www.samajalive.in
Tuesday, December 9, 2025
23.1 C
Bhubaneswar

ସୁଖମୟ ଦାମ୍ପତ୍ୟ ଜୀବନ ସହ ଜୀବନର ବହୁ ସମସ୍ୟା ଦୂର କରେ ଏହି ବାସ୍ତୁ ଟିପ୍ସ

ଆପଣ ବହୁବାର ଏପରି ଦେଖିଥିବେ ବିନା କାରଣରେ ପତି-ପତ୍ନୀ ଓ ଘରର ସଦସ୍ୟଙ୍କ ମଧ୍ୟ କଳହ ହୋଇଥାଏ। ବାସ୍ତୁ ଦୋଷ ଫଳରେ ଏହି ସମସ୍ୟା ଅଧିକ ସୃଷ୍ଟି ହୋଇଥାଏ ବୋଲି କୁହାଯାଏ। ଏଥିରୁ ମୁକ୍ତି ପାଇବା ପାଇଁ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ….
ଘରେ କଦାପି ଭଙ୍ଗାରୁଜା ବାସନ ରଖନ୍ତୁ ନାହିଁ। ଭଙ୍ଗାରୁଜା ବାସନ ରଖିବା ଦ୍ୱାରା ଘରେ ଦରିଦ୍ରତା ବାସ କରିଥାଏ। କୌଣସି ବସ୍ତୁର ଭଙ୍ଗାକାଚ ମଧ୍ୟ ଘରେ ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ସର୍ବଦା ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ।
ଶୟନ କକ୍ଷରେ ଥିବା ଖଟ ଅଳ୍ପ ଭାଙ୍ଗିଥିଲେ ମଧ୍ୟ ଏହାକୁ ବ୍ୟବହାର କରିବା ଉଚିତ ନୁହେଁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହେବା ସହ ନକରାତ୍ମକ ପ୍ରଭାବ ପଡ଼ିଥାଏ।
ଘରେ ଚାଲୁଥିବା ଅଣ୍ଡାକାର, ଅଷ୍ଟଭୁଜାକାର, ଷଡ଼ଭୁଜାକାର ଘଣ୍ଟା ଲଗାନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ଘରର ମୁଖ୍ୟ ଦ୍ୱାର କବାଟ ସାମାନ୍ୟ ଭାଙ୍ଗିଥିଲେ ଅଥବା ଫାଟିବା ସୃଷ୍ଟି ହୋଇଥିଲେ ଏହାକୁ ତୁରନ୍ତ ହଟାଇ ନୂତନ କବାଟ ଲଗାନ୍ତୁ। ନଚେତ ଏହା ଦ୍ୱାରା ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ଘରେ ସକରାତ୍ମକ ବାତାବରଣ ପାଇଁ ଶିଶୁ, ମହୁଲ, ବବୁଲ, ଶାଗୁଆନ ଆଦିରେ ନିର୍ମିତ ସୋଫାର ବ୍ୟବହାର କରନ୍ତୁ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories