www.samajalive.in
Saturday, December 6, 2025
14.1 C
Bhubaneswar

ବିସ୍ଫୋରକ ବୋଝେଇ ଟ୍ରକ ଜବତ

ଜୟପୁର : କୋରାପୁଟ ଜିଲା ଜୟପୁରରେ ସୋମବାର ଏକ ବିସ୍ଫୋରକ ବୋଝେଇ ଟ୍ରକ ଜବତ ହୋଇଛି। ଖବର ପାଇ ଟାଉନ ଥାନା ପୁଲିସ ଉକ୍ତ ଟ୍ରକକୁ ଜବତ କରିଛି। ସମ୍ପୃକ୍ତ ଘଟଣାରେ ଟ୍ରକରେ ଥିବା ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଟ୍ରକଟିରୁ ପ୍ରାୟ ୧୫୦ଟି ପେଟି ବିସ୍ଫୋରକ ଜବତ ହୋଇଛି। ଜବତ ଟ୍ରକଟି ହାଇଦ୍ରାବାଦରୁ କୋରକୁଣ୍ଡା ଯାଉଥିଲା ବୋଲି ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories