ଭୁବନେଶ୍ୱର : ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ଘଟଣାରେ ଏସଆଇଟି ତଦନ୍ତ ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ରିର୍ପୋଟ ହାଇକୋର୍ଟରେ ଦାଖଲ କରାଯାଇଛି। ହାଇକୋର୍ଟ ଟ୍ରାଏଲ କୋର୍ଟରେ ରିର୍ପୋଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଆବେଦନକାରୀଙ୍କୁ ଅଭିଯୋଗ ଥିଲେ ଟ୍ରାଏଲ କୋର୍ଟରେ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
Popular Categories



