www.samajalive.in
Friday, December 12, 2025
14.1 C
Bhubaneswar

ବିରମିତ୍ରପୁର ନାବାଳିକା ଗଣଦୁଷ୍କର୍ମ ଘଟଣା ; ବିଜେପି ମହିଳା ମୋର୍ଚ୍ଚା ତରଫରୁ ନିରବ ଧାରଣା

ରାଉରକେଲା : ବିରମିତ୍ରପୁର ଠାରେ ହୋଇଥିବା ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପୁଲିସ ପ୍ରଶାସନ କେବଳ ଦୁଇଜଣ ଅପରାଧୀଙ୍କୁ ଗିରଫ କରିଥିବାରୁ ଏହାକୁ ବିରୋଦ୍ଧ କରି ଜିଲା ବିଜେପି ମହିଳା ମୋର୍ଚ୍ଚା ତରଫରୁ ଶୁକ୍ରବାର ନିରବ ଧାରଣା ଦିଆଯାଇଛି। ଜିଲା ସଭାନେତ୍ରୀ ଶ୍ରୀମତୀ ଲତିକା ପଟ୍ଟନାୟକଙ୍କ ନେତୃତ୍ୱରେ ଡ଼ିଆଇଜି ( ପଶ୍ଚିମାଞ୍ଚଳ ଆରକ୍ଷୀ ଉପ- ମହାନିରୀକ୍ଷକଙ୍କ କାର୍ୟ୍ୟାଳୟ ସମ୍ମୁଖରେ ନିରବ ଧାରଣା ଅନୁଷ୍ଠିତ ହୋଇଯାଇଛି। ଏଥିରେ , ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦକ ଶ୍ରୀମତୀ କଳ୍ପନା ଲେଙ୍କା , ରାଉରକେଲାର ପୂର୍ବତନ କାଉନସିଲର ତଥା ପାର୍ଟିର ବରିଷ୍ଠ ନେତ୍ରୀ ପ୍ରମିଳା ଦାସ , ସସ୍ମିତା ପାଢ଼ୀ , ସଂଯୁକ୍ତା ମିଶ୍ର ତଥା ରଂଜିତା କିସପଟ୍ଟା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories