ବାଲେଶ୍ୱର : ବାଲେଶ୍ୱର ଜିଲାର ଅନନ୍ତପୁର ଘାଟି ରାସ୍ତାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଘାଟି ରାସ୍ତାରେ ବାଇକ ଏକ ତାଳଗଛରେ ପିଟି ହେବାରୁ ଜଣେ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ପୁରୁଷୋତମପୁରୁ ଗ୍ରାମର ରାଜୁ ମଲିକ ବୋଲି ଜଣାପଡ଼ିଛି। ଏହାସହ ରାଜୁଙ୍କ ବାଇକରେ ପଛରେ ବସିଥିବା ଉକ୍ତ ଗ୍ରାମର ଜୟନ୍ତ ମଲିକ ଅଳ୍ପକେ ବର୍ତି ଯାଇଛନ୍ତି ବୋଲି ସୂଚନା ମିଳିଛି।
Popular Categories



