www.samajalive.in
Sunday, December 7, 2025
14.1 C
Bhubaneswar

ବୁଧବାର ସ୍ପେଶାଲ: ପ୍ରଭୁ ଗଣେଶଙ୍କୁ ଅର୍ପଣ କରନ୍ତୁ ଏହି ଭୋଗ

ହିନ୍ଦୁ ଧର୍ମରେ ସର୍ବପ୍ରଥମେ ପ୍ରଭୁ ଗଣେଶଙ୍କ ପୂଜାର ବିଧାନ ରହିଛି। ଗଣେଶଙ୍କ ପୂଜା ବିନା କୌଣସି ଶୁଭ କାର୍ଯ୍ୟର ପ୍ରାରମ୍ଭ ହୋଇନଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ବୁଧବାରର ଦିନ ଗଣେଶଙ୍କୁ ସମର୍ପିତ। ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ କିଛି ସହଜ ଉପାୟ ବିଷୟରେ ….
ବିଘ୍ନହର୍ତ୍ତା ଗଣପତିଙ୍କୁ ମୋଦକ ଖୁବ ପ୍ରିୟ। ପ୍ରତି ବୁଧବାର ଗଣପତିଙ୍କ ନିକଟରେ ନିଶ୍ଚୟ ମୋଦକ ଭୋଗ ଲଗାନ୍ତୁ।
ଶାସ୍ତ୍ର ଅନୁଯାୟୀ, ମୋଦକର ଅର୍ଥ ହେଉଛି ଆନନ୍ଦ ପ୍ରଦାୟକ। ଏହା ସହ ଜ୍ଞାନର ପ୍ରତୀକ। ତେଣୁ ଏହା ପ୍ରଭୁ ଗଣେଶଙ୍କର ଅତି ପ୍ରିୟ।
ଏହା ସହ ଲଡ଼ୁ ମଧ୍ୟ ଭୋଗ କରନ୍ତୁ। ଲଡ଼ୁ ମଧ୍ୟ ପ୍ରଭୁଙ୍କୁ ଖୁବ ପ୍ରିୟ।
ବୁଧବାର ଏହି ଭୋଗ ପ୍ରଭୁଙ୍କ ନିକଟରେ ଅର୍ପଣ କଲେ ସେ ସମସ୍ତ ଦୁଃଖ ଦୂର କରିବା ସହ ସୁଖସମ୍ପତ୍ତି ପ୍ରଦାନ କରିଥାଆନ୍ତି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories