www.samajalive.in
Saturday, December 6, 2025
14.1 C
Bhubaneswar

ପ୍ରଭୁ ହନୁମାନଙ୍କୁ ଏଭଳି ଉପାୟରେ କରନ୍ତୁ ପୂଜାର୍ଚ୍ଚନା

ପ୍ରଭୁ ହନୁମାନଙ୍କୁ ମଙ୍ଗଳବାର ପୂଜା କଲେ ବିଶେଷ କୃପା ମିଳିଥାଏ ବୋଲି ମାନ୍ୟତା ରହିଛି। ଶାସ୍ତ୍ରରେ ପ୍ରଭୁଙ୍କୁ ପୂଜା କରିବାର କିଛି ସରଳ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ…..
୧- ଲାଲ ଓ ହଳଦିଆ ରଙ୍ଗରର ଫୁଲ ପ୍ରଭୁଙ୍କର ଖୁବ ପ୍ରିୟ। ତେଣୁ ପ୍ରଭୁଙ୍କୁ ଏହି ରଙ୍ଗର ଫୁଲ ଅର୍ପଣ କରନ୍ତୁ।
୨- ପ୍ରଭୁଙ୍କ ମନ୍ଦିରରେ ଲାଲ ରଙ୍ଗର ନୂତନ ପତାକା ଅର୍ପଣ କରନ୍ତୁ।
୩- ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ।
୪- ପ୍ରଭୁଙ୍କ ପୂଜାରେ ସିନ୍ଦୂରର ପ୍ରୟୋଗ କରନ୍ତୁ।
୫- ପ୍ରଭୁ ଶ୍ରୀରାମଙ୍କ ନାମର ଜପ କରିବା ଦ୍ୱାରା ପ୍ରଭୁ ଖୁବ ପ୍ରସନ୍ନ ହୋଇଥାଆନ୍ତି।
୬- ପ୍ରତି ଶନିବାର ଓ ମଙ୍ଗଳବାର ପ୍ରଭୁଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ବୁନ୍ଦି ଲଡ଼ୁ ଭୋଗ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।
୭- ଶନିବାର ଓ ମଙ୍ଗଳବାର କେଶ, ନଖ କାଟନ୍ତୁ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories