ଚଳନ୍ତା କାର ଉପରେ ପଡ଼ିଲା ଗଛ, ମହିଳା ମୃତ

ଡ଼େରାଡୁନ୍‍: ଉତ୍ତରାଖଣ୍ଡର କ୍ୟାଣ୍ଟ ଥାନା ଅନ୍ତର୍ଗତ ଭାରତୀୟ ମିଲିଟାରୀ ଏକାଡ଼େମୀ( ଆଇଏମଏ) ନିକଟରେ ଏକ ଚଳନ୍ତା କାର ଉପରେ ଗୋଟିଏ ଗଛ ପଡ଼ିଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଓ ଝିଅ ଆହତ…
Read More...

ଟ୍ରାକ୍ଟର-ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା : ୩ ଶ୍ରମିକ ମୃତ

ଲକ୍ଷ୍ନୌ : ସୁଲତାନପୁରର ମୋତିଗପୁର ଥାନା ଅନ୍ତର୍ଗତ ପାଣ୍ଡେ ବାବା ବଜାରରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଶ୍ରମିକ ଆହତ…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଡ଼ମ୍ଫର ଚାଳକ ମୃତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ତରପଦା ଗାଁରେ ଶନିବାର ଏକ ଅଘଟଣ ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଡ଼ମ୍ଫର ଚାଳକ ମୃତ୍ୟୁ ହୋଇଛି। ଡ଼ମ୍ଫରରୁ ମାଲ ଖାଲି କରୁଥିବା…
Read More...

ଡମ୍ଫର ଧକ୍କାରେ ବାଇକ ଆରୋହୀ ମୄତ

କଳାବାଡ଼ିଆ : ବାରିପଦା ସହର ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥରେ ଶନିବାର ସକାଳ ସମୟରେ ଦାରୋଗାଡ଼ାହି ଗୋଲେଇ ନିକଟରେ ଡମ୍ଫର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ୨୧ ନମ୍ବର ୱାର୍ଡର…
Read More...

ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭ ପୂର୍ବରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ ହୋଇଛି। ବାଚସ୍ପତିଙ୍କ ରୁଲିଂକୁ ନେଇ ବିରୋଧୀଙ୍କ ହୋହଲ୍ଲା ଆରମ୍ଭ ହେବା ଫଳରେ ଦିନ…
Read More...

ଆରମ୍ଭ ହେଲା ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା

ଭୁବନେଶ୍‍ବର : ଆଜି ଠାରୁ ସିବିଏସଇ ( ମାଧ୍ୟମିକ ଶିକ୍ଷା ବୋର୍ଡ଼) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଛି। ଚଳିତ ବର୍ଷ ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ବେଳେ ପ୍ରାୟ ୧୨ ଲକ୍ଷରୁ…
Read More...

ଫ୍ରାଏ ମଟନ

ଆବଶ୍ୟକ ସାମଗ୍ରୀ ମଟନ - ୭୫୦ ଗ୍ରାମ (ସିଝା ହୋଇଥିବା) ହଳଦୀ ଗୁଣ୍ଡ - ଅଳ୍ପ ଲଙ୍କା ଗୁଣ୍ଡ - ଅଳ୍ପ ଲୁଣ - ଆବଶ୍ୟକ ପରିମାଣରେ ତେଲ - ଆବଶ୍ୟକ ପରିମାଣରେ ଅଦା ରସୁଣ ବଟା – ୪ ଚାମଚ ପିଆଜ – ୧ଟି (କଟା…
Read More...

ତ୍ୱଚାର ସୁନ୍ଦରତା ପାଇଁ ଚାଉଳ ସହ କରନ୍ତୁ ଏହି ଦ୍ରବ୍ୟର ବ୍ୟବହାର

ତ୍ୱଚାର ସୁନ୍ଦରତା ପାଇଁ ଆମେ ବିଭିନ୍ନ କ୍ରିମ ଓ ଅନ୍ୟାନ୍ୟ ବହୁ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାଉ। ବର୍ତ୍ତମାନ ସମୟରେ ଧୂଳି-ମାଟି ଓ ପ୍ରଦୂଷଣ କାରଣରୁ ତ୍ୱଚାର ଚମକ ହ୍ରାସ ପାଇବା ଏକ ମୁଖ୍ୟ ସମସ୍ୟା ପାଲଟିଛି।…
Read More...

ଶଙ୍ଖ ଧ୍ୱନିର ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ

ଶଙ୍ଖର ଧ୍ୱନି ଶୁଭତ୍ୱର ପ୍ରତୀକ ଦର୍ଶାଇଥାଏ। ପ୍ରତ୍ୟେକ ପୂଜାପାଠରେ ଶଙ୍ଖ ନିଶ୍ଚୟ ବଜା ଯାଇଥାଏ। ଭଗବାନ ବିଷ୍ଣୁଙ୍କ ହସ୍ତରେ ମଧ୍ୟ ଶଙ୍ଖ ରହିଛି। ବିଭିନ୍ନ ପୁରାଣରେ ଶଙ୍ଖର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି।…
Read More...

ଚିନି ନା ଗୁଡ଼ ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ କିଏ ? ଜାଣନ୍ତୁ……

ନିତିଦିନିଆ ଜୀବନରେ ଚିନି ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ। ସକାଳେ ଚା’ ପିଇବା ବହୁ ଲୋକଙ୍କ ଅଭ୍ୟାସ। ଚା’ରେ ପ୍ରତିଦିନ ନିହାତି ୧ ଚାମଚ ଚିନିର ବ୍ୟବହାର କରାଯାଏ। ଅନ୍ୟାନ୍ୟ ମିଠା ଦ୍ରବ୍ୟ ପ୍ରସ୍ତୁତିରେ ମଧ୍ୟ ଚିନି…
Read More...

ଭାଲେଣ୍ଟାଇନ୍ସ ଡ଼େ : ମନର ସାଥିଙ୍କୁ ଦିଅନ୍ତୁ ରାଶି ଅନୁଯାୟୀ ଅମୂଲ୍ୟ ଉପହାର

ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ ସତ୍ୟ। ଏଭଳି ଏକ ଅନୁଭବ ଯାହା ଦୁଇଟି ହୃଦୟକୁ ଯୋଡ଼ି ଥାଏ। ଆଜି ହେଉଛି ଫେବୃଆରୀ ୧୪ ଭାଲେଣ୍ଟାଇନ୍ସ ଡ଼େ, ପ୍ରେମ ପାଇଁ ଦିନଟିଏ। ସାରା ଦେଶରେ ଆଜି ଭାଲେଣ୍ଟାଇନ୍ସ ଡ଼େ ପାଳନ କରାଯାଉଛି।…
Read More...

ପୋଖରୀରେ ବୁଡ଼ି ଯୁବତୀ ମୃତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ବିନିକାରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଫୁଲ ତୋଳିବାକୁ ଯାଇ ପୋଖରୀକୁ ଗୋଡ଼ ଖସିଯିବାରୁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ପ୍ରାୟ ସକାଳ ୬ଟା ସମୟରେ ଉକ୍ତ ଯୁବତୀ…
Read More...

ଡ଼ାକ୍ତରଙ୍କ ଘରୁ ଟଙ୍କା ସହ ସୁନାଗହଣା ଲୁଟ ନେଇ ଅଭିଯୋଗ

ରାଉରକେଲା : ରାଉରକେଲାର ଛେଣ୍ଡ କଲୋନୀର ଜଣେ ଡ଼ାକ୍ତରଙ୍କ ଘରୁ ଲୁଟ ହୋଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଅମିତ ଦେବତା ନାମକ ଜଣେ ଡ଼ାକ୍ତରଙ୍କ ଘରୁ ନଗଦ ୨୦ ହଜାର ଟଙ୍କା ଓ ୩ ଲକ୍ଷ ଟଙ୍କାର ସୁନା ଅଳାଙ୍କାର ଚୋରି…
Read More...

ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପ୍ରତିବାଦରେ ଟିଟିଲାଗଡ଼ରେ ବିକ୍ଷୋଭ ପ୍ରଦର୍ଶନ

ଟିଟିଲାଗଡ : ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପ୍ରତିବାଦରେ ଟିଟିଲାଗଡ଼ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଟିଟିଲାଗଡ ବିଜେଡି, କଂଗ୍ରେସ, ଗରିବ ସେନା, ମାନବିକ ଅଧିକାର ସୁରକ୍ଷା କର୍ମୀଙ୍କ ପକ୍ଷରୁ ମୁଖ୍ୟଛକରେ ଗ୍ୟାସ…
Read More...

ବଡ଼ ମେଡ଼ିକାଲ ସମ୍ପ୍ରସାରଣ ପାଇଁ ଆଜି ଚତୁର୍ଥ ପର୍ଯ୍ୟାୟ ଉଚ୍ଛେଦ କାର୍ଯ୍ୟ ଜାରି

କଟକ : କଟକ ଜିଲାରେ ବଡ଼ ମେଡ଼ିକାଲ ସମ୍ପ୍ରସାରଣ ପାଇଁ ଚତୁର୍ଥ ପର୍ଯ୍ୟାୟ ଉଚ୍ଛେଦ କାର୍ଯ୍ୟ ଶୁକ୍ରବାର ଆରମ୍ଭ ହୋଇଛି। ଚୂନଭାଟି ରାସ୍ତାରୁ ରାଣୀହାଟ ପର୍ଯ୍ୟନ୍ତ ରାସ୍ତା କଡ଼ରୁ ଉଚ୍ଛେଦ କରାଯାଉଛି। କେନାଲର ଉଭୟ ପଟରେ…
Read More...

ସରକାରୀ କର୍ମଚାରୀଙ୍କ ୫% ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଶୁକ୍ରବାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ୨୦୨୦ ଜାନୁଆରୀ ପହିଲାରୁ ପିଛିଲା ଭାବେ ଏହା ଲାଗୁ ହେବ ବୋଲି ସରକାର ଘୋଷଣା କରିଛନ୍ତି। ୭ମ ବେତନ କମିଶନଙ୍କ ଆଧାରରେ…
Read More...

ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

ଢେଙ୍କାନାଳ : ଢେଙ୍କାନାଳରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ବାଜି ଚୌକସ୍ଥିତ ପୁରୁଣା ହସ୍ପିଟାଲ ବିଲ୍ଡିଂକୁ ସିଟି ହସ୍ପିଟାଲ ମାନ୍ୟତା ଦାବିରେ ଓ ମେଡ଼ିକାଲ କଲେଜ ଦାବିରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ…
Read More...

ଭେଜ୍‍ ସ୍ୟାଣ୍ଡୱିଚ୍‍

ପାଉଁରୁଟି – ୬ଖଣ୍ଡ ପିଆଜ – ୧ଟି (କଟା ହୋଇଥିବା) ସିମଲା ଲଙ୍କା – ୧ଟି ଟମାଟର – ୧ଟି (କଟା ହୋଇଥିବା) ଚାର୍ଟ ମସଲା - ଅଳ୍ପ ଲୁଣ - ଆବଶ୍ୟକ ପରିମାଣରେ ଗୋଲମରିଚ ଗୁଣ୍ଡ - ଅଳ୍ପ ଟମାଟୋ ସସ - ଅଳ୍ପ ମେଓନିଜ୍‍…
Read More...

ସୁନ୍ଦର ନଖ ପାଇଁ ରସୁଣର ଏଭଳି ବ୍ୟବହାର ଜାଣିଛନ୍ତି କି ?

ତ୍ୱଚାର ସୁନ୍ଦରତା ସହ ହାତର ସୁନ୍ଦରତା ମଧ୍ୟ ଖୁବ ଆବଶ୍ୟକ। ହାତର ସୁନ୍ଦରତା ପାଇଁ ଏହାର ସଠିକ ଭାବେ ଯତ୍ନ ନେବା ସହ ନଖ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥାଏ। ନଖରେ ବିଭିନ୍ନ ସୁନ୍ଦର ସୁନ୍ଦର ନେଲ୍‍ ଆର୍ଟ ମଧ୍ୟ…
Read More...

ଧାର୍ମିକ ମହତ୍ତ୍ୱରେ ପରିପୂର୍ଣ୍ଣ ବେଲପତ୍ର : ସ୍ୱୟଂ ଶିବଶଙ୍କର କରିଥାଆନ୍ତି ଏଥିରେ ବାସ

ପ୍ରଭୁ ଶିବଶଙ୍କରଙ୍କୁ ବେଲପତ୍ର ଖୁବ ପ୍ରିୟ, ଏହାର ଶିବ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ସମସ୍ତ ଭକ୍ତ ଶ୍ରଦ୍ଧାର ଭାବ ସହ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ବେଲ ପତ୍ର ଅର୍ପଣ କରିଥାଆନ୍ତି।…
Read More...

ମହାଶିବରାତ୍ରୀ ବିଶେଷ : ଜାଣନ୍ତୁ ଦେବଙ୍କଦେବ ମହାଦେବଙ୍କ ୯ଟି ଶୃଙ୍ଗାର

ମହାଶିବରାତ୍ରୀ ସମସ୍ତଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପର୍ବ। ଏହି ଦିନ ସମ୍ପୂର୍ଣ୍ଣ ବିଧିବିଧାନରେ ମହାଦେବଙ୍କ ଆରାଧନା କରାଯାଇଥାଏ। ଚଳିତ ବର୍ଷ ମହାଶିବରାତ୍ରୀ ୨୧ ଫେବୃଆରୀ। ଏହି ଦିନ ସମସ୍ତ ଶୈବପୀଠରେ ଲକ୍ଷାଧିକ…
Read More...

ମାତ୍ର ଟଙ୍କାଏ ପାଇଁ ହତ୍ୟାକାଣ୍ଡ, ସ୍ଥାନୀୟଲୋକଙ୍କ ରାସ୍ତାରୋକ

ବାଲେଶ୍ୱର : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ସାର୍ଥା ବଜାରରେ ୧ ଟଙ୍କାକୁ କେନ୍ଦ୍ର କରି ଜଣଙ୍କୁ ହତ୍ୟା କରାଯାଇଛି। ସିଗାରେଟ କିଣାକୁ ନେଇ ଏହି ହତ୍ୟାକାରଣ୍ଡ ହୋଇଥିବା ଜଣାପଡ଼ିଛି। ହତ୍ୟାକାଣ୍ଡକୁ କେନ୍ଦ୍ର…
Read More...

ଦୁନିଆର ସବୁଠାରୁ ମୂଲ୍ୟବାନ ଅଙ୍ଗୁର : ଏକ ଗୁଚ୍ଛର ମୂଲ୍ୟରେ ମିଳିପାରିବ ଦାମୀ କାର

ଆପଣ କେବେ ଲାଲ ଅଙ୍ଗୁର ଖାଇଛନ୍ତି କି? ଏହା ଶୁଣି ପ୍ରଥମେ ଆପଣ ଭାବିବେ ଲାଲ ଅଙ୍ଗୁର କେଉଁଠି ଅଛି। ସାଧାରଣତଃ ଅଙ୍ଗୁରର ରଙ୍ଗ କଳା, ସବୁଜ ହୋଇଥାଏ। ଏହା ସତ ଯେ ଲାଲ ଅଙ୍ଗୁର ମଧ୍ୟ ଅଛି। ମାତ୍ର ଏହା ସହଜରେ ଭାରତରେ…
Read More...

ଜାଣନ୍ତୁ ବେସନର ସ୍ୱାସ୍ଥ୍ୟ ଉପକାରୀ ଗୁଣ

ବିଭିନ୍ନ ପ୍ରକାର ଖାଦ୍ୟପେୟ ପ୍ରସ୍ତୁତ କରିବା ପାଇଁ ବେସନର ବ୍ୟବହାର କରାଯାଇଥାଏ। ଏହାକୁ ବ୍ୟବହାର କରି ପକୁଡ଼ି, ଦୋସା, ଲଡ଼ୁ, ବ୍ୟବଞ୍ଜନ ଆଦି ପ୍ରସ୍ତୁତ କରାଯାଏ। ମାତ୍ର ଆପଣ ହୁଏତ ଜାଣି ନଥିବେ, ବେସନକୁ ବ୍ୟବହାର କରି…
Read More...

ମନସ୍କାମନା ପୂରଣ ଓ କୃପା ପ୍ରାପ୍ତି ପାଇଁ ମହାଶିବରାତ୍ରୀରେ ପ୍ରଭୁଙ୍କୁ ଅର୍ପଣ କରନ୍ତୁ ଏହି ଦ୍ରବ୍ୟ

ମହାଶିବରାତ୍ରୀରେ ପ୍ରଭୁ ଭୋଳାଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ଓ କୃପା ପ୍ରାପ୍ତି ପାଇଁ ଭକ୍ତମାନେ ଖୁବ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନରେ ଭଗବାନ ଶିବଙ୍କୁ ଶ୍ରଦ୍ଧା ଓ ଭକ୍ତିଭାବର ସହ ପୂଜା କଲେ…
Read More...

ସୁଜି ଛଣା ମାଛ

ଆବଶ୍ୟକ ସାମଗ୍ରୀ ମାଛ – ୮ଟି ସୁଜି – ୧କପ ଲଙ୍କା ଗୁଣ୍ଡ - ଅଳ୍ପ ହଳଦୀ ଗୁଣ୍ଡ - ଅଳ୍ପ କଟା ଅଦା – ସାମାନ୍ୟ ଲୁଣ - ଆବଶ୍ୟକ ପରିମାଣରେ ରସୁଣ – ୫ଟି (କଟା) ଅଦା ରସୁଣ ବଟା – ୨ ଚାମଚ ତେନ୍ତୁଳି ବଟା – ୧…
Read More...

ଗୃହର ସୁଖଶାନ୍ତି ସହ ଜଡ଼ିତ ଆପଣଙ୍କ ଏହି ଅଭ୍ୟାସ, ଜାଣନ୍ତୁ କେଉଁ କାର୍ଯ୍ୟ କରିବା ଉଚିତ ଓ ଅନୁଚିତ

ବହୁବାର ଗୃହରେ ବ୍ୟବହାର୍ଯ୍ୟ ସାମଗ୍ରୀ ଏଣେତେଣେ ପଡ଼ିଥିବା, ଅଇଁଠା ଥାଳି ଖାଦ୍ୟ ଖାଇଥିବା ସ୍ଥାନରୁ ଉଠାନହୋଇଥିବା, ଘରର ଅଗଣାରେ ଜୋତା ଚପଲ ସଠିକ ସ୍ଥାନରେ ନରହି ଏଣେତେଣେ ପଡ଼ିଥିବା ଭଳି ଦେଖିଥିବେ। ଏଭଳି କି ଘରକୁ…
Read More...

ପ୍ରଭୁ ଶିବଶଙ୍କରକୁ କେଉଁ କାରଣରୁ ଦୁଦୁରା ଫୁଲ ଓ ଭାଙ୍ଗ ପ୍ରିୟ ଜାଣନ୍ତୁ …..

ପ୍ରଭୁ ଭୋଳାଶଙ୍କରଙ୍କର ପୂଜାର୍ଚ୍ଚନା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଦିନ ହେଉଛି ମହାଶିବରାତ୍ରୀ। ଚଳିତ ବର୍ଷ ଶୁକ୍ରବାର ,ଫେବୃଆରୀ ୨୧ ମହାଶିବରାତ୍ରୀ। ଏହି ଦିନ ପ୍ରଭୁ ଶଙ୍କରକୁ ପ୍ରସନ୍ନ କରିବା ପାଇଁ ଓ ବିଶେଷ କୃପା…
Read More...

କେଶ ଝଡ଼ିବା ଠାରୁ ଆରମ୍ଭ କରି ଗ୍ୟାସଟିକ ଦୂର କରେ : ମହୌଷଧୀ ଲବଙ୍ଗ

ମସଲା ମଧ୍ୟରେ ନିଜର ସୁଗନ୍ଧରେ ଖାଦ୍ୟର ସ୍ୱାଦ ଦ୍ୱିଗୁଣତ କରୁଥିବା ଲବଙ୍ଗର ବହୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ସ୍ୱାଦରେ ସାମାନ୍ୟ ରାଗ ଥିବା ଲବଙ୍ଗର ଦୈନନ୍ଦିିନ ଜୀବନରେ ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟଜନିତ ବହୁ…
Read More...

ମହାଶିବରାତ୍ରୀ ବିଶେଷ ; ଜୀବନର ବିଭିନ୍ନ ସମସ୍ୟାର ସମାଧାନ ପାଇଁ କରନ୍ତୁ ଏହି ଉପାୟ

ବହୁବାର ବ୍ୟକ୍ତିଙ୍କ ଜୀବନରେ ଏଭଳି ପରିସ୍ଥିତ ଆସିଥାଏ, ଯାହା ପାଇଁ ସେ ଖୁବ ଚିନ୍ତିତ, ହତାଶ ଓ ଦୁଃଖୀ ହୋଇଥାଆନ୍ତି। । ଅଧିକ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ମିଳିପାରି ନଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,…
Read More...

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ

ରାୟଗଡ଼ା : ରାୟଗଡ଼ା ଜିଲା ସଦର ଥାନା ଅନ୍ତର୍ଗନ୍ତ କଟିଂଗୁଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ବୁଧବାର ଜଣାପଡ଼ିଛି। ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ମୃତ…
Read More...

ଦୁର୍ଘଟଣାଗ୍ରସ୍ତ ଟ୍ରକ ପାଇଁ ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ ; ସମ୍ବଲପୁର-ଅନୁଗୁଳ ଯାତାୟାତ ଠପ୍‍

ସମ୍ବଲପୁର : ସମ୍ବଲପୁର ଜିଲା ଚାରମାଳ ସିଙ୍ଗଲ ପୋଲ ଉପରେ ଧାନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିରହିଥିବାରୁ ଉତ୍ତ୍ୟକ୍ତଲୋକେ ରାସ୍ତାରୋକ କରିଛନ୍ତି। ଫଳରେ ସମ୍ବଲପୁର- ଅନୁଗୁଳ ମଧ୍ୟରେ ଯାତାୟାତ ଠପ୍‍ ହୋଇଛି।…
Read More...

ଏସସିବି ସଂପ୍ରସାରଣ ପାଇଁ ତୃତୀୟ ପର୍ଯ୍ୟାୟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ

କଟକ : କଟକ ଜିଲାରେ ଏସସିବି ସଂପ୍ରସାରଣ ପାଇଁ ବୁଧବାର ସକାଳେ ତୃତୀୟ ପର୍ଯ୍ୟାୟ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ରାଣୀହାଟଛକ ସ୍ଥିତ ହିନ୍ଦ୍‍ ସିନେମା ହଲ୍‍ ପଛ ପଟ ତାଳଦଣ୍ଡା କେନାଲ ରାସ୍ତାରେ ଏହି ଉଚ୍ଛେଦ କାର୍ଯ୍ୟ…
Read More...

ବୁଲିବାକୁ ଯାଆନ୍ତୁ ମହାଲକ୍ଷ୍ମୀଙ୍କ ଏହି ମନ୍ଦିର: ବର୍ଷଯାକ ଜମେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ବିଭିନ୍ନ ସ୍ଥାନରେ ଥିବା ପ୍ରତ୍ୟେକ ଧାର୍ମିକସ୍ଥଳୀର କିଛି ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଶ୍ରଦ୍ଧାଳୁମାନେ ଭକ୍ତି ଓ ବିଶ୍ୱାସ ସହ ପୂଜାର୍ଚ୍ଚନା କରନ୍ତି। ସେମାନଙ୍କର ମନସ୍କାମନା ପୂରଣ ହେବା ପାଇଁ ମାନସିକ ମଧ୍ୟ…
Read More...

ଭେଣ୍ଡି ନଡ଼ିଆ ମସଲା

ଭେଣ୍ଡି – ୩୦୦ ଗ୍ରାମ ( କଟା ହୋଇଥିବା) ଟମାଟର – ୨ଟି ( କଟା ହୋଇଥିବା) ପିଆଜ – ୧ଟି ( କଟା ହୋଇଥିବା) ରସୁଣ – ୫ଟି ଅଦା - ଅଳ୍ପ ନଡ଼ିଆ – ୧କପ କୋରା ନଡ଼ିଆ - ଅଧ କପ ଜିରା – ୧ ଚାମଚ ଲଙ୍କା ଗୁଣ୍ଡ - ଅଳ୍ପ…
Read More...

ଏହି ଟିପ୍ସ ୧୦ ମିନିଟରେ ଓଠର ଶୁଷ୍କପଣ ଦୂର ସହ ଓଠକୁ କରିଥାଏ ଗୋଲାପି

ଥଣ୍ଡା ସମୟରେ ହେଉ ଅଥବା ଅନେକ ସମୟରେ ବହୁ ଲୋକଙ୍କ ଓଠ ଶୁଷ୍କ ହୋଇଥାଏ। ଏହାସହ ଓଠରେ ଏକ କଳା ରଙ୍ଗର ଆସ୍ତରଣ ରହିବା ଭଳି ମଧ୍ୟ ଅନୁଭବ ହୋଇଥାଏ। ଆପଣ ଯଦି ଏହି ସମସ୍ୟା ପାଇଁ ଚିନ୍ତିତ ତେବେ ଆପଣାନ୍ତୁ ଏଭଳି କିଛି ଉପାୟ…
Read More...

ହସ୍ତରେ ଭୋଜନ କଲେ ଖାଦ୍ୟର ସ୍ୱାଦ ହୋଇଥାଏ ଦ୍ୱିଗୁଣିତ

ଅଧିକାଂଶ ଲୋକେ ଖାଦ୍ୟ ଖାଇବା ସମୟରେ ଚାମଚର ବ୍ୟବହାର କରିଥାଆନ୍ତି। ମାତ୍ର ହାତରେ ଖାଦ୍ୟ ଖାଇବା ଖୁବ ଲାଭଦାୟକ। ଏକ ବିଶେଷ ଅଧ୍ୟୟନରୁ ଜଣାପଡ଼ିଛି, ହାତରେ ଭୋଜନ କରିବା ଦ୍ୱାରା ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ ହୋଇଥାଏ।…
Read More...

ଭାଲେଣ୍ଟାଇନ୍ସ ସପ୍ତାହର ପଞ୍ଚମ ଦିନ ‘ପ୍ରମିଜ୍‍ ଡେ’: ସାଥିଙ୍କୁ କରନ୍ତୁ ଏହି ୫ଟି ପ୍ରମିଜ୍‍

ଫେବୃଆରୀ ମାସ ପ୍ରେମୀ ଯୁଗଳଙ୍କ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ। କାରଣ ଏହି ମାସରେ ହିଁ ପଡ଼ିଥାଏ ଭାଲେଣ୍ଟାଇନ୍ସ ସପ୍ତାହ। ପ୍ରତ୍ୟେକ ଯୁବପିଢି ଏହି ଦିନ ଗୁଡ଼ିକୁ ବେଶ ଉତ୍ସାହର ସହ ଅପେକ୍ଷା କରି ରହିଥାଆନ୍ତି। ଏହି ସପ୍ତାହ…
Read More...

ପ୍ରଭୁ ହନୁମାନଙ୍କ କୃପା ପ୍ରାପ୍ତି ପାଇଁ ମଙ୍ଗଳବାର କରନ୍ତୁ ଏହି ଉପାୟ

ପ୍ରଭୁ ହନୁମାନଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ସେ ନିଜ ଭକ୍ତଙ୍କ ସମସ୍ତ କଷ୍ଟ ଦୂର କରିଥାଆନ୍ତି ବୋଲି କୁହାଯାଏ। ଭକ୍ତି ଓ ଶ୍ରଦ୍ଧାଭାବ ସହ ପ୍ରଭୁଙ୍କୁ ପୂଜା କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଜାଣନ୍ତୁ ଏଭଳି…
Read More...

କେଉଁ କାରଣରୁ ସ୍ୱାସ୍ଥ୍ୟ ପାଇଁ ଭିଟାମିନ ସିର ଆବଶ୍ୟକତା ରହିଛି ଜାଣିଛନ୍ତି କି ?

ଭିଟାମିନ ସି, ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଅଟେ। ମାତ୍ର ଅଧିକାଂଶ ଲୋକେ ଭିଟାମିନ ସି ଅଭାବରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଏହା ଏପରି ଏକ ଭିଟାମିନ ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଆବଶ୍ୟକ ।…
Read More...

ମାଘ ପୂର୍ଣ୍ଣିମାରେ ଏହି ବିଶେଷ ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ

ଧାର୍ମିକ ଶାସ୍ତ୍ର ଅନୁଯାୟୀ, ମାଘ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ବର୍ଣ୍ଣନା କରାଯାଇଛି। ଚଳିତ ବର୍ଷ ଫେବୃଆରୀ ୯ ମାଘ ପୂର୍ଣ୍ଣିମା। ଏହି ଦିନ ବିଭିନ୍ନ ତୀର୍ଥ ସ୍ଥାନରେ ସ୍ନାନ ଓ ଦାନ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି…
Read More...

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅଦାର ଏପରି ବ୍ୟବହାର ବିଷୟରେ ଜାଣିଛନ୍ତି କି ?

ଅଦାର ସେବନ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ। ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ , ଆଣ୍ଟି-ବ୍ୟାକ୍ଟେରିଅଲ ଭଳି ଅନ୍ୟାନ୍ୟ ବହୁ ପୋଷକ ତତ୍ତ୍ୱ ରହିଛି। ଯାହା ଶରୀର ସମ୍ବନ୍ଧିତ କେତେକ ସମସ୍ୟାର ସମାଧାନ କରିବା ସହ ଥଣ୍ଡା ଜନିତ…
Read More...

ଚଟ୍‍ପଟି ଦୋସା

ବିରି – ୪କପ ମୁଗ ଡ଼ାଲି – ୧କପ ବୁଟ ଡ଼ାଲି – ୧କପ ଅଦା - ଅଳ୍ପ ଜିରା – ୧ ଚାମଚ କଞ୍ଚା ଲଙ୍କା – ୪ଟି ଲୁଣ - ଆବଶ୍ୟକ ପରିମାଣରେ ତେଲ - ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ବିରି, ବୁଟ ଡ଼ାଲି,…
Read More...

୫ଟି ସରଳ ଚିନ୍ତାଧାରା ଜୀବନରେ ଆଣିଥାଏ ବୃହତ୍ତ ପରିବର୍ତ୍ତନ

ପ୍ରତ୍ୟେକ ବ୍ୟକ୍ତି ଇଚ୍ଛା କରିଥାଆନ୍ତି ଯେ, ତାଙ୍କ ଜୀବନରେ କୌଣସି ସମସ୍ୟା ନ ଆସୁ। ସର୍ବଦା ଆନନ୍ଦ ଉଲ୍ଲାସରେ ତାଙ୍କ ଜୀବନ ଅତିବାହିତ ହେଉ। ମାତ୍ର ବେଳେବେଳେ ଆମର କେତେକ ଭୁଲ ଯୋଗୁଁ ଜୀବନରେ ବହୁ ସମସ୍ୟା ସୃଷ୍ଟି…
Read More...

ନିୟମିତ ହନୁମାନ ଚାଳିଶା ପାଠ କଲେ ମିଳିଥାଏ ଏହି ସୁଫଳ

ପ୍ରଭୁ ହନୁମାନ ଶୀଘ୍ର ଓ ସରଳ ପୂଜାର୍ଚ୍ଚନାରେ ପ୍ରସନ୍ନ ହୋଇଯାଆନ୍ତି। ପ୍ରଭୁ ଶ୍ରୀରାମଙ୍କ ଭକ୍ତ ହନୁମାନଙ୍କୁ ସଙ୍କଟମୋଚନ କୁହାଯାଏ। ଧାର୍ମିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେଉଁ ବ୍ୟକ୍ତି ନିୟମିତ ହନୁମାନ ଚାଳିସା…
Read More...

ନବୀ ମୁମ୍ବଇରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା କାର୍ଯ୍ୟରେ ୬ଟି ଦମକଳ ଗାଡ଼ି ନିୟୋଜିତ

ମୁମ୍ବଇ : ନବୀ ମୁମ୍ବଇର ସେକ୍ଟର ୪୪ ନେରୁଲ ସୀବୁଡ଼ସର ବହୁ ମସଲା ବିଶିଷ୍ଟ ଏକ ଆପାର୍ଟମେଣ୍ଟରେ ଶନିବାର ସକାଳରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣାସ୍ଥଳରେ ଦମକଳ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ…
Read More...

ଦିଲ୍ଲୀ ବିଧାନସଭା ନିର୍ବାଚନ : ୧୧ଟା ସୁଦ୍ଧା ୬.୯୬% ମତଦାନ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଶନିବାର ପୂର୍ବାହ୍ନ ୧୧ଟା ସୁଦ୍ଧା ୬.୯୬% ମତଦାନ ସାବ୍ୟସ୍ତ ହୋଇଛି। ଏନେଇ ଭାରତୀୟ ନିର୍ବାଚନ କମିଶନ ଅଧିକାରୀ ସୂଚନା…
Read More...

ନଦୀରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ

ପାଟଣା: କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବୈତରଣୀ ନଦୀର ଫୁଲକଁଳେଇ ଖଲି ଚଉପତି ଘାଟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଶନିବାର ଦେଖିବାକୁ ମିଳିଛି । ତାଙ୍କୁ କେହି ହତ୍ୟା କରି ମୃତଦେହକୁ ଏକ…
Read More...

ଗଛରେ ପିଟି ହେଲା ଆମ୍ବୁଲାନ୍ସ, ଚାଳକ ଗୁରୁତର

ନୀଳଗିରି : ବାଲେଶ୍ୱର ଜିଲା ସେରଗଡ଼ ନୀଳଗିରି ଉଦଳା ରାସ୍ତା ଆମ୍ବୁଡ଼ିହା ନିକଟରେ ଗଛରେ ପିଟି ହୋଇ ଶନିବାର ସକାଳେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଆମ୍ବୁଲାନ୍ସ ଚାଳକଙ୍କ ସମେତ ଅନ୍ୟ ଜଣେ ଗୁରୁତର…
Read More...

ଭାଲେଣ୍ଟାଇନ୍ସ ସପ୍ତାହ : ରାଶି ଅନୁଯାୟୀ ନିଜ ସାଥିଙ୍କୁ ଦିଅନ୍ତୁ ଏହି ରଙ୍ଗର ଗୋଲାପ

ପ୍ରେମ ବାସ୍ତବରେ ଏକ ଭିନ୍ନ ଅନୁଭବ ବୋଲି କୁହାଯାଏ। ଭାଲେଣ୍ଟାଇନ୍ସ ଡ଼େ (ପ୍ରେମ ପାଇଁ ଦିନ ଟିଏ), ପ୍ରତ୍ୟେକ ପ୍ରେମୀ ଯୁଗଳଙ୍କ ପାଇଁ ଏହି ଦିନ ଗୁଡ଼ିକ ଖୁବ ମହତ୍ତ୍ୱପୂର୍ଣ୍ଣ। ଆଜି ରୋଜ୍‍ ଡ଼େ ଠାରୁ ଭାଲେଣ୍ଟାଇନ୍ସ…
Read More...

ଭାଲେଣ୍ଟାଇନ୍ସ ସପ୍ତାହ : ନିଜ ସାଥିଙ୍କୁ ଦିଅନ୍ତୁ ନାହିଁ ଏହି ଉପହାର

ଆଜି ହେଉଛି ଫେବୃଆରୀ ୭, ରୋଜ ଡ଼େ ( ଗୋଲାପ ଦିବସ)। ଆଜି ଠାରୁ ହିଁ ଭାଲେଣ୍ଟାଇନ୍ସ ସପ୍ତାହ ଆରମ୍ଭ। ଭାଲେଣ୍ଟାଇନ୍ସ ଡ଼େ (ପ୍ରେମ ପାଇଁ ଦିନ ଟିଏ), ପ୍ରତ୍ୟେକ ପ୍ରେମୀ ଯୁଗଳ ଏହି ଦିନ କାମନା କରିଥାଆନ୍ତି ଯେ, ସେମାନଙ୍କ…
Read More...

ଭାଲେଣ୍ଟାଇନ୍ସ ସପ୍ତାହ : ବିଭିନ୍ନ ରଙ୍ଗ ଗୋଲାପର ଭିନ୍ନ ଅର୍ଥ

ପ୍ରେମୀ ଯୁଗଳଙ୍କ ପାଇଁ ଫେବୃଆରୀ ମାସ ଖୁବ ମହତ୍ତ୍ୱପୂର୍ଣ୍ଣ। ଏହି ମାସରେ ହିଁ ଆରମ୍ଭ ହୋଇଥାଏ ଭାଲେଣ୍ଟାଇନ୍ସ ସପ୍ତାହ। ଯେଉଁ କାରଣରୁ ପ୍ରେମୀଯୁଗଳ ଏହାକୁ ବେଶ ଖୁସିର ସହ ଅପେକ୍ଷା କରି ରହିଥାଆନ୍ତି। ୭ ଫେବୃଆରୀ ରୁ…
Read More...

ଭଙ୍ଗାଗଲା ରଙ୍ଗଶାଳା

ଯାଜପୁର: ବହୁଚର୍ଚ୍ଚିତ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ୩ ମାସ ବିତିସାରିଛି। ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଥିବା ଗେଷ୍ଟହାଉସ ବା ରଙ୍ଗଶାଳକୁ ପ୍ରଶାସନ ନିଜ ହାତକୁ ନେବା ସହ ଆଜି ଏହାକୁ ଭଙ୍ଗା…
Read More...

ଶିମିଳିପାଳ ଅଭୟାରଣ୍ୟରେ ଗଳିତ ମୃତଦେହ ଠାବ

ଖୁଣ୍ଟା : ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଡୁକୁରା ବନ୍ୟ ପ୍ରାଣୀ ରେଞ୍ଜ ଅଧୀନ ଶିମିଳିପାଳ ଅଭୟାରଣ୍ୟରେ ଏକ ଗଳିତ ମୃତଦେହ ଠାବ ହୋଇଛି । ଗତ ଗୁରୁବାର ଏନେଇ  ସୂଚନା ପାଇ ବନ କର୍ମଚାରୀ ସାଂଜ କଂପାର୍ଟମେଂଟ…
Read More...

ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥ ବାମପଦା ଛକରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ…
Read More...

୯ ଯାଏଁ ଓଡ଼ିଶାରେ ବର୍ଷା ; ୧୦ ରୁ ବଢିପାରେ ଶୀତ

ଭୁବନେଶ୍ୱର : ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୯ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ। ଏହାସହ ୧୦ ରୁ ଶୀତ ବଢିବ ବୋଲି ଜଣାପଡ଼ିଛି। ୧୦ ତାରିଖ ପରେ ବିଶେଷ କରି ରାତି ସମୟରେ ତାପମାତ୍ରା ୩ ରୁ ୫ଂ…
Read More...

ମନରସାଥୀ ପାଇଁ ଭେଟି ଦିଅନ୍ତୁ ହୃଦୟସ୍ପର୍ଶୀ ଉପହାର

ଭଲ ପାଇବାର ଦିନ ଭ୍ୟାଲେନଟାଇନ ଡ଼େ। ପ୍ରେମ ପାଇଁ ଏହା ଦିନଟିଏ। ଯୁବପିଢୀ ପାଇଁ ଏହି ଦିନଟି ଖୁବ ମହତ୍ତ୍ୱପୂର୍ଣ୍ଣ। ସେମାନେ ଏହାକୁ ବେଶ ଖୁସିର ସହ ପାଳନ କରିବା ସହ ପରସ୍ପରକୁ ଉପହାର ମଧ୍ୟ ଦେଇଥାଆନ୍ତି। ମାତ୍ର କେବଳ…
Read More...

ଧନ ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଉପାୟ

ସଭିଏଁ ଇଚ୍ଛା କରିଥାଆନ୍ତି, ସେମାନଙ୍କ ଧନ ସମ୍ପତ୍ତି ବୃଦ୍ଧି ହେବା ସହ ଆଶାନୁରୂପକ ସଞ୍ଚୟ ହୋଇପାରୁ। ଟଙ୍କା ସଞ୍ଚୟ ତଥା ରୋଜଗାର କରିବା ପାଇଁ ସମସ୍ତେ ପରିଶ୍ରମ ମଧ୍ୟ କରିଥାଆନ୍ତି। ଶାସ୍ତ୍ରରେ ଧନସମ୍ପତ୍ତି ବୃଦ୍ଧି…
Read More...

ପ୍ରଭୁ ହନୁମାନଙ୍କୁ ପ୍ରସନ୍ନ କରିବାର ସରଳ ଉପାୟ

ଧାର୍ମିକ ମାନ୍ୟତା ଅନୁଯାୟୀ, ମଙ୍ଗଳବାର ଦିନ ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ପ୍ରଭୁ ହନୁମାନଙ୍କୁ ସମର୍ପିତ ଅଟେ। ଏହି ଦିନ ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ପ୍ରଭୁ…
Read More...

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ନବରଙ୍ଗପୁର : ନବରଙ୍ଗପୁର ଜିଲାର ଢୋବ୍ରା ହାଇସ୍କୁଲ ସମ୍ମୁଖ ରାସ୍ତାକଡ଼ରୁ ମଙ୍ଗଳବାର ବାଇକ ସହ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ପାରିପାଶ୍ୱର୍ିକ ସ୍ଥିତିରୁ ଯୁବକଙ୍କୁ ହତ୍ୟା…
Read More...

ବସକୁ ଧକ୍କା ଦେଲା ଟ୍ରକ ; ୫ ଆହତ

ସମ୍ବଲପୁର : ସମ୍ବଲପୁର ଜିଲା ବୁର୍ଲାସ୍ଥିତ କଟାପାଲି ଛକରେ ମଙ୍ଗଳବାର ଏକ ଟ୍ରକ ଯାତ୍ରୀବାହୀ ବସକୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।…
Read More...

ବାଲେଶ୍ୱର ଗସ୍ତରେ ଡ଼ିଜିପି ଅଭୟ

ବାଲେଶ୍ୱର : ବାଲେଶ୍ୱରରେ ‘ମୋ ସରକାର’ ଓ ୫ଟି କାର୍ଯ୍ୟକାରିତା ନେଇ ଡ଼ିଜିପି ଅଭୟ ମଙ୍ଗଳବାର ସମୀକ୍ଷା କରିବେ। ପୂର୍ବାଞ୍ଚଳ ରେଞ୍ଜ ଅନ୍ତର୍ଗତ ୩ଟି ଜିଲାର ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବେ। ଏହି ସମୀକ୍ଷା ବୈଠକରେ…
Read More...

ସିଟି ହସ୍ପିଟାଲ ଦାବି ନେଇ ଆଜି ପୁଣି ବରଗଡ଼ରେ ବନ୍ଦ ପାଳନ

ବରଗଡ଼ : ବରଗଡ଼ରେ ସିଟି ହସ୍ପିଟାଲ ଦାବି ନେଇ ସହରବାସୀ ଆଜି ଦ୍ୱିତୀୟ ଦିନରେ ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଥିବା ବେଳେ ବନ୍ଦ ପ୍ରଭାବରେ ଆଜି ମଧ୍ୟ ସହରର ସମସ୍ତ…
Read More...

୧୯ରୁ ମାଟ୍ରିକ ପରୀକ୍ଷା : ପରୀକ୍ଷା ଦେବେ ୫ଲକ୍ଷ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ

କଟକ : ଚଳିତ ବର୍ଷ ଫେବୃଆରୀ ୧୯ରେ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ଏଥର ୫ଲକ୍ଷ ୬୦ ହଜାର ୮୯୧ ଜଣ ଛାତ୍ରଛାତ୍ରୀ ୨,୮୮୮ ଟି କେନ୍ଦ୍ରରେ ପରୀକ୍ଷା ଦେବେ। ଏଥିପାଇଁ ୩୦୭ଟି ନୋଡ଼ାଲ ସେଣ୍ଟର କରାଯାଇଥିବା ଜଣାପଡ଼ିଛି।…
Read More...

ବିଶ୍ୱ କର୍କଟ ଦିବସ : କର୍କଟ ମୁକ୍ତ ରହିବାକୁ ସରଳ ସ୍ୱାସ୍ଥ୍ୟ ଉପକାରୀ ଉପାୟ

ଫେବୃଆରୀ ୪, ବିଶ୍ୱ କର୍କଟ ଦିବସ । କର୍କଟ ରୋଗରେ ପୀଡ଼ିତ ବ୍ୟକ୍ତି ଜୀବନ ଯୁଦ୍ଧରେ ଜିତିବା ସହଜ ନହେଲେ ମଧ୍ୟ କେତେକ ଏହା ସହ ଲଢିବା ପାଇଁ ସଂଘର୍ଷ କରିଥାଆନ୍ତି, ହାର ମାନି ନଥାଆନ୍ତି। ଏହା ସତ୍ୟ ଯେ ବର୍ତ୍ତମାନ ଯାଏଁ…
Read More...

ସିଟି ହସ୍ପିଟାଲ ଦାବିରେ ବରଗଡରେ ତେଜିଲା ଆନ୍ଦୋଳନ ; ପୁଲିସ- ଜନତା ମୁହାଁମୁହିଁ

ବରଗଡ଼ : ବରଗଡ ସହରରେ ସହରବାସୀଙ୍କ ଦ୍ୱାରା ସିଟି ହସ୍ପିଟାଲ ଦାବିରେ ହେଉଥିବା ଆନ୍ଦୋଳନ ଧିରେ ଧିରେ ତେଜିବାରେ ଲାଗିଛି। ପୁରୁଣା ହସ୍ପିଟାଲରେ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ ହେବା ପରେ…
Read More...

ପୁରୀରେ ପୁଣି ଉଚ୍ଛେଦ ଆରମ୍ଭ

ପୁରୀ : ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଚତୁଃପାର୍ଶ୍ଵର ସୌନ୍ଦର୍ୟ୍ୟକରଣ ପାଇଁ ୭୫ ମିଟରରେ ପୁଣି ଉଚ୍ଛେଦ ପ୍ରକ୍ରିୟା ସୋମବାର ଆରମ୍ଭ ହୋଇଛି। ଆଜି ଖଜାପତି ଅଞ୍ଚଳର ବାଲିସାହିରେ ଥିବା ନୃସିଂହଆଚାରୀ ମଠର ଉଚ୍ଛେଦ…
Read More...

ରାଜଧାନୀରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଲକ୍ଷ୍ମୀସାଗରର ଷ୍ଟେସନ ବଜାର ଅଞ୍ଚଳରେ ଥିବା ଦୁଇଟି ଘରେ ଲକ୍ଷ୍ମୀସାଗର ଥାନା ପୁଲିସ ଓ ସ୍ୱତନ୍ତ୍ର ସ୍କ୍ୱାଡ଼ ମିଳିତ ଭାବେ ଚଢାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଛି।…
Read More...

ପରିବା ତୋଳିବା ପାଇଁ ଯାଇ ହାତୀ ଆକ୍ରମଣର ଶିକାର ହେଲେ ମହିଳା

ଢେଙ୍କାନାଳ : ପରିବା ତୋଳିବାକୁ ଯାଇ ସୋମବାର ଜଣେ ମହିଳା ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ସଦର ରେଞ୍ଜ ବନାଞ୍ଚଳ ଚାଉଳିଆ ଗାଁରେ ଘଟିଛି। ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ମହିଳା…
Read More...

ପାନୀୟ ଜଳ ଦାବିରେ ମହିଳାଙ୍କ ରାସ୍ତାରୋକ ; ଗମନାଗମନ ପ୍ରଭାବିତ

ଢେଙ୍କାନାଳ : ପାନୀୟ ଜଳ ପାଇଁ ମହିଳାମାନେ ହାତରେ ଗରା ବାଲଟି ଧରି ସୋମବାର ରାସ୍ତାକୁ ଓହ୍ଲାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲାର ୯ ନମ୍ବର ୱାର୍ଡ଼ ଫଟାବନ୍ଧ ନିକଟରେ ଦେଖିବାକୁ ମିଳିଛି। ପାନୀୟ ଜଳ…
Read More...

ପୋଖରୀରୁ ଗଳିତ ମୃତଦେହ ଉଦ୍ଧାର

କଟକ : କଟକ ଜିଲା ବୈଦେଶ୍ୱର ଥାନା ଅନ୍ତର୍ଗତ ଅନୁଆରି ଗାଁ ପୋଖରୀରୁ ସୋମବାର ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତିଙ୍କ ପରିଚୟ ଏଯାବତ୍‍ ମିଳିପାରି ନାହିଁ। ତାଙ୍କର ମୃତ୍ୟୁର କାରଣ ମଧ୍ୟ…
Read More...

ତେଜରାତି ଦୋକାନରେ ଅଗ୍ନିକାଣ୍ଡ ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ରାଉରକେଲା : ରାଉରକେଲାର ପାନପୋଷ ହକି ଛକରେ ସୋମବାର ଏକ ତେଜରାତି ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହେବା ସହ ବହୁ କ୍ଷୟକ୍ଷତି ହୋଇଛି। ହକି ଛକରେ ଥିବା ଦୀନବନ୍ଧୁ…
Read More...

୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ ଓଡ଼ିଶାରେ ୨୪ ଘଣ୍ଟାରେ ବର୍ଷା ହେବାର ସମ୍ଭାବନା ରହିଛି। ୮ଟି ଜିଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ସୁନ୍ଦରଗଡ଼ ବର୍ଷା ସହ ରାୟଗଡ଼ା,…
Read More...

ସିଟି ହସ୍ପିଟାଲ ଦାବିରେ ବରଗଡରେ ବନ୍ଦ ପାଳନ; ସହରରେ ଉତ୍ତେଜନା

ବରଗଡ଼ : ବରଗଡ ସହରବାସୀ ସିଟି ହସ୍ପିଟାଲ ଦାବିରେ ସୋମବାର ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନ ଫଳରେ ସହରରେ ଉତ୍ତେଜନା ସୃଷ୍ଟି ହେବା ସହ ଜିଲା ମୁଖ୍ୟ ମେଡ଼ିକାଲ ସମ୍ମୁଖରେ ସହରବାସୀ ଏହି ଆନ୍ଦୋଳନ କରିଛନ୍ତି। ଖବର ପାଇ ବରଗଡ଼…
Read More...

ବିଷ ପିଇ ମହିଳାଙ୍କ ମୃତ୍ୟୁ

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅନ୍ତର୍ଗତ ବଣତାଳପଦା ଗ୍ରାମର ଜଣେ ମହିଳା ବିଷପିଇ ରବିବାର ମୄତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ଉକ୍ତ ଗ୍ରାମର ଜୁଇମଣି ବେହେରା(୫୫) । ଖବର ପାଇ ବଡସାହି ପୁଲିସ…
Read More...

ଝାଉଁ ବଣରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଜଗତସିଂହପୁର : ଜଗତସିଂହପୁର ଜିଲା ଅନ୍ତର୍ଗତ ପାରାଦୀପ ସମୁଦ୍ର କୂଳ ଝାଉଁ ଜଙ୍ଗଲରୁ ରବିବାର ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ନୂଆବଜାର ହରିବୋଲିଆ ମଠ ନିକଟସ୍ଥ ପ୍ରମୋଦ କାମିଲା…
Read More...

ଝାଡ଼ାବାନ୍ତିରେ ୨୫ ରୁ ଅଧିକ ଆକ୍ରାନ୍ତ

କୋରାପୁଟ : କୋରାପୁଟ ଜିଲା ଜୟପୁର ଅନ୍ତର୍ଗତ ବୈପାରୀଗୁଡ଼ା କୁରୁକୁଟି ଗାଁରେ ଝାଡ଼ାବାନ୍ତିରେ ୨୫ ରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବା ରବିବାର ଜଣାପଡ଼ିଛି। ସେମାନଙ୍କୁ ବୈପାରୀଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।…
Read More...

୬ ଘଣ୍ଟାର ପରିଶ୍ରମ ପରେ ପାହାଡ଼ ଖାଲରୁ ଉଦ୍ଧାର ହେଲା ହାତୀ

ଗଞ୍ଜାମ: ଦୀର୍ଘ ୬ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରିବା ପରେ ରବିବାର ଖାଲରୁ ଉଦ୍ଧାର ହେଲା ମାଈ ହାତୀ। ଗଞ୍ଜାମ ଜିଲା ଅନ୍ତର୍ଗତ ଅଲାରିଗଡ଼ ନିକଟ ଜେନାଖୋଲ ପାହାଡ଼ ଖାଲରେ କୋଣସି କାରଣବଶତଃ ମାଈ ହାତୀଟି ଖସିପଡ଼ିଥିଲା।…
Read More...

ଯୋଡ଼ାମ୍ବ ଓ ପଣସପୁଟ ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର

ମାଲକାନଗିରି : ମାଲକାନଗିରି ଜିଲା ଅନ୍ତର୍ଗତ ଯୋଡ଼ାମ୍ବ ଓ ପଣସପୁଟ ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଥିବା ରବିବାର ଜଣାପଡ଼ିଛି। ବିଭିନ୍ନ ସ୍ଥାନରେ ଚେତାବନୀ ବନାମ ସଚେତନତାର ପୋଷ୍ଟର ଲାଗିଥିବା ସହ ପୁଲିସ…
Read More...

ଜାଲରେ ଫସିଲା କୁମ୍ଭୀର, ମିଳିଲା ୧୦ରୁ ୧୫ କେଜି ସୁନା

ବାଲେଶ୍ୱର : ବାଲେଶ୍ୱର ଜିଲାରେ ମାଲୁଆଙ୍କ ଜାଲରେ ରବିବାର ପଡ଼ିଛି ଏକ କୁମ୍ଭୀର। ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ମାଲୁଆଙ୍କ ଜାଲରେ ମାଛ ବଦଳରେ କୁମ୍ଭୀରଟି ପଡ଼ିଯାଇଛି। କୁମ୍ଭୀରଟିର ଲମ୍ବ ପ୍ରାୟ ୩ ଫୁଟ ହେବ…
Read More...

ତିନିକୋଶିଆ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଜବତ

ନୀଳଗିରି/ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି-କପ୍ତିପଦା ପୂର୍ତ୍ତ ରାସ୍ତାର ସଜନାଗଡ଼ ସ୍ଥିତ ତିନିକୋଶିଆ ଜଙ୍ଗଲରେ ରବିବାର ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ଜଣଙ୍କ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା…
Read More...

ମାଲକାନଗିରିରେ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି। ରବିବାର ଆନ୍ଧ୍ର-ଛତିଶଗଡ ଶେଷ ସିମା ମୋଟୁ ତ୍ରିବେଣୀ ସଙ୍ଗମ ଚିନା ଗୋଦାବରୀ ନଦୀ କୂଳରେ ପାରମ୍ପରିକ ରୀତିନୀତିରେ…
Read More...

ପୋଖରୀରେ ବୁଡ଼ି ନାବାଳକ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ପାଳପୁର ଗାଁରେ ରବିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ପାଳପୁର ଗାଁର ଜଣେ ନାବାଳକ ଡ଼ମ୍ବରୁଧର ଦାସଙ୍କ (୧୬)ଙ୍କ ମୃତ୍ୟୁ ହୋଇଛି। ଡ଼ମ୍ବରୁଧର ପୋଖରୀକୁ ମାଛ ଧରିବାକୁ…
Read More...

ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅନ୍ତର୍ଗତ ବଡ଼ସାହି-ଡୁକୁରା ରାସ୍ତାର ଆମ୍ବଡାଳି ନିକଟରେ ଶନିବାର ରାତିରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଯାତ୍ରା ଦରବାରର ମାଲିକଙ୍କ ଭାଇ ଓ ମ୍ୟାନେଜରଙ୍କ ନିକଟରୁ ୭୦…
Read More...

ପିଆଜ ଚୋପାର ଏପରି ବ୍ୟବହାର ବିଷୟରେ ଜାଣିଛନ୍ତି କି ?

ପିଆଜ ଏପରି ଏକ ଖାଦ୍ୟ ଜିନିଷ ଯାହାକୁ ବ୍ୟଞ୍ଜନ ପ୍ରସ୍ତୁତ ପାଇଁ ଏହାସହ କେଶ ଓ ତ୍ୱଚା ପାଇଁ ମଧ୍ୟ ବ୍ୟବହାର କରାଯାଏ। ପିଆଜ ଖାଇବା ଦ୍ୱାରା ଆମ ଶରୀରକୁ ଖୁବ ଲାଭ ମିଳିଥାଏ ବୋଲି ସଭିଏଁ ଜାଣନ୍ତି। ଏହାର ସେବନ କରିବା…
Read More...

ଲୁଟେରା ଗ୍ୟାଙ୍ଗ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଲୁଟ ଘଟଣାର ପୁଲିସ ପର୍ଦ୍ଦାଫାଶ କରିବା ସହ ଶନିବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଲୁଟରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ସେଠ, ରାଜୀବ ପାତ୍ର, ଆଶୁତୋଷ…
Read More...

ବାଙ୍ଗିରିପୋଷି ହତ୍ୟା ଘଟଣାର ପର୍ଦ୍ଦାଫାଶ, ମୁଖ୍ୟ ଅଭିଯୁକ୍ତ ଗିରଫ

ବାରିପଦା : ବାଙ୍ଗିରିପୋଷି ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିବା ସହ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି। ସୂଚନା ଯୋଗ୍ୟ, ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଧିନ…
Read More...

ବଜେଟ ୨୦୨୦-୨୧ : ୬ ଲକ୍ଷ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସ୍ମାର୍ଟ ଫୋନ

ନୂଆଦିଲ୍ଲୀ : ଆଜି ବଜେଟ ୨୦୨୦-୨୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ୨ୟ ବଜେଟ ଉପସ୍ଥାପନ ଜାରି ରଖିଛନ୍ତି। ଅର୍ଥମନ୍ତ୍ରୀ ବଜେଟର ଭାଷଣରେ ମାଛ ଚାଷ ଠାରୁ ଆରମ୍ଭ…
Read More...

ଯୌତୁକ ଦେଲେନି ଯୁବକ , ଭାଙ୍ଗିଲା ବାହାଘର

ହରିଦ୍ୱାର :  ଯୌତୁକ ପାଇଁ ଯୁବତୀଙ୍କ ବାହାଘର ଭାଙ୍ଗିଗଲା। ଏଭଳି କଥା ଆପଣ ବହୁବାର ଶୁଣିଥିବେ। ମାତ୍ର ଶୁକ୍ରବାର ହରିଦ୍ୱାର ରୁଡ଼କୀର ଗଙ୍ଗନହର କୋତବାଲୀରେ ଏହାର ଠିକ ବିପରୀତ ଘଟଣା ଦେଖିବାକୁ ମିଳିଛି। ଯୁବକ ପକ୍ଷଙ୍କୁ…
Read More...

ଏପରି କରନ୍ତୁ ମାଘ ସପ୍ତମୀରେ ପ୍ରଭୁ ସୂର୍ଯ୍ୟଦେବତାଙ୍କ ପୂଜାର୍ଚ୍ଚନା

ମାଘ ସପ୍ତମୀ ହେଉଛି ପ୍ରଭୁ ସୂର୍ଯ୍ୟଦେବଙ୍କ ଉପାସନାର ପର୍ବ। ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ଦିନ ପ୍ରଭୁ ଭାସ୍କରଙ୍କ ସାଧନା, ଆରାଧନା କରିବା ଦ୍ୱାରା ଅକ୍ଷୟ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ। ନିଷ୍ଠାର ସହ ପୂଜାର୍ଚ୍ଚନା…
Read More...

ସିଏଏକୁ ସମର୍ଥନ କରି ଯାଜପୁରରେ ବଜରଙ୍ଗ ଦଳ ପକ୍ଷରୁ ବାଇକ ଯାତ୍ରା

ଯାଜପୁର: ସିଏଏକୁ ସମର୍ଥନ କରି ଯାଜପୁର ନଗର ବଜରଙ୍ଗ ଦଳ ପକ୍ଷରୁ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରା ଶନିବାର ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ସଂସଦ ଦ୍ୱାରା ଗତ ଶୀତକାଳୀନ ଅଧିବେଶନରେ ନାଗରିକତା ସଂଶୋଧନ ଆଇନକୁ…
Read More...

ମାଘ ସପ୍ତମୀ : ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ମାଘ ସପ୍ତମୀ। ଏହି ଅବସରରେ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଚନ୍ଦ୍ରଭାଗାରେ ବ୍ୟାପକ ପୁଲିସ ଫୋର୍ସ ମଧ୍ୟ ମୁତୟନ…
Read More...

ଯାଜପୁରରେ ଜିଲା ଉନ୍ନୟନ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

ଯାଜପୁର: ଯାଜପୁର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଜିଲା ଉନ୍ନୟନ ସମନ୍ୱୟ ଓ ପର୍ୟ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ଇଞ୍ଜେକସନ ନେବା ପରେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟଲୋକଙ୍କ ରାସ୍ତାରୋକ

ଯାଜପୁର : ଇଞ୍ଜେକସନ ନେବା ପରେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ଯାଜପୁର ଜିଲା ଅଟୀରାମହମ୍ମଦ ପୁର ଗ୍ରାମର ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବା ସହ ଏହାର ପ୍ରତିବାଦ କରି ସ୍ଥାନୀୟଲୋକେ ଶୁକ୍ରବାର ରାସ୍ତାରୋକ…
Read More...

ମଦ ବେପାରୀଙ୍କୁ କାନ ଧରି ଉଠ୍‍ବସ୍‍ କରାଇଲେ ମହିଳା

ସୋର : ବାଲେଶ୍ୱର ଜିଲା ସୋର ଥାନା ସବିରା ପଞ୍ଚାୟତ ଅନ୍ତର୍ଗତ ବାଉଁଶଖୁଣ୍ଟା ଗ୍ରାମରେ ଶୁକ୍ରବାର ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନେ ମଦ ବେପାରୀଙ୍କୁ କାନ ଧରି ଉଠ୍‍ବସ୍‍ କରାଇଛନ୍ତି। ମହିଳାମାନେ ମଦ ନଷ୍ଟ କରିବା ସହ…
Read More...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭିନ୍ନ ପ୍ରକଳ୍ପର କଲେ ଶୁଭ ଉଦଘାଟନ

କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁରର ମିନି ଷ୍ଟାଡ଼ିୟମରେ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପହଞ୍ଚି ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଶୁଭ ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ…
Read More...

କନ୍ଧମାଳରେ ‘କରୋନା’ ଆତଙ୍କ, ଡ଼ାକ୍ତରୀ ଛାତ୍ର ଆକ୍ରାନ୍ତ ହୋଇଥିବା ସନ୍ଦେହ

କନ୍ଧମାଳ : କନ୍ଧମାଳର ଫୁଲବାଣୀରେ ‘କରୋନା’ ଆତଙ୍କ ସୃଷ୍ଟି ହୋଇଛି। ଚୀନରେ ଡ଼ାକ୍ତରୀ ପାଠ ପଢୁଥିବା ଜଣେ ଛାତ୍ର ଏଥିରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସୂଚନା ଯୋଗ୍ୟ, ଉକ୍ତ ଛାତ୍ର ଜଣଙ୍କ ଚୀନରେ ଡ଼ାକ୍ତରୀ ପାଠ…
Read More...

ଅଜଣା ଗାଡ଼ି ଧକ୍କାରେ ୨ ମୃତ , ଜଣେ ଗୁରୁତର

ବାଲେଶ୍ୱର/ସୋର : ବାଲେଶ୍ୱର ଜିଲା ଅନ୍ତର୍ଗତ ଜାତୀୟ ରାଜପଥ ଛଅପୋଲିଆ ଠାରେ ଶୁକ୍ରବାର ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ସମେତ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଦୁର୍ଘଟଣାରେ…
Read More...

ଘର ସହ ଜଳିଗଲେ ଯୁବକ

ଗଞ୍ଜାମ : ଗଞ୍ଜାମ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଶୁକ୍ରବାର ଜଣାପଡ଼ିଛି। ଘର ସହ ଜଣେ ଯୁବକ ଜିଅନ୍ତା ଜଳିଯାଇଛନ୍ତି। ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଯିବାରୁ ଏଭଳି ଅଘଟଣ ଘଟିଥିବା ନେଇ ଜଣାପଡ଼ିଛି।…
Read More...