www.samajalive.in
Friday, December 12, 2025
23.1 C
Bhubaneswar

ଆଜି ବର୍ଷର ସବୁଠାରୁ ବଡ଼ ସୂର୍ଯ୍ୟପରାଗ: ଜାଣନ୍ତୁ କେଉଁ କାର୍ଯ୍ୟ କରିବା ଉଚିତ ଓ ଅନୁଚିତ

ଆଜି ୨୦୨୦ ବର୍ଷର ସବୁଠାରୁ ବଡ଼ ସୂର୍ଯ୍ୟପରାଗ। ଏହା ଏକ ବଳୟ ଆକାରରେ ଦୃଶ୍ୟମାନ ହେବ। ଜାଣନ୍ତୁ ଆଜି କେଉଁ କାର୍ଯ୍ୟ କରିବା ଉଚିତ ଓ ଅନୁଚିତ ……….
୧- ପରାଗ ସମୟରେ ଭୋଜନ କରନ୍ତୁ ନାହିଁ। ଯଦି ସମ୍ଭବତଃ ପରାଗ ପୂର୍ବରୁ ତୁଳସୀ ଜଳରେ ପକାଇ ଏହାକୁ ପରାଗ ସମୟରେ ପିଇପାରିବେ। ତୁଳସୀ ପକାଇବା ଦ୍ୱାରା ଏହା ଜଳକୁ ଜୀବାଣୁ ମୁକ୍ତ ରଖିଥାଏ।
୨- ପରାଗ ସମୟରେ ଗର୍ଭବତୀ ମହିଳାମାନେ ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ। କେବଳ ଭଗବାନଙ୍କୁ ସ୍ମରଣ କରି ଗୋଟିଏ ସ୍ଥାନରେ ବସିବା ଉଚିତ।
୩- ପରାଗ ସମୟରେ ଦେବନୀତି ମଧ୍ୟ କରାଯାଏ ନାହିଁ। ପରାଗ ଲାଗିବାର ପ୍ରାୟ ୧୨ଘଂଟା ଅର୍ଥାତ ଖରାପ ସମୟ ଆରମ୍ଭ ପୂର୍ବରୁ ଦେବନୀତି ବର୍ଜିତ ଥାଏ।
୪- ପରାଗ ସମୟରେ ଭଗବାନଙ୍କ କୌଣସି ମୂର୍ତିକୁ ସ୍ପର୍ଶ କରନ୍ତୁ ନାହିଁ।
୫- ପରାଗ ସମୟରେ କେଶ ଓ ନଖ କାଟନ୍ତୁ ନାହିଁ। ସିଲେଇ ମଧ୍ୟ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଅଶୁଭ ହୋଇଥାଏ। ଧାରୁଆ ଜିନିଷର ଏହି ସମୟରେ ବ୍ୟବହାର କରନ୍ତୁ ନାହିଁ।
୬- ପରାଗ ସମୟରେ କୌଣସି ଶୁଭ କାର୍ଯ୍ୟର ଆରମ୍ଭ କରନ୍ତୁ ନାହିଁ।
୭- ପରାଗ ସମୟରେ ଆମିଷ , ନିଶାଯୁକ୍ତ ଦ୍ରବ୍ୟର ସେବନ କରନ୍ତୁ ନାହିଁ। ଏହି ସମୟରେ ନଶୋଇବା ପାଇଁ ମଧ୍ୟ ଚେଷ୍ଟା କରନ୍ତୁ।
୮- ପରାଗ ସମୟରେ ଭୋଜନ ପ୍ରସ୍ତୁତ କରନ୍ତୁ ନାହିଁ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories