ଖୋର୍ଦ୍ଧା : ପୁଣି ଅଲୋଡ଼ା ହୋଇଛି ଶିଶୁ କନ୍ୟା।ଖୋର୍ଦ୍ଧା ଜିଲା ବାଘମାରୀ ହଟ୍ଟକେଶ୍ୱର ମହିଳା ମହାବିଦ୍ୟାଳୟ ପଛପଟୁ ଗୁରୁବାର ଏକ ଶିଶୁ କନ୍ୟା ଉଦ୍ଧାର ହୋଇଛି। କିଛି ସ୍ଥାନୀୟଲୋକେ ଶିଶୁଟିର କାନ୍ଦ ଶୁଣି ଉକ୍ତ ନବଜାତକୁ ଉଦ୍ଧାର କରିଥିବା ନେଇ ସୂଚନା ମିଳିଛି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।
Popular Categories



