www.samajalive.in
Tuesday, December 9, 2025
15.1 C
Bhubaneswar

ଦିଲ୍ଲୀରେ ୨ ଦିନ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ : ଦିଲ୍ଲୀରେ ବର୍ଷା ଓ ପବନ କାରଣରୁ ପାଗରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ଗୁରୁବାର ଓ ଶୁକ୍ରବାର ବର୍ଷା ହେବା ସହ ୪୦ ରୁ ୪୫ ଡ଼ିଗ୍ରୀ କିଲୋମିଟର ଘଣ୍ଟା ପ୍ରତି ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାସହପାଗରେ ଏପରି ପରିବର୍ତ୍ତନ କାରଣରୁ ୧୩ ରୁ ୧୬ ମାର୍ଚ୍ଚ ଯାଏଁ ତାପମାତ୍ରା ହ୍ରାସ ପାଇବ ବୋଲି ଜଣାପଡ଼ିଛି।
ସୂଚନା ଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟା ସମୟରୁ ବର୍ଷା ଓ ଜୋରରେ ପବନ ବହିବା ସହ ତାପମାତ୍ରା ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା। ପାଗରେ ଏପରି ପରିବର୍ତ୍ତନ ଘଟିବାରୁ ବୁଧବାର ଅଧିକାଂଶ ସ୍ଥାନରେ ତାପମାତ୍ରା ୨ଂ ରୁ ୩ଂ ହ୍ରାସ ହୋଇଥିଲା। ମଙ୍ଗଳବାର ସନ୍ଧ୍ୟାରୁ ପାଗରେ ଆସିଥିବା ପରିବର୍ତ୍ତନ ଓ ଏହାର ପ୍ରଭାବ ଶୁକ୍ରବାର ଯାଏଁ ରହିବ। ଗତ କାଲି ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଖରା ହୋଇଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ତାପମାତ୍ରା ହ୍ରାସ ପାଇ ୨୭.୪ ଡ଼ିଗ୍ରୀ ସେଲସିୟସ ଥିଲା ବୋଲି ପାଣି ପାଗ ବିଭାଗରୁ ସୂଚନା ମିଳିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories