www.samajalive.in
Friday, December 5, 2025
17.1 C
Bhubaneswar

ଖିରଛେନା ଲଡ଼ୁ

ଆବଶ୍ୟକ ସାମଗ୍ରୀ
ଖିର– ୨ ଲିଟର
ପେଷା ଚିନି – ଆବଶ୍ୟକ ପରିମାଣରେ
ଲେମ୍ବୁ ରସ – ଆବଶ୍ୟକ ପରିମାଣରେ
ଘିଅ – ଆବଶ୍ୟକ ପରିମାଣରେ
ଖୁଆ – ଆବଶ୍ୟକ ପରିମାଣରେ
ଗୁଜୁରାତି ଗୁଣ୍ଡ – ୧ ଚାମଚ
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ। ସେଥିରେ କ୍ଷୀରକୁ ଭଲ ଭାବେ ଫୁଟାନ୍ତୁ। କ୍ଷୀର ଭଲ ଭାବେ ଫୁଟିବା ପରେ ଏଥିରେ ଲେମ୍ବୁରସ ପକାଇ ଭଲ ଭାବେ ଛେନା ପ୍ରସ୍ତୁତ କରନ୍ତୁ। ଛେନାକୁ ଏକ ସୂତା କନାରେ ଚୁପୁଡ଼ି ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ସେଥିରେ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଅଳ୍ପ କ୍ଷୀର ପକାଇ ଏହାକୁ ଭଲ ଭାବେ ଗୋଳାନ୍ତୁ। ଭଲ ଭାବେ ଗୋଳାଇବା ପରେ ଛେନା, ଚିନି, ଖୁଆ, ଗୁଜୁରାତି ଗୁଣ୍ଡକୁ ପକାଇ ଗୋଳାନ୍ତୁ। ଏହାକୁ ଏକ ପାତ୍ରକୁ କାଢି ୧୫ ରୁ୨୦ ମିନିଟ ରଖି ଦିଅନ୍ତୁ। ଏବେ ଏହାକୁ ଗୋଲ ଗୋଲ ଲଡ଼ୁ ଆକାରର କରି ଏକ ପାତ୍ରରେ ରଖନ୍ତୁ। ଏହି ସ୍ୱାଦିଷ୍ଟ ମିଠା ଖାଆନ୍ତୁ ଓ ମଜା ନିଅନ୍ତୁ ପ୍ରସ୍ତୁତ ହୋଇଗଲା ଖିରଛେନା ଲଡ଼ୁ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories