ବଲାଙ୍ଗୀର : ବଲାଙ୍ଗୀର ଜିଲା ତୁଳସୀନଗରପଡ଼ାରେ ସୋମବାର ଏକ ଅଘଟଣ ଘଟିଥିବା ଜଣାପଡ଼ିଛି। ସେଣ୍ଟ୍ରିଂ ଖୋଳୁଥିବା ବେଳେ ଘର ଛାତ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଶ୍ରମିକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଛାତ ଖସିବା କାରଣରୁ ଶ୍ରମିକଙ୍କ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।
Popular Categories



