www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରଭୁ ହନୁମାନଙ୍କ କୃପା ପ୍ରାପ୍ତି ପାଇଁ ମଙ୍ଗଳବାର କରନ୍ତୁ ଏହି ଉପାୟ

ପ୍ରଭୁ ହନୁମାନଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ସେ ନିଜ ଭକ୍ତଙ୍କ ସମସ୍ତ କଷ୍ଟ ଦୂର କରିଥାଆନ୍ତି ବୋଲି କୁହାଯାଏ। ଭକ୍ତି ଓ ଶ୍ରଦ୍ଧାଭାବ ସହ ପ୍ରଭୁଙ୍କୁ ପୂଜା କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଜାଣନ୍ତୁ ଏଭଳି କେତେକ ସହଜ ଉପାୟ ବିଷୟରେ ଯାହା ଦ୍ୱାରା ପ୍ରଭୁଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ…….
– ଯଦି ଆପଣ ବାରମ୍ବାର ରୋଗ ଗ୍ରସ୍ତ ହେଉଛନ୍ତି, ତେବେ ଏକ ପାତ୍ରରେ ଜଳ ରଖି ପ୍ରଭୁ ହନୁମାନଙ୍କ ପ୍ରତିମା ସମ୍ମୁଖରେ ରଖନ୍ତୁ ହନୁମାନଙ୍କ ମନ୍ତ୍ର ଜପ କରନ୍ତୁ। ଏହାପରେ ସେହି ଜଳକୁ ପାନ କରନ୍ତୁ। ଏପରି ଲଗାତାର ୨୧ ଦିନ କରିବା ଦ୍ୱାରା ଆପଣଙ୍କୁ ରୋଗରୁ ମୁକ୍ତି ମିଳିବ।
– ଅନ୍ଧାର କିମ୍ବା ନକରାତ୍ମକ ଶକ୍ତି ପ୍ରଭାବରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ସକାଳେ ୧୦୮ଥର ‘ ଓଁ ହଂ ହନୁମନ୍ତେ ନମଃ’ ମନ୍ତ୍ର ଜପ କରନ୍ତୁ।
– ପ୍ରତି ମଙ୍ଗଳବାର ଓ ଶନିବାର ପ୍ରଭୁ ହନୁମାନଙ୍କ ମନ୍ଦିରକୁ ଯାଇ ଗୁଡ଼, ଚଣା ଭୋଗ କରନ୍ତୁ। ଏଭଳି ୨୧ ଦିନ ଲଗାତାର କରିବା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବା ସହ ସୁଖଶନ୍ତି ପ୍ରାପ୍ତି ହୋଇଥାଏ।
– ପ୍ରତି ମଙ୍ଗଳବାର ପ୍ରଭୁଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ଦ୍ୱାରା ଶନିଙ୍କ କୁପ୍ରଭାବ ପଡ଼ିନଥାଏ ବୋଲି କୁହାଯାଏ। ଏହିଦିନ ଆମିଷ ଓ ନିଶାଦ୍ରବ୍ୟର ସେବନ କରନ୍ତୁ ନାହିଁ।
– ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ।
– ଏହା ସହ ପ୍ରତି ଶନିବାର ସୁନ୍ଦରାକାଣ୍ଡ ପାଠ କରିବାକୁ ଚେଷ୍ଟା କରନ୍ତୁ।

Hot this week

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

Related Articles

Popular Categories