www.samajalive.in
Friday, December 12, 2025
27.1 C
Bhubaneswar

ଶୀତ ଦିନେ ଖାଆନ୍ତୁ ଏହି ଗାଜର, ମିଳିବ ଚମତ୍କାରୀ ଲାଭ 

ଶୀତ ଦିନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ସେଥିପାଇଁ ନିଜ ଖାନ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ। ସଠିକ ଯତ୍ନ ନେବା ଦ୍ୱାରା ଆମ ଶରୀର ବହୁ ରୋଗରୁ ମଧ୍ୟ ଦୂରେଇ ରହିଥାଏ। ମୁଖ୍ୟତଃ ଶୀତ ଦିନେ ବଜାରରେ ବିଭିନ୍ନ ପ୍ରକାର ପନିପରିବା, ଶାଗ ଆଦି ମିଳିଥାଏ। ଯାହାକୁ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ ହେବା ସହ ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଏଭଳି ଏକ ପରିବା ହେଉଛି କଳା ଗାଜର। ଏଯାଏଁ ଆପଣ ଲାଲ ଗାଜର ବିଷୟରେ ତ ଜାଣିଛନ୍ତି, ବର୍ତ୍ତମାନ କଳା ଗାଜର ଚମତ୍କାରୀ ଗୁଣ ବିଷୟରେ ଜାଣନ୍ତୁ ….

ଏହି ଗାଜର ଶରୀରରେ କୋଲେଷ୍ଟେରୋଲକୁ ନିୟନ୍ତ୍ରିତ କରି ରଖିଥାଏ। ନିୟମିତ ରାତିରେ ଏହାକୁ ଏକ ଗ୍ଲାସ ଜୁସ କରି ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ।

- Advertisement -

ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ, ପେଟ ଜନିତ ବହୁ ରୋଗରୁ ଏହା ରକ୍ଷା କରିଥାଏ। 

କଳା ଗାଜର ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ। 

ରକ୍ତ ପରିଷ୍କାର କରିଥାଏ। 

କଳା ଗାଜର ଖାଇବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ।  

 

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories