ଏଲପିଜି ବଟଲିଂ ପ୍ଲାଣ୍ଟର ଲୋକାର୍ପଣ କରିବେ ରାଜ୍ୟପାଳ

ବଲାଙ୍ଗୀର: ବଲାଙ୍ଗୀରରେ ଏଲପିଜି ବଟଲିଂ ପ୍ଲାଣ୍ଟର ଲୋକାର୍ପଣ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କରିବେ। ଉପରାଷ୍ଟ୍ରପତି ଏମ୍‍ .ଭେଙ୍କେୟା ନାଇଡ଼ୁଙ୍କ ଗସ୍ତ ବାତିଲ ହେବା ପରେ ରାଜ୍ୟପାଳ ଦେଶ ଉଦ୍ଦେଶ୍ୟରେ ଏହାକୁ…
Read More...

ସାରା ରାଜ୍ୟରେ କୋହଲା ପାଗ, କେତେକ ସ୍ଥାନରେ ଝିପିଝିପି ବର୍ଷା

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତର ପ୍ରକୋପ ସହିତ କୋହଲା ପାଗ ଜାରି ରହିଛି। ଘନ କୁହୁଡ଼ି, ଶୀତର ଲହରୀ ସାଙ୍ଗକୁ ରାଜ୍ୟର କେତେକ ସ୍ଥାନରେ ଝିପିଝିପି ବର୍ଷା ସାଧାରଣ ଜନଜୀବନକୁ ପ୍ରଭାବିତ କରିଛି। କୁହୁଡ଼ି କାରଣରୁ…
Read More...

ଉପରାଷ୍ଟ୍ରପତିଙ୍କ ବଲାଙ୍ଗୀର ଗସ୍ତ ବାତିଲ

ଭୁବନେଶ୍ୱର/ବଲାଙ୍ଗୀର: ଖରାପ ପାଗ ଯୋଗୁ ଉପରାଷ୍ଟ୍ରପତି ଏମ୍‍ .ଭେଙ୍କୟା ନାଇଡ଼ୁଙ୍କ ବଲାଙ୍ଗୀର ଗସ୍ତ ବାତିଲ ହୋଇଛି। ଉପରାଷ୍ଟ୍ରପତି ଆଜି ବଲାଙ୍ଗୀରଠାରେ ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟର ଲୋକାର୍ପଣ କରିବା ସହ…
Read More...

ତୁରନ୍ତ ରୂପି ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

ଶୀତର ପ୍ରଭାବରେ ତ୍ୱଚା ସହ କେଶ ଓ କେଶମୂଳ ମଧ୍ୟ ଶୁଷ୍କ ହୋଇଯାଏ। ଯାଦ୍ୱାରା ଅଧିକ ପରିମାଣରେ ରୂପି ହୋଇଥାଏ। କେଶ ମୂଳ କୁଣ୍ଡାଇ ମଧ୍ୟ ହୋଇଥାଏ। ଜାଣନ୍ତୁ ଏହି ସମସ୍ୟାରୁ କିଭଳି ମୁକ୍ତି ପାଇ ପାରିବେ .... ରୂପି ଦୂର…
Read More...

ଖାତକୁ ଓଲଟିଲା ଗାଡ଼ି; ଜଣେ ମୃତ ଓ ୩ ଆହତ

ଉତ୍ତରକାଶୀ: ଉତ୍ତରକାଶୀ ଯମୁନା ଘାଟିର ରାଜଗଡ଼ ନିକଟରେ ଏକ ଗାଡ଼ି ଖାତକୁ ଖସିପଡ଼ି  ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ଦିନେଶ…
Read More...

କନ୍ଦମୂଳ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଜାଣିଛନ୍ତି କି ?

କନ୍ଦମୂଳ ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ। ତାହା ହୁଏତ ସଭିଏଁ ଜାଣିନଥିବେ। ଏଥିରେ ସ୍ୱାସ୍ଥ୍ୟ ଉପକାରୀ ବହୁ ପୋଷକ ତତ୍ତ୍ୱ ରହିଛି। ଜାଣନ୍ତୁ ଏହା ବିଷୟରେ ..... - ଏଥିରେ ଫାଇବର, ଆଣ୍ଟି-ଅକ୍ସିଡ଼ାଣ୍ଟ, ଭିଟାମିନ, ଲବଣ…
Read More...

ହାତୀ ଶାବକର ମୃତଦେହ ଉଦ୍ଧାର

ଦେବଗଡ଼ : ଦେବଗଡ଼ ବନଖଣ୍ଡ ରିଆମାଳ ରେଞ୍ଜ ଅନ୍ତର୍ଗତ ବରଡ଼ାନାଳି ଗ୍ରାମରୁ ଗୁରୁବାର ଏକ ହାତୀ ଶାବକର ମୃତଦେହ ଉଦ୍ଧାର ହୋଇଛି। ମୃତ ହାତୀଟିର ଆନୁମାନିକ ବୟସ ୩ ବର୍ଷ । କେଉଁ କାରଣରୁ ହାତୀଟିର ମୃତ୍ୟୁ ହୋଇଛି ସେନେଇ…
Read More...

ଭାଇବୋହୂକୁ ହତ୍ୟା କଲା ଦେଢଶୂର

ନୂଆପଡ଼ା : ନୂଆପଡ଼ା ବେଲଟୁକୁରୀ ଥାନା ଅନ୍ତର୍ଗତ ଧନୋରା ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଦେଢଶୂରର ଟାଙ୍ଗିଆ ଚୋଟରେ ଭାଇବୋହୂର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଦେଢଶୂରକୁ ଅଟକ ରଖି…
Read More...

ରାଜଧାନୀ ଏକ୍ସପ୍ରେସ୍‌ରେ ଓଡ଼ିଶାର କଳା ଓ ସଂସ୍କୃତି, ଅଣସଂରକ୍ଷିତ ଓଡ଼ିଆ ରେଳ ଟିକେଟ୍‌ର ଶୁଭାରମ୍ଭ

ଭୁବନେଶ୍ୱର : ଉତ୍କଳର କଳା ଓ ସଂସ୍କୃତି ପ୍ରଦର୍ଶିତ ହୋଇଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଶୁଭାରମ୍ଭ କରିଛନ୍ତି। ଏହା ସହିତ ଓଡ଼ିଆ ଭାଷାରେ…
Read More...

ପାଗ ମେଘୁଆ; କିଛିକ୍ଷଣ ପାଇଁ ଲୋକେ ଦେଖିଲେ ପରାଗ ଦୃଶ୍ୟ

ଖୁଣ୍ଟା/ବାଲେଶ୍ୱର :  ଆଜି ସୂର୍ଯ୍ୟପରାଗ ଆରମ୍ଭ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ଏହି ଦୃଶ୍ୟକୁ ଦେଖିବା ଆରମ୍ଭ କରିଥିଲେ। ମାତ୍ର ମୟୂରଭଞ୍ଜ ଜିଲା ଖୁଣ୍ଟା ଅଞ୍ଚଳରେ ସୂର୍ଯ୍ୟପରାଗ ସ୍ୱଳ୍ପ ସମୟ ପାଇଁ…
Read More...

ସୂର୍ଯ୍ୟପରାଗ ; ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ : ଆଜି ସକାଳ ୮ଟା ୨୦ରେ ସୂର୍ଯ୍ୟପରାଗ ସ୍ପର୍ଶ ହେବା ପରେ ଶ୍ରୀମନ୍ଦିରରେ ଜଗନ୍ନାଥ ମହାପ୍ରଭୁଙ୍କୁ ଗ୍ରହଣ ମହାସ୍ନାନ କରାଯାଇଛି। ଏହାସହ ପରମ୍ପରା ଅନୁଯାୟୀ ଦାରୁବ୍ରହ୍ମଙ୍କୁ ମଙ୍ଗଳ ଆଳତୀ କରାଯିବା ସହ ଠାକୁରଙ୍କ…
Read More...

ନବରଙ୍ଗପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ

ନବରଙ୍ଗପୁର : ଗୁରୁବାର ନବରଙ୍ଗପୁର ଜିଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। କୋଷାଗୁମୁଡ଼ଧା ଥାନା ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଜିଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ୧୪…
Read More...

ସୂର୍ଯ୍ୟପରାଗ ଆରମ୍ଭ: ସକାଳ ୮ଟା ୧୯ ମିନିଟ ୨୪ ସେକେଣ୍ଡରେ ପରାଗ ସ୍ପର୍ଶ, ଓଡ଼ିଶାରେ ଆଂଶିକ ଦୃଶ୍ୟମାନ

ଭୁୁବନେଶ୍ୱର : ଗୁରୁବାର ସକାଳ ୮ଟା ୧୯ ମିନିଟ ୨୪ ସେକେଣ୍ଡରେ ପରାଗ ସ୍ପର୍ଶ କରିଛି। ଓଡ଼ିଶାରେ ଏହା ଆଂଶିକ ଦୃଶ୍ୟମାନ ହୋଇଥିବା ବେଳେ ଦିନ ୧୧ଟା ୨୯ ମିନିଟ ୧୬ ସେକେଣ୍ଡରେ ସର୍ବମୋକ୍ଷ। ପରାଗ ଶେଷ ପର୍ଯ୍ୟନ୍ତ ସିଧାସଳଖ…
Read More...

ଭାଗ୍ୟଶାଳୀ ମହିଳାଙ୍କ ଲକ୍ଷଣ ବିଷୟରେ ଜାଣନ୍ତୁ

ପ୍ରତ୍ୟେକ ଲୋକଙ୍କ ଶରୀରରେ ଭିନ୍ନ ଭିନ୍ନ ଦାଗ ଥାଏ। ଏହାସହ ସେମାନଙ୍କ କାର୍ଯ୍ୟକଳାପ ଓ ଆଚରଣ ମଧ୍ୟ ପରସ୍ପର ଠାରୁ ଅଲଗା ହୋଇଥାଏ। ଅଧିକାଂଶ ପୁରୁଷ ଇଚ୍ଛା କରିଥାଆନ୍ତି ଯେ, ତାଙ୍କ ଜୀବନ ସାଥି ଭାଗ୍ୟଶାଳୀ ହୋଇଥାଆନ୍ତୁ।…
Read More...

ଆପଣାନ୍ତୁ ଏହି ଉପାୟ ଦୂର ହେବ ମୁହଁର ସମସ୍ତ ଦାଗ

ବହୁ ସମୟରେ ତ୍ୱଚାରେ ଥିବା ବିଭିନ୍ନ ଦାଗ କାରଣରୁ ମୁହଁର ସୌନ୍ଦର୍ଯ୍ୟ ହ୍ରାସ ହୋଇଥାଏ। ଏହାକୁ ମୁହଁରୁ ଦୂର କରିବା ପାଇଁ ସଭିଏଁ ଭିନ୍ନ ଭିନ୍ନ ଦାମୀ କ୍ରିମର ମଧ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର କିଛି ଘରୋଇ ଉପାୟ…
Read More...

ଖ୍ରୀଷ୍ଟମାସ ଅବସରରେ ଭ୍ରମଣ ପାଇଁ ଯାଆନ୍ତୁ ସାନ୍ତାଙ୍କ ପ୍ରକୃତ ଗାଁ

ପିଲାଦିନେ ସମସ୍ତେ ନିଶ୍ଚୟ ସାନ୍ତା କ୍ଲଜଙ୍କ କାହାଣୀ ଶୁଣିଥିବେ। ଏକ ଛୋଟ କାଗଜରେ ନିଜର ଇଚ୍ଛା ସବୁ ଲେଖି ପରଦିନ ସକାଳେ ସେ ସବୁ ପୂରଣ ହେଉ ବୋଲି ମଧ୍ୟ ଅପେକ୍ଷା କରିଥାଆନ୍ତି। ମାତ୍ର ସାନ୍ତା କ୍ଲଜଙ୍କ ଜଡ଼ିତ କିଛି…
Read More...

ବଡ଼ଦିନ ବିଶେଷ ; ମିଲ୍କ କେକ

ଆବଶ୍ୟକ ସାମଗ୍ରୀ ମଇଦା - ଆବଶ୍ୟକ ଅନୁଯାୟୀ କ୍ଷୀର - ଆବଶ୍ୟକ ଅନୁଯାୟୀ ବେକିଙ୍ଗ ପାଉଡ଼ର - ଅଳ୍ପ କ୍ଷୀର ସର - ଆବଶ୍ୟକ ପରିମାଣରେ ଅଣ୍ଡା – ୨ଟି ଚିନିଗୁଣ୍ଡ - ଆବଶ୍ୟକ ପରିମାଣରେ କାଜୁ - ଅଳ୍ପ ଆଲମଣ୍ଡ…
Read More...

ଆଜି ବଡ଼ ଦିନ, ସଜେଇ ହୋଇଛି ସମସ୍ତ ଚର୍ଚ୍ଚ

ଭୁବନେଶ୍ୱର : ଆଜି ହେଉଛି ବଡ଼ଦିନ। ପ୍ରଭୁ ଯିଶୁଖ୍ରୀଷ୍ଟ ଧରାପୃଷ୍ଠରେ ଅବତରଣ କରିସାରିଲେଣି। ପ୍ରଭୁଙ୍କ ଜନ୍ମଦିନ ଅବସରରେ ରାଜ୍ୟରେ ଜୋରଦାର ପ୍ରସ୍ତୁତି କରାଯାଇଛି। ବିଭିନ୍ନ ସ୍ଥାନମାନଙ୍କରେ ଥିବା ଚର୍ଚ୍ଚ ଗୁଡ଼ିକୁ ବେଶ…
Read More...

ଜନ୍ମଦିନ ବିଶେଷ ; ଅଟଳ ବିହାରୀ ବାଜପେୟୀଙ୍କ ମୁଖ ନିସୃତ ଅମୂଲ୍ୟ ବାଣୀ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଆଜି ହେଉଛି ୯୫ତମ ଜନ୍ମଜୟନ୍ତୀ। ୧୯୨୪ ମସିହା ଆଜିର ଦିନରେ ମଧ୍ୟପ୍ରଦେଶର ଗ୍ୱାଲିୟରରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କର ବ୍ୟକ୍ତିତ୍ୱ ଓ ବାଣୀ ଏପରି ଥିଲା,…
Read More...

ବଡ଼ଦିନ ପାଇଁ କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କନ୍ଧମାଳ : କନ୍ଧମାଳ ଜିଲାରେ ବଡ଼ଦିନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଜିଲା ପୁଲିସ ସହ ଅଧିକ ୨୧ ପ୍ଲାଟୁନ ପୁଲିସ ଫୋର୍ସ, ସିଆରପିଏଫ ମୁତୟନ କରାଯାଇଛି। ଏହାସହ ନକ୍ସଲପ୍ରବଣ ସ୍ଥାନମାନଙ୍କରେ ବ୍ୟାପକ…
Read More...

ଫଣି କ୍ଷତିଗ୍ରସ୍ତ ହିତାଧିକାରୀ ଚୟନ ଦୁର୍ନୀତିର ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

କଟକ : ଫଣି କ୍ଷତିଗ୍ରସ୍ତ ହିତାଧିକାରୀ ଚୟନ ଦୁର୍ନୀତିର ପୁନଃ ତଦନ୍ତ ପାଇଁ ଜିଲ୍ଲାପାଳ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ମାହାଙ୍ଗା ଓ ନିଶ୍ଚିତକୋଇଲିରେ ପୁଣି ଥରେ ତଦନ୍ତ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ବ୍ୟତିକ୍ରମ…
Read More...

ମାଟି ଅତଡ଼ା ଧସି ଶ୍ରମିକ ମୃତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଲିଙ୍ଗିପୁରରେ ମାଟି ଅତଡ଼ା ଧସି ସୋମବାର ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ପିଏଚଡ଼ି କାମ ଚାଲିଥିବା ସମୟରେ ମାଟି ଅତଡ଼ା ତଳେ ଶ୍ରମିକ ଜଣଙ୍କ ପୋତି ହୋଇଯାଇଥିବା ଜଣାପଡ଼ିଛି। ଏହି…
Read More...

କୋଣାର୍କ ଓ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲା ; ହାଇକୋର୍ଟରେ ହାଜର ହେଲେ ଏଏସଆଇ ଡିଜି

ଭୁବନେଶ୍ୱର: ହାଇକୋର୍ଟରେ କୋଣାର୍କ ଓ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାର ଶୁଣାଣି ସୋମବାର ହୋଇଥିଲା। ଶୁଣାଣି ସମୟରେ ହାଇକୋର୍ଟଙ୍କ ପୂର୍ବ ନିର୍ଦେଶ ମୁତାବକ ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା(ଏଏସଆଇ)ର…
Read More...

ହାଇକୋର୍ଟରେ କୁନ୍ଦୁଲି ଏସଆଇଟି ରିର୍ପୋଟ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ଘଟଣାରେ ଏସଆଇଟି ତଦନ୍ତ ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ରିର୍ପୋଟ ହାଇକୋର୍ଟରେ ଦାଖଲ କରାଯାଇଛି। ହାଇକୋର୍ଟ ଟ୍ରାଏଲ କୋର୍ଟରେ ରିର୍ପୋଟ…
Read More...

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ପରିବାରଲୋକେ ଯୁବତୀଙ୍କୁ ପୋଡ଼ି ମାରି ଦେଇଥିବା ନେଇ ଅଭିଯୋଗ ହୋଇଛି। ମାତ୍ର ଉକ୍ତ ଅଭିଯୋଗକୁ ପରିବାର ଲୋକେ ଖଣ୍ଡନ…
Read More...

ମଙ୍ଗୁ ମଠ ଭଙ୍ଗାଯିବା ନେଇ ଯେଉଁ ଭୁଲ ବୁଝାମଣା ଥିଲା ତାହା ଦୂର ହୋଇଛି ; ସମରଜିତ ସିଂହ

ଭୁବନେଶ୍ୱର : ପୁରୀରେ ମଙ୍ଗୁ ମଠ ଭଙ୍ଗାଯିବା ପ୍ରସଙ୍ଗରେ ସୋମବାର ରାଜ୍ୟ ସରକାରଙ୍କ ସହ ପଞ୍ଜାବୀ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପୂର୍ତ୍ତ ସଚିବ ତଥା…
Read More...

ଲାଲଗଡ ପୁଲିସର ବଡ ସଫଳତା, ୨୫୦ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଜିଲାର ଲାଲଗଡ ପୁଲିସକୁ ଏକ ବଡ ସଫଳତା ମିଳିଛି। ମାଓବାଦୀଙ୍କ ଆଡ୍ଡାସ୍ଥଳୀ କୁହାଯାଉଥିବା ଦୁର୍ଗମ ମାଥିଲି ଥାନା ଅନ୍ତର୍ଗତ ମହୁପଦର ଠାରେ ଆତ୍ମସମର୍ପଣ ଶିବିର ଆୟୋଜନ କରିଥିଲା । ମାଥିଲି…
Read More...

ଏହି ୧୦ଟି ଟିପ୍ସ ଜୀବନରେ ଭରିଦିଏ ହସଖୁସିର ବାତାବରଣ

ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବା କିଛି ନିୟମର ପାଳନ କରିବା ଦ୍ୱାରା ଧନସମ୍ପତ୍ତି ବୃଦ୍ଧି ହେବା ସହ ଘରେ ସୁଖଶାନ୍ତିର ବାତାବରଣ ରହିଥାଏ। ଏହି ବାସ୍ତୁ ଟିପ୍ସ ଖୁବ ସହଜ ଓ ପ୍ରଭାବୀ ହେବା ସହ ଏହାକୁ ଆପଣେଇବା…
Read More...

ଜାତୀୟ ରାଜପଥରେ ହାତୀ ; ଗାଡ଼ି ଚଳାଚଳ ବାଧାପ୍ରାପ୍ତ

କଟକ : କଟକ ଜିଲା ଚୌଦ୍ୱାର ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଗୋପାଳପୁର ଛକ ନିକଟରେ ସୋମବାର ୨ଟି ହାତୀ ରାସ୍ତା ଉପରେ ଥିବାରୁ ଗାଡ଼ି ଚଳାଚଳରେ ବାଧାପ୍ରାପ୍ତ ହୋଇଛି। ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପଟେ ଗାଡ଼ି ଅଟକି…
Read More...

ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ହତ୍ୟା ଅଭିଯୋଗ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲା ଶରତ ଥାନା ଅନ୍ତର୍ଗତ ଭଣ୍ଡାରକଲୋନୀ ସାହିରେ ଏକ ଅଭାବନୀୟ ଘଟଣା ଘଟିଥିବା ସୋମବାର ଜଣାପଡ଼ିଛି। ଜଣେ ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଉକ୍ତ…
Read More...

ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଖ୍ୟାତନାମା ଅନୁବାଦକ ଜି. ନଞ୍ଜୁନ୍ଦନଙ୍କ ପରଲୋକ

ବେଙ୍ଗାଲୁରୁ : କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଖ୍ୟାତନାମା ଅନୁବାଦକ ଡ଼କ୍ଟର ଜି. ନଞ୍ଜୁନ୍ଦନଙ୍କ ପରଲୋକ ଘଟିଛି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଗତ ଶନିବାର ନାଗଦେବନହଲ୍ଲି…
Read More...

ଚା’ ମଗ କେକ୍‍

ଆବଶ୍ୟକ ସାମଗ୍ରୀ ଅଣ୍ଡା – ୧ଟି ମଇଦା – ୪ ଚାମଚ ଚିନି - ଆବଶ୍ୟକ ପରିମାଣରେ ବେକିଙ୍ଗ ପାଉଡ଼ର -ଅଳ୍ପ ଭ୍ୟାନିଲା ଏସେନ୍ସ - ଅଳ୍ପ ଚା’ ମସଲା ଗୁଣ୍ଡ - ଅଳ୍ପ ଲୁଣ – ସାମାନ୍ୟ ମାଇକ୍ରୋବେବ ରେ ରହିବା ଭଳି ଏକ…
Read More...

ବଥୁଆ ଶାଗର ଉପକାରୀ ଗୁଣ ବିଷୟରେ ଜାଣିଛନ୍ତି କି ?

ପ୍ରତ୍ୟେକ ଶାଗର ବହୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ସେଭଳି କିଛି ଶାଗ ମଧ୍ୟରୁ ଆପଣ ବଥୁଆ ଶାଗ ନାମ ତ ଶୁଣଥିବେ। ମାତ୍ର ଏହାର ଉପକାରୀ ଗୁଣ ବିଷୟରେ ହୁଏତ ସଭିଏଁ ଜାଣିନଥିବେ। ଏହା ଅଧିକାଂଶ ଶୀତ ଦିନେରେ ହିଁ…
Read More...

ମଙ୍ଗୁ ମଠ ଭଙ୍ଗା ବିରୋଧରେ ଭୁବନେଶ୍ୱରରେ ଶିଖ୍‍ ସମାଜର ବିକ୍ଷୋଭ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ରବିବାର ମଙ୍ଗୁ ମଠ ଭଙ୍ଗା ବିରୋଧରେ ଶିଖ୍‍ ସମାଜର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ବିକ୍ଷୋଭକାରୀ ମାନେ ଖାରବେଳନଗର ଠାରୁ ମାଷ୍ଟର କ୍ୟାଣ୍ଟିନ ଯାଏ ଏକ ବିଶାଳ ଶୋଭାଯାତ୍ରା…
Read More...

ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ , ୧ ଅଟକ

ସୋର : ସୋର ପୌରାଞ୍ଚଳରେ ଜଣେ ନାବାଳିକା (ଷଷ୍ଠ ଶ୍ରେଣୀ ଛାତ୍ରୀ)ଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣଙ୍କୁ ଅଟକ ମଧ୍ୟ ରଖାଯାଇଛି । ସୂଚନା ଯୋଗ୍ୟ, ପ୍ରାୟ ଗତ ମାସରୁ ଛାତ୍ରୀ ଜଣକ ସ୍କୁଲ ଯାଉଥିବା…
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ମାନବିକତା, ଦୁର୍ଘଟଣାରେ ଗୁରୁତରଙ୍କୁ ନିଜ ଗାଡ଼ିରେ ନେଲେ ଡାକ୍ତରଖାନା

ବ୍ରହ୍ମପୁର: ନିଜ ମାନବିକତା ଓ ସାହାଯ୍ୟ ମନୋବୃତ୍ତି ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ବିଜୟ ଅମୃତ କୁଲାଙ୍ଗ ପ୍ରଂଶସାର ପାତ୍ର ହୋଇଛନ୍ତି। ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ସେ ନିଜ ଗାଡ଼ିରେ ଡାକ୍ତରଖାନା…
Read More...

ସୂର୍ଯ୍ୟଦେବଙ୍କ ଉପାସନା, ଦୂର କରେ ବହୁ ସମସ୍ୟା

ସୂର୍ଯ୍ୟଦେବ ହେଉଛନ୍ତି ପ୍ରତ୍ୟକ୍ଷ ଭାବେ ଦର୍ଶନ ଦେଉଥିବା ଦେବତା। ବାସ୍ତୁ ଶାସ୍ତ୍ରରେ ଏଭଳି କିଛି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାକୁ ଆପଣେଇବା ଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥାଆନ୍ତି। ସୂର୍ଯ୍ୟଦେବଙ୍କ…
Read More...

ଖୋଲିଲା ଷ୍ଟାଡ଼ିୟମ ଗେଟ୍‍, ଲମ୍ବାଲାଇନରେ କ୍ରିକେଟ ପ୍ରେମୀ

କଟକ : ଭାରତ-ୱେଷ୍ଟଇଣ୍ଡିଜି ଦିନିକିଆ ମ୍ୟାଚ। ଆଜିସକାଳୁ ଦର୍ଶକମାନେ ଷ୍ଟାଡ଼ିୟମ ସମ୍ମୁଖରେ ଲାଇନ ଲଗାଇଥିଲେ। ବର୍ତ୍ତମାନ ଗେଟ୍‍ ଖୋଲାଯିବା ପରେ କ୍ରିକେଟ ପ୍ରେମୀଙ୍କ ଗହଳି ଦେଖିବାକୁ ମିଳିଛି। ଏହାସହ ଦିନ ୧୧ଟାରେ ଉଭୟ…
Read More...

ବାରବାଟୀ ଦିନିକିଆ : ଦର୍ଶକଙ୍କ ପ୍ରବଳ ଭିଡ଼

କଟକ : ବାରବାଟୀ ଷ୍ଟାଡ଼ିୟମରେ ଆଜି ଭାରତ- ୱେଷ୍ଟଇଣ୍ଡିଜି ମଧ୍ୟରେ ନିର୍ଣ୍ଣାୟକ ଲଢେଇ। ନିର୍ଣ୍ଣାୟକ ମୁକାବିଲା ଜିତି ସିରିଜ ଲକ୍ଷ୍ୟରେ ଉଭୟ ଦଳ। ଦିନ ୧୧ଟା ସୁଦ୍ଧା ଦୁଇ ଦଳର ଖେଳାଳି ଷ୍ଟାଡ଼ିୟମରେ ପହଞ୍ଚିବେ। ଏଥିପାଇଁ…
Read More...

ଖଳାରେ ନିଆଁ ଲାଗି ପୋଡ଼ିଗଲା ୨ ଶହ କ୍ୱିଣ୍ଟାଲ ଧାନ

ବଲାଙ୍ଗୀର : ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସୁର୍ଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ରବିବାର ଜଣାପଡ଼ିଛି। ଧାନ ଖଳାରେ ନିଆଁ ଲାଗି ପ୍ରାୟ ୨ ଶହ କ୍ୱିଣ୍ଟାଲ ଧାନ ପୋଡ଼ି ନଷ୍ଟ ହୋଇଯାଇଛି। ୫ଜଣ ଚାଷୀ…
Read More...

ମୁଗ ଡ଼ାଲି ଖୁଆ ଖିରୀ

ଆବଶ୍ୟକ ସାମଗ୍ରୀ ମୁଗ ଡ଼ାଲି – ୩ ଚାମଚ କ୍ଷୀର – ୧ଲିଟର ବାସୁମତୀ ଚାଉଳ - ଅଳ୍ପ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ମୁଗଡାଲି ଓ ଚାଉଳକୁ ୧ ଘଣ୍ଟା ବତୁରାଇ ରଖିଦିଅନ୍ତୁ। ଏହାପରେ ଗ୍ୟାସରେ କୁକର ବସାଇ ମୁଗଡ଼ାଲି ଓ…
Read More...

ଉପହାର ଦେବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ବିଭିନ୍ନ ପୂଜା ପର୍ବ ଅଥବା ଆନନ୍ଦ ଉଲ୍ଲାସ, ଜନ୍ମ ଦିନ ଆଦି ସମୟରେ ପରସ୍ପରକୁ ଉପହାର ଦେଇଥାଆନ୍ତି। ମାତ୍ର ନିଜ ପ୍ରିୟଜନଙ୍କ ପାଇଁ ଉପହାର କିଣିବା ପୂର୍ବରୁ ଆପଣଙ୍କୁ କିଛି କଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ।…
Read More...

ଖାଲି ଭାରତ ନୁହେଁ ଲଣ୍ଡନରେ ମଧ୍ୟ ପ୍ରସିଦ୍ଧ ଏହି ଖାଦ୍ୟ, ଖାଇବା ପାଇଁ ଲୋକେ କରନ୍ତି ଘଣ୍ଟା ଘଣ୍ଟା ଅପେକ୍ଷା

ଦୁନିଆର ସବୁଠାରୁ ସୁନ୍ଦର ସହର ମାନଙ୍କ ମଧ୍ୟରୁ ଲଣ୍ଡନର ହେଉଛି ଅନ୍ୟତମ। ଏହାକୁ ଏକବିଂଶ ଶତାବ୍ଦୀର ସହର ବୋଲି କୁହାଯାଏ। ବହୁ ପର୍ଯ୍ୟଟକ ପ୍ରତିବର୍ଷ ଲଣ୍ଡନ ବୁଲିବାକୁ ଯାଇଥାଆନ୍ତି। ଭାରତରୁ ମଧ୍ୟ ବହୁ ସଂଖ୍ୟାରେ…
Read More...

ଶୀତଦିନେ ତ୍ୱଚାର ବିଭିନ୍ନ ସମସ୍ୟାକୁ ଦୂର କରେ , ଏହି ଟିପ୍ସ

ଶୀତଦିନେ ସାଧାରଣତଃ ତ୍ୱଚାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। କାରଣ ଶୀତଦିନେ ଥଣ୍ଡାର ପ୍ରଭାବରେ ତ୍ୱଚା ଶୁଷ୍କ ଓ ଏହାର ଚମକ ହ୍ରାସ ପାଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାର ମଶ୍ଚରାଇଜର…
Read More...

ସକାଳ ସମୟର ଏହି ଭୁଲ ସୃଷ୍ଟି କରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା

ସକାଳର ଜଳଖିଆ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବେଶ ଆବଶ୍ୟକ। ମାତ୍ର ଆପଣ ଜଳଖିଆରେ କେଉଁ ପ୍ରକାର ଖାଦ୍ୟ ଖାଉଛନ୍ତି ତାହା ସ୍ୱାସ୍ଥ୍ୟ ଉପରେ ବହୁ କୁପ୍ରଭାବ ପକାଇଥାଏ। ସଠିକ ଜଳଖିଆ ନଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇଥାଏ।…
Read More...

କର୍ମଚାରୀଙ୍କ ପାଇଁ ୧୦ଟଙ୍କିଆ ମଧ୍ୟାହ୍ନ ଭୋଜନ ଯୋଜନା ଆରମ୍ଭ କଲା ବିଏମସି

ମୁମ୍ବଇ : ବୃହନ ମୁମ୍ବଇ ମହାନଗର ନିଗମ (ବିଏମସି) ନିଜର କର୍ମଚାରୀଙ୍କ ପାଇଁ କ୍ୟାଣ୍ଟିନରେ ୧୦ ଟଙ୍କାରେ ମଧ୍ୟାହ୍ନ ଭୋଜନ ଯୋଜନା ଆରମ୍ଭ କରିଥିବା ଜଣାପଡ଼ିଛି। ବିଏମସି ମେୟର କିଶୋରୀ ପେଦ୍‌ନେକର ଏହାର ଶୁମ୍ଭାରମ୍ଭ…
Read More...

ଜାଣନ୍ତୁ ଏହି ସଙ୍କେତ ଦେଇଥାଏ ଶନିଙ୍କ ଅଶୁଭ ପ୍ରଭାବର ସଙ୍କେତ

ଶନିଦେବତାଙ୍କୁ ନ୍ୟାୟର ଦେବତା କୁହାଯାଏ। ଶନିବାର ଦିନଟି ଶନିଦେବଙ୍କୁ ସମର୍ପିତ ଅଟେ। କେତେକ କାରଣ ଯୋଗୁଁ ବହୁ ସମୟରେ ଶନିଙ୍କ ଅଶୁଭ ପ୍ରଭାବ ପଡ଼ିଥାଏ। ଜାଣନ୍ତୁ ଏହି ସଙ୍କେତ ଦେଇଥାଏ ଶନିଙ୍କ ଅଶୁଭ ପ୍ରଭାବର ସଙ୍କେତ…
Read More...

ଝୁଲନ୍ତା ଅବସ୍ଥାରେ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ : ଗଞ୍ଜାମ ଜିଲା କବିସୂର୍ଯ୍ୟ ନଗର ସୁନାପଲ୍ଲୀ ଗାଁରେ ଶନିବାର ଭୋର ସମୟରେ ଏକ ଗଛରୁ ଜଣେ ଯୁବକ-ଯୁବତୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ସକାଳ ସମୟରେ ଗ୍ରାମବାସୀ ମୃତଦେହ ଦେଖି ପୁଲିସକୁ ଖବର…
Read More...

ଆଜି ୩ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରୀମନ୍ଦିରରେ ଦାରୁବ୍ରହ୍ମଙ୍କ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ପରେ ୩ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ମହାପ୍ରଭୁଙ୍କ ଦିନ ପହଡ଼ ନୀତି ପାଇଁ ପ୍ରାୟ ୨ଟା ରୁ ୬ ଟା ଯାଏଁ ଦର୍ଶନ ବନ୍ଦ ରହିବ। ଏହାପରେ…
Read More...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧିନ କଟରାସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। କଟରାସାହି ଗ୍ରାମର ଜଣେ ବ୍ୟକ୍ତି ଶୁକ୍ରବାର ସନ୍ଧ୍ୟା ସମୟରେ ନିଜ ବଳଦକୁ ଖୋଜିବାକୁ ଘର ପଛପଟ ବାଡ଼ିକୁ ଯାଇଥିବା…
Read More...

ଅଭ୍ୟାସ ପାଇଁ ବାରବାଟୀରେ ପହଞ୍ଚିଲେ ଟିମ୍‌ ଇଣ୍ଡିଆ ଖେଳାଳି

କଟକ: ଆସନ୍ତା କାଲି ବାରବାଟୀରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶନିବାର ଉଭୟ ଦଳ ପଡ଼ିଆରେ ଅଭ୍ୟାସ କରିବେ। ଏଥିପାଇଁ ଭୁବନେଶ୍ୱର ମେ ଫେୟାର ହୋଟେଲରେ ରହୁଥିବା…
Read More...

୪୮ ଏକରରେ ରହିଛି ଏହି ହୋଟେଲ, ଭଡ଼ା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସଉକ ଏକ ବଡ଼ ଜିନିଷ। ପ୍ରତ୍ୟେକଙ୍କର କିଛି ନା କିଛି ସଉକ ଥାଏ। କାହାକୁ ଖାଦ୍ୟପେୟର ତ କାହାକୁ ଦାମୀ ବସ୍ତ୍ରର, ଅଳଙ୍କାରର, ଭ୍ରମଣର ଏଭଳି ଭିନ୍ନ ଭିନ୍ନ ସଉକ ଥାଏ। ଭ୍ରମଣ ପ୍ରେମୀଙ୍କ ମଧ୍ୟରୁ ବହୁ ଲୋକଙ୍କୁ ଦାମୀ…
Read More...

ସୁଖମୟ ଦାମ୍ପତ୍ୟ ଜୀବନ ସହ ଜୀବନର ବହୁ ସମସ୍ୟା ଦୂର କରେ ଏହି ବାସ୍ତୁ ଟିପ୍ସ

ଆପଣ ବହୁବାର ଏପରି ଦେଖିଥିବେ ବିନା କାରଣରେ ପତି-ପତ୍ନୀ ଓ ଘରର ସଦସ୍ୟଙ୍କ ମଧ୍ୟ କଳହ ହୋଇଥାଏ। ବାସ୍ତୁ ଦୋଷ ଫଳରେ ଏହି ସମସ୍ୟା ଅଧିକ ସୃଷ୍ଟି ହୋଇଥାଏ ବୋଲି କୁହାଯାଏ। ଏଥିରୁ ମୁକ୍ତି ପାଇବା ପାଇଁ ଏହି ଦିଗ ପ୍ରତି…
Read More...

ପାଳଙ୍ଗ ଅଣ୍ଡା ଆମଲେଟ୍‍

ଆବଶ୍ୟକ ସାମଗ୍ରୀ ଅଣ୍ଡା – ୨ଟି ପାଳଙ୍ଗ ଶାଗ - ଆବଶ୍ୟକ ପରିମାଣରେ କଞ୍ଚା ଲଙ୍କା – ୨ଟି ଚିଜ - ଅଳ୍ପ କଟା ପିଆଜ – ୨ଟି କଟା ଧନିଆ ପତ୍ର - ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ - ଅଳ୍ପ ଅଦା - ଅଳ୍ପ ଜିରା -…
Read More...

ଶୀତ ଦିନେ ଖାଆନ୍ତୁ ଏହି ଗାଜର, ମିଳିବ ଚମତ୍କାରୀ ଲାଭ 

ଶୀତ ଦିନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ସେଥିପାଇଁ ନିଜ ଖାନ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ। ସଠିକ ଯତ୍ନ ନେବା ଦ୍ୱାରା ଆମ ଶରୀର ବହୁ ରୋଗରୁ ମଧ୍ୟ ଦୂରେଇ ରହିଥାଏ। ମୁଖ୍ୟତଃ ଶୀତ…
Read More...

କୁକୁଡ଼ା ବୋଝେଇ ପିକଅପ ଭ୍ୟାନକୁ ଧକ୍କା ଦେଲା ଟ୍ରକ ; ଲୋକେ ବୋହିନେଲେ କୁକୁଡ଼ା

ପାଟଣା : କେନ୍ଦୁଝର ଜିଲା ପାଟଣାର ୪ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରେଙ୍ଗାଳବେଡ଼ାରେ ପିକଅପ ଭ୍ୟାନଟିକୁ ଶୁକ୍ରବାର ସକାଳେ ଏକ ୧୨ ଚକିଆ ଟ୍ରକ ପଛପଟୁ ଧକ୍କା ଦେଇଛି। ଫଳରେ ପିକଅପ ଭ୍ୟାନଟି ରାସ୍ତା…
Read More...

ଏସବିଆଇ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା, ଡିସେମ୍ବର ୩୧ ପୂର୍ବରୁ ବଦଳାନ୍ତୁ ମ୍ୟାଗ୍ନେଟିକ ଡେବିଟ୍‌ କାର୍ଡ

ନୂଆଦିଲ୍ଲୀ : ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ର ଗ୍ରାହକଙ୍କ ପାଇଁ ଏକ ଜରୁରୀ ସୂଚନା ସାମ୍ନାକୁ ଆସିଛି। ଏସବିଆଇର ଯେଉଁ ଗ୍ରାହକମାନଙ୍କର ମ୍ୟାଗ୍ନେଟିକ ଏଟିଏମ ଡ଼େବିଟ କାର୍ଡ଼ ରହିଛି, ସେସବୁ ବଦଳାଇବାକୁ ପଡ଼ିବ।…
Read More...

ଶୁକ୍ରବାର ବିଶେଷ; ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

ଧାର୍ମିକ ମାନ୍ୟତା ଅନୁଯାୟୀ, ଶୁକ୍ରବାର ମା’ଲକ୍ଷ୍ମୀ ଓ ମା’ ସନ୍ତୋଷୀଙ୍କୁ ପୂଜାର୍ଚ୍ଚନା କଲେ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଏହି ଦିନ ବହୁ ଲୋକେ ମା’ ସନ୍ତୋଷୀଙ୍କର ବ୍ରତ ମଧ୍ୟ ରଖିଥାଆନ୍ତି। ବିଶେଷ କରି ଶୁକ୍ରବାର…
Read More...

ଟିଟିଲାଗଡରେ ମା’ଘଣ୍ଟାସୁଣୀ ଲୋକଉତ୍ସବ ଆରମ୍ଭ

ଟିଟିଲାଗଡ : ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ମା’ଘଣ୍ଟାସୁଣୀ ଲୋକଉତ୍ସବ ଆରମ୍ଭ ହୋଇଛି। ଟିଟିଲାଗଡ ଉପଜିଲ୍ଲାପାଳ ସୁଧାକର ନାୟକଙ୍କ ନେତୃତ୍ବରେ ଘଣ୍ଟାସୁଣୀ ମନ୍ଦିରରୁ ଘଣ୍ଟବାଦ୍ୟ ଶଙ୍ଖନାଦ ସହ ମଞ୍ଚସ୍ଥଳ ବାଳକ ହାଇସ୍କୁଲକୁ…
Read More...

ଆହୁରି ବଢିବ ଶୀତର ପ୍ରକୋପ, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ କ୍ରମଶଃ ଶୀତ ପ୍ରକୋପ ବୃଦ୍ଧି ପାଇଛି। ଆଗକୁ ଆହୁରି ଶୀତ ବଢିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣି ପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ତାପମାତ୍ରା ୧ ରୁ ୨ ଡ଼ିଗ୍ରୀ ହ୍ରାସ…
Read More...

ମେଡ଼ିକାଲରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଅଗ୍ନିକାଣ୍ଡ ହୋଇଛି। ଏହି ଅଗ୍ନିକାଣ୍ଡରୁ ରୋଗୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମେଡ଼ିକାଲର ନ୍ୟୁଟ୍ରିସନାଲ ଥଇଥାନ କେନ୍ଦ୍ରରେ ସର୍ଟ ସର୍କିଟରୁ…
Read More...

ଦନ୍ତା ଆକ୍ରମଣରେ ବୃଦ୍ଧ ମୃତ

ଢେଙ୍କାନାଳ / କେନ୍ଦୁଝର : ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଧାନ କାଟିବା ସମୟରେ ଦନ୍ତା ହାତୀର ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବୃଦ୍ଧ ଜଣଙ୍କ ପରଜଙ୍ଗ ଥାନା ଅନ୍ତର୍ଗତ ରୋଡ଼…
Read More...

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ହେବ ଆଲୋଚନା

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସହ ଶ୍ରୀମନ୍ଦିର ସଂସ୍କାର ପ୍ରସ୍ତାବ ଉପରେ…
Read More...

ଏନଏସିର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର : ସମ୍ବଲପୁର ଜିଲା କୁଚିଣ୍ଡାରେ ଏନଏସିର ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ଏହି ଚଢାଉ କରିଛି।…
Read More...

ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ ଅଭିଯୋଗ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫ ନମ୍ବର ଜାତୀୟ ରାଜପଥର ହଜାରୀ ଛକ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରୁ ଲୁଟ ହୋଇଛି। ଏନେଇ ମାର୍ଶାଘାଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ସୂଚନା…
Read More...

ଭ୍ରମଣ ପ୍ରେମୀଙ୍କୁ ଭିନ୍ନ ସ୍ମୃତି ପ୍ରଦାନ କରେ ଦିଲ୍ଲୀର ନିକଟରେ ଥିବା ଏହି ସ୍ଥାନ

ଶୀତ ଦିନର ଆରମ୍ଭ ହେବା ମାତ୍ରେ ଲୋକେ ନିଜ ଭ୍ରମଣ ଯୋଜନାରେ ବହୁ ସ୍ଥାନକୁ ସାମିଲ କରିଥାଆନ୍ତି। କେଉଁମାନଙ୍କୁ ଶାନ୍ତ ତ କେଉଁ ମାନଙ୍କୁ ହୋହାଲା ପରିବେଶ ବେଶ ପସନ୍ଦ। ଏପରି କିଛି ଭ୍ରମଣ ପ୍ରେମୀ ଅଛନ୍ତି, ଯେଉଁମାନଙ୍କୁ…
Read More...

ଗୁଳିକାଣ୍ଡରେ +୩ ଦ୍ୱିତୀୟ ବର୍ଷର ୨ ଛାତ୍ର ମୃତ

ଚଣ୍ଡୀଗଡ଼ : ଚଣ୍ଡୀଗଡ଼ ସେକ୍ଟର-୧୫ରେ ଥିବା ଏକ ଭଡ଼ା ଘରେ ରହୁଥିବା ୨ ଜଣ ଛାତ୍ରଙ୍କ ଉପରେ ଗୁଳି ଚାଳନା ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପିଜିଆଈ ଚଣ୍ଡୀଗଡ଼ରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ…
Read More...

ଗାଜର ସାଲାଡ଼

ଆବଶ୍ୟକ ସାମଗ୍ରୀ ଗାଜର – ୨ଟି ଗୋଲମରିଚ ଗୁଣ୍ଡ – ୧ ଚାମଚ ଲେମ୍ବୁ ରସ - ଅଳ୍ପ କଳା ଲୁଣ - ଅଳ୍ପ ଅଳସୀ ମଞ୍ଜି - ଅଳ୍ପ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଗାଜରକୁ ଧୋଇ କୋରି ଦିଅନ୍ତୁ। ଏହାପରେ ଏଥିରେ ଗୋଲମରିଚ…
Read More...

କାର୍ଯ୍ୟରେ ଥିବା ବାଧା ଓ ଆର୍ଥିକ ସମସ୍ୟା ଦୂର ପାଇଁ ରାଶି ଅନୁଯାୟୀ ଆପଣାନ୍ତୁ ଏହି ଉପାୟ

ବହୁ ସମୟରେ ଏପରି ଦେଖାଯାଇଥାଏ, ଅତ୍ୟଧିକ ପରିଶ୍ରମ ଓ ବାରମ୍ବାର ଚେଷ୍ଟା କରିବା ପରେ କାର୍ଯ୍ୟରେ ସଫଳତା ମିଳିପାରି ନଥାଏ। ଏତଦ ବ୍ୟତୀତ ଆର୍ଥିକ ସମସ୍ୟା ଲାଗି ରହିବା ସହ ବକେୟା ଅର୍ଥ ମଧ୍ୟ ମିଳିବାରେ ବାଧା ସୃଷ୍ଟି…
Read More...

ସୋରିଷର ଏଭଳି କିଛି ବ୍ୟବହାର ବିଷୟରେ ଜାଣିଛନ୍ତି କି?

ସୋରିଷର ବ୍ୟବହାର ସାଧାରଣତଃ ସଭିଁଙ୍କ ଘରେ ହୋଇଥାଏ। ଏହା ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କହିଲେ ମଧ୍ୟ ଭୁଲ ହେବ ନାହିଁ। ଏହାକୁ ବିଭିନ୍ନ ବ୍ୟଞ୍ଜନ,ଖାଦ୍ୟ ଛୁଙ୍କ ଦେବା, ଆଚାର ପ୍ରସ୍ତୁତି ଭଳି ବହୁ କାର୍ଯ୍ୟରେ…
Read More...

ଏକ ଆଖି ବିଶିଷ୍ଟ ନଡ଼ିଆର ବିଶେଷ ମହତ୍ତ୍ୱ, ମା’ଲକ୍ଷ୍ମୀ ସାକ୍ଷାତ କରିଥାଆନ୍ତି ଏଥିରେ ବାସ

ସମସ୍ତ ଧାର୍ମିକ କାର୍ଯ୍ୟରେ ଶ୍ରୀଫଳ ଅର୍ଥାତ ନଡ଼ିଆକୁ ନିଶ୍ଚୟ ବ୍ୟବହାର କରାଯାଏ। ହିନ୍ଦୁ ଧର୍ମରେ ଏହାର ବିଶେଷତ୍ୱ ଓ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଏହାକୁ ପୂଜାର୍ଚ୍ଚନାରେ ଓ ଭୋଗରେ ମଧ୍ୟ ବ୍ୟବହାର କରାଯାଏ। ଏପରି…
Read More...

ଚୌଦ୍ୱାରରେ ହାତୀପଲ, ଲୋକେ ଭୟଭୀତ

କଟକ : କଟକ ଜିଲା ଚୌଦ୍ୱାର ବାଣୀପଦା ବନ୍ଦାଳ ଗାଁ ଅଭିମୁଖେ ଗୁରୁବାର ହାତୀପଲ ପ୍ରବେଶ କରିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ହାତୀପଲରେ ପ୍ରାୟ ୧୪ଟି ହାତୀ ଥିବା ଜଣାପଡ଼ିଛି। ଖବର ପାଇ ବନବିଭାଗ…
Read More...

ନିର୍ମାଣଧୀନ ବ୍ରିଜରୁ ଖସି ବୃଦ୍ଧଙ୍କ ମୃତ୍ୟୁ, ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ପିପିଲି : ପୁରୀ ଜିଲା ପିପିଲି ଅନ୍ତର୍ଗତ ପତନପୁର ଲୁଣା ନଦୀ ନିର୍ମାଣଧୀନ ବ୍ରିଜରୁ ଖସି ଜଣେ ବୃଦ୍ଧଙ୍କ ଗୁରୁବାର ମୃତ୍ୟୁ ହୋଇଛି। ଉକ୍ତ ଘଟଣା ପରେ ବିଜ କାମ ସମ୍ପୂର୍ଣ୍ଣ କରିବା ଦାବିରେ ହାଟ ଡ଼େଲାଙ୍ଗରେ ଉତ୍ତ୍ୟକ୍ତ…
Read More...

୨ ଦିନ ପରେ ବାରବାଟୀ ଦିନିକିଆ – ଟିକେଟ ପାଇଁ ୧୨ଟି କାଉଣ୍ଟରରେ ନାହିଁ ନ ଥିବା ଭିଡ଼

କଟକ : କ୍ରିକେଟ ଖେଳ ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଥିବା ଉତ୍ତେଜନା, ଆଗ୍ରହର ଏକ ଝଲକ ଗୁରୁବାର ଭୋର ସମୟରୁ କଟକର ବାରବାଟୀ ଟିକେଟ କାଉଣ୍ଟରରେ ଦେଖିବାକୁ ମିଳିଛି। ଆସନ୍ତା ୨୨ରେ ହେବାକୁ ଥିବା ଦିନିକିଆ ମ୍ୟାଚ…
Read More...

ଆଇଟିଡ଼ିଏ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ମୟୂରଭଞ୍ଜ : ମୟୁରଭଞ୍ଜ ଜିଲା ବାରିପଦାରେ ଆଇଟିଡ଼ିଏ ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ରଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ଏହି ଚଢାଉ କରିଛି।…
Read More...

ଯୁବକଙ୍କୁ ହତ୍ୟା ଅଭିଯୋଗ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ବଣାଇ ଅନ୍ତର୍ଗତ କେନ୍ଦିରିକଳା ନିକଟ ଜଙ୍ଗଲରେ ଗୁରୁବାର ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପଥରରେ ଛେଚିବା ସହ ଗଳାକାଟି ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମୃତ ଯୁବକ…
Read More...

ଲାଲ ଅଥବା ଧଳା, ଜାଣନ୍ତୁ କେଉଁ ରଙ୍ଗର ପିଜୁଳି ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ

ଶୀତ ଦିନେ ଅଧିକ ପରିମାଣରେ ପିଜୁଳି ମିଳିଥାଏ। ସାଧାରଣତଃ ବଜାରରେ ଧଳା କିମ୍ବା ଲାଲ ଅଥବା ହାଲକା ଗୋଲାପି ରଙ୍ଗର ପିଜୁଳି ମିଳିଥାଏ। ଆୟୁର୍ବେଦ ଅନୁଯାୟୀ ପିଜୁଳି ପେଟ ପାଇଁ  ଓ କୋଷ୍ଠକାଠିନ୍ୟ ଦୂର କରିବାକୁ ଖୁବ…
Read More...

ତ୍ୱଚା ପାଇଁ ବେସନ ସହ କରନ୍ତୁ ଏହି ସମସ୍ତ ଦ୍ରବ୍ୟର ବ୍ୟବହାର

ବେସନର ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଯେପରି ସୁଆଦିଆ ଲଗେ। ତ୍ୱଚା ପାଇଁ ଏହାର କିଛି ଏଭଳି ବ୍ୟବହାର ରହିଛି ଯାହାକୁ ଆପଣେଇବା ଦ୍ୱାରା ମୁହଁର ବହୁ ସମସ୍ୟା ଦୂର ହୋଇଥାଏ। ମୁହଁରେ ଥିବା ବିଭିନ୍ନ ଦାଗ, ବ୍ରଣ, ଆଖିତଳ କଳା…
Read More...

ବୁଧବାର ସ୍ପେଶାଲ: ପ୍ରଭୁ ଗଣେଶଙ୍କୁ ଅର୍ପଣ କରନ୍ତୁ ଏହି ଭୋଗ

ହିନ୍ଦୁ ଧର୍ମରେ ସର୍ବପ୍ରଥମେ ପ୍ରଭୁ ଗଣେଶଙ୍କ ପୂଜାର ବିଧାନ ରହିଛି। ଗଣେଶଙ୍କ ପୂଜା ବିନା କୌଣସି ଶୁଭ କାର୍ଯ୍ୟର ପ୍ରାରମ୍ଭ ହୋଇନଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ବୁଧବାରର ଦିନ ଗଣେଶଙ୍କୁ ସମର୍ପିତ। ଗଣେଶଙ୍କୁ…
Read More...

ଚିକେନ କଲମୀ କବାବ

ଆବଶ୍ୟକ ସାମଗ୍ରୀ ଚିକେନ - ୨୫୦ ଗ୍ରାମ ଅଦା ରସୁଣ ବଟା – ୩ ଚାମଚ ଡ଼ାଲଚିନି ଗୁଣ୍ଡ – ୧ ଚାମଚରୁ କମ ମଇଦା – ୨ ଚାମଚ କଟା ପିଆଜ – ୩ଟି ଲବଙ୍ଗ – ୨ଟି ଲେମ୍ବୁ ରସ – ୧ ଚାମଚ ଅଣ୍ଡା – ୨ଟି କେସର – ସାମାନ୍ୟ…
Read More...

ସିଏଏ ହିଂସା ; ଗୌହାଟିରେ ଫସିଛନ୍ତି ୬୫ ଏନସିସି ଛାତ୍ର

ଭୁବନେଶ୍ୱର /ଗୌହାଟି : ସିଏଏ ହିଂସା ଯୋଗୁଁ ଗୌହାଟିରେ ବ୍ରହ୍ମପୁରର ୬୫ ଏନସିସି ଛାତ୍ର ଫସିଛନ୍ତି ବୋଲି ଜଣାପଡ଼ିଛି। ସିଲଂର ନର୍ଥ ଇଷ୍ଟର୍ଣ୍ଣ ରିଜନ ଟ୍ରାକିଂ କ୍ୟାମ୍ପକୁ ଏହି ୬୫ ଜଣ ଛାତ୍ର ଯାଉଥିଲେ। ବର୍ତ୍ତମାନ…
Read More...

ପିଆଜ ପରେ ବଢୁଛି ଆଳୁ ଦର

କଟକ : କିଛି ଦିନ ହେବ ପିଆଜର ଚଢାଦର ସଭିଁଙ୍କ ପାଇଁ ମୁଣ୍ଡ ବ୍ୟଥାରେ କାରଣ ପାଲଟିଥିବା ବେଳେ ବର୍ତ୍ତମାନ ଆଳୁର କ୍ରମଶଃ ଦର ବୃଦ୍ଧି ଲୋକଙ୍କୁ ଡ଼ରାଇବା ଆରମ୍ଭ କଲାଣି। ୨ ଦିନ ମଧ୍ୟରେ ଆଳୁ ଧଡ଼ା (୩ କେଜି) ପିଛା ୧୦ଟଙ୍କା…
Read More...

ଆଜି ଠାରୁ ଦୁଇଦିନ ବଲାଙ୍ଗୀର ବନ୍ଦ

ବଲାଙ୍ଗୀର : ବଲାଙ୍ଗୀର ଆକ୍ସନ କମିଟି ପକ୍ଷରୁ ବୁଧବାର ଓ ଗୁରୁବାର ଦୁଇଦିନ ବିଭିନ୍ନ ଦାବି ନେଇ ବଲାଙ୍ଗୀର ବନ୍ଦ ଡ଼ାକରା ଦିଆଯାଇଛି। ବନ୍ଦର ପ୍ରଭାବରେ ଆଜି ସକାଳୁ ଆନ୍ଦୋଳନକାରୀମାନେ ପିକେଟିଂ ଆରମ୍ଭ କରିଛନ୍ତି। ରାଜ୍ୟ…
Read More...

ବିଡ଼ିଏ ସେକ୍ସନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଜଣେ ବିଡ଼ିଏ ସେକ୍ସନ ଅଧିକାରୀଙ୍କ ଘରେ ସୋମବାର ଭିଜିଲାନ୍ସ ଚଢାଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେକ୍ସନ ଅଧିକାରୀ ବିଭୂତି ଭୂଷଣ ରାୟଙ୍କ ଘର ସହ ମୋଟ ୫ଟି…
Read More...

ବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗ, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର

ବାଲେଶ୍ୱର : ବାଲେଶ୍ୱର ଜିଲାର ଗୁଡ଼ିପଦାରେ ଜଣେ ବ୍ୟକ୍ତିଙ୍କୁ କଟୁରୀରେ ନିର୍ମମ ହତ୍ୟା କରାଯାଇଥିବା ନେଇ ସୋମବାର ଅଭିଯୋଗ ହୋଇଛି। ମୃତକ ବାଡ଼ା ମାରାଣ୍ଡି (୫୦) ବୋଲି ଜଣାପଡ଼ିଛି। ଘର ଭିତରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ…
Read More...

ବନକ ଲାଗି ନୀତି ପାଇଁ ମହାପ୍ରଭୁଙ୍କ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ପାଇଁ ବୁଧବାର ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ଅପରାହ୍ନ ୪ ଟା ରୁ ରାତି ୮ଟା ଯାଏଁ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହି…
Read More...

ତ୍ୱଚା ଓ କେଶ ପାଇଁ ଏପରି କରନ୍ତୁ ପାନର ବ୍ୟବହାର

ତ୍ୱଚାକୁ ସୁନ୍ଦର ଓ କେଶକୁ ରେଶମୀ, ଚମକ ବୃଦ୍ଧି ,ଘନ କରିବା ପାଇଁ ସଭିଏଁ ଇଚ୍ଛା କରିଥାଆନ୍ତି। ଏଥିପାଇଁ ବଜାରରେ ବିକ୍ରି ହେଉଥିବା ବହୁ ଦାମୀ କ୍ରିମ ଓ ଅନ୍ୟ ପ୍ରସାଧନ ସାମଗ୍ରୀ ମଧ୍ୟ ବ୍ୟବହାର କରନ୍ତି। ଏହିସବୁ…
Read More...

ଶ୍ରୀମନ୍ଦିର ଜଗମୋହନ ଓ କୋଣାର୍କ ମନ୍ଦିର ସମ୍ପର୍କିତ ଜନସ୍ୱାର୍ଥ ମାମଲା: କୋଣାର୍କ ପାଇଁ ୨ ହଜାର କୋଟିର ସହାୟତା…

ଭୁବନେଶ୍ୱର : ଶ୍ରୀମନ୍ଦିର ଜଗମୋହନ ଓ କୋଣାର୍କ ମନ୍ଦିରକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ମାମଲାରେ କୋଣାର୍କ ପାଇଁ ୨ ହଜାର କୋଟି ଟଙ୍କାର ସହାୟତା ଲାଗି ଅନୁରୋଧ କରାଯାଇଛି। ମରାମତି ବାବଦରେ ଅବଗତ…
Read More...

କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ନିଲମ୍ବନ ଆଦେଶ ପ୍ରତ୍ୟାହାର ସହ ପୁନଃ ନିଯୁକ୍ତି ଦାବିରେ କାଲିମେଳାରେ…

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ମୁକ୍ତିକାନ୍ତ ମଲ୍ଲିକଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶକୁ ତୁରନ୍ତ ପ୍ରତ୍ୟାହାର କରି ପୁନଃ ନିଯୁକ୍ତି ଦାବି କରି ସୋମବାର…
Read More...

ଦୁଇ ହାଇୱା ମୁହାଁମୁହିଁ ଧକ୍କା , ଜଣେ ଚାଳକ ଗୁରୁତର

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ଠାରୁ ୯ କି.ମି ଦୂରରେ ଡ଼ୁମୁରିପଦର ପୋଲ ନିକଟରେ ସୋମବାର ଭୋର ସମୟରେ ଦୁଇଟି ହାଇୱା ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଗୋଟିଏ ହାଇୱାର ଜଣେ ଚାଳକ ଲକ୍ଷ୍ମଣ ହରିଜନ ଗୁରୁତର…
Read More...

ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ନାବାଳକ ମୃତ, ଜଣେ ଗୁରୁତର

ବାସୁଦେବପୁର : ଭଦ୍ରକ ଜିଲା ନାଏକାଣୀ ଡ଼ିହି ଥାନା ଅନ୍ତର୍ଗତ କରଞ୍ଜଆଡ଼ିଆ ଗ୍ରାମରେ ସୋମବାର ଏକ ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନାବାଳକ ଗୁରୁତର ହୋଇଛି। ଗୁରୁତରଙ୍କୁ…
Read More...

ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ନିକଟରେ ପହିଲି ଭୋଗ ଲାଗି

ପୁରୀ / ଭୁବନେଶ୍ୱର : ସୋମବାର ଅର୍ଥାତ ଆଜି ହେଉଛି ପୌଷ ମାସର ଧନୁ ସଂକ୍ରାନ୍ତି। ପ୍ରାୟ ରାତି ୩ଟାରୁ ଶ୍ରୀମନ୍ଦିରର ଦ୍ୱାର ଫିଟା ଯାଇ ମହାପ୍ରଭୁଙ୍କ ନିକଟରେ ପହିଲି ଭୋଗ ନୀତି ହୋଇଛି। ଏହି ପହିଲି ଭୋଗ ମହାପ୍ରଭୁଙ୍କ…
Read More...

ଅଗ୍ନିକାଣ୍ଡରେ ୩୦ ରୁ ଅଧିକ ଘର ଭସ୍ମୀଭୂତ

ଗଞ୍ଜାମ  : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ ସୋମବାର ସକାଳେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୩୦ ରୁ ଅଧିକ ଘର ପୋଡ଼ି ପାଉଁଶ ହୋଇ ଯାଇଛି। ସୂଚନା ଯୋଗ୍ୟ, ଆଜି ସକାଳେ ଗାଁର…
Read More...

ଖୋର୍ଦ୍ଧା ଗୁଳିକାଣ୍ଡ ଘଟଣା; ଔଷଧ ଦୋକାନୀଙ୍କ ମୃତ୍ୟୁ

ଭୁବନେଶ୍ୱର/ଖୋର୍ଦ୍ଧା : ଖୋର୍ଦ୍ଧାର ହାସାପାତାଳ ନିକଟରେ ଥିବା ଏକ କ୍ଲନିକରେ ପଶି ଦୁର୍ବୃତ୍ତଙ୍କ ଗୁଳିକାଣ୍ଡ ଘଟଣାରେ ଗୁରୁତର ହୋଇଥିବା ଔଷଧ ଦୋକାନୀଙ୍କ ସୋମବାର ମୃତ୍ୟୁ ହୋଇଛି। ମୃତକ କୃଷ୍ଣଚନ୍ଦ୍ର ସାହୁ ବୋଲି…
Read More...

ମହିଳାଙ୍କ ଜଳନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା :ଖୋର୍ଦ୍ଧା ଜଟଣୀ ଥାନା ଅନ୍ତର୍ଗତ ଗଙ୍ଗପଡ଼ା ମଝିସାହିରୁ ରବିବାର ଜଣେ ମହିଳାଙ୍କ ଜଳନ୍ତା ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କ ହତ୍ୟା କି ଆତ୍ମହତ୍ୟା ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଖବର…
Read More...

ଆନ୍ତର୍ଜାତିକ ଚା’ ଦିବସ: ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ଏହି ଚା’

ଡ଼ିସେମ୍ବର ୧୫ ଅର୍ଥାତ ଆଜି ହେଉଛି ଆନ୍ତର୍ଜାତିକ ଚା’ ଦିବସ। କ୍ଷୀର ଚା’, ଲେମ୍ବୁ ଚା’ ଆଦି ହେଉଛି ସାଧାରଣ ଚା’। ମାତ୍ର ଏହା ବ୍ୟତୀତ ଅନ୍ୟ କେତେକ ଚା’ ଅଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଜାଣନ୍ତୁ ....…
Read More...

କୁରାଳପଞ୍ଚମୀ ପରେ ହାଣ୍ଡିଗଢା ପାଇଁ ମାଟି ଅନୁକୂଳ

ପୁରୀ : ରବିବାର ପୌଷ କୃଷ୍ଣ ତୃତୀୟା ତିଥିରେ ସୂର୍ଯୋଦୟଠାରୁ ସକାଳ ୭ଟା୧୯ ସମୟରେ ରବିପୁଷ୍ୟା ଯୋଗରେ ସମସ୍ତ କୁମ୍ଭକାର ମୃର୍ତ୍ତିକା ପାତ୍ର ଅନୁକୂଳ କରିଛନ୍ତି। କୁମ୍ଭକାର ନିଯୋଗ ସାଧାରଣ ସଭାର ନିଷ୍ପତ୍ତି କ୍ରମେ ଏହି…
Read More...

ବଣିକ ସଂଘର ଦ୍ବିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବଣିକ ସଂଘର ଦ୍ବିବାର୍ଷିକ ସମ୍ମିଳନୀ ରବିବାର ସ୍ଥାନୀୟ ନିଷାର ଫାର୍ମରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ପରମେଶ୍ବର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…
Read More...

ସର୍ବଭାରତୀୟ ପୁଲିସ ହକି ପ୍ରତିଯୋଗିତା-୨୦୧୯ର ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶା ପୁଲିସ ଆନୁକୂଲ୍ୟରେ ଚଳିତ ବର୍ଷ ଭୁବନେଶ୍ୱର ଠାରେ ୬୮ତମ ସର୍ବଭାରତୀୟ ହକି ପ୍ରତିଯୋଗିତା -୨୦୧୯ ଆୟୋଜନ କରାଯାଉଛି। ଏଥିପାଇଁ ରବିବାର ସର୍ବଭାରତୀୟ ପୁଲିସ ହକି ପ୍ରତିଯୋଗିତା-୨୦୧୯ର ଲୋଗୋ…
Read More...

ଏମିତି ବି ଆସେ ମୃତ୍ୟୁ ; ଗାଧୋଇ ସାରି ଫେରୁଥିଲେ ମାଡ଼ିଗଲା ଅଜଣାଗାଡ଼ି

କଟକ : କଟକ ଜିଲା ବଡ଼ମ୍ବା ଥାନା ଅନ୍ତର୍ଗତ ରତାପାଟ ହାଡ଼ୁଆ ନାଳ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଅଜଣା ଗାଡ଼ି ଧକ୍କାରେ ୨ ମହିଳାଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ୨ ମହିଳା…
Read More...