କରୋନା ଭାଇରସରୁ ରକ୍ଷା ପାଇବାକୁ ଏହି ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ

କରୋନା ଭାଇରସ କାରଣରୁ ବହୁ ଲୋକଙ୍କ ଜୀବନ ଚାଲି ଯାଇଥିବା ବେଳେ ଏବେ ମଧ୍ୟ ଅଧିକ ସଂଖ୍ୟାରେ ଲୋକେ ଏଥିରେ ଆକ୍ରାନ୍ତ ରହିଛନ୍ତି। ଏହା ବର୍ତ୍ତମାନ ସଭିଁଙ୍କ ପାଇଁ ଏକ ବିରାଟ ସମସ୍ୟା ପାଲଟିଛି। ଏଥିରୁ ନିଜକୁ ରକ୍ଷା…
Read More...

ସୁଆଦିଆ ମେଥିଶାଗ ପନୀର

ଆବଶ୍ୟକ ସାମଗ୍ରୀ ପନୀର – ୪୦୦ ଗ୍ରାମ ହଳଦୀ ଗୁଣ୍ଡ - ଅଳ୍ପ ଲଙ୍କା ଗୁଣ୍ଡ - ଅଳ୍ପ ଲୁଣ - ଆବଶ୍ୟକ ପରିମାଣରେ ମେଥି ଶାଗ - ଅଳ୍ପ ପରିମାଣରେ ଗୁଜୁରାତି, ଲବଙ୍ଗ , ଡ଼ାଲଚିନି - ଆବଶ୍ୟକ ପରିମାଣରେ ଜିରା - ଅଳ୍ପ…
Read More...

କରଜ ସମସ୍ୟାରୁ ମୁକ୍ତି ପାଇବା ପାଇଁ ରାଶି ଅନୁଯାୟୀ ଆପଣାନ୍ତୁ ଏହି ଉପାୟ

କରଜ ସଭିଁଙ୍କ ପାଇଁ ସର୍ବଦା ମୁଣ୍ଡ ବିନ୍ଧାର କାରଣ ଓ ଚିନ୍ତା ପାଲଟିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ରାଶି ଅନୁଯାୟୀ କିଛି ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଯାଦ୍ୱାରା କରଜରୁ ମୁକ୍ତି…
Read More...

ଦିଲ୍ଲୀରେ ୨ ଦିନ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ : ଦିଲ୍ଲୀରେ ବର୍ଷା ଓ ପବନ କାରଣରୁ ପାଗରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ଗୁରୁବାର ଓ ଶୁକ୍ରବାର ବର୍ଷା ହେବା ସହ ୪୦ ରୁ ୪୫ ଡ଼ିଗ୍ରୀ କିଲୋମିଟର ଘଣ୍ଟା ପ୍ରତି ପବନ ବହିବାର ସମ୍ଭାବନା ରହିଛି…
Read More...

ଲୋକଙ୍କ ଘର ବାହାରେ ବୁଲୁଥିଲା ସିଂହ ; ସତ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଲୋକେ ଘର ବାହାରେ ହେଉ ଅଥବା ସହରରେ ବନ୍ୟଜନ୍ତୁ ବୁଲୁଥିବାର ଦେଖି ଭୟଭୀତ ହେବା ସାଧାରଣ କଥା। ଏକ ସହରେ ହଠାତ ଲୋକେ ଘର ବାହାରେ ସିଂହ ବୁଲୁଥିବାର ଦେଖିଲେ। ଏହାପରେ ଲୋକେ ତୁରନ୍ତ ସହାୟତା କେନ୍ଦ୍ର ଓ…
Read More...

ନବଜାତ ଶିଶୁ କନ୍ୟା ଉଦ୍ଧାର

ଅନୁଗୁଳ : ଅନୁଗୁଳ ଜିଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦର ବସଲାସାହି ନିକଟ ମଶାଣିରୁ ବ୍ୟାଗରେ ଭର୍ତ୍ତି ଏକ ସଦ୍ୟଜାତ ଶିଶୁକନ୍ୟା ଗୁରୁବାର ଉଦ୍ଧାର ହୋଇଛି। ସକାଳେ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଶିଶୁଟିର…
Read More...

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ; ଜଣେ ଗିରଫ

ଭୁବନେଶ୍ୱର : ଜଟଣୀ ଅଞ୍ଚଳରୁ କେଜିଏ ବ୍ରାଉନସୁଗାର ଗୁରୁବାର ଜବତ ହୋଇଛି। ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଚଢାଉ କରି ବ୍ରାଉନସୁଗାର ଜବତ କରିବା ସହ ସମ୍ପୃକ୍ତ ଘଟଣାରେ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନସୁଗାରର…
Read More...

ପ୍ରେରକ କଥା : ସୁଖମୟ ଜୀବନ ପାଇଁ ଆବଶ୍ୟକ ୪ଟି ଅମୂଲ୍ୟ ରତ୍ନ

ଏକ ଲୋକକଥା ଅନୁଯାୟୀ, ପୁରାତନ କାଳରେ ଜଣେ ବୃଦ୍ଧ ବ୍ୟକ୍ତି ଥିଲେ। ନିଜର ଚତୁରତା କାରଣରୁ ସେ ସମଗ୍ର ଗ୍ରାମରେ ବେଶ ପରିଚିତ ଥିଲେ। ତାଙ୍କର ଗୋଟିଏ ପୁଅ ଥିଲା। ଗାଁର ଲୋକେ ନିଜର ସମସ୍ୟା ନେଇ ବୃଦ୍ଧଙ୍କ ନିକଟକୁ…
Read More...

ପତ୍ନୀଙ୍କ ଏହି କାର୍ଯ୍ୟ ପତିଙ୍କୁ କରିଥାଏ ଭାଗ୍ୟବାନ

ହିନ୍ଦୁ ଶାସ୍ତ୍ରରେ ପତ୍ନୀଙ୍କୁ ପତିଙ୍କ ଅର୍ଦ୍ଧାଙ୍ଗିନୀ ବୋଲି କୁହାଯାଏ। ପତ୍ନୀଙ୍କ ଭାଗ୍ୟ ସହ ପତିଙ୍କ ଭାଗ୍ୟ ଜଡ଼ିତ। ବିବାହ ପରେ ବ୍ୟକ୍ତିଙ୍କ ଜୀବନରେ ବହୁ ପରିବର୍ତ୍ତନ ଆସିଥାଏ ବୋଲି ମଧ୍ୟ କୁହାଯାଏ। ପତ୍ନୀଙ୍କ ବହୁ…
Read More...

ବୁଲିବାକୁ ଯାଆନ୍ତୁ କର୍ଣ୍ଣାଟକର ପ୍ରସିଦ୍ଧ ହିଲ ଷ୍ଟେସନ

ଖରାଦିନ ଆରମ୍ଭ ହେଲାଣି। ଏହି ଦିନରେ ସାଧାରଣତଃ ଲୋକେ ଥଣ୍ଡା ଓ ଶାନ୍ତ ପରିବେଶକୁ ଭ୍ରମଣ ପାଇଁ ଯିବାକୁ ଇଚ୍ଛା ଓ ପସନ୍ଦ କରିଥାଆନ୍ତି। ପାହାଡ଼, ପର୍ବତ, ନଦୀ, ଝରଣା, ଗଛଲତା, ଅଳ୍ପ ଅଳ୍ପ ବର୍ଷା ଏହି ଦୃଶ୍ୟକୁ ଆପଣ…
Read More...

ମସଲା ଅଣ୍ଡା

ଆବଶ୍ୟକ ସାମଗ୍ରୀ ସିଝା ଅଣ୍ଡା – ୫ଟି ଟମାଟୋ – ୨ଟି ( କଟା ହୋଇଥିବା) ପିଆଜ – ୨ଟି ( କଟା ହୋଇଥିବା) ଡ଼ାଲଚିନି - ଅଳ୍ପ ଲବଙ୍ଗ - ଅଳ୍ପ ଗୁଜୁରାତି - ଅଳ୍ପ ହଳଦୀ ଗୁଣ୍ଡ - ଅଳ୍ପ ଲଙ୍କା ଗୁଣ୍ଡ – ୧ ଚାମଚରୁ କମ…
Read More...

ଏହି ଘରୋଇ ଉପାୟ ଦୂର କରିଥାଏ ପେଟ ଯନ୍ତ୍ରଣା ଓ କୋଷ୍ଠକାଠିନ୍ୟ ସମସ୍ୟା

ବର୍ତ୍ତମାନର ଜୀବନଶୈଳୀ ଓ ବହୁ ସମୟରେ ଭୁଲ ଖାଦ୍ୟପେୟ କାରଣରୁ ଅନେକ ସମୟରେ ପେଟ ଯନ୍ତ୍ରଣା ଓ କୋଷ୍ଠକାଠିନ୍ୟ ଯନ୍ତ୍ରଣା ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ମାତ୍ର ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ସରଳ ଓ ଘରୋଇ…
Read More...

ସୁଖସମୃଦ୍ଧି ସହ ବିଭିନ୍ନ ସମସ୍ୟା ଦୂର ପାଇଁ ବୁଧବାର ଆପଣାନ୍ତୁ ଏହି ଉପାୟ

ଗୃହରେ ସର୍ବଦା ସୁଖଶାନ୍ତିର ବାତାବରଣ ରହିବା ପାଇଁ କିଛି ବିଶେଷ ଦିଗ ଓ ସରଳ ଉପାୟ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ବୁଧବାର ଦିନଟି ବିଶେଷ ଭାବେ ବୁଧ ଗ୍ରହଙ୍କୁ ସମର୍ପିତ ଅଟେ। ଜାଣନ୍ତୁ ବୁଧବାର କେଉଁ ଉପାୟ…
Read More...

ଆସନ୍ତା ୨୪ ଘଣ୍ଟାରେ ବର୍ଷା ସମ୍ଭାବନା; ୧୧ ଜିଲାକୁ ୟେଲୋ ୱାର୍ଣ୍ଣି ଜାରି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ମରାଠା ଠାରୁ ଦକ୍ଷିଣ ତାମିଲନାଡ଼ୁ ଯାଏଁ ସୃଷ୍ଟ ଟ୍ରପ ଲାଇନ ପ୍ରଭାବରେ ବର୍ଷା ହେବ ବୋଲି ଜଣାପଡ଼ିଛି। ବର୍ଷା ପାଇଁ…
Read More...

ଏସସିବି ସମ୍ପ୍ରସାରଣ ପାଇଁ କଟକରେ ଉଚ୍ଛେଦ ଜାରି

କଟକ : କଟକ ଏସସିବି ମେଡ଼ିକାଲର (ଶ୍ରୀରାମଚନ୍ଦ୍ର ଭଞ୍ଜ) ସମ୍ପ୍ରସାରଣ ପ୍ରକ୍ରିୟା ପାଇଁ ଆଜି ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ହିନ୍ଦ ସିନେମାରୁ ତାଳଦଣ୍ଡା କେନାଲ ଯାଏଁ ଏହି ଉଚ୍ଛେଦ କାର୍ଯ୍ୟ ଜାରି ରଖିଛି।…
Read More...

ବିଷାକ୍ତ ଚା’ ପିଇ ୧୧ ଅସୁସ୍ଥ

ବାଲେଶ୍ୱର : ଚା’ ପ୍ରସ୍ତୁତି ସମୟରେ ଚା ପତି ବଦଳରେ ଭୁଲରେ କୀଟନାଶକ ଔଷଧ ପଡ଼ିଯିବାରୁ ବିଷାକ୍ତ ଚା’ ପିଇ ୧୧ ଜଣ ଅସୁସ୍ଥ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ରଣସିଂହ ଗାଁରେ…
Read More...

ବନକ ଲାଗି ନୀତି ପାଇଁ ଆଜି ମହାପ୍ରଭୁଙ୍କ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ଶ୍ରୀମନ୍ଦିରରେ ଆଜି ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ବନକ ଲାଗି ନୀତି ପାଇଁ ଦ୍ୱିତୀୟ ଭୋଗ ମଣ୍ଡପ ପରେ ପ୍ରାୟ ୪ ଟାରୁ ରାତି ୮ଟା ଯାଏଁ ଶ୍ରୀଜିଉଙ୍କ ଦର୍ଶନ ରହିବ ବୋଲି ଜଣାପଡ଼ିଛି। ବନକ ଲାଗି…
Read More...

ହୋଲି ପର୍ବକୁ ସ୍ମରଣୀୟ କରିବା ପାଇଁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ସଭିଏଁ ହୋଲିର ପର୍ବକୁ ବେଶ ଆନନ୍ଦ ଓ ଉଲ୍ଲାସରେ ପାଳନ କରିଥାଆନ୍ତି। ଏହି ଦିନ ରଙ୍ଗର ବେଶ ମହତ୍ତ୍ୱ ରହିଛି। ସେହିପରି ହୋଲିରେ ବନ୍ଧୁମିଳନର ମଧ୍ୟ ବିଶେଷତ୍ୱ ରହିଛି। ହୋଲିରେ ନୃତ୍ୟ, ସଙ୍ଗୀତ , ସ୍ୱାଦିଷ୍ଟ ଖାଦ୍ୟପେୟକୁ…
Read More...

ଇବ ନଦୀରେ ବୁଡ଼ି କାକା ପୁତୁରା ନିଖୋଜ 

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଇବା ସମୟରେ ଇବ ନଦୀରେ ଭାସି ଯାଇ ୨ ଜଣ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଦୁଇ ଜଣ ସମ୍ପର୍କରେ କାକା ଓ ପୁତୁରା ହୋଇଥିବା ବେଳେ ସେମାନେ ବ୍ରଜରାଜନଗର…
Read More...

ମିଶନ ଶକ୍ତି ବିଭାଗ ସ୍ୱତନ୍ତ୍ର ଭାବେ ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ କରିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଏସଏଚଜିଙ୍କ ପାଇଁ ମିଶନ ଶକ୍ତି ବିଭାଗ ହୋଇଛି । ମିଶନ…
Read More...

ଅନ୍ତର୍ଜାତୀୟ ମହିଳା ଦିବସ ; ୨୦ ଜଣ ସଫଳ ମହିଳାଙ୍କୁ ମିଳିଲା ଯୁବା ସାଫଲ୍ୟ ସମ୍ମାନ

ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ରାଜ୍ୟସ୍ତରୀୟ ମହିଳା ମହୋତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ପାଳିତ ହୋଇଛି। ଭାରତୀୟ ଏକାଡ଼େମୀ ଏବଂ ଭାରତ ଶରୀର ଓ ଅଙ୍ଗଦାନ ସମିତି ସହଯୋଗରେ ଆୟୋଜିତ ଏହି…
Read More...

ଭିନ୍ନକ୍ଷମ ହେଲେ ବି ସକ୍ଷମ ; ଦିବ୍ୟାଙ୍ଗ ମହିଳା ବାସନ୍ତୀ ରଣାଙ୍କ ସଫଳତାର କାହାଣୀ

ଯାଜପୁର : ଭିନ୍ନକ୍ଷମ ହେଲେ ବି ସେ ସକ୍ଷମ । ନିଜର ଦୃଢ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ସେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି ।…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ୩ ମୃତ

ବାଲେଶ୍ୱର ଜିଲା ଅନ୍ତର୍ଗତ ବାଲିଆପାଳ ଥାନା ଅନ୍ତର୍ଗତ ଖାଳମୁହାଁଣି ଛକରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ସାନମଇଂଷାଡ଼ି…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆଇଟିଆଇ କଲେଜର ଛାତ୍ର ମୃତ

ବୁର୍ଲା : ବଲାଙ୍ଗୀର ସରକାରୀ ଆଇଟିଆଇ କଲେଜର ଦ୍ଵିତୀୟ ବର୍ଷ ଛାତ୍ର ସୌମ୍ୟରଞ୍ଜନଙ୍କ ଚିକିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଛି। ଗତକାଲି ସେ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇ ବୁର୍ଲା…
Read More...

ଅନ୍ତର୍ଜାତୀୟ ମହିଳା ଦିବସ ; ମହିଳାଙ୍କୁ ଶୁଭକାମନା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସାରା ଦୁନିଆରେ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ୍‍ କରି ମହିଳାଙ୍କୁ ଶୁଭ କାମନା ଜଣାଇଛନ୍ତି। ସେ ଟୁଇଟ କରି ଲେଖିଛନ୍ତି, ମହିଳାଙ୍କ…
Read More...

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା; ୬ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ୬ ଜିଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ସମସ୍ତ ଜିଲା…
Read More...

ଉତ୍କଳ ମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ସାକ୍ଷୀଗୋପାଳ : ପୁରୀ ଜିଲା ସାକ୍ଷୀଗୋପାଳ ସ୍ଥିତ ସ୍ଥାନୀୟ ଉତ୍କଳ ମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ରବିବାର ବିଜୁ ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ସତ୍ୟବାଦୀ ବିଧାୟକ ଉମାକାନ୍ତ…
Read More...

ସ୍କୁଟିକୁ ଧକ୍କା ଦେଲା ଟ୍ରକ ;୨ ମୃତ

ଅନୁଗୁଳ : ଅନୁଗୁଳ ଜିଲା ଏସପି କାର୍ଯ୍ୟାଳୟ ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଏକ ସ୍କୁଟିକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨ ଜଣ ମୃତ୍ୟୁ ଘଟିଛି। ମୃତକମାନେ ଗୋଳାବନ୍ଧ ଗାଁର ବୋଲି…
Read More...

ଶୁକ୍ର ଗ୍ରହଙ୍କ ସହ ଜଡ଼ିତ ସମସ୍ୟା ଦୂର ଓ କୃପା ପ୍ରାପ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

ଜାତକରେ ଶୁକ୍ର ଗ୍ରହଙ୍କ ସ୍ଥିତି ଭଲ ରହିଲେ ବ୍ୟକ୍ତିଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ସୁନ୍ଦରତା, ସଫଳତା ପ୍ରାପ୍ତି ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଅନ୍ୟାନ୍ୟ ଗ୍ରହଙ୍କ ଭଳି ଶୁକ୍ର ଗ୍ରହଙ୍କର ମଧ୍ୟ ଆମେ…
Read More...

ଚକୋଲେଟ ଦୋସା

ଆବଶ୍ୟକ ସାମଗ୍ରୀ ଦୋସା ପାଇଁ ଆଣ ( ବିରି ଓ ଚାଉଳ ବଟା) - ଆବଶ୍ୟକ ପରିମାଣରେ ଲୁଣ – ସାମାନ୍ୟ ବଟର - ଆବଶ୍ୟକ ପରିମାଣରେ ତରଳିଆ ଚକୋଲେଟ - ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଆଣରେ ସାମାନ୍ୟ…
Read More...

ସମ୍ମାନ ଓ ପ୍ରେରଣାର ଅନ୍ୟନାମ ‘ନାରୀ’

ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ। ଆମ ଦେଶ ଭାରତ ସମ୍ପୂର୍ଣ୍ଣ ବିଶ୍ୱରେ ନିଜର ଭିନ୍ନ ଭିନ୍ନ ରୀତିନୀତି ତଥା ସଂସ୍କୃତି ପାଇଁ ପ୍ରସିଦ୍ଧ ଅଟେ। ଆମ ସଂସ୍କୃତିରେ ମହିଳାମାନଙ୍କ ସମ୍ମାନ ପ୍ରତି ଅଧିକ ଗୁରୁତ୍ୱ…
Read More...

ଅନ୍ତର୍ଜାତୀୟ ମହିଳା ଦିବସ ; ନାରୀଙ୍କୁ ସମ୍ମାନ ଓ ଏହାର ମହତ୍ତ୍ୱ

ପ୍ରତିବର୍ଷ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିନ ସାରା ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ପ୍ରତି ସମ୍ମାନ, ପ୍ରଶଂସା ଓ ସ୍ନେହ ପ୍ରଦାନ ପୂର୍ବକ ମହିଳାଙ୍କୁ ଆର୍ଥିକ,…
Read More...

ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ମଜଭୂତ କରିଥାଏ ଏହି ଖାଦ୍ୟ

ସୁସ୍ଥ ରହିବା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ହେବା ନିତ୍ୟାନ୍ତ ଆବଶ୍ୟକ। ଯଦି ଆପଣଙ୍କୁ ବାରମ୍ବାର ଥଣ୍ଡା ହେଉଥାଏ ଓ ବିଶେଷ କରି ପାଗ ପରିବର୍ତ୍ତନ ହେବା ସମୟରେ ଥଣ୍ଡାଜ୍ୱର ଲାଗି ରହୁଥାଏ, ତେବେ ଏହାର…
Read More...

ଗ୍ରାମ୍ୟ ବ୍ୟାଙ୍କ ଶାଖାର ମୁଖ୍ୟ ଫାଟକରୁ ଟଙ୍କା ଲୁଟ ଉଦ୍ୟମ ବିଫଳ ; ଲୁଟେରା ଗିରଫ

ବାସୁଦେବପୁର : ଭଦ୍ରକ ଜିଲା ବାସୁଦେବପୁର ଅନ୍ତର୍ଗତ ଏକ ଗ୍ରାମ୍ୟ ବ୍ୟାଙ୍କ ଶାଖାର ମୁଖ୍ୟ ଫାଟକରୁ ଶୁକ୍ରବାର ସାଢେ ୪ ଲକ୍ଷ ଟଙ୍କା ଲୁଟ ଉଦ୍ୟମ ହୋଇଛି। ଲୁଟେରାଙ୍କୁ ସ୍ଥାନୀୟଲୋକେ ଓ ଦୋକାନୀ କାବୁ କରି ପୁଲିସ ଜିମା…
Read More...

ମହିଳାଙ୍କ ବିଷ ପିଇ ମୃତ୍ୟୁ ଅଭିଯୋଗ, ଶାଶୁଘର ନାମରେ ନିର୍ଯାତନା ଅଭିଯୋଗ ଆଣିଲେ ବାପଘର ଲୋକେ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ କଲମପୁର ପଣ୍ଡିଗାଁରେ ଜଣେ ବିବାହିତା ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଶାଶୁଙ୍କ ନିର୍ଯାତନା ସହ୍ୟ କରିନପାରି, ସେ ମାନସିକ ଚାପରେ…
Read More...

ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣାଗ୍ରସ୍ତ; ୩ ଛାତ୍ରଛାତ୍ରୀ ଆହତ

ଢେଙ୍କାନାଳ : ଢେଙ୍କାନାଳ ଜିଲା ଅଳପୁଆ ଛକରେ କାମାକ୍ଷାନଗର ଅଞ୍ଚଳରେ ଶୁକ୍ରବାର ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋକୁ ପଛପଟୁ ଏକ ଟ୍ରକ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୩ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ…
Read More...

କାରକୁ ଧକ୍କା ଦେଲା କାର ; ୧୩ ମୃତ

ବେଙ୍ଗାଲୁରୁ : କର୍ଣ୍ଣାଟକର ତୁମକୁରୁରେ କୁନିଗଲ ନିକଟରେ ଶୁକ୍ରବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି କାର ପରସ୍ପର ଧକ୍କା ହେବାରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ…
Read More...

ନୟାଗଡ଼ରେ ୧୨ ଘଣ୍ଟିଆ ବନ୍ଦ ପାଳନ

ନୟାଗଡ଼ : ଆଜି ନୟାଗଡ଼ ଜିଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳୁ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ଚିନିକଳ ଶ୍ରମିକ, କର୍ମଚାରୀ ଏବଂ…
Read More...

ମିଠା ଲସୀ

ଖୀର – ୧ ଲିଟର ଚିନି - ଆବଶ୍ୟକ ପରିମାଣରେ ବତୁରାଇଥିବା ବାଦାମ - ଅଳ୍ପ ବତୁରାଇଥିବା କାଜୁ – ୪ ରୁ ୫ଟି ପିସ୍ତା - ଅଳ୍ପ କେସର - ଅଳ୍ପ ଗୁଜୁରାତି - ଅଳ୍ପ ଗୋଲମରିଚ - ଅଳ୍ପ ଡ଼ାଲଚିନି – ସାମାନ୍ୟ ଗୋଲାପ…
Read More...

ଗୁରୁବାର ବ୍ରତ ଦୂର କରିଥାଏ ବିବାହ ସମସ୍ୟା

ବହୁ ଲୋକେ ଜୀବନରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ରତ ଓ ପୂଜାର୍ଚ୍ଚନା କରିଥାଆନ୍ତି। ସମସ୍ୟା ଅନୁଯାୟୀ ନିର୍ଦ୍ଦିଷ୍ଟ ବାରରେ ପୂଜା କରାଯାଇଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ଶାସ୍ତ୍ର ଅନୁଯାୟୀ,…
Read More...

ପାନପତ୍ରର ରହିଛି ଏହି ଚମତ୍କାରୀ ଗୁଣ; ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପାନପତ୍ର ଖୁବ ଚମତ୍କାରୀ। ହିନ୍ଦୁ ମାନ୍ୟତା ଅନୁଯାୟୀ, ପାନପତ୍ର ଖୁବ ଶୁଭ ବୋଲି ବିବେଚନା କରାଯାଇଥାଏ। ଯେକୌଣସି ଶୁଭକାର୍ଯ୍ୟରେ ପୂର୍ବରୁ ହେଉଥିବା ପୂଜାରେ ପାନପତ୍ର ନିଶ୍ଚୟ ବ୍ୟବହାର ହୋଇଥାଏ। ଜାଣନ୍ତୁ ଏହାର…
Read More...

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଛି ସରଳ ମନ୍ତ୍ର

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କେତେକ ସରଳ ଉପାୟ ରହିଛି। ଯାହା ପାଇଁ ଅଧିକ ପରିଶ୍ରମ କରିବାକୁ ମଧ୍ୟ ପଡ଼ିନଥାଏ। ଅତି ସାଧାରଣ କଥା ପ୍ରତି ଧ୍ୟାନ ଦେବା ଦ୍ୱାରା ଓ ସ୍ୱାସ୍ଥ୍ୟ ଉପକାରୀ କିଛି ନିୟମ ପାଳନ କରିବା ସ୍ୱାସ୍ଥ୍ୟ…
Read More...

କରୋନା ମୁକାବିଲା ପାଇଁ ପୁରୀରେ ଜିଲ୍ଲାପାଳଙ୍କ ବୈଠକ, ବିଦେଶୀଙ୍କ ଉପରେ ନଜର ରଖିବାକୁ ପଦକ୍ଷେପ

ପୁରୀ : ସାରା ବିଶ୍ୱରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ମୋଟ ୨୯ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏଥିରୁ ନିଜକୁ ରକ୍ଷା କରିବାକୁ ରାଜ୍ୟରେ ସମସ୍ତ ସ୍ଥାନରେ ପୂର୍ବ ପ୍ରସ୍ତୁତି ସହ…
Read More...

ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା 

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ସେହି ସମସ୍ତ ଜିଲା ଗୁଡ଼ିକୁ ହେଲା ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ଜଗତସିଂହପୁର, ନବରଙ୍ଗପୁର,…
Read More...

ହାତୀ ଆକ୍ରମଣରେ ବୃଦ୍ଧା ମୃତ

ଅନୁଗୁଳ : ଅନୁଗୁଳ ଜିଲା ହଣ୍ଡପା ବନାଞ୍ଚଳ କମରେଇ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସୂଚନା ଯୋଗ୍ୟ, କମରେଇ ଗାଁର ଜଣେ ବୃଦ୍ଧା ବୁଧବାର ବିଳମ୍ବିତ ରାତିରେ ଉକ୍ତ…
Read More...

ଗୋରା ରଙ୍ଗ ପାଇଁ ଇଚ୍ଛୁକ ଥିଲେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଗୋରା ରଙ୍ଗ ପାଇଁ ସଭିଁଙ୍କର ଇଚ୍ଛା। ଏହି କାରଣରୁ ପ୍ରତ୍ୟେକ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ମଧ୍ୟ ବ୍ୟବହାର କରିଥାଆନ୍ତି। ଏହାସହ ଫେସିଆଲ, ଫେସ ପ୍ୟାକ, ବିଭିନ୍ନ ବିୟୁଟି ଦ୍ରବ୍ୟର ବ୍ୟବହାର ମଧ୍ୟ କରିଥାଆନ୍ତି।…
Read More...

ସଡ଼କ ଦୁର୍ଘଟଣାରେ ୧ ମୃତ , ୩ ଗୁରୁତର

ଭଦ୍ରକ : ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ରେଲୱେ ଓଭର ବ୍ରିଜ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଛିଡ଼ା ହୋଇଥିବା କଣ୍ଟେନରକୁ ଏକ କାର ପଛପଟୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା…
Read More...

ବାହାଘର ଭୋଜିରେ ଅତିଥି ରୂପରେ ଲୁଟ ଘଟଣା; ଜଣେ ଗିରଫ

ଭୁବନେଶ୍ୱର : ଚୋରି କରିବାର ବିଭିନ୍ନ ପ୍ରକାର ଶୈଳୀ ଆପଣ ଦେଖିଥିବେ ଓ ଶୁଣିଥିବେ। ମାତ୍ର ବାହାଘର ଭୋଜିରେ ଅତିଥି ସାଜି ଆସି ଚୋରି କରିବା ଏକ ଅଭିନବ ଉପାୟରେ ରାଜଧାନୀ ଭୁବନେଶ୍ୱରରେ କିଛି ଦିନ ତଳେ ଦେଖିବାକୁ…
Read More...

ଦନ୍ତାହାତୀର ମୃତଦେହ ଠାବ

ସମ୍ବଲପୁର : ସମ୍ବଲପୁର ଜିଲା ସଦର ରେଞ୍ଜ ଅନ୍ତର୍ଗତ ଇଚ୍ଛାପାଳ ଜଙ୍ଗଲ ଭିତରେ ବୁଧବାର ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ବିଦ୍ୟୁତ ଆଘାତ କିମ୍ବା ଶିକାରୀଙ୍କ ଦ୍ୱାରା ହାତୀଟିର ମୃତ୍ୟୁ ହୋଇଛି ସେନେଇ କୌଣସି ସ୍ପଷ୍ଟ…
Read More...

ବରିଷ୍ଠ ସୁରକ୍ଷା ପରାମର୍ଶଦାତାଙ୍କ ଦିନିକିଆ କଳାହାଣ୍ଡି ଗସ୍ତ

ଭବାନୀପାଟଣା: କେନ୍ଦ୍ର ସରକାରଙ୍କ ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ.ବିଜୟ କୁମାର ବୁଧବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସିଛନ୍ତି। ସକାଳ ୧୦ ଟାରେ କଳାହାଣ୍ଡି ରିଜର୍ଭ ପୁଲିସ ପଡ଼ିଆରେ ସେ ହେଲିକପ୍ଟର ଯୋଗେ ଆସି…
Read More...

ଅଗ୍ନିକାଣ୍ଡରେ ଜଳିଗଲା ୧୨ ବଖରା

ଯାଜପୁର : ଯାଜପୁର ସହର କଲେଜ ରୋଡର ଲଲିତେଶ୍ଵର ନିକଟସ୍ଥ ଆଦିବାସୀ ବସ୍ତିରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୪ଟି ପରିବାରର ୧୨ ବଖରା ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି। ଘରର ଆସବାବ…
Read More...

ପିଆଜ ପରଟା

ଆବଶ୍ୟକ ସାମଗ୍ରୀ ମଇଦା – ୪୦୦ଗ୍ରାମ ଅଟା - ଅଳ୍ପ ଜୁଆଣୀ - ଅଳ୍ପ ବଟର – ୪ଚାମଚ କଟା ଧନିଆପତ୍ର - ଆବଶ୍ୟକ ପରିମାଣରେ କଟା ପିଆଜ – ୨ଟି କଟା ରସୁଣ – ୨ଟି ଲୁଣ - ଆବଶ୍ୟକ ପରିମାଣରେ କଞ୍ଚା ଲଙ୍କା – ୨ଟି…
Read More...

ହୋଲି ୨୦୨୦ ; ରାଶି ଅନୁଯାୟୀ ଚୟନ କରନ୍ତୁ ରଙ୍ଗ , ମିଳିବ ଶୁଭଫଳ

ଚଳିତ ବର୍ଷ ମାର୍ଚ୍ଚ ୧୦ ହେଉଛି ରଙ୍ଗ ଓ ଆନନ୍ଦ ଉଲ୍ଲାସର ପର୍ବ ହୋଲି। ହୋଲି ହେଉଛି ଏକ ଧାର୍ମିକ ଓ ସାଂସ୍କୃତିକ ପର୍ବ। ପରସ୍ପର ଭିତରେ ଭୁଲ ବୁଝାମଣା ଦୂର କରିବାକୁ ଓ ଭାଇଚାରାର ଏହା ସନ୍ଦେଶ ଦେଇଥାଏ।…
Read More...

ହୋଲି ବିଶେଷ ; ଜୀବନ ସହ ଜଡ଼ିତ ରଙ୍ଗ ଓ ଏହାର ମହତ୍ତ୍ୱ

ପତ୍ୟେକ ବର୍ଷ ଫାଲଗୁନ ମାସରେ ରଙ୍ଗର ପର୍ବ ହୋଲି ଖୁବ ଆନନ୍ଦ ଓ ଉଲ୍ଲାସରେ ପାଳନ କରାଯାଇଥାଏ। ବିଭିନ୍ନ ପ୍ରକାର ରଙ୍ଗରେ  ହୋଲି ଖେଳାଯାଏ। ରଙ୍ଗ ସହ ଜୀବନର ମଧ୍ୟ ଗଭୀର ସମ୍ବନ୍ଧ ରହିଛି। ପ୍ରତ୍ୟେକ ରଙ୍ଗ ଆମର ଭାବନାକୁ…
Read More...

ନିୟମିତ ପିଅନ୍ତୁ ସପୁରୀ ଜୁସ; ମିଳିବ ଅନେକ ଲାଭ

ଫଳରେ ବିଭିନ୍ନ ପ୍ରକାର ଭିଟାମିନ ରହିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଆବଶ୍ୟକ। ସେଭଳି କେତେକ ଫଳ ମଧ୍ୟରୁ ଆପଣ ସପୁରୀର ସ୍ୱାସ୍ଥ୍ୟ ଉପକାରୀ ଗୁଣ ବିଷୟରେ ଅଳ୍ପେ ବହୁତ ଜାଣି ଥିବେ। ଏଥିରେ ବହୁ ଭିଟାମିନ, ମିନେରାଲ୍ସ…
Read More...

ଗଛରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଖୁଣ୍ଟା : ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ବାଙ୍ଗରା ପଞ୍ଚାୟତ ଅନ୍ତର୍ଗତ ଶାଳବଣୀ ଗ୍ରାମ ନିକଟ ନଈ କୂଳରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଶାଳବଣୀ…
Read More...

ରାସ୍ତା ମଝିରେ ଦନ୍ତାହାତୀ; ୨ ଘଣ୍ଟା ଅଟକିଲା ଯାତ୍ରୀବାହୀ ବସ

ଭବାନୀପାଟଣା : କଳାହାଣ୍ଡି ଜିଲା କରଲାପାଟ ଅଭୟାରଣ୍ୟ ମଧ୍ୟ ଦେଇ ଯାଇଥିବା ରାମପୁରରୁ ଭବାନୀପାଟଣା ରାସ୍ତାରେ କିଆପଦର ନିକଟରେ ରାସ୍ତା ମଝିରେ ମଙ୍ଗଳବାର ଦନ୍ତାହାତୀ ଦେଖିବାକୁ ମିଳିଥିଲା। ହାତୀ ଯୋଗୁଁ ଏକ ଯାତ୍ରୀବାହୀ…
Read More...

ଭୂମିହୀନ ସହରବାସୀଙ୍କୁ ଜମି ଯୋଗାଇବା ନେଇ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ବୈଠକ

ଯାଜପୁର: ଯାଜପୁର ଜିଲାର ଭୂମିହୀନ ସହରବାସୀନ୍ଦାଙ୍କୁ ସରକାର ଜମି ଯୋଗାଇଦେବେ । ଏ ନେଇ ଏକ ବୈଠକ ଯାଜପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଜାଗା ମିଶନ ମାଧ୍ୟମରେ ଯାଜପୁର ଓ…
Read More...

କୁହୁଡ଼ି ଯୋଗୁଁ ବସ ଦୁର୍ଘଟଣାଗ୍ରସ୍ତ ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଯାଜପୁର : ଯାଜପୁର ଥାନା ଅନ୍ତର୍ଗତ କିଆନାଳୀ ଛକ ନିକଟରେ କୁହୁଡି ଯୋଗୁଁ ମଙ୍ଗଳବାର  ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ ବସରେ ଥିବା ଯାତ୍ରୀମାନେ ଅଳ୍ପକେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।…
Read More...

ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମପୁର : ଗଞ୍ଜାମ ଜିଲା ବ୍ରହ୍ମପୁର ସ୍ଥିତ ପୁର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ରାସ୍ତା ଓ କୋଠାବାଡ଼ି) ବିନୋଦ ପାଢୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…
Read More...

ଫାଟିଲା ବ୍ୟାଟେରୀ ; ୩ ନାବାଳକ ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସୋମପୁର ଗାଁରେ ମଙ୍ଗଳବାର ସକାଳ ୮ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ପରିତ୍ୟକ୍ତ ସ୍ଥାନରୁ ବ୍ୟାଟେରୀ ନେଇ ଖେଳୁଥିବା ସମୟରେ ତାହା ଫାଟି ଯାଇ ୩ ନାବାଳକ…
Read More...

ମତ୍ସ୍ୟଜୀବୀଙ୍କ ଜାଲରେ ୯୦୦ କିଲୋଗ୍ରାମର ବିଶାଳ ମାଛ

ବାଲେଶ୍ୱର : ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲା ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଆଜି ୯୦୦ କିଲୋଗ୍ରାମର ଏକ ବିଶାଳ ମାଛ ପଡ଼ିଛି। ମାଛଟିକୁ ୨୦ ହଜାର ଟଙ୍କାରେ ନିଲାମ କରାଯାଇଥିବା ଜଣାପଡ଼ିଛି। ଏହି ମାଛକୁ ମଗର…
Read More...

‘ନିର୍ମାଣ ଶ୍ରମିକ ସେବା ସପ୍ତାହ – ୨୦୨୦’ ; ରାଜ୍ୟସ୍ତରୀୟ ସମାରୋହକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧୀନରେ ପରିଚାଳିତ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଦ୍ୱାରା ସାରା ରାଜ୍ୟରେ ମାର୍ଚ୍ଚ ୨ ରୁ ୮ ପର୍ଯ୍ୟନ୍ତ…
Read More...

ଶେଷ ହେଲା ମାଟ୍ରିକ ପରୀକ୍ଷା; ମାର୍ଚ୍ଚ ୧୮ ରୁ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର : ଆଜି ଶେଷ ହୋଇଛି ମାଟ୍ରିକ ପରୀକ୍ଷା। ପରୀକ୍ଷା ଶେଷ ହେବା ସହ ଆସନ୍ତା ୧୮ ତାରିଖରୁ ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। ୬୧ଟି କେନ୍ଦ୍ରରେ ୧୫ ହଜାର ଶିକ୍ଷକ ଖାତା ମୂଲ୍ୟାଙ୍କନ କରିବେ ବୋଲି…
Read More...

ନିୟମଗିରି ସୁରକ୍ଷାସମିତିର ଆବାହକଙ୍କ ବିରୋଧରେ ପୋଷ୍ଟର

କଲ୍ୟାଣସିଂହପୁର : ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତର ୩ଟି ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦ ଶିକକାଙ୍କ ବିରୋଧରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ପାର୍ସାଲି ଭାରତ…
Read More...

ଗୋପବନ୍ଧୁ ମେମୋରିଆଲ ହାଇ ସ୍କୁଲ ପରୀକ୍ଷା କେନ୍ଦ୍ରରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ

ପିପିଲି : ପୁରୀ ଜିଲା ପିପିଲି ବ୍ଲକ ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇ ସ୍କୁଲ ପରୀକ୍ଷା କେନ୍ଦ୍ରକୁ ସୋମବାର ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରିଦର୍ଶନ କରିଛନ୍ତି। ପରୀକ୍ଷା କେନ୍ଦ୍ରକୁ…
Read More...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ୨ ନାବାଳିକା ମୃତ

କଟକ : କଟକ ଜିଲା ନରସିଂହପୁରର ନୂଆଗଡ଼ ପଞ୍ଚାୟତ ଅନ୍ତର୍ଗତ ଭୁସ୍କା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ୨ ଜଣ ଚତୁର୍ଥ ଶ୍ରେଣୀର…
Read More...

କଟକର ବିଭିନ୍ନ ସ୍ଥାନରେ ପୁଣି ଉଚ୍ଛେଦ ଆରମ୍ଭ

କଟକ : କଟକ ସ୍ଥିତ (ଏସସିବି ) ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ ସମ୍ପ୍ରସାରଣ ନେଇ ପୁଣି ଆଜି ଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଚୂନ ଭାଟି, ରାଣୀହାଟ, ମଙ୍ଗଳା ବସ୍ତି, ତାଳଦଣ୍ଡା କେନାଲ ଅଞ୍ଚଳରେ ଥିବା ବସ୍ତିକୁ…
Read More...

ଟ୍ରକ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ନୂଆପଡ଼ା : ନୂଆପଡ଼ା ଜିଲା କୋମନା ଥାନା ଅନ୍ତର୍ଗତ ଘୋଟେଶ୍ୱର ଗାଁ ନିକଟରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ବାଇକରେ ଯାଉଥିବା ଏକ ଦମ୍ପତିଙ୍କୁ ଟ୍ରକ ପଛ ପଟୁ ଧକ୍କା ଦେବାରୁ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ…
Read More...

ବିସ୍ଫୋରକ ବୋଝେଇ ଟ୍ରକ ଜବତ

ଜୟପୁର : କୋରାପୁଟ ଜିଲା ଜୟପୁରରେ ସୋମବାର ଏକ ବିସ୍ଫୋରକ ବୋଝେଇ ଟ୍ରକ ଜବତ ହୋଇଛି। ଖବର ପାଇ ଟାଉନ ଥାନା ପୁଲିସ ଉକ୍ତ ଟ୍ରକକୁ ଜବତ କରିଛି। ସମ୍ପୃକ୍ତ ଘଟଣାରେ ଟ୍ରକରେ ଥିବା ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି…
Read More...

୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ; ୩ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲା ଶାସନବାଡ଼ ଅଞ୍ଚଳର ପୁଲିସ ଓ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ମିଳିତ ଭାବେ ଚଢାଉ କରି ରବିବାର ୪୦୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି। ସମ୍ପୃକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ ମଧ୍ୟ…
Read More...

ଏସସିବିକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ; ୧୦ ଜଣ ବିଶିଷ୍ଟ ଚିକିତ୍ସକ ହେଲେ ପରାମର୍ଶଦାତା

କଟକ : କଟକସ୍ଥିତ ଏସସିବି (ଶ୍ରୀରାମଚନ୍ଦ୍ର ଭଞ୍ଜ) ମେଡ଼ିକାଲକୁ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟରେ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଜଣ ବିଶିଷ୍ଟ ଚିକିତ୍ସକଙ୍କୁ ପରାମର୍ଶଦାତା ରୂପେ ନିଯୁକ୍ତି ପ୍ରଦାନ…
Read More...

ନାବାଳକ ଓ ନାବାଳିକାର ମୃତଦେହ ଉଦ୍ଧାର

ନୂଆପଡ଼ା : ନୂଆପଡ଼ା ଜିଲାରେ ଏକ ସେବାଶ୍ରମ ନିକଟ ଜଙ୍ଗଲର ଏକ ଗଛରୁ ରବିବାର ଜଣେ ନାବାଳିକା ଓ ନାବାଳକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳିକା ଶନିବାର ଠାରୁ ନିଖୋଜ ଥିବା ଜଣାପଡ଼ିଛି। ଖବର ପାଇ…
Read More...

କାଠ କାଟିବା ବେଳେ ଅଘଟଣ ; ଗଛରୁ ପଡ଼ି ୨ ମୃତ

ରାୟଗଡ଼ା : ରାୟଗଡ଼ା ଜିଲା କାଶିପୁର ବ୍ଲକର ଗୋଡ଼ିବାଲି ପଞ୍ଚାୟତ ଅନ୍ତର୍ଗତ ତ୍ରିକୁଳି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। କାଠ କାଟିବା ପାଇଁ ଗଛରେ ଚଢିଥିବା ବେଳେ ପଡ଼ିଯିବରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା…
Read More...

ଦିଲ୍ଲୀ ହିଂସା : ବାସହରା ମହମ୍ମଦ ଆନିସଙ୍କ ପରିବାରକୁ ଓଡିଶା ସରକାରଙ୍କ ୧୦ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର : ସିଏଏକୁ ନେଇ ଦିଲ୍ଲୀରେ ହୋଇଥିବା ହିଂସା ଘଟଣାରେ କନଷ୍ଟେବଳ ମହମ୍ମଦ ଆନିସଙ୍କ ଘର ଜଳି ଯାଇଛି।ସେ ବର୍ତ୍ତମାନ ମାଲକାନଗିରି ସୀମାନ୍ତରେ (ବିଏସଏଫ)ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି। ଓଡିଶାରେ…
Read More...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଡ଼ସାହି : ମୟୂରଭଞ୍ଜ ଜିଲା ସ୍ଥାନୀୟ ଦୁର୍ଗାପୁର ପଞ୍ଚାୟତର ଗୋବରାଶୋଳ ଗ୍ରାମରୁ ରବିବାର ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତ ମହିଳା ଜଣଙ୍କ ହେଲେ ସେହି ଗ୍ରାମର ଚନ୍ଦ୍ରମୋହନ…
Read More...

ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ

ଭୁବନେଶ୍ୱର : ଆଜି ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଦାୟିତ୍ୱ ଦେଇଛନ୍ତି। ସଞ୍ଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଦାୟିତ୍ୱ…
Read More...

ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱରର ଶିଖରଚଣ୍ଡୀ ଅଞ୍ଚଳରେ ଥିବା ଏକ ବସ୍ତି ନିକଟ ଜଙ୍ଗଲ ଗଛରୁ ରବିବାର ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଧାର ଟଙ୍କାକୁ ନେଇ ଗଣ୍ଡଗୋଳରୁ ଉକ୍ତ ଯୁବକ ଜଣଙ୍କ ଆତ୍ମହତ୍ୟା…
Read More...

ସୋରରେ କୁକୁଡ଼ା ମଡ଼କ; ବାଡ଼ଫ୍ଲୁ ଆତଙ୍କ

ବାଲେଶ୍ୱର /ସୋର : ବାଲେଶ୍ୱର ଜିଲା ସୋରରେ ୧୬ ନମ୍ବର ଜାତୀୟ କଡ଼ରେ କୁଢକୁଢ ମଲା କୁକୁଡ଼ା ପଡ଼ିଥିବା ରବିବାର ଦେଖିବାକୁ ମିଳିଛି। ଫଳରେ ସାଧାରଣରେ ବାଡ଼ଫ୍ଲୁ ଆତଙ୍କ ଦେଖାଦେଇଛି। ପଶୁ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…
Read More...

୬ ଲକ୍ଷ ଟଙ୍କା ସହ ସୁନାଗହଣା ଲୁଟ ଅଭିଯୋଗ

ଅନୁଗୁଳ : ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପୁରୁଣାଗଡ଼ ସାହିରେ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଡକାୟତି ହୋଇଛି। ପୁରୁଣାଗଡ଼ ସାହିର ପ୍ରମୋଦ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଘରୁ ରାତି ପ୍ରାୟ ୨ ରୁ…
Read More...

ଓଲଟିଲା ଯାତ୍ରୀବାହୀ ବସ ; ୨୫ ରୁ ଅଧିକ ଆହତ, ୩ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥ ସିମୁଳିଆ ଥାନା ଅନ୍ତର୍ଗତ ଭଗିଆ ଛକରେ ରବିବାର ଭୋର ସମୟରେ ଏକ ଯାତ୍ରୀବାହୀ ବସ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨୫ ରୁ ଅଧିକ ଯାତ୍ରୀ ଆହତ ହେବା…
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅନ୍ତର୍ଗତ ପେଡ଼ାଗଡ଼ି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁ ନିକଟ ଜଙ୍ଗଲର ଏକ ଗଛରୁୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।…
Read More...

ରାଶି ଅନୁଯାୟୀ ବାର ଓ ଶୁଭ ଅଙ୍କ ଦୂର କରେ ବହୁ ସମସ୍ୟା

ନିଜ ରାଶି ଅନୁଯାୟୀ କାର୍ଯ୍ୟ ଓ ସଠିକ ବାରରେ କାର୍ଯ୍ୟ କରିବା ଦ୍ୱାରା ସଫଳତା ମିଳିଥାଏ। ନୂଆ କାର୍ଯ୍ୟର ଆରମ୍ଭ କେଉଁ ବାରରେ ଓ କିପରି ଭାବେ ଆରମ୍ଭ କରିବେ ସେଥିପ୍ରତି କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ। ଏପରି…
Read More...

ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାଇବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ…

ଗୃହର ମୁଖ୍ୟ ଦ୍ୱାରରେ ପ୍ରଭୁ ଗଣେଶଙ୍କ ପ୍ରତିମା, ଶୁଭ-ଲାଭ ଓ ସ୍ୱସ୍ତିକ ଚିହ୍ନ ଲଗାଯାଇଥାଏ। ପ୍ରତ୍ୟେକଙ୍କ ଘରର ମୁଖ୍ୟ ଦ୍ୱାର ସଭିଁଙ୍କ ପାଇଁ ବିଶେଷ ଫଳ ପ୍ରଦାନ କରିଥାଏ। କାରଣ ସେହି ସ୍ଥାନ ଦେଇ ହିଁ ଘର ଭିତରକୁ…
Read More...

ଗାଜର ଛତୁ ପୁଲାଉ

ଆବଶ୍ୟକ ସାମଗ୍ରୀ ଅରୁଆ ଚାଉଳ – ୨କପ ପିଆଜ – ୨ଟି ( କଟା ହୋଇଥିବା ) ଗାଜର, ସିମଲା ଲଙ୍କା, ମଟର, ଛତୁ – ୧କପ ଅଦା ରସୁଣ ବଟା – ୨ ଚାମଚ ସୋରିଷ - ଅଳ୍ପ ଗରମ ମସଲା – ୧ ଚାମଚ ଲଙ୍କା ଗୁଣ୍ଡ - ଅଳ୍ପ ବଡ଼ ଅଳେଇଚ…
Read More...

ଜାଣନ୍ତୁ ଅଦରକାରୀ ଭାବି ଫିଙ୍ଗି ଦେଉଥିବା କମଳା ମଞ୍ଜିର ଉପକାରିତା

ବହୁ ଲୋକଙ୍କୁ କମଳା ଖାଇବାକୁ ଖୁବ ପସନ୍ଦ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ସି ଥିବା ସହ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ। ଏହାର ସ୍ୱାଦ ଖଟା ଓ ମିଠା ଥିବାରୁ ଏହା ଖାଇବାକୁ ମଧ୍ୟ ସୁଆଦିଆ । କମଳାକୁ…
Read More...

ଭୂକମ୍ପ ଝଟକା ଅନୁଭୂତ

ଶିମଳା : ହିମାଚଳ ପ୍ରଦେଶର ଚମ୍ବା ଜିଲାରେ ଶନିବାର ସକାଳେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୩.୨ ରେକର୍ଡ଼ କରାଯାଇଥିଲା। ଭୂକମ୍ପର ଝଟକା ଅନୁଭବ ହେବା ମାତ୍ରେ ଭୟରେ ଲୋକେ ଘରୁ…
Read More...

ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର

ଜଗତସିଂହପୁର : ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମହାନଦୀର କୋଟକଣା ଘାଟର କିଛି ଦୂରରେ ଶନିବାର ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ଉକ୍ତ ନାବାଳକ ଜଣଙ୍କ ଦୁଇ ଦିନ ହେବ ନିଖୋଜ ଥିଲେ ବୋଲି…
Read More...

ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱରରେ ପହଞ୍ଚି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି।…
Read More...

ନିଆଁରେ ଜଳିଗଲା ୧୩ ବଖରା

ଢେଙ୍କାନାଳ : ଢେଙ୍କାନାଳ ଜିଲା ଭୁବନ ଥାନା ଅନ୍ତର୍ଗତ ବାଉଁଶକଣ ଗାଁର ମାଟିଆସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୩ ବଖରା ଘର ଜଳି ଯାଇଛି। ଖବର ପାଇ…
Read More...

ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପୁରୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଜନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ପ୍ରହ୍ଲାଦ ସିଂହ…
Read More...

ଶରୀରର ବିଭିନ୍ନ ଯନ୍ତ୍ରଣାରୁ ମୁକ୍ତି ପାଇବାର ଉପାୟ

ବର୍ତ୍ତମାନ ସମୟରେ ଅଣ୍ଟା,ବେକ, ହାତ,ଗୋଡ଼, ଆଣ୍ଠୁଗଣ୍ଠି ବିନ୍ଧା ସଭିଁଙ୍କ ପାଇଁ ଏକ ବିରାଟ ସମସ୍ୟା ପାଲଟିଛି। ଏଥିରୁ ମୁକ୍ତି ପାଇବା ପାଇଁ ସମସ୍ତେ ବିଭିନ୍ନ ଔଷଧ ମଧ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର କିଛି ଏପରି ଘରୋଇ…
Read More...

କାର କାଚ ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

କଟକ : କଟକ ଜିଲାର ମହାନଦୀବିହାର ଅଞ୍ଚଳରୁ ଶୁକ୍ରବାର ଲୁଟ ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ଏକ କାରର କାଚ ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି। ଜଣେ ବ୍ୟକ୍ତି ମହାନଦୀ ବିହାର ଅଞ୍ଚଳରେ ଥିବା…
Read More...

ନବୀନଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ଶାହା, ନିତିଶ, ମମତା, ଧର୍ମେନ୍ଦ୍ର

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଆସିଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ପୂର୍ବାଞ୍ଚଳ ପରିଷଦର ବୈଠକରେ ଯୋଗ ଦେବା ପରେ ଗୃହମନ୍ତ୍ରୀ ନବୀନ ନିବାସ ଯାଇ ସେଠାରେ ଭୋଜନ…
Read More...

ଅଣ୍ଡା ସାଲାଡ଼

ଆବଶ୍ୟକ ସାମଗ୍ରୀ ଅଣ୍ଡା – ୩ଟି ( ସିଝା ହୋଇଥିବା) ପିଆଜ – ୧ଟି ( କଟା ହୋଇଥିବା) ଟମାଟୋ – ୧ଟି ( କଟା ହୋଇଥିବା) ଦହି - ଅଳ୍ପ ମିଓନିଜ୍‍ - ୧ ଚାମଚ ଲେମ୍ବୁ ରସ - ଅଳ୍ପ ଚାର୍ଟ ମସଲା - ଅଳ୍ପ ଗୋଲମରିଚ…
Read More...

ଜାଣନ୍ତୁ କିଛି ସ୍ୱପ୍ନର ଭିନ୍ନ ସଙ୍କେତ ଓ ଅର୍ଥ

ସ୍ୱପ୍ନ ଦେଖିବା ଏକ ସାଧାରଣ କଥା। ମାତ୍ର କେତେକ ସମୟରେ ଆମେ ସ୍ୱପ୍ନ ଦେଖି ବ୍ୟସ୍ତ ହେବା ସହ ବିଭିନ୍ନ ଭାବନା ମନକୁ ଆସିଥାଏ। ଆପଣ ମଧ୍ୟ ବହୁବାର ଏପରି ସ୍ୱପ୍ନ ଦେଖୁଥିବେ। ମାତ୍ର ସମସ୍ତ ସ୍ୱପ୍ନର ଅର୍ଥ ଓ ଏହାର…
Read More...

ଗୁଗଲ ଟ୍ରାନ୍ସଲେଟରେ ଯୋଡ଼ି ହେଲା ଓଡିଆ ସମେତ ୫ଟି ଭାଷା

ଭୁବନେଶ୍ୱର : ଆମେରିକା ଭିତ୍ତିକ ଅତ୍ୟନ୍ତ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‍ ଗୁଗଲ୍‍ ର ଟ୍ରାନ୍ସଲେଟ (ଅନୁବାଦ)ରେ ବର୍ତ୍ତମାନ ଓଡ଼ିଆ ଭାଷା ମଧ୍ୟ ଯୋଡ଼ି ହୋଇଯାଇଛି। ଗୁଗଲ ପକ୍ଷରୁ ହୋଇଥିବା ଘୋଷଣା ଅନୁଯାୟୀ ଏବେ ଠାରୁ ଓଡ଼ିଆ…
Read More...

ସୋଫାରେ ଶୋଇଲା ଚୋର, ମାଡ଼ ମାରି ଉଠାଇଲେ ମାଲିକ

ବେଙ୍ଗାଲୁରୁ : ଚୋରି କରିବା ସମୟରେ ଚୋର ଧରା ପଡ଼ି ମାଡ଼ ଖାଇବା କିମ୍ବା ଚୋରି କରି ଖସି ଯିବାକୁ ପ୍ରୟାସ କରିବା ସମୟରେ ଧରା ପଡ଼ିବା ଭଳି ଅନେକ ଘଟଣା ଆପଣ ଶୁଣିଥିବେ। ମାତ୍ର ଘରର ସୋଫାରେ ଶୋଇଥିବା ଚୋରକୁ ଘରର ମାଲିକ ମାଡ଼…
Read More...