ଏବେ ବଜାରରେ ହୀରା ମାସ୍କ ; ଜାଣନ୍ତୁ କେତେ ଏହାର ଦାମ

ସୁରଟ : ଅଳଙ୍କାରର ବିଶେଷତ୍ୱ ଭିନ୍ନ। ଅଳଙ୍କାର ମଧ୍ୟରେ ହାର, କାନର ଆଦି ପିନ୍ଧିବା ସାଧାରଣ କଥା। ମାତ୍ର ବର୍ତମାନ ଏହି କରୋନା ସଂକ୍ରମଣ ସଭିଁଙ୍କ ପାଇଁ ସମସ୍ୟା ପାଲଟିଥିବା ବେଳେ ଏଥିରୁ ସତର୍କ ରହିବା ପାଇଁ ମାସ୍କ…
Read More...

ଆସନ୍ତାକାଲି ଠାରୁ କଟକ ସହରରୁ ହଟିବ ସଟ୍‌ଡାଉନ୍

କଟକ: କଟକରେ କରୋନା ସଂକ୍ରମଣ ରୋକିବା ପାଇଁ କରାଯାଇଥିବା ସଟ୍‌ଡାଉନ୍ ଆସନ୍ତାକାଲିଠୁ ହଟିବ। ଏନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି। ସିଏମସିର ସୂଚନା ଅନୁସାରେ ଆସନ୍ତାକାଲିଠୁ…
Read More...

ବିଗ୍ ବିଙ୍କ ପରେ ଅନୁପମ ଖେରଙ୍କ ପରିବାର କରୋନା ପଜିଟିଭ

ମୁମ୍ବଇ : କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। ଶନିବାର ବିଗ ବି ଓ ତାଙ୍କପୁଅ ଅଭିଷେକ କରୋନା ପଜିଟିଭ ଜଣାପଡ଼ିଥିବା ବେଳେ ରବିବାର ଅନୁପମ ଖେରଙ୍କ ପରିବାର କରୋନା ସଂକ୍ରମିତ ହୋଇଥିବା ଘଟଣା ସାମ୍ନାକୁ ଆସିଛି।…
Read More...

ମହାରାଷ୍ଟ୍ର ରାଜ୍ୟପାଳଙ୍କ ବାସଭବନର ୧୬ କର୍ମଚାରୀ କରୋନା ପଜିଟିଭ

ମୁମ୍ବଇ : ମହାରାଷ୍ଟ୍ର ରାଜ୍ୟପାଳ ଭଗତସିଂହ କୋଶୟାରୀଙ୍କ ବାସଭବନରେ କାର୍ଯ୍ୟକରୁଥିବା ୧୬ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ରବିବାର ଜଣାପଡ଼ିଛି। ସମସ୍ତ କର୍ମଚାରୀଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଛି।…
Read More...

ଆସନ୍ତା କାଲିଠାରୁ ରାଉରକେଲା ଓପିଡ଼ି ବନ୍ଦ

ରାଉରକେଲା : ରାଉରକେଲା ସରକାରୀ ଡ଼ାକ୍ତରଖାନାର ଓପିଡ଼ି ଆସନ୍ତାକାଲି ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। କରୋନା ସତର୍କତାକୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ)ରେ ରବିବାର ବ୍ୟବସ୍ଥା ବଦଳିଛି ।…
Read More...

ଦୁର୍ବୃତଙ୍କ ସଂଘବଦ୍ଧ ଆକ୍ରମଣ ; ୫ ଗୁରୁତର

ପିପିଲି : ପୁରୀ ଜିଲା କଣାସ ବଜାରରେ ଯୁବକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ରବିବାର ଅଭିଯୋଗ ହୋଇଛି। ଏଥିରେ ୫ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗତକାଲି…
Read More...

ରବିବାର ବିଶେଷ ; ସୂର୍ଯ୍ୟଙ୍କ ଆରାଧନା ଦ୍ୱାରା ଦୂର ହୁଏ ସମସ୍ୟା

ଭଗବାନ ସୂର୍ଯ୍ୟ ଉଦୟ ହେବା ପରେ ସମ୍ପୂର୍ଣ୍ଣ ଜଗତର ଅନ୍ଧକାର ଦୂରେଇ , ଚାରିଆଡ଼ ଆଲୋକିତ ହୋଇଯାଏ। ବହୁ ପୁରାତନ କାଳରୁ ସୂର୍ଯ୍ୟଙ୍କ ଉପାସନା କରିବାର ପରମ୍ପରା ରହିଛି। ସୂର୍ଯ୍ୟଦେବ ହେଉଛନ୍ତି ସାକ୍ଷାତ ଦର୍ଶନ ଦେଉଥିବା…
Read More...

ସୁନ୍ଦର ତ୍ୱଚା ପାଇଁ ଲେମ୍ବୁ ରସରେ ମିଶାନ୍ତୁ ଏହି ଜିନିଷ

- ଏକ ପାତ୍ରରେ ଲେମ୍ବୁ ରସ, ଅଙ୍ଗୁର ରସ, ସେଓ ରସ, ଆଖୁ ରସ ମିଶାଇ ଦିଅନ୍ତୁ। ଏହାକୁ ତ୍ୱଚାରେ ଲଗାଇ ୫ ମିନିଟ ମାଲିସ କରନ୍ତୁ। ୧୫ ମିନିଟ ପରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ରଙ୍ଗ ଗୋରା ହୋଇଥାଏ। ଏକ ପାତ୍ରରେ…
Read More...

ଝାରସୁଗୁଡାରେ ଆଜି ୩୧ କରୋନା ସଂକ୍ରମିତ ଚିହ୍ନଟ

ଝାରସୁଗୁଡା : ଝାରସୁଗୁଡା ଜିଲାରେ ପୁଣି ନୂଆ ୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଶନିବାର ଜଣାପଡ଼ିଛି । ଫଳରେ ଜିଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୯ ରେ ପହଞ୍ଚିଛି । ସଂକ୍ରମିତଙ୍କ ମଧ୍ୟରେ ଦୁଇଜଣ ପୌର…
Read More...

ଶନିବାର ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। କର୍ମ ଅନୁଯାୟୀ ପ୍ରଭୁ ଫଳପ୍ରଦାନ କରିଥାଆନ୍ତି ବୋଲି ମାନ୍ୟତା ରହିଛି। ଶନିବାରଟି ଶନିଦେବତାଙ୍କୁ ସମର୍ପିତ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦିନ ଏପରି କିଛି କାର୍ଯ୍ୟ…
Read More...

କରୋନା ସଂକ୍ରମିତ ୨ ବିଧାୟକଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସଂକ୍ରମିତ ଦୁଇ ବିଧାୟକଙ୍କ ସହ ଶନିବାର ଫୋନ ଯୋଗେ କଥା ହୋଇଛନ୍ତି। ଦୁଇ ବିଧାୟକ ହେଲେ ନୀଳଗିରି ଓ ସାଲେପୁରର। ସେ ଉଭୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉଭୟ…
Read More...

ଲୋକଙ୍କୁ ସଚେତନ କରିବାର ଭିନ୍ନ ପ୍ରଣାଳୀ; ଏହି ସ୍ଥାନରେ ପ୍ରସ୍ତୁତ ହେଉଛି ମାସ୍କ ପରଟା

କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସତର୍କତା ଅବଲମ୍ବନ କରାଯାଉଛି। ଲୋକଙ୍କୁ ଅଧିକ ସଚେତନ ଓ ଜାଗୃତ ରହିବା ପାଇଁ ବିଭିନ୍ନ ଉପାୟ ମଧ୍ୟ ପାଳନ କରାଯିବା ସହ ପ୍ରଚାର କରାଯାଉଛି। ଏପରି ଏକ ଘଟଣା…
Read More...

ଗଞ୍ଜାମ ଓ ଯାଜପୁରବାସୀଙ୍କୁ ଅନୁଗୁଳ ମନା

ଅନୁଗୁଳ : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ଲାଗିଛି। ଏହି କାରଣରୁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ ଆଦି ଜିଲାରେ ବାହାର ଲୋକଙ୍କ ପ୍ରବେଶ ଉପରେ ଶନିବାର କଟକଣା ଜାରି…
Read More...

ଜାଣନ୍ତୁ ; ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଗୁଡ଼

ମିଠା ଦ୍ରବ୍ୟ ପ୍ରସ୍ତୁତିରେ ଚିନି ଅଧିକ ପରିମାଣରେ ବ୍ୟବହାର କରାଯାଏ। ମାତ୍ର ଚିନି ବଦଳରେ ଗୁଡ଼ର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ଅଧିକ ହିତକାରକ। ଗୁଡ଼ରେ ମିଠା ଅଂଶ ରହିଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ନିୟନ୍ତ୍ରଣ ରେଖା ନାଓଗାଁ ସେକ୍ଟରର ବାରାମୁଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ମିଳିଥିବା ସୂଚନା…
Read More...

ହାତୀପଲଙ୍କ ଉତ୍ପାତ ; ଭାଙ୍ଗିଲେ ଘର, ପାଚେରୀ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲାରେ ୧୭ଟିକିଆ ହାତୀପଲଙ୍କ ଉତ୍ପାତ ଦେଖାଯାଇଥିବା ଶନିବାର ଜଣାପଡ଼ିଛି। ଝାଡ଼ଖଣ୍ଡ ପଟୁ ଏହି ହାତୀପଲ ଆସିଛନ୍ତି। ହାତୀମାନେ ଶୁକ୍ରୁଳି ବ୍ଲକର ୩ଟି ଘର ଓ ରରୁଆଁ ବ୍ଲକର ଏକ ସ୍କୁଲ ପାଚେରୀ…
Read More...

ଭଗବାନ ଶଙ୍କରଙ୍କ ରହସ୍ୟମୟ ମନ୍ଦିର : ଏଠାରେ ପ୍ରତି ୧୨ବର୍ଷରେ ହୋଇଥାଏ ବଜ୍ରପାତ

ହିମାଚଳପ୍ରଦେଶରେ ଦେବୀଦେବତାଙ୍କ ବହୁ ମନ୍ଦିର ରହିଛି। ଯାହାଦ୍ୱାରା ଏହାକୁ ଦେବଭୂମି ମଧ୍ୟ କୁହାଯାଏ। ଏଠାରେ ଏପରି ବହୁ ମନ୍ଦିର ରହିଛି, ଯାହା ନିଜର ବିଶେଷତ୍ୱ ପାଇଁ ବେଶ ପ୍ରସିଦ୍ଧ।ହିମାଚଳପ୍ରଦେଶର କୁଲ୍ଲୁ ସହରରେ…
Read More...

ବ୍ରହ୍ମପୁରରେ ଭ୍ରାମ୍ୟମାଣ ଭ୍ୟାନରେ କରୋନା ପରୀକ୍ଷା ଆରମ୍ଭ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଭ୍ରାମ୍ୟମାଣ ଭ୍ୟାନରେ କରୋନା ପରୀକ୍ଷଣ ଶୁକ୍ରବାର ଆରମ୍ଭ ହୋଇଛି । କରୋନାର ଦ୍ରୁତ ଗତିକୁ ନଜରରେ ରଖି ବ୍ରହ୍ମପୁର ସମେତ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ବର୍ତ୍ତମାନ…
Read More...

ଖଟାମିଠା ଚିଙ୍ଗୁଡ଼ି

ଆବଶ୍ୟକ ସାମଗ୍ରୀ ଚିଙ୍ଗୁଡ଼ି – ୫୦୦ ଗ୍ରାମ କଟା ପିଆଜ – ୧ଟି ଅଦାରସୁଣ ବଟା – ୪ ଚାମଚ ଟମାଟୋ – ୧ଟି କାଜୁ ବଟା – ଅଳ୍ପ ତେଲ – ଆବଶ୍ୟକ ପରିମାଣରେ ଳବଙ୍ଗ – ୨ଟି ଗୁଜୁରାତି – ୨ଟି ଡ଼ାଲଚିନି – ୨ଟି ହଳଦୀ…
Read More...