ଟ୍ରକ-ଡ଼ମ୍ଫର ମୁହାଁମୁହିଁ ଧକ୍କା ; ଟ୍ରକ ଚାଳକ ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ କଲେଇପୋଷ ରାସ୍ତାର କେନ୍ଦୁଡ଼ିହି ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ଟ୍ରକ-ଡ଼ମ୍ଫର ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଟ୍ରକ ଚାଳକଙ୍କ ମୃତ୍ୟୁ…
Read More...

ହାତୀ ଆକ୍ରମଣରେ ମହିଳା ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ହେମଗିରି ରେଞ୍ଜ କୋଡ଼ବାହାଲ ଗାଁରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଘର ବାଡ଼ିପଟକୁ ଉକ୍ତ ମହିଳାଙ୍କୁ ଜଣଙ୍କ ଶୌଚ ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣର ଶିକାର…
Read More...

ଖାଦ୍ୟ ଖାଇବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

କ୍ଷୀର, ଦହି, ଲେମ୍ବୁ, କମଳା, କଦଳୀ, ମହୁ, ଘିଅ, ମାଛ ଓ ଅଣ୍ଡା ପୁଷ୍ଟିକର ଖାଦ୍ୟ ଅଟେ। ସାଧାରଣ ଭାବେ ଆମେ ଖାଦ୍ୟ ଖାଇବା ସମୟରେ ବିଭିନ୍ନ ଖାଦ୍ୟ ମିଶାଇ ଖାଇବାକୁ ପସନ୍ଦ କରିଥାଉ। ମାତ୍ର ଏପରି କରିବା ଦ୍ୱାରା ଆମ…
Read More...

ହାତୀ ଛୁଆ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ; ଶିକାରୀ ଗିରଫ

ରାଉରକେଲା : ରାଉରକେଲା କୁଆଁରମୁଣ୍ଡା ବ୍ଲକ ସାନଡୋଲା କୁଦର ହାତୀ ଛୁଆ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ହୋଇଛି। ସମ୍ପୃକ୍ତ ଘଟଣାରେ ଗୁରୁବାର ଜଣେ ଶିକାରୀକୁ ବନ ବିଭାଗ ଗିରଫ କରିଛି। ଶିକାରୀର ନାମ ରୁପୁ ବାରଲା ଓ ସେ…
Read More...

ଜାଣନ୍ତୁ ହେରାପଂଚମୀର ମହତ୍ୱ

ରଥଯାତ୍ରା ପାଳନ ଅନୁଯାୟୀ ହେରାପଂଚମୀ ଏକ ଗୁରୁିତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହା ରଥଯାତ୍ରା ଠାରୁ ପଂଚମ ଦିନ ପାଳନ କରାଯାଇଥାଏ। ଏହି ହେରା ପଂଚମୀକୁ ନେଇ ଏକ ସୁନ୍ଦର କଥାଟିଏ ରହିଛି। ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ନିଜ…
Read More...

ଘରୋଇ କଳିର କରୁଣ ପରିଣତି ; ବିଷ ପିଇ ଯୁବକଙ୍କ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲା ପାଟଣାଥାନା ଅନ୍ତର୍ଗତ ମଙ୍ଗଳପୁର ଲେଖେନା ଗ୍ରାମରେ ପିଇ ଗୁରୁବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସ୍ୱର୍ଗତ ଗୋପାଳ ମୁଣ୍ଡାଙ୍କ ବଡ଼ପୁଅ ରଞ୍ଜିତ ମୁଣ୍ଡା (ମାଠୁ) ୨୫ । ସୂଚନା…
Read More...

ବାରମ୍ବାର କାର୍ଯ୍ୟରେ ଅସଫଳତା ଦେଖାଦେଲେ ଆପଣାନ୍ତୁ ଏହି ଉପାୟ

ଆମ ଚାରିପାଖରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଲେ ଏହାର ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ। ବାରମ୍ବାର ଚେଷ୍ଟା କଲେ ମଧ୍ୟ କାର୍ଯ୍ୟରେ ସଫଳତା ମିଳିପାରି ନଥାଏ। ଏହାର ଏକ ପ୍ରମୁଖ କାରଣ ବାସ୍ତୁ ଦୋଷ ହୋଇପାରେ। ଏହି ଉପାୟ…
Read More...

ପ୍ରଥମ ଥର ସାମ୍ନାକୁ ଆସିଛି କରୋନା ଭୂତାଣୁର ଏପରି ଏକ ମାମଲା; ଯାହାକୁ ନେଇ ଚିନ୍ତାରେ ଡ଼ାକ୍ତର

ମେସ୍କିକୋରେ କରୋନା ଭୂତାଣୁର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ସହ ଜନ୍ମ ହୋଇଥିବା ୩ ଜଣ ଶିଶୁ (ଟ୍ରିପଲେଟସ୍ ) କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମାତ୍ର ଚିନ୍ତା ବଢାଉଥିବା କାରଣଟି ହେଉଛି ଉକ୍ତ…
Read More...

ଏମିତି ବି ଆସେ ମୃତ୍ୟୁ; ସର୍ପ ଦଂଶନରେ ଅସୁସ୍ଥ ବାପାକୁ ମେଡ଼ିକାଲ ନେବାବେଳେ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ

ବାଲେଶ୍ୱର : ବାଲେଶ୍ୱର ଜିଲା ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବାପକୁ ବାପକୁ ସାପ କାମୁଡି ଥିଲା ବେଳେ ପୁଅ ବାପକୁ ଡାକ୍ତରଖାନା ନେଇ ଯାଉଥିବା ବେଳେ ଦୁର୍ଘଟଣାରେ ପୁଅର…
Read More...

ଆଜି ଶ୍ରୀମନ୍ଦିର ସେବାୟତଙ୍କର ହେବ କୋଭିଡ଼ ଟେଷ୍ଟ

ପୁରୀ : କୋରନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖରୁରେ ସମ୍ପାଦିତ ହୋଇସାରିଛି। ରଥଯାତ୍ରା ପାଇଁ ନିୟୋଜିତ ହୋଇଥିବା ଶ୍ରୀମନ୍ଦିର ସେବାୟତଙ୍କର ଆଜି କୋଭିଡ଼ ଟେଷ୍ଟ କରାଯିବ। ସୁଆର ମହାସୁଆର ନିଯୋଗରଙ୍କ…
Read More...

ଆକର୍ଷଣୀୟ ଓ ଘନ କେଶ ପାଇଁ ସହଜ ଉପାୟ

ଆକର୍ଷଣୀୟ ଓ ଘନ କେଶ ପାଇଁ ସଭିଁଙ୍କ ଇଚ୍ଛା। ମାତ୍ର ବହୁ ସମୟରେ କେଶ ଉପୁଡ଼ିବା ସଭିଁଙ୍କ ପାଇଁ ଏକ ବିରାଟ ସମସ୍ୟା ପାଲଟିଛି। ଏହାର ପ୍ରତିକାର ପାଇଁ ଆମେ ବିଭନ୍ନ ପ୍ରକାର କୃତ୍ରିମ ଦ୍ରବ୍ୟ ମଧ୍ୟ ବ୍ୟବହାର କରିଥାଉ।…
Read More...

ମୁଣ୍ଡ ବିନ୍ଧା ଦୂର ସହ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ଧନିଆ ପତ୍ର

ଧନିଆ ଖାଦ୍ୟରେ ସ୍ୱାଦ ବଢାଇବା ସହ ପେଟ ଯନ୍ତ୍ରଣା,ମୁଣ୍ଡ ବିନ୍ଧା ଭଳି ବିଭିନ୍ନ ସମସ୍ୟା ଦୂର କରିଥାଏ। । ଧନିଆ ମଞ୍ଜି ଠାରୁ ଧନିଆ ପତ୍ରକୁ ଭିନ୍ନ ଭିନ୍ନ ପ୍ରକାରେ ବିଭିନ୍ନ ରୋଗ ପାଇଁ ବ୍ୟବହାର କରାଯାଇଥାଏ।…
Read More...

ମଟନ କାଠି ରୋଲ

ଆବଶ୍ୟକ ସାମଗ୍ରୀ ମଟନ - ୨୫୦ ଗ୍ରାମ ( କିମା ହୋଇଥିବା ମଟନ) ଅଣ୍ଡା -୧ଟି ମଇଦା – ୨କପ ଲୁଣ - ଆବଶ୍ୟକ ପରିମାଣରେ ତେଲ - ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ - ଅଳ୍ପ ଲଙ୍କା ଗୁଣ୍ଡ - ଅଳ୍ପ ଅଦାରସୁଣ ବଟା – ୨…
Read More...

ଏଠାରେ ଦୋକାନୀଙ୍କ ବିନା ଚାଲେ ଦୋକାନ ; ଜିନିଷ କିଣି ପଇସା ରଖିଥାଆନ୍ତି ଗ୍ରାହକ

ନୂଆଦିଲ୍ଲୀ : ଦୋକାନକୁ ଯାଇ ଆବଶ୍ୟକୀୟ ଜିନିଷ କିଣିବା ଓ ପଇସା ଦେବା ଏକ ସାଧାରଣ କଥା। ଏଥିରେ କିଛି ନୂତନ କଥା ନାହିଁ। ଏହାଛଡ଼ା ଆପଣ ବେଳେ ବେଳେ ଏପରି ମଧ୍ୟ ଦେଖିଥିବେ ଯେ ଅନେକ ସମୟରେ କିଛି ଖଳ ପ୍ରକୃତିର ଲୋକେ…
Read More...

ଗଞ୍ଜାମରେ ଆଜି ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ୧୦୦୦ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ଗଞ୍ଜାମ : ରାଜ୍ୟରେ ବିଭିନ୍ନ ଜିଲାରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରୁଥିବା ବେଳେ ଗଞ୍ଜାମରେ ଆଜି ନୂତନ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ସୁଦ୍ଧା କେବଳ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା…
Read More...

ବ୍ରହ୍ମପୁରର ଦୁର୍ଦ୍ଦାନ୍ତ ଅପରାଧୀ କୈଳାସ ଘଡେଇ ଜାତୀୟ ନିରାପତ୍ତା ଆଇନରେ ବୁକ

ବ୍ରହ୍ମପୁର : ବ୍ରହ୍ମପୁରର ଦୁର୍ଦ୍ଦାନ୍ତ ଅପରାଧୀ କୈଳାସ ଘଡେଇ ଜାତୀୟ ନିରାପତ୍ତା ଆଇନରେ ବୁକ ହୋଇଥିବା ବୁଧବାର ଜଣାପଡ଼ିଛି। କୈଳାସ ନାମରେ ଜାତୀୟ ନିରାପତ୍ତା ଆଇନ(ଏନଏସଏ) ଲାଗିଛି । କୈଳାସ ବଡ ବଜାର ଥାନା ଅନ୍ତର୍ଗତ…
Read More...

ଖିରଛେନା ଲଡ଼ୁ

ଆବଶ୍ୟକ ସାମଗ୍ରୀ ଖିର– ୨ ଲିଟର ପେଷା ଚିନି – ଆବଶ୍ୟକ ପରିମାଣରେ ଲେମ୍ବୁ ରସ – ଆବଶ୍ୟକ ପରିମାଣରେ ଘିଅ – ଆବଶ୍ୟକ ପରିମାଣରେ ଖୁଆ – ଆବଶ୍ୟକ ପରିମାଣରେ ଗୁଜୁରାତି ଗୁଣ୍ଡ – ୧ ଚାମଚ ପ୍ରସ୍ତୁତି ପ୍ରଣାଳୀ –…
Read More...

ଖାଦ୍ୟରେ ସାମିଲ କରନ୍ତୁ ଏହି ଶାଗ : ରହିଛି ବହୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ

ବିଭିନ୍ନ ପ୍ରକାର ଶାଗ ଖାଇବା ଦ୍ୱାରା ଏହା ଶରୀରରୁ ବିଭିନ୍ନ ପ୍ରକାରର ରୋଗକୁ ଦୂର କରିଥାଏ। ସେଭଳି ଶରୀର ପାଇଁ ଏକ ଲାଭଦାୟକ ଶାଗ ହେଉଛି ମେଥି ଶାଗ। ଏହି ଶାଗର ବହୁ ଔଷଧୀୟ ଗୁଣ ରହିଛି। ଜାଣନ୍ତୁ ଏହି ଶାଗ ଖାଇବା…
Read More...

ଶୟନ କକ୍ଷ ପାଇଁ ବାସ୍ତୁ ଟିପ୍ସ

ବାସ୍ତୁ ଶାସ୍ତ୍ରରେ ଏଭଳି କେତେକ ସହଜ ଉପାୟରେ ବର୍ଣ୍ଣନା କରାଯାଇଛି ଯାହାକୁ ଆପଣାଇବା ଦ୍ୱାରା ଜୀବନର ଲାଗି ରହିଥିବା କେତେକ ସମସ୍ୟାର ସମାଧାନ ସହଜ ଉପାୟ ହୋଇଥାଏ।ବହୁ ସମୟରେ ମାନସିକ ଚିନ୍ତା କାରଣରୁ ରାତିରେ ନିଦ…
Read More...

ଆଜି ଆଉ ୧୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଗଜପତିରୁ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୧୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦କୁ ବୃଦ୍ଧି ପାଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ…
Read More...

ଭବାନୀପାଟଣା ସହରର ତଳି ଅଞ୍ଚଳରେ ବର୍ଷା ଓ ଡ୍ରେନ ପାଣି

ଭବାନୀପାଟଣା : କଳାହାଣ୍ଡି ଜିଲା  ଭବାନୀପାଟଣା ସହରର ବହୁ ପଡାର ତଳି ଅଞ୍ଚଳରେ ବର୍ଷା ଓ ଡ୍ରେନ ପାଣି ପଶି ଯିବାରୁ ସ୍ଥାନୀୟଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବହୁ ମାଟି ଘର ଭାଙ୍ଗି ଥିବାବେଳେ ଘର…
Read More...

ଜିରା ଜୁଆଣି ପରଟା

ଅଟା – ୨କପ ଜୁଆଣି – ୧ ଚାମଚ ଭଜା ଜିରା – ୧ ଚାମଚ ଲୁଣ - ଆବଶ୍ୟକ ପରିମାଣରେ ଲଙ୍କା ଗୁଣ୍ଡ - ଅଳ୍ପ ତେଲ - ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଅଟାରେ ଜିରା, ଜୁଆଣି, ଲୁଣ, ଲଙ୍କା ଗୁଣ୍ଡ,ଅଳ୍ପ…
Read More...

ମିଜୋରାମରେ ଭୂକମ୍ପ ; ରିକ୍ଟରସ୍କେଲରେ ତୀବ୍ରତା ୫.୩

ନୂଆଦିଲ୍ଲୀ : ସୋମବାର ଭୋର ସମୟରେ ମିଜୋରାମରେ ଭୂମିକମ୍ପ ଅନୁଭବ ହୋଇଛି। ରିକ୍ଟରସ୍କେଲରେ ଏହାର ତିବ୍ରତା ୫.୩ ବୋଲି ଜଣାପଡ଼ିଛି। ଭୂକମ୍ପ ପ୍ରଭାବରେ କେତେକ ସ୍ଥାନରେ ଅନେକ ଘର ଓ ରାସ୍ତାଘାଟ ସହ କେତେକ ସ୍ଥାନରେ ଜାତୀୟ…
Read More...

ପୁରୀରେ ତିନି ବାଡ଼ରୁ ତିନି ରଥପାଇଁ ବିଜେ ହେଲା ଆଜ୍ଞାମାଳ

ପୁରୀ : ଆଜି ଆଷାଢ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ପରମ୍ପରା ଅନୁଯାୟୀ ରଥରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି। ତିନି ରଥରେ ଏହି ଆଜ୍ଞାମାଳ ବିଜେ ହୋଇଛି। ପ୍ରଥମେ ତାଳଧ୍ୱଜ, ଏହାପରେ ନନ୍ଦିଘୋଷ ଓ ଶେଷରେ ଦେବଦଳନ…
Read More...

ରାଜ୍ୟରେ ଆଜି ଆଉ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩କୁ ବୃଦ୍ଧି ପାଇଛି। ଚିହ୍ନଟ ୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭ କ୍ୱାରେନଟାଇନ କେନ୍ଦ୍ରର ହୋଇଥିବା…
Read More...

ଜାଣନ୍ତୁ କିଭଳି ହେବେ ଆପଣଙ୍କ ଜୀବନସାଥୀ

ବିବାହର ବିଷୟରେ ବହୁ ତଥ୍ୟ ଜାତକରେ ରହିଥାଏ। କନ୍ୟା ମାନଙ୍କର ଜାତକର ସପ୍ତମ ଭାଗ ଏବଂ ବୃହସ୍ପତି ତାଙ୍କର ଜୀବନସାଥିଙ୍କ ସହ ସମ୍ବନ୍ଧୀତ। ଶୁକ୍ରଙ୍କର ଅବସ୍ଥିତି ଜୀବନସାଥିଙ୍କର ସ୍ୱଭାବ ଏବଂ କର୍ମକ୍ଷେତ୍ର ବିଷୟରେ…
Read More...

ଜାଣନ୍ତୁ ତିଳକ ଲଗାଇବାର ମହତ୍ୱ

ଯେକୌଣସି ଶୁଭ କାର୍ୟ୍ୟ କରିବା ପୂର୍ବରୁ ମଥାରେ ତିଳକ ଲଗାଇବା ଏକ ପରମ୍ପରା ଅଟେ। ହିନ୍ଦୁ ଧର୍ମରେ ତିଳକ ଲଗାଇବାକୁ ଖୁବ ଶୁଭ ବୋଲି ବିବେଚନା କରାଯାଏ। ମାତ୍ର ଆପଣ ହୁଏତ ଜାଣି ନଥିବେ ବାର ଅନୁଯାୟୀ ଭିନ୍ନ ଭିନ୍ନ…
Read More...

ପରାଗ ପରେ ସୂର୍ଯ୍ୟଦେବତାଙ୍କ ନିକଟରେ ଖିରୀ ଭୋଗ କରିବାର ପୌରାଣିକ ମାନ୍ୟତା

ଆଜି ବର୍ଷର ବଡ଼ ସୂର୍ଯ୍ୟପରାଗ। ଯାହା ୧୦ଟା ୧୫ ରୁ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୨ଟା୨୦ରେ ଶେଷ ହେବ। ପରାଗ ଶେଷ ପରେ କେଉଁ କାରଣରୁ ସୂର୍ଯ୍ୟଦେବତାଙ୍କ ନିକଟରେ ଲଗାଯାଏ ଖିରୀ ଭୋଗ , ଜାଣନ୍ତୁ ଏହାର ପୌରାଣିକ…
Read More...

ଷ୍ଟ୍ରବେରୀ କୋକନଟ ଲସୀ

ଆବଶ୍ୟକ ସାମଗ୍ରୀ ଷ୍ଟ୍ରବେରୀ – ୪କପ ଦହି – ୧କପ ନଡ଼ିଆ ରସ – ୧କପ ନଡ଼ିଆକୋରା ଗୁଣ୍ଡ- ୨ଚାମଚ ଚିନି – ୨ଚାମଚ ଗୋଲାପ ଜଳ - ଅଳ୍ପ ବରଫ ଖଣ୍ଡ – ୨ଟି ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଷ୍ଟ୍ରବେରୀକୁ ଛୋଟ ଛୋଟ…
Read More...

କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣୀ ନିଯୁକ୍ତ

ଭବାନୀପାଟଣା : କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣୀଙ୍କୁ ରାଜ୍ୟପାଳ ତଥା କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ନିଯୁକ୍ତି ଦେଇଛନ୍ତି ।…
Read More...

କଲକାତାରୁ ଚେନ୍ନାଇ ଯାଉଥିବା ଗୋ ମାଂସ ଭର୍ତି କଣ୍ଟେନର ଜବତ

ବ୍ରହ୍ମପୁର: ଓଡିଶା-ଆନ୍ଧ୍ର ସୀମାନ୍ତ ଗିରିସୋଲା ଠାରେ ରବିବାର ଏକ ଗୋ ମାଂସ ବୋଝେଇ କଣ୍ଟେନର ଜବତ କରାଯାଇଛି । ଏହି କଣ୍ଟେନରଟି କଲକାତାରୁ ଚେନ୍ନାଇ ବ୍ରହ୍ମପୁର ୧୬ ନଂ ଜାତୀୟ ରାଜପଥ ଦେଇ ଯାଉଥିବା ବେଳେ ବଜରଙ୍ଗ ଦଳ…
Read More...

ଆରମ୍ଭ ହୋଇସାରିଛି ପରାଗ, ପାଗ ମେଘୁଆ ହେତୁ କେତେକ ସ୍ଥାନରେ ଲୋକେ ପରାଗ ଦେଖିବାରୁ ବଂଚିତ

ଭୁବନେଶ୍ୱର : ଆଜି ୨୦୨୦ ବର୍ଷର ସବୁଠାରୁ ବଡ଼ ସୂର୍ଯ୍ୟପରାଗ। ଭାରତ ବିଭିନ୍ନ ସ୍ଥାନରେ ଏହା ଦୃଶ୍ୟମାନ ହେବା ସହ ଓଡ଼ିଶାରେ ମଧ୍ୟ ପରାଗ ଆରମ୍ଭ ହୋଇଛି ଓ ଏଠାରେ ଏହା ଆଂଶିକ ଭାବେ ଦୃଶ୍ୟମାନ ହେଉଛି। ଏହା ଏକ ବଳୟ ଆକାରରେ…
Read More...

ଉତମ ନିଦ୍ରା ପାଇଁ ଆପଣାନ୍ତୁ ଏହି ୫ଟି ଟିପ୍ସ

୧- ନିୟମିତ ବ୍ୟାୟମ କରନ୍ତୁ। ଏହା ଦ୍ୱାରା ଉତମ ନିଦ ହୋଇଥାଏ।ମାତ୍ର ଶୋଇବା ପୂର୍ବରୁ ବ୍ୟାୟାମ କରନ୍ତୁ ନାହିଁ। ୨- ଶୟନ କକ୍ଷରେ ଶୋଇବା ସମୟରେ ବୃହତ ଆଲୋକର ବ୍ୟବହାର କରନ୍ତୁ ନାହିଁ। କିଛି ମାସ ଅନ୍ତରରେ ତକିଆ…
Read More...

ଜାଣନ୍ତୁ ଆପଣଙ୍କ ରାଶି ଅନୁଯାୟୀ ପରାଗର ପ୍ରଭାବ

ମେଷ – କାର୍ଯ୍ୟରେ ଅଧିକ ବ୍ୟସ୍ତ ରହିବେ। ହଠାତ ଆଜି ଯାତ୍ରା କରିବାର ସମ୍ଭାବନା ରହିଛି।ଏହା ଲାଭଦାୟକ ହେବ। ଆପଣଙ୍କ ପାଇଁ ଶୁଭ ରଙ୍ଗ ହଳଦିଆ ଓ ଭାଗ୍ୟ ୭୦% ଉତମ। ବୃଷ – ରୋଜଗାରରେ ପରିବର୍ତନର ଯୋଗ ରହିଛି।…
Read More...

ଆଜି ବର୍ଷର ସବୁଠାରୁ ବଡ଼ ସୂର୍ଯ୍ୟପରାଗ: ଜାଣନ୍ତୁ କେଉଁ କାର୍ଯ୍ୟ କରିବା ଉଚିତ ଓ ଅନୁଚିତ

ଆଜି ୨୦୨୦ ବର୍ଷର ସବୁଠାରୁ ବଡ଼ ସୂର୍ଯ୍ୟପରାଗ। ଏହା ଏକ ବଳୟ ଆକାରରେ ଦୃଶ୍ୟମାନ ହେବ। ଜାଣନ୍ତୁ ଆଜି କେଉଁ କାର୍ଯ୍ୟ କରିବା ଉଚିତ ଓ ଅନୁଚିତ .......... ୧- ପରାଗ ସମୟରେ ଭୋଜନ କରନ୍ତୁ ନାହିଁ। ଯଦି ସମ୍ଭବତଃ ପରାଗ…
Read More...

କୂଅରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

କଟକ : କଟକ ଜିଲା ଆଠଗଡ଼ ରେଞ୍ଜ ଅନ୍ତର୍ଗତ ବୁଦ୍ଧିଆପାଟଣା ଅଂଚଳରେ ଥିବା କୂଅରୁଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ରବିବାର ଜଣାପଡ଼ିଛି। ବଜ୍ରକାପ୍ତାଟିର ବୟସ ପ୍ରାୟ ୫ ବର୍ଷ ହେବ। ବଜ୍ରକାପ୍ତାଟି କୂଅରେ ପଡ଼ିଥିବା…
Read More...

ସୁସ୍ଥ ତଥା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ନିଶ୍ଚୟ ଖାଆନ୍ତୁ ଏହି ଖାଦ୍ୟ

୧- ତୁଳସୀ ଆଣ୍ଟି-ବାୟୋଟିକର କାମ କରିଥାଏ। ତେଣୁ ନିୟମିତ ତୁଳସୀ ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ୨ – ଅଧିକ ପରିମାଣରେ ପାଣି ପିଅନ୍ତୁ। ପାଣି ପିଇବା ଦ୍ୱାରା ଶରୀରରୁ ଅଦରକାରୀ ପଦାର୍ଥ…
Read More...

ନଡ଼ିଆ ସର କୁଲ୍ଫି

ଆବଶ୍ୟକ ସାମଗ୍ରୀ ଖିର – ୧ଲିଟର ମିଲ୍କ ମେଡ଼୍ – ୧କପ ରୁ କମ ଗୁଜୁରାତି ଗୁଣ୍ଡ - ଅଳ୍ପ ଖିରସର – ୨ଚାମଚ ନଡ଼ିଆ କୋରା ଗୁଣ୍ଡ – ୨ ଚାମଚ(କୋରା ସାମାନ୍ୟ ଭାଜି ଏହାକୁ ପେଷି ଦିଅନ୍ତୁ) କାଜୁ, ବାଦାମ, କିସମିସ -…
Read More...

‘’ରଥଯାତ୍ରା’’ଜାଣନ୍ତୁ ପରମ୍ପରା ସହ ଜଡ଼ିତ କିଛି ଜଣା ଅଜଣା କଥା

ଡ଼ାହୁକ ଡ଼ାକୁଚି ହାତକୁ ହଲାଇ ଟାଣୁଛନ୍ତି ଲୋକେ ରଥ ଦଉଡ଼ି ଘଡ଼ ଘଡ଼ କରି ରଥ ଚାଲୁଅଛି ବାହାରିଛି ଜଗା ରାଇଜ ବୁଲି। ଆଗରେ ଚାଲୁଛି ତାଳଧ୍ୱଜ ରଥ ଜଗା ଆଖିରେ ତ ପଲକ ନାହିଁ ରଥଯାତରାରେ ଦେଉଳ ଛାଡ଼ିଛି ଭକତ ସାଙ୍ଗରେ…
Read More...

ଧାର୍ମିକ ଓ ପୌରାଣିକ ମହତ୍ୱରେ ପରିପୂର୍ଣ୍ଣ ବିଶ୍ୱପ୍ରସିଦ୍ଧ ଯାତ୍ରା ‘’ରଥଯାତ୍ରା’’

‘’ଜୟ ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବ ତୁମେ” ଏହି ପଦଟି ସଭିଁଙ୍କ ମୁଖରେ ଶୁଣାଯାଏ। କୋଟି କୋଟି ଲୋକଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗତରନାଥ ଜଗନ୍ନାଥ। ଯାହାଙ୍କୁ ଦେଖିଦେବା ମାତ୍ରେ ଆଖିରୁ ଲୁହ ଝରିଯାଏ, ପାଟିରୁ…
Read More...

ତ୍ୱଚା ପାଇଁ ଉପକାରୀ ଏହି ପତ୍ର, ଚମତ୍କାରୀ ଗୁଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ତ୍ୱଚାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ । ମାତ୍ର ବର୍ତ୍ତମାନ କର୍ମ ବ୍ୟସ୍ତତା ଓ ସମୟର ଅଭାବ ହେତୁ ସଭିଏଁ ମୁହଁର ଠିକ ଭାବେ ଯତ୍ନ ନେଇପାରିନଥାଆନ୍ତି। ଏହାସହ ଦାଗ, ବ୍ରଣ ସଭିଁଙ୍କ ପାଇଁ ମଧ୍ୟ ବିରାଟ ସମସ୍ୟା…
Read More...

ଚୋରାଚାଲାଣ ସମୟରେ ୨ ହଜାର ଲିଟର କିରୋସିନି ଜବତ

ଜଗତସିଂହପୁର : ଜଗତସିଂହପୁର ଜିଲା ବାଲିକୁଦା ଥାନା ତେନ୍ତୁଲିବେଲାରି ଗାଁରେ ଶନିବାର ପ୍ରାୟ ୨ ହଜାର ଲିଟର କିରୋସିନି ଜବତ ହୋଇଛି। ବାହାରକୁ କିରୋସିନି ଚୋରା ଚାଲାଣ ବେଳେ ଗାଁର କିଛି ଯୁବକ ଏହା ଦେଖି କିରୋସିନି…
Read More...

ସୋରଡ଼ା ପୁଲିସ ଦ୍ୱାରା ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ସୋରଡ଼ା : ଗଞ୍ଜାମ ଜିଲ୍ଲା ସୋରଡ଼ା ପୁଲିସ ଦ୍ୱାରା ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଆସିକା ସାଂସଦ ପ୍ରମିଳା ବିଷୋୟୀ ଶିବିର କୁ ଉଦଘାଟନ କରିଥିବା ବେଳେ ସୋରଡ଼ା ବିଧାୟକ…
Read More...

ସୁନ୍ଦର ତ୍ୱଚା ପାଇଁ ବରଦାନ ଏହି ଫେସ ପ୍ୟାକ୍

ସଭିଏଁ ନିଜ ମୁହଁର ସୁନ୍ଦରତା ପାଇଁ ଚିନ୍ତିତ। ମୁହଁ ପାଇଁ ଫେସ ପ୍ୟାକ ଲଗାଇବା ବେଶ ଲାଭଦାୟକ। ବଜାରରେ ମିଳୁଥିବା କେମିକାଲ ଯୁକ୍ତ ଫେସପ୍ୟାକ ଅପେକ୍ଷା ଘରୋଇ ଉପାୟରେ ଏହାକୁ ପ୍ରସ୍ତୁତ କରି ଲଗାଇଲେ ମୁହଁ ପାଇଁ ଅଧିକ…
Read More...

ଟଙ୍କା ପାଇଁ ମାଲିକଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିଥିଲା ଗାଡ଼ି ଡ଼୍ରାଇଭର

ବ୍ରହ୍ମପୁର: ଗୋସାଇଁ ନୂଆଗାଁ ସ୍ଥିତ ହେରିଟେଜ କ୍ଷୀର ଡିଲର ଲମ୍ବୋଦର ମୁନିଙ୍କ ଠାରୁ ଲୁଟ ଓ ହତ୍ୟା ଘଟଣାର ପୁଲିସ ଶୁକ୍ରବାର ପର୍ଦ୍ଦାଫାଶ କରିଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ମୃତ ଲମ୍ବୋଦରଙ୍କ ଗାଡ଼ି…
Read More...

୪ଛୁଆଙ୍କୁ ହତ୍ୟା କରି ଫାଶିରେ ଝୁଲିଲେ ୨ ଭାଇ; କବାଟ ଭାଙ୍ଗି ଶବ ଉଦ୍ଧାର କଲା ପୁଲିସ

ଅହମଦାବାଦ :ଗୁଜୁରାଟର ଅହମଦାବାଦରେ ଶୁକ୍ରବାର ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଥିବା  ଜଣାପଡ଼ିଛି। ସହରର ବନବା ଅଂଚଳରେ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ଜବତ ହୋଇଛି। ମୃତକ ହେଲେ ୨ ଭାଇ ଓ ତାଙ୍କର ୪ ପିଲା। ସେମାନଙ୍କ…
Read More...

ବଟର ପିଆଜ ପରଟା

ଅଟା – ୪କପ ସିଝା ଆଳୁ – ୪ଟି ଲୁଣ - ଅଳ୍ପ ପିଆଜ – ୨ଟି (କଟା ହୋଇଥିବା) ଲଙ୍କା – ୨ଟି ଗରମ ମସଲା - ଅଳ୍ପ ଚାର୍ଟ ମସଲା - ଅଳ୍ପ ଲଙ୍କା ଗୁଣ୍ଡ - ଅଳ୍ପ ହେଙ୍ଗୁ – ସାମାନ୍ୟ ଧନିଆପତ୍ର - ଆବଶ୍ୟକ ପରିମାଣରେ…
Read More...

ଜାଣନ୍ତୁ : ପୂଜାର୍ଚ୍ଚନାରେ କ’ଣ ରହିଛି ଏହି ୪ଟି ରଙ୍ଗର ବିଶେଷତ୍ୱ , କିଭଳି ଦୂର କରିଥାଏ ଜୀବନର ସମସ୍ୟା

ରଙ୍ଗର ଆମ ଜୀବନରେ ଖୁବ ମହତ୍ୱ ରହିଛି। କିଛି ରଙ୍ଗକୁ ଶାନ୍ତିର ପ୍ରତୀକ ବୋଲି ମଧ୍ୟ କୁହାଯାଏ। ରଙ୍ଗର ବହୁ ଧାର୍ମିକ ମହତ୍ୱ ମଧ୍ୟ ରହିଛି। ଏପରି ୪ଟି ରଙ୍ଗ ଅଛି ଯାହାର ପୂଜାପାଠରେ ବିଶେଷ ମହତ୍ୱ ରହିଛି। ଏହି ରଙ୍ଗର…
Read More...

ଦାନ୍ତର ହଳଦିଆପଣ ଦୂର ପାଇଁ ଏପରି କରନ୍ତୁ କଦଳୀ ଚୋପାର ବ୍ୟବହାର

ଭିନ୍ନ ଭିନ୍ନ ଖାଦ୍ୟ ପଦାର୍ଥ ଓ ମୃଦୁ ପାନୀୟର ପ୍ରଭାବରେ ଦାନ୍ତ ଉପରେ ହଳଦୀ ରଙ୍ଗ ସୃଷ୍ଟି ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବଜାରରେ ମିଳୁଥିବା କେମିକାଲ ଦ୍ରବ୍ୟର ବ୍ୟବହାର ପରିବର୍ତ୍ତେ ଘରୋଇ ଉପାୟ…
Read More...

ଓଲଟିଲା ଯାତ୍ରୀବାହୀ ବସ ; ୧୨ ଆହତ, ୨ ଗୁରୁତର

ଗଜପତି : ଗଜପତି ଜିଲାର ଅଡ଼ବା ଥାନା ଖ୍ରୀଷ୍ଟପୁର ଗାଁ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼କୁ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଆହତ…
Read More...

ସଲାମ ସହିଦ : କିଛି ସମୟରେ ହେବ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ବର : ବୀର ସହିଦଙ୍କୁ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। କିଛି ସମୟ ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ୨ ଓଡ଼ିଆ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ରାଇକିଆ ବିଅରପାଙ୍ଗା ଗାଁର ଚନ୍ଦ୍ରକାନ୍ତ…
Read More...

ଜୁନ ୨୧ ସୂର୍ଯ୍ୟ ପରାଗ ; ଜାଣନ୍ତୁ ଏହି ଦିନ କି କାର୍ଯ୍ୟ କରିବେ

ସୂର୍ଯ୍ୟ ପରାଗ ଜୁନ ୨୧ରେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହା କଙ୍କଣ ଆକୃତିର ପରାଗ ହେବ। ଅର୍ଥାତ କଙ୍କଣ ଭଳି ଆକାର ଛବି ଦେଖାଯିବ। ଏହାସହ ଏହି ପରାଗ ସୂର୍ଯ୍ୟ ଦେବତାଙ୍କ ବାର ରବିବାର ଦିନ। ତେଣୁ ଏହାର ମହତ୍ୱ ଅଧିକ…
Read More...

ବିଶ୍ୱ ପିତୃ ଦିବସ : ପିତାଙ୍କ ସମ୍ମାନର୍ଥେ ଦିନଟିଏ

କୁହାଯାଏ ପିତୃ ଦେବ ଭବ , ମାତୃ ଦେବ ଭବ। ଅର୍ଥାତ ପିତା, ମାତା ଭଗବାନଙ୍କ ପ୍ରତିରୂପ ଅଟନ୍ତି। ଜୀବନର ପ୍ରତିଟି ମୁହୂର୍ତ ଓ ପ୍ରତ୍ୟେକ ଦିନ ପିତାମାତା ନିଜ ସନ୍ତାନଙ୍କୁ ଖୁସି ଦେବା ପାଇଁ ପ୍ରୟାସ କରିଥାଆନ୍ତି। ସେଭଳି…
Read More...

ଧୈର୍ଯ୍ୟ, ଆଦର୍ଶ, ପ୍ରେମ, ପ୍ରେରଣା, ଅନୁଶାସନର ଅନ୍ୟ ନାମ ‘ପିତା’

ପ୍ରତ୍ୟେକଙ୍କ ପାଇଁ ତାଙ୍କ ପିତା ହେଉଛନ୍ତି ଆଦର୍ଶ। ପିତାଙ୍କ ମଧ୍ୟରେ ସେ ସମସ୍ତ ଯୋଗ୍ୟତା ଓ ଉତମ ଗୁଣ ରହିଛି ଯେଉଁ କାରଣରୁ ସେ ମହାନ। ବନ୍ଧୁଟିଏ ଯେପରି ସୁଖଦୁଃଖରେ ସାଥି ହୋଇ ସର୍ବଦା ରହିଥାଏ ,ବହୁ ସମୟରେ ପିତା…
Read More...

ବିଶ୍ୱ ପିତୃ ଦିବସ : ଈଶ୍ୱରଙ୍କ ସାକ୍ଷାତ ସ୍ୱରୂପ ‘ପିତା’

ପିତା ଧର୍ମ ପିତା କର୍ମ ପିତା ହିଁ ପରମ ତପ ପିତାରେ ପ୍ରିତିମା ପନ୍ନେ ପ୍ରିୟନ୍ତି ସର୍ବ ଦେବତା। ଶ୍ଲୋକଟି ଶୁଣିବାକୁ କାନକୁ ଯେପରି ସୁମଧୁର ଲାଗୁଛି। ଏହାର ଯର୍ଥାତ ମଧ୍ୟ ସେଭଳି ଖୁବ ମହତ୍ୱପୂର୍ଣ୍ଣ ଓ…
Read More...

ହାତ ଓ ପାଦ ରଙ୍ଗ ଗୋରା କରିବାକୁ ଇଚ୍ଛୁକ କି ? ଆପଣାନ୍ତୁ ଏହି ଉପାୟ

ବହୁ ସମୟରେ ଏପରି ଦେଖାଯାଏ ଯେ, ଆମେ ତ୍ୱଚା ପ୍ରତି ଯେତେ ଧ୍ୟାନ ଦେଉ, ହାତ ଓ ଗୋଡ଼ ପ୍ରତି ସେତେ ଧ୍ୟାନ ଦେଇ ନଥାଉ। ସୂର୍ୟ୍ୟ କିରଣ, ଧୂଳିମାଟି, ପ୍ରଦୂଷଣ କାରଣରୁ ହାତ ଓ ପାଦରେ ମୃତ କୋଷିକା ଗୁଡ଼ିକ ପରସ୍ତ ଭାବେ…
Read More...

କାର ଭିତରେ ଶ୍ୱାସରୁଦ୍ଧ ହୋଇ ୨ ଶିଶୁ ମୃତ;୨ ଗୁରୁତର

ଲକ୍ଷ୍ନୌ : ଖେଳିବା ସମୟରେ ବହୁ ଶିଶୁମାନେ ଅସାବଧାନତା ହେଉ ଅଥବା ଅଜାଣତରେ ବିପଦରେ ପଡ଼ିବା ସହ ସେମାନଙ୍କ ଜୀବନ ମଧ୍ୟ ଚାଲିଯାଏ। ଉତରପ୍ରଦେଶର ମୋରଦାବାଦ ସହରରେ ଏଭଳି ଏକ ଘଟଣା ଘଟିଥିବା ମଙ୍ଗଳବାର ଜଣାପଡ଼ିଛି।…
Read More...

ବିଷ କ୍ରିୟାରେ ଗୋଟିଏ ପରିବାରର ୫ ଅସୁସ୍ଥ

ମାଲକାନଗିରି : ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ କାଳିଆ ନାଏକଗୁଡ଼ାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ବିଷ କ୍ରିୟାରେ ଗୋଟିଏ ପରିବାରର ୫ ଜଣ ଅସୁସ୍ଥ ହୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।…
Read More...

ଆନ୍ତର୍ଜାତୀୟ ଯୋଗ ଦିବସ : ମନକୁ ଶାନ୍ତ ଓ ଶରୀରକୁ ସୁସ୍ଥ ରହିଥାଏ ଯୋଗ

୨୧ ଜୁନ ୨୦୧୫ରେ ପ୍ରଥମ ଆନ୍ତର୍ଜାତୀୟ ଯୋଗ ଦିବସ ସମ୍ପୂର୍ଣ୍ଣ ବିଶ୍ୱରେ ଧୂମଧାମରେ ପାଳନ କରାଯାଇଥିଲା। ଏହି ଦିନ ସାରା ବିଶ୍ୱରେ କୋଟି କୋଟି ଲୋକେ ଯୋଗ କରିଥିଲେ। ଯାହା ଏକ ରେକର୍ଡ଼ ସୃଷ୍ଟି କରିଥିଲା। ଯୋଗ ବ୍ୟାୟାମର…
Read More...

ଯୋଗର ବିଶେଷତ୍ୱ ଓ ଏହାର ଉପକାରିତା

ପ୍ରତିବର୍ଷ ଜୁସ ମାସ ୨୧ ତାରିଖକୁ ସାରା ବିଶ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଏ ବୋଲି ସଭିଏଁ ଜାଣନ୍ତି। ସମ୍ପୂର୍ଣ୍ଣ ବିଶ୍ୱରେ ଏହି ଦିନର ଶୁଭାରମ୍ଭ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
Read More...

ଫୁଲ ତୋଳୁଥିବା ସମୟରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ

ବ୍ରହ୍ମପୁର: ବ୍ରହ୍ମପୁରର ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ହଉସିଂ ବୋର୍ଡ ହରିକୃଷ୍ଣନଗର ଅଂଚଳରୁ ସୋମବାର ସକାଳ ୭ଟାରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ହୋଇଛି। ଲୁଟ ହୋଇଥିବା ଚେନଟି ପ୍ରାୟ ୩୦ ଗ୍ରାମ ଓଜନର ହେବ…
Read More...

କୂଅରେ ଫସିଥିବା ବିଲେଇକୁ ଉଦ୍ଧାର ପାଇଁ ନିଜେ କୂଅରେ ଫସିଲେ ବୃଦ୍ଧ, ବୋହୂଙ୍କ ବୁଦ୍ଧି ଯୋଗୁଁ ହେଲେ ଉଦ୍ଧାର

ଚେନ୍ନାଇ : ପଶୁପକ୍ଷୀଙ୍କ ଜୀବନର ମୂଲ୍ୟକୁ ବୁଝୁନଥିବା ବହୁ ଲୋକଙ୍କୁ ଦେଖିଥିବେ। ମାତ୍ର ଏପରି ମଧ୍ୟ ଅନେକ ଲୋକେ ଅଛନ୍ତି ଯିଏ ପଶୁପକ୍ଷୀଙ୍କୁ ବଂଚାଇବାକୁ ଯାଇ ନିଜକୁ ମଧ୍ୟ ବିପଦରେ ପକାଇ ଦେଇଥାଆନ୍ତି। ଚେନ୍ନାଇରେ…
Read More...

ଜାଣନ୍ତୁ : ନିଜ ଜୀବନସାଥୀଙ୍କ ବିଷୟରେ କିଛି ଜଣା ଅଜଣା କଥା

ପ୍ରତ୍ୟେକ କୁଆଁରୀ କନ୍ୟାର ସ୍ୱପ୍ନ ଥାଏ ଯେ ତାକୁ ଉତ୍ତମ ଜୀବନସାଥୀ ମିଳୁ। ଯେ କି ତାକୁ ସମ୍ମାନ ସୁଖ ଓ ଭଲ ପାଇବା ମଧ୍ୟ ଦେଉଥିବ। ସୁଖ ହେଉ ଅଥବା ଦୁଃଖ ସବୁ ସମୟରେ ସେ ତାକୁ ସହଯୋଗ କରୁଥିବ। ଜ୍ୟୋତିଷଶାସ୍ତ୍ରରେ ମଧ୍ୟ…
Read More...

ନାରିଙ୍ଗିଘାଟିରେ କୋଭିଡ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ; ଚାଳକ ଗୁରୁତର

ଗଜପତି : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ନାରିଙ୍ଗିଘାଟିରେ ଶନିବାର ବିଳମ୍ବିତ ରାତିରେ ଏକ କୋଭିଡ୍ ଭ୍ୟାନ ଓଲଟି ପଡ଼ିଛି। ଦୁର୍ଘଟଣାରେ ଭ୍ୟାନର ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ…
Read More...

ରଜରେ ଭିଜୁଛି ଓଡ଼ିଶା; ଆସନ୍ତା ୪ ଦିନ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ସାରା ରାଜ୍ୟକୁ ମୌସୁମୀ ବାୟୁ ଛୁଇଁ ସାରିଛି। ଆଜି ମଧ୍ୟାନ୍ନ ସୁଦ୍ଧା ସମଗ୍ର ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ଆରମ୍ଭ ହୋଇଛି। ଏହାସହ ମୌସୁମୀ ବାୟୁର ପ୍ରଭାବ ଯୋଗୁଁ ୨୪ଘଣ୍ଟାରେ ଓ ଆସନ୍ତା…
Read More...

ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ; ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୧ କୁ ବୃଦ୍ଧି

ବ୍ରହ୍ମପୁର : ରାଜ୍ୟରେ ରବିବାର ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ମୃତକ ଗଞ୍ଜାମ ଜିଲାର ୫୦ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡ଼ିଛି। ଏହି ବ୍ୟକ୍ତି ଜଣଙ୍କ କିଛି ଦିନ ହେବ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ…
Read More...

ରାଉରକେଲାର ଦୁଇ ନର୍ସ ଓ ଦୁଇ ଜଣ ଡ଼ାକ୍ତରଙ୍କୁ ପଠାଗଲା ହୋମ କ୍ଵରେଣ୍ଟାଇନ

ରାଉରକେଲା : ରାଉରକେଲାର ଦୁଇ ନର୍ସ ଓ ଦୁଇ ଜଣ ଡ଼ାକ୍ତର ରବିବାର ହୋମ କ୍ଵରେଣ୍ଟାଇନ ଯାଇଛନ୍ତି। ଉଭୟ ଡ଼ାକ୍ତର ଓ ନର୍ସ ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚ)ର। ଡ଼ାକ୍ତର ଓ ନର୍ସ ଝାଡ଼ଖଣ୍ଡର ଜଣେ ଗର୍ଭବତୀ…
Read More...

ଲୁଟ ପରେ ବ୍ରହ୍ମପୁରର କ୍ଷୀର ବ୍ୟବସାୟୀଙ୍କୁ ତଣ୍ଟି ଚିପି ହତ୍ୟା, ପୁଲିସ ତଦନ୍ତ ଆରମ୍ଭ

ବ୍ରହ୍ମପୁର : ବ୍ରହ୍ମପୁରର ଜଣେ କ୍ଷୀର ବ୍ୟବସାୟୀ ତଥା ହେରିଟେଜ କ୍ଷୀର ଡିଲରଙ୍କୁ ଶନିବାର ବିଳମ୍ବିତ ରାତିରେ ତଣ୍ଟି ଚିପି ହତ୍ୟା କରାଯାଇଛି । ମୃତକ ହେଲେ ଲମ୍ବୋଦର ମୁନି (୬୫)। ୪ ଜଣ ଦୁର୍ବୁତ୍ତ ଲୁଟ କରିବାକୁ ଆସି…
Read More...

ଗଞ୍ଜାମରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ; ୩ ଜଣ କୋଭିଡ଼ ଯୋଦ୍ଧା

ଗଞ୍ଜାମ : ଗଞ୍ଜାମ ଜିଲାରେ ଆଜି ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କୋଭିଡ଼ ଯୋଦ୍ଧା। ଚିକିଟିରୁ ୨ ଓ ଶେରଗଡ଼ରୁ ଜଣେ ଲେଖାଏଁ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ଅନ୍ୟ ଜଣେ…
Read More...

ଜୟପୁରର ଶୋଭା ହେଉଛି ଏହି ମହଲ : ଜାଣନ୍ତୁ ଏହାସହ ଜଡ଼ିତ କିଛି ବିଶେଷ କଥା

ରାଜା ମହାରାଜା ମାନଙ୍କ ଐତିହାସିକ ଭୂମି ଭାବେ ରାଜସ୍ଥାନ ପରିଚିତ। ଏଠାରେ ଥିବା ରାଜମହଲ, କିଲ୍ଲା, ବୃହତ ଅଟ୍ଟାଳିକାର ସୌନ୍ଦର୍ଯ୍ୟ ଖୁବ ଉଚ୍ଚକୋଟରୀର। ସେହି ସମସ୍ତ ରାଜପ୍ରସାଦ, ମହଲର ସୁନ୍ଦରତା ବର୍ତମାନ ମଧ୍ୟ ବଜାୟ…
Read More...

ଲାଉ ପିଆଜ ପକୁଡ଼ି

ଆବଶ୍ୟକ ସାମଗ୍ରୀ ଲାଉ – ୨କପ ପିଆଜ – ୨ଟି (କଟା ହୋଇଥିବା) ଲୁଣ - ଆବଶ୍ୟକ ପରିମାଣରେ ତେଲ - ଆବଶ୍ୟକ ପରିମାଣରେ ବେସନ - ୨କପ ଚାଉଳ ଗୁଣ୍ଡ - ଅଳ୍ପ ଲଙ୍କା ଗୁଣ୍ଡ - ଅଳ୍ପ ଲଙ୍କା – ୨ଟି ପାନମଧୁରୀ - ଅଳ୍ପ…
Read More...

ତ୍ୱଚା ପାଇଁ ଏହି ଉପାୟରେ ବ୍ୟବହାର କରନ୍ତୁ ଗୋଲାପ ଜଳ

ତ୍ୱଚାର ଧ୍ୟାନ ରଖିବା ନିତ୍ୟାନ୍ତ ଆବଶ୍ୟକ। ବହୁ ସମୟରେ ଛୋଟ ଛୋଟ ଭୁଲ ମଧ୍ୟ ମୁହଁର କ୍ଷତି କରିଥାଏ। ଗୋଲାପ ଜଳ ତ୍ୱଚା ପାଇଁ ଖୁବ ଲାଭଦାୟକ। ଏହା ମୁହଁକୁ ଉଜ୍ଜ୍ୱଳ ଓ ସୁନ୍ଦର କରିଥାଏ। ନିୟମିତ ଗୋଲାପ ଜଳ ବ୍ୟବହାର…
Read More...

ଗଞ୍ଜାମରେ କାର୍ଯ୍ୟରତ ଜଣେ ଏସଡିପିଓ, ଆଇଆଇସି କରୋନା ପଜିଟିଭ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ କାର୍ଯ୍ୟରତ ଜଣେ ଏସଡିପିଓ ଏବଂ ଥାନା ଆଇଆଇସି ଶନିବାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଗ ଧାଡ଼ିର ଏହି କରୋନା ଯୋଦ୍ଧା ସଂକ୍ରମିତ ହୋଇଥିବା ନେଇ ଗଞ୍ଜାମ ଏସପି ଟ୍ୱିଟ୍ କରି ଜଣାଇଛନ୍ତି…
Read More...

ଶନିଦେବଙ୍କ କୃପା ପ୍ରାପ୍ତି ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଶନିଗ୍ରହଙ୍କ ଶାନ୍ତି ପାଇଁ ଓ ତାଙ୍କ ଶୁଭ ଦୃଷ୍ଟି ପାଇଁ ଶନିବାର କିଛି ବିଶେଷ ଉପାୟ କରିବା ଆବଶ୍ୟକ। ଶାସ୍ତ୍ର ଅନୁଯାୟୀ ଶନିବାର ଦିନ ଶନିଙ୍କ ସହ ଜଡ଼ିତ କିଛି ସରଳ ଉପାୟ ଆପଣେଇବା ଦ୍ୱାରା…
Read More...

ଆବଶ୍ୟକତା ଠାରୁ ଅଧିକ ବ୍ଲାକ କଫି ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

କର୍ମ ବ୍ୟସ୍ତବହୁଳ ଜୀବନଚର୍ଯ୍ୟାରେ ବହୁ ଲୋକଙ୍କୁ ବାରମ୍ବାର ବ୍ଲାକ କଫି, କଫି, ଚା’ପିଇବାକୁ ପସନ୍ଦ ଓ ଅଭ୍ୟାସ। ଏହାସହ କାମ କରିବା ସମୟରେ ଅନେକ ଲୋକଙ୍କୁ ବହୁବାର ବ୍ଲାକ କଫି ପିଇବା ମଧ୍ୟ ପସନ୍ଦ। ମାତ୍ର ଦିନକୁ…
Read More...

ଆସନ୍ତାକାଲି ଓଡ଼ିଶା ଫେରିବେ ବର୍ଷିୟାନ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ଆସନ୍ତା କାଲି ଓଡ଼ିଶା ଫେରିବେ। ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତକାଲି ସନ୍ଧ୍ୟାରୁ ଏକ ଆମ୍ବୁଲାନ୍ସ…
Read More...

ବାଘଛାଲ ରାକେଟର ପର୍ଦ୍ଦାଫାଶ; ୨ଟି ବାଘଛାଲ ଜବତ, ଜଣେ ଗିରଫ

ନୟାଗଡ଼ : ପୁଣି ଆଉ ଏକ ବାଘଛାଲ ରାକେଟର ପର୍ଦ୍ଦାଫାଶ ହୋଇଥିବା ଶନିବାର ଜଣାପଡ଼ିଛି। ନୟାଗଡ଼ ଜିଲା ରଣପୁର ଅଂଚଳରେ କ୍ରାଇମବ୍ରାଂଚ ଏସଟିଏଫ ଟିମ ଚଢାଉ କରି ୨ଟି ବାଘଛାଲ ଜବତ କରିଛି। ଏହାସହ ସମ୍ପୃକ୍ତ ଘଟଣାରେ ଜଣଙ୍କୁ…
Read More...

ହାତୀ ଛୁଆର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ରେଂଜରୁ ଶନିବାର ଏକ ଛୁଆହାତୀର ମୃତ ଦେହ ଉଦ୍ଧାର ହୋଇଛି। ଫାଶ ବସାଇ ଉକ୍ତ ହାତୀଟିକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଛୁଆହାତୀର ମୃତଦେହରେ କ୍ଷତଚିହ୍ନ ରହିଥିବା…
Read More...

ମାଟିପାତ୍ରର ଚମତ୍କାରୀ ଗୁଣ ବିଷୟରେ ଜାଣନ୍ତୁ

ବାସ୍ତୁଶାସ୍ତ୍ର ଅନୁଯାୟୀ ମାଟିର ପାତ୍ର ଗୃହରେ ସୁଖ, ସୌଭାଗ୍ୟ ସମୃଦ୍ଧି ଓ ପରିବାରରେ ସଭିଁଙ୍କ ଉତମ ସ୍ୱାସ୍ଥ୍ୟ ଆଣିଥାଏ। ଜାଣନ୍ତୁ ମାଟି ପାତ୍ରର ବ୍ୟବହାର ଦ୍ୱାରା କି କି ଲାଭ ମିଳିଥାଏ। ୧- ମାଟି ପାତ୍ରରେ ଖାଦ୍ୟ…
Read More...

ନେହେରୁବଙ୍ଗଳା ମୁହାଣ ନିକଟରେ ବୁଡ଼ିଲା ମାଛଧରା ଡ଼ଙ୍ଗା ୨ ମୃତ, ୨ ଗୁରୁତର

ପାରାଦ୍ବୀପ : ପାରାଦ୍ୱୀପର ନେହେରୁବଙ୍ଗଳା ମୁହାଣ ନିକଟରେ ଶୁକ୍ରବାର ମାଛଧରା ଡଙ୍ଗା ବୁଡି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ମତ୍ସ୍ୟଜୀବୀ ଗୁରୁତର ଆହତ ହୋଇଛନ୍ତି। ମୃତକ ଦୁଇଜଣ ହେଲେ ଗୁରୁଚାନ୍ଦ ରାଏ ଓ ବିଦୁଭୂଷଣ…
Read More...

ଜାଣନ୍ତୁ ଖଟା ଆମ୍ବର ଉପକାରିତା

ବିଭିନ୍ନ ପ୍ରକାର ଫଳ ଖାଇବା ସଭିଁଙ୍କୁ ବେଶ ପସନ୍ଦ। ସମସ୍ତ ପ୍ରକାର ଫଳରେ ମଧ୍ୟ ଖୁବ ଭିଟାମିନ ରହିଛି। ସେଭଳି ଏକ ଫଳ ହେଉଛି ଖଟା ଆମ୍ବ। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ଖଟା ଆମ୍ବର ସ୍ୱାଦ ଖଟା ହେଲେ ମଧ୍ୟ…
Read More...

ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ ; ୨ ଅଟକ

କଟକ : କଟକ ଜିଲା ଚୌଦ୍ୱାର ଅଂଚଳରୁ ଶୁକ୍ରବାର ୨ଟି ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ କରାଯାଇଛି। ଏହାସହ ଭ୍ୟାନରୁ ୪୦ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସମ୍ପୃକ୍ତ ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି। ସୂଚନା…
Read More...

ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ; ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗଞ୍ଜାମ ଜିଲାର ଜଣେ ୫୫ ବର୍ଷୀୟ ବ୍ୟକ୍ତିି। ଉକ୍ତ ବ୍ୟକ୍ତିଙ୍କୁ ମିଶାଇ କରୋନାରେ ମୃତ୍ୟୁ ସଂଖ୍ୟା ୧୦ରେ ପହଂଚିଛି।  ଏବେ ସୁଦ୍ଧା…
Read More...

କରୋନା ଅପଡ଼େଟ ; ରାଜ୍ୟରେ ଆଜି ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮କୁ ବୃଦ୍ଧି ପାଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭ ଜଣ କ୍ବାରେଣ୍ଟାଇନ କେନ୍ଦ୍ରର ହୋଇଥିବା…
Read More...

ଭିଜିଲାନ୍ସ ଜାଲରେ ସିଡ଼ିଭିଓ, ଲକ୍ଷାଧିକ ଟଙ୍କା ଜବତ

ମୟୁରଭଞ୍ଜ : ଭିଜିଲାନ୍ସ ଜାଲରେ ମୟୁରଭଞ୍ଜ ଜିଲା ମୁଖ୍ୟ ପ୍ରାଣୀଧନ ନିରୀକ୍ଷକ (ସିଡ଼ିଭିଓ) ଅଭୟ କୁମାର ତ୍ରୀପାଠୀ ଧରାପଡ଼ିଥିବା ଶୁକ୍ରବାର ଜଣାପଡ଼ିଛି। ସେ କାରରେ ଭୁବନେଶ୍ୱର ଯାଉଥିବା ସମୟରେ ବେତନଟୀ ପାଖରେ ବାଲେଶ୍ୱର…
Read More...

ରାଜଧାନୀରେ ଏକବସ୍ତିରେ ହତ୍ୟାକାଣ୍ଡ , କାରଣ ଅସ୍ପଷ୍ଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପ ପଛପଟ ଏକ ବସ୍ତିରେ ଏକ ହତ୍ୟାକାଣ୍ଡ ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ଜଣେ ରାଜମିସ୍ତ୍ରୀଙ୍କୁ କାଠଫାଳିଆରେ ପିଟିପିଟି ହତ୍ୟା କରାଯାଇଥିବା ନେଇ…
Read More...

ରଜ ପର୍ବର ବିଶେଷ ମହତ୍ୱ

ଆନନ୍ଦ ଉଲ୍ଲାସର ପସରା ନେଇ ଆସିଛି ରଜ। ୩ ଦିନ ଧରି ହସଖୁସି ଓ ମଉଜର ଏହା ଓଡ଼ିଶାର ପାରମ୍ପରିକ ଗଣ ପର୍ବ। ୩ଦିନ ଧରି କୁଆଁରୀ କନ୍ୟା , ଘରର ନାରୀମାନେ ଯୁବକ, ଛୋଟ ପିଲାମାନେ ଖୁବ ମଜା ମଜଲିସ କରି ଏହାକୁ ପାଳି ଥାଆନ୍ତି।…
Read More...

ମାନସିକ ଦୁଶ୍ଚିତାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

ବହୁବାର ଏପରି ଦେଖାଯାଏ, ମନ ଅଧିକ ବ୍ୟତିବ୍ୟସ୍ତ ହେବା ସହ ମାନସିକ ଦୁଶ୍ଚିତା ଲାଗି ରହିଥାଏ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଅନେକ ସମୟରେ ଚିନ୍ତା ବଢିଯାଇଥାଏ। ଏଭଳି ସମସ୍ୟା ଲାଗି ରହୁଥିଲେ କିଛି ସହଜ ଉପାୟ ଆପଣେଇବା…
Read More...

ପାଉଁରୁଟି ଆଳୁ ଟିକ୍କୀ

ଆଳୁ – ୪ଟି ( ସିଝାହୋଇଥିବା ) ପାଉଁରୁଟି – ୬ ଖଣ୍ଡ ଲୁଣ - ଆବଶ୍ୟକ ପରିମାଣରେ ପିଆଜ – ୧ଟି ( କଟା ହୋଇଥିବା) ଧନିଆପତ୍ର - ଅଳ୍ପ ଲଙ୍କା ଗୁଣ୍ଡ - ଅଳ୍ପ ଗରମ ମସଲା - ଅଳ୍ପ ଲେମ୍ବୁ ରସ – ୧ ଚାମଚ ଲୁଣ -…
Read More...

ନିୟମିତ ପିଅନ୍ତୁ ହଳଦୀ ଖିର ବୃଦ୍ଧି ପାଇଥାଏ ରୋଗ ପ୍ରତିରୋଧକ ଶକ୍ତି

ଖିର ପିଇବା ସ୍ୱାସ୍ଥ୍ୟ ପାଇଁ ନିତ୍ୟାନ୍ତ ଆବଶ୍ୟକ ବୋଲି ସଭିଏଁ ଜାଣନ୍ତି। ଏଥିରେ ବିଭିନ୍ନ ଭିଟାମିନ ଓ ପୋଷକ ତତ୍ୱ ରହିଛି। ଯାହା ଶରୀରକୁ ବହୁ ରୋଗ ଦାଉରୁ ରକ୍ଷା କରିଥାଏ। ଏଥିରେ ଥିବା ପୋଷକ ତତ୍ୱ ଶରୀରରେ ରୋଗ…
Read More...

ଡ଼୍ରାଇଭିଂ ଲାଇସେନ୍ସ ପାଇଁ ଆଜି ଠାରୁ ସ୍ଲଟ ବୁକିଂ ଆରମ୍ଭ

ଭୁବନେଶ୍ୱର : ଡ଼୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ପୁଣି ଆଜି ସକାଳ ୭ଟାରୁ ସ୍ଲଟ ବୁକିଂ ଆରମ୍ଭ ହୋଇଛି। ଡ଼ିଏଲ ପାଇଁ ଚଳିତ ମାସ ୧୮ ତାରିଖରୁ ସ୍ଳଟ ବୁକିଂ କରିଥିବା ବ୍ୟକ୍ତିଙ୍କ ଟେଷ୍ଟ ଆରମ୍ଭ ହେବ। ସେହିଭଳି ଲର୍ଣ୍ଣି…
Read More...

କରୋନା ଅପଡ଼େଟ ; ଦେଶରେ ମୃତ୍ୟୁ ସଂଖ୍ୟା ୭ ହଜାର ୭୪୫କୁ ବୃଦ୍ଧି, ଆକ୍ରାନ୍ତ ୨ଲକ୍ଷ ୭୬ ହଜାର ୫୮୩, ସୁସ୍ଥ ୧ଲକ୍ଷ ୩୫…

ନୂଆଦିଲ୍ଲୀ : ସାରା ବିଶ୍ୱରେ ମହାମାରୀ କରୋନା ନିଜର କାୟା ବସ୍ତାର କରିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭ ହଜାର ୭୪୫କୁ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୭୬ ହଜାର ୫୮୩କୁ ବୃଦ୍ଧି ଓ ୧ଲକ୍ଷ ୩୫…
Read More...

ଗାଁ ଦାଣ୍ଡରେ ଯୁବକଙ୍କୁ ନିର୍ମମ ହତ୍ୟା ଅଭିଯୋଗ

କେନ୍ଦୁଝର : ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିବା ନେଇ ଗୁରୁବାର ଜଣାପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ କୁମୁଡ଼ ଗାଁ ଦାଣ୍ଡରେ ଘଟିଛି। ଗତ କାଲି…
Read More...

ଆସିଛି ରଜ ସାଙ୍ଗରେ ଆଣିଛି ଖୁବ ମଉଜ

ପର୍ବପର୍ବାଣି ଆସିଲା ମାତ୍ରେ ଘରେ ଘରେ ଖୁସିର ବାତାବରଣ ଖେଳିଯାଏ। ସମସ୍ତ ପର୍ବପର୍ବାଣିର କିଛି ସ୍ୱତନ୍ତ୍ରତା ଓ ଶୈଳୀ ରହିଛି। ସେଭଳି କେତେକ ପର୍ବ ମଧ୍ୟରୁ ଓଡ଼ିଶାର ଏକ ମୁଖ୍ୟ ପାରମ୍ପରିକ ଗଣ ପର୍ବ ହେଉଛି ରଜ।…
Read More...

ଆନନ୍ଦର ପର୍ବ ରଜ ; ୨ୟ ଦିନ ରଜ ସଂକ୍ରାନ୍ତି

‘’ରଜ ଦୋଳି କଟକଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ସୁନା ମୁକୁଟ ଲୋ ଦିଶୁଥାଏ ଝଟମଟ’’ ବରଷକେ ଥରେ ଆସିଥାଏ ଆନନ୍ଦ ଉଲ୍ଲାସର ପର୍ବ ରଜ। ୩ ଦିନ ଧରି ଖୁବ ହସଖୁସିରେ ଏହାକୁ ପାଳନ କରାଯାଏ। ପ୍ରଥମ ଦିନ ପହିଲି ରଜ , ୨ୟ…
Read More...

ମୟୂରପୁଚ୍ଛର ଏହି ଚମତ୍କାରୀ ଗୁଣ ବିଷୟରେ ଜାଣିଛନ୍ତି କି ?

ଭଗବାନ ଶ୍ରୀକୃଷ୍ଣଙ୍କ ମୁକୁଟ ଶୋଭା ବଢାଉଥିବା ମୟୂରପୁଚ୍ଛକୁ ଖୁବ ପବିତ୍ର କୁହାଯାଏ। ଗୃହରେ ଏହାକୁ ରଖିବା ଅତ୍ୟନ୍ତ ଶୁଭ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ନକରାତ୍ମକ ଶକ୍ତି ଦୂର କରିବା ସହ ଏହା ସକରାତ୍ମକ ଶକ୍ତି…
Read More...

ଅଣ୍ଡା ଆମଲେଟ ତରକାରୀ

ଆବଶ୍ୟକ ସାମଗ୍ରୀ ଅଣ୍ଡା – ୪ଟି ଆଳୁ – ୧ଟି (କଟା ହୋଇଥିବା) ହଳଦୀ ଗୁଣ୍ଡ - ଅଳ୍ପ ଲଙ୍କା ଗୁଣ୍ଡ - ଅଳ୍ପ ଲୁଣ - ଆବଶ୍ୟକ ପରିମାଣରେ ତେଲ - ଆବଶ୍ୟକ ପରିମାଣରେ ଅଦାରସୁଣ ବଟା – ୨ ଚାମଚ ପିଆଜ – ୨ଟି (କଟା…
Read More...

ମଣିଷ-କୁମ୍ଭୀର ଲଢେଇ ; ଜାଣନ୍ତୁ ଜିତିଲା କିଏ?

ନୂଆଦିଲ୍ଲୀ : ବହୁବାର ମନୁଷ୍ୟ ଓ ଜୀବଜନ୍ତୁଙ୍କ ମଧ୍ୟରେ ଲଢେଇ ହେବାର ଦୃଶ୍ୟ ଦେଖିଥିବେ। ଲଢେଇରେ କେତେବେଳେ ମନୁଷ୍ୟ ତ କେତେବେଳେ ପଶୁ ଜିତନ୍ତି। ମାତ୍ର ହିଂସ୍ରଜନ୍ତୁଙ୍କ କବଳରୁ ମନୁଷ୍ୟର ଜୀବନ ଯେତେବେଳେ ରକ୍ଷା ପାଏ,…
Read More...

୮୦ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ ; ଚାଳକ ମୃତ

କଳାବାଡିଆ : ମୟୁରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ବାଙ୍ଗିରିପୋଷି ଥାନା ଦ୍ବାରଶୁଣୀ ଘାଟିରେ ପୁଣି ଏକ ସଡ଼କ ଦୁର୍ଘଟଣା ଘଟିଛି। ବୁଧବାର ଏକ ପିଆଜ ବୋଝେଇ ଟ୍ରକ ୮୦ ଫୁଟ ତଳକୁ ଖସି ପଡ଼ିଛି। ଦୁର୍ଘଟଣାରେ ଟ୍ରକ…
Read More...

କରୋନା ଅପଡ଼େଟ : ବିଶ୍ୱରେ ମୃତ୍ୟୁସଂଖ୍ୟା ୪ଲକ୍ଷ ୧୩ ହଜାର ୬୨୫କୁ ବୃଦ୍ଧି, ୭୩ ଲକ୍ଷରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ମହାମାରୀ ନିଜର କାୟା ବସ୍ତାର କରି ସାରିଛି। ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୪ ଲକ୍ଷ ୧୩ ହଜାର ୬୨୫କୁ ବୃଦ୍ଧି ହୋଇଥିବା ବେଳେ ୭୩ ଲକ୍ଷ ୧୧ ହଜାର ୫୯୬ ଆକ୍ରାନ୍ତ ହୋଇଛନ୍ତି। ଏହାସହ…
Read More...