ବାଲେଶ୍ୱର : ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲା ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଆଜି ୯୦୦ କିଲୋଗ୍ରାମର ଏକ ବିଶାଳ ମାଛ ପଡ଼ିଛି। ମାଛଟିକୁ ୨୦ ହଜାର ଟଙ୍କାରେ ନିଲାମ କରାଯାଇଥିବା ଜଣାପଡ଼ିଛି। ଏହି ମାଛକୁ ମଗର ମାଛ ବୋଲି କୁହାଯାଉଛି। ମାଛଟିକୁ ବଜାରକୁ ଅଣାଯିବା ପରେ ଏହାକୁ ଦେଖିବା ପାଇଁ ଲୋକଙ୍କ ଖୁବ ଭିଡ଼ ଜମିଥିଲା।
Popular Categories



