www.samajalive.in
Thursday, December 11, 2025
23.1 C
Bhubaneswar

୫ଟି ସରଳ ଚିନ୍ତାଧାରା ଜୀବନରେ ଆଣିଥାଏ ବୃହତ୍ତ ପରିବର୍ତ୍ତନ

ପ୍ରତ୍ୟେକ ବ୍ୟକ୍ତି ଇଚ୍ଛା କରିଥାଆନ୍ତି ଯେ, ତାଙ୍କ ଜୀବନରେ କୌଣସି ସମସ୍ୟା ନ ଆସୁ। ସର୍ବଦା ଆନନ୍ଦ ଉଲ୍ଲାସରେ ତାଙ୍କ ଜୀବନ ଅତିବାହିତ ହେଉ। ମାତ୍ର ବେଳେବେଳେ ଆମର କେତେକ ଭୁଲ ଯୋଗୁଁ ଜୀବନରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ୫ଟି ସରଳ ଚିନ୍ତାଧାରା ଜୀବନରେ ଆଣିଥାଏ ବୃହତ୍ତ ପରିବର୍ତ୍ତନ। ଜାଣନ୍ତୁ …….
– ଜୀବନରେ ଥିବା ବାଧା ଦୂର ପାଇଁ ଆଳସ୍ୟ ତ୍ୟାଗ କରନ୍ତୁ।
– ଭୁଲ ବିଚାରଧାରାରେ ପ୍ରଭାବିତ ହୁଅନ୍ତୁ ନାହିଁ। ନକରାତ୍ମକ ବିଚାର ଦ୍ୱାରା ସଫଳତାର ମାର୍ଗ ଠାରୁ ଲକ୍ଷ୍ୟ ଦୂରେଇ ଯାଇଥାଏ।
– କ୍ରୋଧ ମନୁଷ୍ୟର ବଡ଼ ଶତ୍ରୁ। କୌଣସି କାର୍ଯ୍ୟ କ୍ରୋଧରେ କରନ୍ତୁ ନାହିଁ। ଏହା ପରବର୍ତ୍ତୀ ସମୟରେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ।
– ଅଧିକ ଚିନ୍ତା କରିବା ଦ୍ୱାରା ମାନସିକ ଦୁଶ୍ଚିତା ବୃଦ୍ଧି ପାଇବା ସହ ମସ୍ତିଷ୍କ ଉପରେ କୁପ୍ରଭାବ ପଡ଼ିଥାଏ। ତେଣୁ ଯଥାସମ୍ଭବ ଚିନ୍ତା ନକରିବା ପାଇଁ ଚେଷ୍ଟା କରନ୍ତୁ।
– ଇର୍ଷା ମନୁଷ୍ୟର ସୁଖଶାନ୍ତି ନଷ୍ଟ କରି ଦେଇଥାଏ। ତେଣୁ ଆଦୌ ଅନ୍ୟକୁ ଇର୍ଷା କରନ୍ତୁ ନାହିଁ।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories