ଜାଣନ୍ତୁ କେଉଁ ଦ୍ରବ୍ୟ ଘରେ ଥିଲେ ରହିବେ ନାହିଁ ମଶା

ମଶାଙ୍କ ଉପଦ୍ରବ କାରଣରୁ ସଭିଏଁ ଚିନ୍ତିତ ରହିଥାଆନ୍ତି। ଏହି କାରଣରୁ ବିଭିନ୍ନ ଜିନିଷର ମଧ୍ୟ ବ୍ୟବହାର କରିଥାଆନ୍ତି। ସନ୍ଧ୍ୟା ହେଉ ଅଥବା ଦିନ ମଶାଙ୍କ ଠାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ମଶାଧୂପ ଆଦି…
Read More...

ଆକର୍ଷଣୀୟ ତ୍ୱଚା ପାଇଁ କିଛି ଟିପ୍ସ

ମୁହଁର ସୁନ୍ଦରତା ପାଇଁ ସଭିଏଁ ସର୍ବଦା ଚେଷ୍ଟା କରିଥାଆନ୍ତି। ଆମେ ବହୁ କୃତ୍ରିମ କ୍ରିମର ବ୍ୟବହାର ମଧ୍ୟ କରିଥାଉ। ଏହା ଆମ ମୁହଁକୁ ସୁନ୍ଦର କରିବା ସହ ଏଥିରେ ଥିବା କେମିକାଲ କାରଣରୁ ବହୁ ସମୟରେ ଏହାର କୁପ୍ରଭାବ ଆମ…
Read More...

ଆଜି ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ବାପୁଙ୍କୁ ଅର୍ପଣ କଲେ…

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଜି ୭୨ତମ ତିରୋଧାନ ଦିବସ। ଏହି ଅବସରରେ ସାରା ଦେଶରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କର ପୁଣ୍ୟତିଥି ପାଳନ କରାଯାଉଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି…
Read More...

ବସନ୍ତ ପଞ୍ଚମୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଙ୍ଗାରେ ପକାଇଲେ ବୁଡ, ଗୁଡ଼ି ଉଡ଼ାଇ ପାଳିଲେ ପର୍ବ

ପ୍ରୟାଗରାଜ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଘମେଳାର ସ୍ନାନ ପର୍ବ ବସନ୍ତ ପଞ୍ଚମୀ ଉପଲକ୍ଷେ ଆଜି ସକାଳେ ପ୍ରୟାଗରାଜସ୍ଥିତ ଗଙ୍ଗା ଓ ଯମୁନାର ମିଳନସ୍ଥଳ ସଙ୍ଗମଠାରେ ବୁଡ଼ ପକାଇବା ସହ ପୂଜାପାଠ…
Read More...

ଏପରି କରନ୍ତୁ ମା’ ସରସ୍ୱତୀଙ୍କ ପୂଜା, ମିଳିବ ବିଦ୍ୟା ଓ ବୁଦ୍ଧିର ଆଶୀର୍ବାଦ

ମାଘମାସ ଶୁକ୍ଳପକ୍ଷର ପଞ୍ଚମୀ ତିଥିକୁ ବିଦ୍ୟା ଓ ବୁଦ୍ଧିର ଦେବୀ ମା’ସରସ୍ୱତୀଙ୍କ ଉପାସନା କରାଯାଏ। ଏହି ଉପାସନା ପର୍ବକୁ ବସନ୍ତ ପଞ୍ଚମୀ କୁହାଯାଏ। ଆଜିର ଦିନରେ ବିବାହ, ଗୃହ ନିର୍ମାଣ ତଥା ଅନ୍ୟାନ୍ୟ ଶୁଭକାର୍ଯ୍ୟ…
Read More...

ବିଦ୍ୟାଦାୟିନୀ ମା’ସରସ୍ୱତୀ ପୂଜା : ଚଳଚଞ୍ଚଳ ପୁରପଲ୍ଲୀ

ଭୁବନେଶ୍ୱର :ଆଜି ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପୂଜା ଉପଲକ୍ଷେ ଚଳଚଞ୍ଚଳ ହୋଇ ଉଠିଛି ପୁରପଲ୍ଲୀ। ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଦିନ ବିଦ୍ୟାଦାୟିନୀ ମା’ ସରସ୍ୱତୀଙ୍କୁ…
Read More...

ଟ୍ରକ-ବାଇକ ମୁହାଁମୁହିଁ ଧକ୍କା, ୨ ମୃତ

କଟକ : କଟକ ଜଗତପୁର ପୀରବଜାର ନିକଟରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ଘର ରାଜକନିକା ଅଞ୍ଚଳର ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ…
Read More...

ହାତୀପଲଙ୍କ ଉପଦ୍ରବ ଘଟଣାକୁ ନେଇ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ

ଯାଜପୁର: ଯାଜପୁର ଦାନଗଦୀ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଘଟଣାକୁ ନେଇ ସୋମବାର ଉକ୍ତ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ହାତୀ ଘଉଡାଇବା ଏବଂ ଧନଜୀବନ ସୁରକ୍ଷା ଦାବିରେ ମିଲିଟାରୀ ଛକ ଏବଂ ମାନପୁର ଓଭରବ୍ରିଜ…
Read More...

ହାତୀପଲଙ୍କ ଉପଦ୍ରବ, ବ୍ୟାପକ ପରିବା ଚାଷ ନଷ୍ଟ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ବ୍ଲକ ତୋରାଣି ପୋଖରୀ ପଞ୍ଚାୟତ ଅନ୍ତର୍ଗତ ମଧୁରାପଶି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ହାତୀପଲଙ୍କ ଉପଦ୍ରବ ବୃଦ୍ଧି ପାଇଛି। ହାତୀପଲ ବ୍ୟାପକ ପନିପରିବା ଫସଲ ନଷ୍ଟ କରିବା ସହ ବହୁ…
Read More...

ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ବସ ଚାଳକଙ୍କୁ ମୋଟା ଅଙ୍କର ଜରିମାନା

ସମ୍ବଲପୁର : ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ବସ ଚାଳକଙ୍କୁ ସୋମବାର ଏକ ମୋଟା ଅଙ୍କର ଜରିମାନା କରାଯାଇଛି। ଦୁର୍ଘଟଣା ପରେ ପରିବହନ ବିଭାଗ ଟ୍ରାକ୍ଟରକୁ ୫୩ ହଜାର ୨୦୦, ବସକୁ ୨୭ ହଜାର ଟଙ୍କା ଜରିମାନା କରିଥିବା…
Read More...

ଆଜିଠାରୁ ଝାରସୁଗୁଡ଼ାରୁ କଲକାତାକୁ ଉଡିବ ବିମାନ

ଝାରସୁଗୁଡ଼ା : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ କଲକାତାକୁ ଆଜିଠାରୁ ବିମାନ ସେବା ଆରମ୍ଭ ହୋଇଛି। ଏଲାଏନ୍ସ ଏୟାର ବିମାନ କଲକାତା ବିମାନବନ୍ଦରରୁ ଦିନ ୧୧ଟା ୪୫ ମିନିଟରୁ ଆସି ୧ଟା ୧୫ରେ ଝାରସୁଗୁଡ଼ାରେ…
Read More...

କାଲି ଠାରୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର କେତେକ ସ୍ଥାନରେ ମଙ୍ଗଳବାରଠାରୁ ୨ ଦିନ ଯାଏଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା…
Read More...

ବନ୍ଧୁକ ଦେଖାଇ ଦୋକାନୀଙ୍କ ଠାରୁ ୬ ଲକ୍ଷ ଲୁଟ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲା ରାଇରଙ୍ଗପୁରର ବଜାରରେ ଥିବା ଏକ ପାନମସଲା ହୋଲସେଲ ଦୋକାନରେ ବୁଧବାର ରାତିରେ ଡ଼କାୟତି ହୋଇଛି। ଦୁର୍ବୃତ୍ତମାନେ ପ୍ରାୟ ୬ ଲକ୍ଷ ଟଙ୍କା ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି। ରାତି ପ୍ରାୟ…
Read More...

ଶଙ୍ଖ ସହ ରଖନ୍ତୁ ଏହି ଜିନିଷ, ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେବ ଘର

ପ୍ରତ୍ୟେକ ଲୋକେ ନିଜ ଗୃହରେ ଏପରି କେତେକ ଜିନିଷ ରଖିଥାଆନ୍ତି। ଯାଦ୍ୱାରା ଘରେ ସର୍ବଦା ସୁଖଶାନ୍ତି ଓ ହସଖୁସିର ବାତାବରଣ ରହିଥାଏ। ହିନ୍ଦୁ ଧର୍ମରେ କିଛି ଏପରି ମାନ୍ୟତା ରହିଛି, ଯାହାକୁ ବହୁ ପୂର୍ବରୁ ଲୋକେ ପାଳନ କରି…
Read More...

ମସଲା ସିମଲା ଲଙ୍କା

ସିମଲା ଲଙ୍କା – ୪ଟି ଆଳୁ – ୩ଟି (ସିଝା) ହେଙ୍ଗୁ – ସାମାନ୍ୟ ଜିରା - ଅଳ୍ପ ପିଆଜ – ୧ଟି (କଟା ହୋଇଥିବା) ଧନିଆ ଗୁଣ୍ଡ - ଅଳ୍ପ ଲଙ୍କା ଗୁଣ୍ଡ - ଅଳ୍ପ ହଳଦୀ ଗୁଣ୍ଡ – ସାମାନ୍ୟ ଆମଚୁର ଗୁଣ୍ଡ - ଅଳ୍ପ ଲୁଣ -…
Read More...

କେଶରେ ତେଲ ଲଗାଇବା ପରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

କେଶ ଝଡ଼ିବା, ଛିଣ୍ଡିବା, ଏହାର ଶୁଷ୍କପଣ ଦୂର ପାଇଁ ତେଲ ମାଲିସ କରିବା ଖୁବ ଲାଭଦାୟକ। ନିତିଦିନ ତେଲ ନଲଗାଇଲେ ମଧ୍ୟ ସପ୍ତାହକୁ ୨ଥର ତେଲ ଲଗାଇବା ସହ ସାମ୍ପୁରେ ସଫା କରିବା ଉଚିତ। ତେଲ ଲଗାଇବା ପରେ କେତେକ ଦିଗ ପ୍ରତି…
Read More...

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଚୁଡ଼ା

ବହୁ ଲୋକଙ୍କ ମତରେ ଜଳଖିଆରେ ଚୁଡ଼ାରେ ପ୍ରସ୍ତୁତ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ଲାଭଦାୟକ । ମାତ୍ର କେବଳ ଏହା ସତ୍ୟ ନୁହେଁ। ଚୁଡ଼ାରେ ଏଭଳି ବହୁ ପୋଷକ ତତ୍ତ୍ୱ ରହିଛି, ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ।…
Read More...

ପୁରୀରେ ପହଞ୍ଚିଲା ରଥକାଠ

ପୁରୀ : ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଆରମ୍ଭ ହୋଇଛି।  ରଥଯାତ୍ରା ପାଇଁ ଶନିବାର ସକାଳେ ବଡ଼ଦାଣ୍ଡରେ ରଥ କାଠ ଆସି ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ୨ଟି ଟ୍ରକରେ ମୋଟ ୫୩ ଖଣ୍ଡ କାଠ ଆସିଛି। ନୟାଗଡ଼ ବନଖଣ୍ଡରୁ ଉକ୍ତ…
Read More...

ଜିଲ୍ଲାସ୍ତରୀୟ ଦଶମ ଜାତୀୟ ଭୋଟର ଦିବସ ପାଳିତ

ଛତ୍ରପୁର :  ଗଞ୍ଜାମ ପ୍ରଶାସନ ପକ୍ଷରୁ ଶନିବାର ଜିଲ୍ଲାସ୍ତରୀୟ ଦଶମ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୋ ଭୋଟ ମୋ ଅଧିକାର ଏକ ସଚେତନତା ରଥ ଜ଼ିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ଵାହାରିଥିଲା ।…
Read More...

ରାସ୍ତାରେ ପଡ଼ିଛି ମୃତ କୁମ୍ଭୀର

କୋରାପୁଟ : କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ବାଗଦେରି ଗାଁ ନିକଟ ରାସ୍ତାରେ ଶନିବାର ଏକ କୁମ୍ଭୀରର ମୃତଦେହ ପଡ଼ି ରହିଛି। ଅଜଣା ଗାଡ଼ି ଧକ୍କାରେ ଉକ୍ତ କୁମ୍ଭୀରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ କୁମ୍ଭୀର…
Read More...

ତୁର୍କୀରେ ଭୂକମ୍ପ, ୧୮ ମୃତ

ଇଲାଜିଗ: ପୂର୍ବ ତୁର୍କୀରେ ଶୁକ୍ରବାର ରାତିରେ ଭୂକମ୍ପ ଘଟି ୧୮ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୦୦ ରୁ ଅଧିକ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ରହିଥିଲା। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି…
Read More...

ସ୍କୁଟିରେ ସ୍କୁଲ ଯାଉଥିଲେ ଶିକ୍ଷୟିତ୍ରୀ , ଦୁର୍ଘଟଣାରେ ଚାଲିଗଲା ଜୀବନ

ପିପିଲି: ପୁରୀ ଜିଲା ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁର ଛକ ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ହୋଇଛି। ଶିକ୍ଷୟିତ୍ରୀ ୨ଜଣ ଏକ ସ୍କୁଟିରେ ସ୍କୁଲ…
Read More...

ଜାଣନ୍ତୁ , ଗୃହର ଆଲମିରା ଆପଣଙ୍କ ଭାଗ୍ୟ ଉପରେ କି ପ୍ରଭାବ ପକାଏ

ଆଲମିରା ଏପରି ଏକ ଅପରିହାର୍ଯ୍ୟ ଜିନିଷ ଯାହା ପ୍ରତ୍ୟେକଙ୍କ ଘରେ ଥାଏ। ଏହି ଆଲମିରା ଆପଣଙ୍କ ଭାଗ୍ୟ ସହ ମଧ୍ୟ ଜଡ଼ିତ। ବାସ୍ତୁ ଶାସ୍ତ୍ରରେ ଗୃହରେ ଥିବା ଆଲମିରାର ବିଶେଷ ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି।…
Read More...

ସାଧାରଣତନ୍ତ୍ର ଦିବସ- କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଜାନୁଆରୀ ୨୬ରେ ଆମ ଦେଶ ୭୧ ତମ ସାଧାରଣ ତନ୍ତ୍ର ଦିବସ ପାଳନ କରିବ। ୧୯୫୦ ଜାନୁୟାରୀ ୨୬ରେ ଦେଶରେ ସମ୍ବିଧାନ ଲାଗୁ ହୋଇଥିବାରୁ ଏହି ଦିନକୁ ଗଣତନ୍ତ୍ର ବା ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଇଆସୁଛି। ଏହି ଅବସରରେ…
Read More...

ଓଲଟିଲା ପିଆଜ ବୋଝେଇ ଟ୍ରକ, ଲୋକଙ୍କ ଠାରୁ ପୁଲିସ ଜବତ କଲା ଲୁଟ ପିଆଜ 

ସମ୍ବଲପୁର : କିଛି ଦିନ ତଳେ ପିଆଜର ଦର ବୃଦ୍ଧି ଚର୍ଚ୍ଚାରେ ରହିଥିବା ବେଳେ ସଭିଁଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ଲୋକେ ଯେଉଁଠାରେ ସାମାନ୍ୟ ଶସ୍ତାରେ କିମ୍ବା ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ପିଆଜ ନେବାକୁ ମାଡ଼…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୩ ଗୁରୁତର 

ଗଞ୍ଜାମ : ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଧମରପୁର ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହେବା ସହ ୩ ଜଣ ଗୁରୁତର…
Read More...

ଆଜି ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧବାର୍ଷିକୀ, ଜୟଦେବ ଭବନରେ ସାଧାରଣ ସଭା

ଭୁବନେଶ୍ୱର : ଆଜି ହେଉଛି ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧବାର୍ଷିକୀ।  ସକାଳେ ମ୍ୟୁଜିୟମ ଛକସ୍ଥିତ ବକି୍ସ ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ମାଲ୍ୟାର୍ପଣ…
Read More...

ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡ଼କାୟତି ; ଲୁଟି ନେଲେ ୩୦ ଭରି ସୁନା ୪୦ ହଜାର ଟଙ୍କା

ବଲାଙ୍ଗୀର : ବଲାଙ୍ଗୀର ବ୍ଲକର କୁଡ଼ାସିଙ୍ଗା ଗାଁର ଜଣେ ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡ଼କାୟତି ହୋଇଛି। ଉଜ୍ଜ୍ୱଳ ସାହୁ ନାମକ ଜଣେ ବ୍ୟବସାୟୀଙ୍କ ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକଟଙ୍କାର ସୁନଗହଣା ସହ ଟଙ୍କା ଲୁଟ ହୋଇଥିବା…
Read More...

ଅମାବାସ୍ୟା ମକର ରାଶିରେ ପ୍ରବେଶ କରିବେ ଶନିଦେବ, ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ କି ପ୍ରଭାବ

ଆସନ୍ତାକାଲି ଅର୍ଥାତ ଜାନୁଆରୀ ୨୪ରେ କର୍ମଫଳଦାତା ଓ ନ୍ୟାୟର ଦେବତା ଶନିଦେବ ନିଜ ରାଶି ମକର ରାଶିରେ ପ୍ରବେଶ କରିବେ। ଶନିଙ୍କ ରାଶି ପରିବର୍ତ୍ତନରେ କେଉଁ ରାଶି ଉପରେ କି ପ୍ରକାର ପ୍ରଭାବ ପଡ଼ିବ ଜାଣନ୍ତୁ.... ମେଷ –…
Read More...

ଜାଣନ୍ତୁ କେଉଁ ଖାଦ୍ୟ ଖାଇବା ପରେ କ୍ଷୀର ପିଇବା ଉଚିତ ନୁହେଁ ……..

ବହୁ ସମୟରେ ଏପରି ହୋଇଥାଏ ଆମ ଅଜାଣରେ କିଛି ଖାଦ୍ୟ ଖାଇବା ପରେ ଅନ୍ୟ ଖାଦ୍ୟକୁ ମଧ୍ୟ ଖାଇଥାଉ ଅଥବା ପିଇଥାଉ। ମାତ୍ର ଭୋଜନ କରିବା ସମୟରେ କେତେକ ନିୟମ ଉପରେ ଗୁରୁତ୍ୱ ଦେବା ନିତ୍ୟାନ୍ତ ଆବଶ୍ୟକ। ବିପରୀତ ଗୁଣ ଥିବା…
Read More...

ସକାଳୁ ଉଠିବା ମାତ୍ରେ ପ୍ରଥମେ କରନ୍ତୁ ଏହି କାର୍ଯ୍ୟ

- ସକାଳୁ ଉଠିବା ପରେ ପ୍ରଥମେ ଏକ ଗ୍ଲାସ ପାଣି ପିଇ ନିଜ ଦିନର ଆରମ୍ଭ କରନ୍ତୁ। ଏପରି କରିବା ଦ୍ୱାରା ପାଚନ ତନ୍ତ୍ର ସଫା ରହିଥାଏ। - ଏହାପରେ ସକାଳ ସମୟରେ ଗୋଟିଏ କିମ୍ବା ଦୁଇଟି ଖଜୁରୀ ଖାଆନ୍ତୁ। ଏହା ପାଚନ ତନ୍ତ୍ର ଓ…
Read More...

ଏହି ଖାଦ୍ୟ ଛାଡ଼ିପାରି ନଥିଲେ ନେତାଜୀ, ମା’ଙ୍କୁ ଲେଖିଥିଲେ ଚିଠି

ଆଜାଦ୍‍ ହିନ୍ଦ୍‍ ଫୌଜର ପ୍ରଣେତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ ସଭିଏଁ ଅଳ୍ପ ବହୁତ ଜାଣିଥିବେ ଓ ଶୁଣିଥିବେ। ମାତ୍ର ହୁଏତ ଆପଣ ଜାଣି ନଥିବେ ସେ କେଉଁ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିଲେ। ଜାଣନ୍ତୁ ଏହା…
Read More...

ମନ୍ଦିରରୁ ଲୁଟ ଅଭିଯୋଗ

ଭଦ୍ରକ : ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପଥରଆଡ଼ି ଗାଁର ରାଧାକୃଷ୍ଣ ମନ୍ଦିରରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ବିଳମ୍ବିତ ରାତିରେ ରାଧାକୃଷ୍ଣ ମନ୍ଦିରର ଗ୍ରୀଲ ଭାଙ୍ଗି ଦୁର୍ବୃତ୍ତମାନେ ସୁନା, ରୂପା…
Read More...

ହାଡ଼ିଆପଠାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ମାର୍ଚ୍ଚରୁ ଏସସିବି ମେଡିକାଲର ବିକାଶ କାର୍ଯ୍ୟ ଆରମ୍ଭ, ୬ ଥାକିଆ ହେବ ରିଂ…

କଟକ: ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିଆ କଟକ ଜିଲା ଗସ୍ତରେ ଯାଇ ମହାନଦୀର ହାଡ଼ିଆପଠାରେ ପହଞ୍ଚିଛନ୍ତି। ହାଡ଼ିଆପଠାର କିଛି ସ୍ଥାନ ବୁଲିବା ସହ ବିଭିନ୍ନ ବିଭାଗର ପ୍ରସ୍ତାବିତ ପ୍ରକଳ୍ପ…
Read More...

ସଂଘର୍ଷ ମୋ ଭିତରେ ଆତ୍ମ ବିଶ୍ୱାସ ଉତ୍ପନ୍ନ କରିଛି – ନେତାଜୀ ସୁଭାଷ ଚନ୍ଦ୍ର ବୋଷ

ଆଜାଦ୍‍ ହିନ୍ଦ ଫୌଜ୍‍ର ଗଠନ କରି ଇଂରେଜ ମାନଙ୍କ ସହ କଡ଼ା ଟକ୍କର ଦେଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ୨୩ ଜାନୁଆରୀ ୧୮୯୭ ରେ ଓଡ଼ିଶାରେ କଟକ ସ୍ଥିତ ଓଡ଼ିଆ ବଜାରରେ ଏକ ବଙ୍ଗାଳୀ ପରିବାରରେ ହୋଇଥିଲା। ଭାରତର…
Read More...

ମେଡ଼ିକାଲରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ରୋଗୀଙ୍କ ଜୀବନ

ମୟୁରଭଞ୍ଜ: ଏମିତି ବି ଆସେ ମୃତ୍ୟୁ। ଚିକିତ୍ସା ପାଇଁ ମେଡିକାଲ ଯିବା ବାଟରେ ହେଲା ଦୁର୍ଘଟଣା। ଆଉ ସେହି ଦୁର୍ଘଟଣାରେ ଚାଲିଗଲା ରୋଗୀଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲାରେ ଘଟିଛି। ମିଳିଥିବା…
Read More...

ମନରେ ଶାନ୍ତି ଓ ଆଶାନୁରୂପକ ଧନ ପ୍ରାପ୍ତି ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

ଧନ ପ୍ରାପ୍ତି ପାଇଁ ଓ ନିଜ ପାଖରେ ସର୍ବଦା ଧନ ରଖିବା ପାଇଁ ସଭିଁଙ୍କ ଇଚ୍ଛା ଥାଏ। ମାତ୍ର ବହୁ ସମୟରେ ଏପରି ଦେଖାଯାଏ କର୍ମ କ୍ଷେତ୍ରୟରେ ବହୁ ପରିଶ୍ରମ ପରେ ମଧ୍ୟ ଟଙ୍କା ପଇସାର ଅଭାବ ଦେଖାଯାଏ। ଆଶାନୁରୂପକ ଟଙ୍କା…
Read More...

ମକା ଚିକେନ

ଆବଶ୍ୟକ ସାମଗ୍ରୀ କନ୍ଦମୂଳ – ୨କପ ଚିକେନ - ୨କପ (ଛଣା ହୋଇଥିବା) ସିଝା ମକା – ୧କପ ବିନସ୍‍ - ୧କପ ସିମଲା ଲଙ୍କା – ୧କପ ପିଆଜ – ୧ଟି (କଟା ହୋଇଥିବା) ରସୁଣ - ଅଳ୍ପ ଲୁଣ - ଆବଶ୍ୟକ ପରିମାଣରେ ଲଙ୍କା…
Read More...

ଏହି ୪ଟି ଗାଁର ସୌନ୍ଦର୍ଯ୍ୟ ପ୍ରକୃତିପ୍ରେମୀଙ୍କୁ କରେ ବେଶ ଆକର୍ଷିତ

କଳା, ସଂସ୍କୃତି ଓ ପରମ୍ପରାର ମୁଖ୍ୟ ସ୍ଥାନ ଭାରତରେ ବହୁ ସୁନ୍ଦର ସୁନ୍ଦର ପର୍ଯ୍ୟଟନସ୍ଥଳୀ ରହିଛି। ଏପରି କେତେକ ସ୍ଥାନ ରହିଛି ଯାହା ବିଷୟରେ ସଠିକ ଭାବେ ବହୁ ଲୋକେ ଜାଣି ନଥିବେ। ପୃଥିବୀର ସ୍ୱର୍ଗ ଭାବେ ପରିଚିତ ଥିବା…
Read More...

ଗୃହରେ ସୁଖଶାନ୍ତି ବଜାୟ ରଖିବା ପାଇଁ କିଛି ଆବଶ୍ୟକୀୟ ବାସ୍ତୁ ଟିପ୍ସ

ମୁଖ୍ୟତଃ ଘରର ଦରଜା, ଝରକା , ମୁଖ୍ୟଦ୍ୱାର ଦେଇ ଘର ଭିତରକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି କୁହାଯାଏ। ଏହାସହ ଶୟନ କକ୍ଷ ପ୍ରତ୍ୟେକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ଏହି କକ୍ଷରେ ଶାନ୍ତି ନିଦରେ ସଭିଏଁ…
Read More...

ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଗୁଡ଼ ଚା’

ଥଣ୍ଡା ଦିନରେ ସାଧାରଣତଃ ଲୋକେ ଅଧିକ ଚା’ ପିଇବାକୁ ପସନ୍ଦ କରିଥାଆନ୍ତି। ଚା’ରେ ଲବଙ୍ଗ, ଗୁଜୁରାତି, ଗୋଲମରିଚ, ଅଦା ଆଦି ପକାଇ ପ୍ରସ୍ତୁତ କରାଗଲେ ଏହା ଚା’ର ସ୍ୱାଦକୁ ଦ୍ୱିଗୁଣିତ କରି ଦେଇଥାଏ। ଏହି ସମସ୍ତ ଜିନିଷକୁ…
Read More...

ଆଜି ମହାପ୍ରଭୁଙ୍କ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି ପାଇଁ ମହାପ୍ରଭୁଙ୍କ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ଅପରାହ୍ନ ୪ଟାରୁ ୮ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।…
Read More...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ଥାନା ଅନ୍ତର୍ଗତ ସୁରୁଣ୍ଡି ଗ୍ରାମର ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ପବିତ୍ର ଦେଉରି (୪୦)। ଆକ୍ରମଣରେ ତାଙ୍କର ଡ଼ାହାଣ ଗୋଡ଼ଟି ଅଧିକ କ୍ଷତ ହୋଇଛି। ପରିବାର…
Read More...

କେସିଙ୍ଗାରେ ୨୪ ଘଣ୍ଟିଆ ବନ୍ଦ ପାଳନ

ଭବାନୀପାଟଣା  : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ବୁଧବାର ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। କେସିଙ୍ଗା ରେଳ କ୍ରିୟାନୁଷ୍ଠାନ କମିଟି ତରଫରୁ ଏହି ବନ୍ଦ ପାଳନ ହେଉଛି। ବନ୍ଦ ଫଳରେ କେସିଙ୍ଗାର ସମସ୍ତ ଦୋକାନବଜାର,…
Read More...

ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ , ରାସ୍ତା ନିର୍ମାଣକୁ ବିରୋଧ କରି ୪ ଗାଡ଼ି ପୋଡ଼ିଲେ ମାଓବାଦୀ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଅଞ୍ଚଳ ପାରସାଲି ପଞ୍ଚାୟତ ଗୁମା ଗାଁ ନିକଟରେ ମାଓବାଦୀଙ୍କ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି। ରାସ୍ତା ନିର୍ମାଣକୁ ବିରୋଧ କରି ୪ଟି ଗାଡ଼ିକୁ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ମହିଳା ଶ୍ରମିକ ମୃତ

ରାଉରକେଲା : ରାଉକେଲା ରାଜଗାଙ୍ଗପୁର ରମାବାହାଲ ଛକ ବିଜୁ ଏକ୍ସପ୍ରେସ ୱେରେ ବୁଧବାର ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…
Read More...

କାକାକୁ ହତ୍ୟା କରି ପୁତୁରା ଗିରଫ

ବଙ୍ଗୋମୁଣ୍ଡା : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକର ଚୁଲିଫୁଙ୍କା ଗ୍ରାମରେ ମଙ୍ଗଳବାର ସକାଳେ ଏକ ହତ୍ୟାକାଣ୍ଡ ଘଟିଯାଇଥିବା ନେଇ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ ହୋଇଛି। ପୋଲିସ ସୂତ୍ରରୁ ପ୍ରକାଶ, ଚୁଲିଫୁଙ୍କା…
Read More...

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ

ଯାଜପୁର: ଯାଜପୁର ଜିଲ୍ଲାର ବରୀ ଥାନା ଅନ୍ତର୍ଗତ ଶଙ୍କରାକୂଳ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି ।ଜଣେ ମହିଳାଙ୍କୁ ତାଙ୍କ ଶ୍ୱଶୁରଘର ଲୋକେ ମାଡ଼ ମାରି ହତ୍ୟା କରିଥିବା ନେଇ ତାଙ୍କ ବାପଘର ଲୋକେ ଅଭିଯୋଗ…
Read More...

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ

ବରଗଡ଼ : ବରଗଡ଼ ଜିଲାରେ ମଙ୍ଗଳବାର ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଜିଲା ମୁଖ୍ୟ ଚିକିତ୍ସାଳୟର ନୂତନ…
Read More...

ମୁହାଁମୁହିଁ ଧକ୍କା ହେଲା ଟ୍ରକ; ୨ ମୃତ

ବୌଦ୍ଧ : ବୌଦ୍ଧ ଜିଲା ୫୭ ନମ୍ବର ଜାତୀୟ ରାଜପଥର ଗୁଦୁଗୁଦା ଛକ ନିକଟରେ ଏକ ପରିବା ଓ ଥଣ୍ଡା ପାନୀୟ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଟ୍ରକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ଟ୍ରକର…
Read More...

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୨ କୁଇଣ୍ଟାଲ ବିରଳ କାଉ ମାଛ

ଜଗତସିଂହପୁର : ପାରାଦୀପ ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ ବିରଳ ପ୍ରଜାତିର ମାଛ ମଙ୍ଗଳବାର ପଡ଼ିଛି। ମାଛଟିର ମୁହଁ କାଉ ପରି ହୋଇଥିବାରୁ ଏହାକୁ କାଉ ମାଛ ବୋଲି କୁହାଯାଉଛି। ଏହାର ଓଜନ ପ୍ରାୟ ୨ କୁଇଣ୍ଟାଲ ହେବେ…
Read More...

ବିଧାନସଭାର ସମସ୍ତ କାର୍ଯ୍ୟାବଳୀ ଓଡ଼ିଆ ଭାଷାରେ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀଦଳ ନେତାଙ୍କ ଚିଠି

ଭୁବନେଶ୍ୱର : ବିଧାନସଭାର ସମସ୍ତ କାର୍ଯ୍ୟାବଳୀ ଓଡ଼ିଆ ଭାଷାରେ ସଂପାଦନ ନିମନ୍ତେ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଚିଠି ଜରିଆରେ ସେ କହିଛନ୍ତି , ଓଡ଼ିଶା ତଥା ଏହାର…
Read More...

ଗୋରୁ ବୋଝେଇ ଟ୍ରକ ଜବତ

ବାଲେଶ୍ୱର : ବାଳେଶ୍ୱର ଜିଲା କୋଚିଆକୋଇଲି ପଞ୍ଚାୟତ ଅନ୍ତର୍ଗତ କରଞ୍ଜିଆ ଗ୍ରାମବାସୀଙ୍କ ଦ୍ୱାରା ଏକ ଗୋରୁ ବୋଝେଇ ଟ୍ରକ ଜବତ ହୋଇଥିବା ନେଇ ମଙ୍ଗଳବାର ଜଣାପଡ଼ିଛି। ଟ୍ରକରେ ପ୍ରାୟ ୬୦ ରୁ ଅଧିକ ଗୋରୁଙ୍କୁ ଅମାନୁଷିକଭାବେ…
Read More...

ବାଇକ ଡ଼ିକି ଭାଙ୍ଗି ୧ଲକ୍ଷ ୯୫ ହଜାର ଲୁଟ ଅଭିଯୋଗ

ବାସୁଦେବପୁର : ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ବାଇକ ଡ଼ିକି ଭାଙ୍ଗି ସୋମବାର ୧ ଲକ୍ଷ ୯୫ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଉକ୍ତ ବ୍ୟକ୍ତି ଜଣଙ୍କ ଦୋକାନରୁ ମିଠା କିଣିବା ସମୟରେ ବାହାରେ…
Read More...

ପାହାଳ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଭୁବନେଶ୍ୱର : ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ପାହାଳ ନିକଟରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ହୋଇଛି। ଗତକାଲି ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର…
Read More...

+୨ ପ୍ରଥମ ବର୍ଷର ପରୀକ୍ଷା ବାଧ୍ୟତାମୂଳକ ନିଷ୍ପତ୍ତିକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ଧାରଣା

କଟକ/ଭୁବନେଶ୍ୱର: ଚଳିତ ବର୍ଷରୁ +୨ ପ୍ରଥମ ବର୍ଷର ପରୀକ୍ଷା ବାଧ୍ୟତାମୂଳକ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହେବା ପରେ ଏହାକୁ ଛାତ୍ରଛାତ୍ରୀମାନେ ବିରୋଧ କରିଛନ୍ତି। ପରୀକ୍ଷା ଆଉ ଅଳ୍ପ ଦିନ ବାକି ରହିଥିବା…
Read More...

ସ୍ଥାୟୀ ବିଡ଼ିଓଙ୍କ ନିଯୁକ୍ତି ଦାବିରେ ବ୍ଲକ କାର୍ୟ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା 

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ସ୍ଥାୟୀ ବିଡ଼ିଓଙ୍କ ନିଯୁକ୍ତି ଦାବିରେ ସୋମବାର ବ୍ଲକ କାର୍ୟ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦିଆଯାଇଛି। ଏଥିରେ ଅଧ୍ୟକ୍ଷ, ବ୍ଲକ ଜିଲ୍ଲାପରିଷଦ ସଭ୍ୟ , ପଞ୍ଚାୟତ…
Read More...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ତିଲେଶ୍ୱର ପଞ୍ଚାୟତର ମାଣିକପୁର ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇଟି ପରିବାରର ୪ବଖରା ଘର ସହ…
Read More...

ଜାତିଗତ ଜନଗଣନାକୁ ସ୍ୱାଗତ, ତୈଳିକ ବୈଶ୍ୟ ସମାଜ ମୁଖ୍ୟମନ୍ତ୍ରୀଙ୍କୁ କଲେ ସମ୍ବର୍ଦ୍ଧିତ

ଭୁବନେଶ୍ୱର : ଜାତିଗତ ଜନଗଣନା ପାଇଁ ରାଜ୍ୟ କ୍ୟାବିନେଟରେ ସଙ୍କଳ୍ପ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ପଛୁଆବର୍ଗର ଲୋକଙ୍କ ପାଇଁ ଏଭଳି ପଦକ୍ଷେପ ନେଇଥିବାରୁ ସୋମବାର ତୈଳିକ ବୈଶ୍ୟ ସମାଜର ରାଜ୍ୟ ସଭାପତି ରଘୁନାଥ ସାହୁଙ୍କ…
Read More...

ବସକୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ ; ୭ ଆହତ

ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ନନ୍ଦିକା ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକ୍‍ନିକ୍‍ ବସକୁ ଏକ ଗୋରୁ ବୋଝେଇ ଟ୍ରକ…
Read More...

ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଆରମ୍ଭ

ନୂଆଦିଲ୍ଲୀ : ଦିଲ୍ଲୀର ତାଲକୋଟରା ଷ୍ଟାଡ଼ିୟମରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା ଆରମ୍ଭ ହୋଇଛି। ସେ…
Read More...

ମହିଳାଙ୍କୁ ହତ୍ୟା ଅଭିଯୋଗ, ଦୁଷ୍କର୍ମ ସନ୍ଦେହ

ସମ୍ବଲପୁର : ସମ୍ବଲପୁର ଜିଲା  ଅଇଁଠାପାଲି ଥାନା ଅନ୍ତର୍ଗତ ବରାଇପାଲିରେ ସୋମବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କୁ ରବିବାର ବିଳମ୍ବିତ ରାତିରେ ଦୁଷ୍କର୍ମ ପରେ ହତ୍ୟା  କରାଯାଇଥିବା ସନ୍ଦେହ…
Read More...

ବ୍ରେଡ଼ ପକୋଡ଼ା

ଆବଶ୍ୟକ ସାମଗ୍ରୀ ପାଉଁରୁଟି – ୧୨ଟି କ୍ଷୀର – ୨କପ ତେଲ - ଆବଶ୍ୟକ ପରିମାଣରେ କୋରା ପନିର – ୧କପ କଟା ପିଆଜ – ୨ଟି କଟା କଞ୍ଚା ଲଙ୍କା – ୨ଟି ଲୁଣ - ଆବଶ୍ୟକ ପରିମାଣରେ ଚାର୍ଟ ମସଲା - ଅଳ୍ପ ସସ - ଆବଶ୍ୟକ…
Read More...

ଦିଲ୍ଲୀର ଶସ୍ତା ବଜାର, ମିଳିଥାଏ ରୁଚି ଅନୁଯାୟୀ ଜିନିଷ ଓ ସୁସ୍ୱାଦୁ ବ୍ୟଞ୍ଜନ

ଦିଲ୍ଲୀ ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଓ ମାର୍କେଟ ମଧ୍ୟରେ ଏଭଳି କେତେକ ସ୍ଥାନ ରହିଛି, ଯେଉଁଠାରେ ଆପଣଙ୍କ ରୁଚି ଅନୁଯାୟୀ ଜିନିଷ ଓ ସୁସ୍ୱାଦୁ ବ୍ୟଞ୍ଜନ ମଧ୍ୟ ମିଳିଥାଏ। ଦିଲ୍ଲୀ ବିଭିନ୍ନ ଦୃଷ୍ଟି କୋଣରୁ…
Read More...

ଲୁଗା ସଫା ସହ ସୂର୍ଯ୍ୟାସ୍ତ ପରେ ବର୍ଜନୀୟ ଏହି କାର୍ଯ୍ୟ 

ହିନ୍ଦୁ ଧର୍ମରେ ଶାସ୍ତ୍ର ଅନୁଯାୟୀ କେତୋଟି କାର୍ଯ୍ୟ ସୂର୍ଯ୍ୟାସ୍ତ ପରେ କରିବା ଉଚିତ ନୁହେଁ। ପୌରାଣିକ ମାନ୍ୟତା ଅନୁଯାୟୀ, ଜ୍ୟୋତିଷ ଶାସ୍ତ୍ରରେ ଏପରି କେତେକ କଥା ବର୍ଣ୍ଣନା କରାଯାଇଛି, ଯାହାକୁ ବର୍ତ୍ତମାନ ସମୟରେ…
Read More...

ପିକ୍‍ନିକ୍‍ ହେଲା କାଳ, ଝରଣାରେ ଗାଧୋଇବା ବେଳେ ବୁଡ଼ିଗଲେ ୨ଛାତ୍ର

ସମ୍ବଲପୁର: ଇଞ୍ଜିନିୟରିଂ ଛାତ୍ରଙ୍କ ପାଇଁ ପିକ୍‍ନିକ୍‍ କାଳ ହୋଇଛି। ଦେବଝରଣ ଝରଣା(ୱାଟଲଫଲ)ରେ ଗାଧୋଉଥିବା ବେଳେ ୨ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଦୁଃଖଦ ଘଟଣା ସମ୍ବଲପୁର ଜିଲାରେ ଶନିବାର ଘଟିଛି। ସୂଚନା…
Read More...

ମଧୁମେହ ଓ ରକ୍ତଚାପ ରୋଗୀ ନିୟମିତ ଖାଆନ୍ତୁ ଏହି ୫ଟି ଜନିଷ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ମଧୁମେହ ଓ ରକ୍ତଚାପ ଜନିତ ରୋଗରେ ପୀଡ଼ିତ। ମଧୁମେହରେ ରକ୍ତରେ ଶର୍କରାର ମାତ୍ରା ଅଧିକ ଥାଏ। ଏଭଳି ଲୋକଙ୍କୁ ନିଜ ଖାଦ୍ୟପେୟ ଓ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ।…
Read More...

ମାନସିକ ଦୁଶ୍ଚିନ୍ତା ଦୂର ସହ ତ୍ୱଚା ଜନିତ ବହୁ ସମସ୍ୟା ଦୂର କରେ କର୍ପୂର ତେଲ

ପୂଜାପାଠ , ହୋମ, ଯଜ୍ଞରେ କର୍ପୂରର ପ୍ରୟୋଗ ହୋଇଥାଏ। ମାତ୍ର ପୂଜା ବ୍ୟତୀତ ଏହାକୁ ଅନ୍ୟ କେତେକ କାର୍ଯ୍ୟ ପାଇଁ ମଧ୍ୟ ବ୍ୟବହାର କରି ହେବ। ଯାହା ହୁଏତ ସଭିଏଁ ଜାଣି ନଥିବେ। ଏଥିରେ ଆଣ୍ଟି-ବାୟୋଟିକ ଓ ଆଣ୍ଟି- ଫଗଲ ଗୁଣ…
Read More...

ଚନ୍ଦ୍ରଭାଗା ପାଇଁ ମାଷ୍ଟରପ୍ଲାନ, ମୁଖ୍ୟ ଶାସନ ସଚିବଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ କଲେ କୋଣାର୍କରୁ ଚନ୍ଦ୍ରଭାଗା…

ଭୁବନେଶ୍ୱର : ଚନ୍ଦ୍ରଭାଗା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ ହେବା ନେଇ ଶନିବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି। ସକାଳୁ ଇକୋ ରିଟ୍ରିଟ୍‍ରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏକାଠି ହେବାସହ ମୁଖ୍ୟ…
Read More...

ଜେଇ ମେନ୍‍ – ୧ ପରୀକ୍ଷା ଫଳ ପ୍ରକାଶ , ସୌରଭ ସୌମ୍ୟକାନ୍ତ ଦାଶ ହେଲେ ଓଡ଼ିଶା ଟପ୍ପର

ଭୁବନେଶ୍ୱର : ଜେଇଇ ମେନ୍‍ - ୧ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ସୌରଭ ସୌମ୍ୟକାନ୍‍ ଦାଶ ଟପ୍ପର ହୋଇଛନ୍ତି। ସେ ଏହି ପରୀକ୍ଷାରେ ୯୯.୯୯% ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ୯ ଜଣ…
Read More...

ହାତୀ ଆକ୍ରମଣରେ ୨ ମୃତ, କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତାରୋକ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଜଙ୍କିଆ ଥାନା ହଜ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି ।  କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକେ ନୂଆ ଜଗନ୍ନାଥ ଠାରେ…
Read More...

ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ, ୧୨ ଆହତ

ବାଲେଶ୍ୱର : ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥ ମେଘା ପେଟ୍ରୋଲ ପମ୍ପ ନିକଟରେ ଶେରଗଡ଼ ଠାରେ ଶନିବାର ଭୋର ସମୟରେ ଏକ ତୀର୍ଥ ଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାୟ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ…
Read More...

ଘରୋଇ ଉପାୟରେ ଏପରି ପ୍ରସ୍ତୁତ କରନ୍ତୁ ସାମ୍ପୁ, ଦୂର ହେବ କେଶ ଜନିତ ବହୁ ସମସ୍ୟା

ପୁରୁଷ ହୁଅନ୍ତୁ ଅଥବା ମହିଳା କେଶ ଝଡ଼ିବା ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା। ଏହି ସମସ୍ୟା ଦୂର କରିବା ପାଇଁ ଆପଣ ବହୁ ଉପାୟ ବିଷୟରେ ଜାଣି ଥିବେ। କେଶକୁ ସଫା କରିବା ପାଇଁ ସାଧାରଣତଃ ସାମ୍ପୁର ବ୍ୟବହାର କରାଯାଏ।…
Read More...

ଆକ୍ରମଣ କରି ଲୁଟ ; ମହିଳା ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲାରେ ଶୁକ୍ରବାର ଜଣଙ୍କ ଘରୁ ଲୁଟ ହୋଇଛି। ପ୍ରାୟ ଦିନ ୧୧ ଟା ସମୟରେ ଦୁର୍ବୃତ୍ତମାନେ ମହିଳାଙ୍କ ଘରେ ପଶି ଲୁଟ କରିବା ସହ ଆକ୍ରମଣ କରିଥିଲେ। ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର…
Read More...

ସଡ଼କ ଦୁର୍ଘଟଣା; ହାଉସ ସର୍ଜନ ଛାତ୍ର ମୃତ

ବୁର୍ଲା : ସମ୍ବଲପୁରର ପାଞ୍ଚ ଗୋଛିଆ ନିକଟରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ମୃତକ ହେଲେ ବୁର୍ଲା ଭୀମସାରର ହାଉସ ସର୍ଜନ ଛାତ୍ର ଆଶିଷ କୁମାର ଅଗ୍ରୱାଲ( ୨୪) । ତାଙ୍କ ଘର ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା…
Read More...

ଡ଼ାଲଚିନିର ଏଭଳି ସ୍ୱାସ୍ଥ୍ୟ ଉପକାରୀ ଗୁଣ ବିଷୟରେ ଜାଣିଛନ୍ତି କି ?

ଡ଼ାଲଚିନିର ସାମାନ୍ୟ ମିଠା ଓ ହାଲକା ରାଗୁଆ ସ୍ୱାଦ ପାଇଁ ଏହାକୁ ସଭିଏଁ ବେଶ ପସନ୍ଦ କରନ୍ତି। ବିଶେଷ କରି ଶୀତଦିନରେ ଏହାର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ ବୋଲି କୁହାଯାଏ। ଏହାର ବ୍ୟବହାର ବିଭିନ୍ନ…
Read More...

ଯାଜପୁରରେ ବରୁଣେଶ୍ୱର ମହୋତ୍ସବ ଆରମ୍ଭ

ଯାଜପୁର : ଯାଜପୁର ବିଞ୍ଝାରପୁର ଅରେଇରେ ୨୦୨୦ ବରୁଣେଶ୍ୱର ମହୋତ୍ସବ ଆରମ୍ଭ ହୋଇଛି । ରାଜ୍ୟ କୃଷି ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମହୋତ୍ସବକୁ ଉଦଘାଟନ କରିଥିଲେ । ଏଥିରେ…
Read More...

ପୂର୍ବତନ ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢାଉ

ଭବାନୀପାଟଣା: କଳାହାଣ୍ଡି ଜିଲାର ଭବାନୀପାଟଣାରେ ବିଧାନସଭାର ପୂର୍ବତନ ବିଜେଡ଼ି ବିଧାୟକଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବିଧାୟକଙ୍କ…
Read More...

ପୋଖରୀରେ ଭାସୁଛି ନବଜାତର ମୃତଦେହ

ନୟାଗଡ଼ : ନୟାଗଡ଼ ଭାପୁର ବ୍ଲକ ଅନ୍ତର୍ଗତ କରବର ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ପୋଖରୀରେ ପଲିଥିନରେ ଏକ ନବଜାତ ଶିଶୁର ମୃତଦେହ ଭାସୁଛି। ପଲିଥିନରେ ବାନ୍ଧି ନବଜାତକୁ ପୋଖରୀରେ କେହି…
Read More...

ଷ୍ଟେସନରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ

କଟକ : କଟକ ଜିଲା ରେଳ ଷ୍ଟେସନରେ ଶୁକ୍ରବାର ସକାଳ ସମୟରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ରେଳ ଷ୍ଟେସନର ୭ ନମ୍ବର ପ୍ଲାଟଫର୍ମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ଜୀବନ୍ତ ଜଳି ଯାଇଛନ୍ତି। ଯୁବକଙ୍କ…
Read More...

ସାଢେ ୪ କୋଟି ଓଡ଼ିଶାବାସୀଙ୍କୁ ନେଇ ମୋର ଗୋଟିଏ ପରିବାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକମାନେ ହିଁ ଆମର ଭଗବାନ। ସେମାନେ ହିଁ ଶାସନ ବିନ୍ଦୁ। ଆମ ସରକାର ଉପରେ ଜନସାଧାରଣଙ୍କ ଅତୁଟ ଆଶା ଓ ବିଶ୍ୱାସ ରହିଛି। ସାଧାରଣ ଲୋକଙ୍କ ଇଚ୍ଛା, ବିଶ୍ୱାସକୁ ଚରିତାର୍ଥ କରିବା ଆମର ପ୍ରଧାନ କର୍ତ୍ତବ୍ୟ…
Read More...

ଧଳା ଚାଦରର ଆସ୍ତରଣରେ ସାରା ରାଜ୍ୟ

ଭୁବନେଶ୍ୱର : ସାରା ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଏହାସହ ପ୍ରାୟ ୮ଟି ଜିଲାକୁ ଘନ କୁହୁଡ଼ି ପାଇଁ ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ସୁନ୍ଦରଗଡ, କେନ୍ଦୁଝର,…
Read More...

ସମୁଦ୍ରରେ ଫସିଥିବା ଯାତ୍ରୀବାହୀ ଲଞ୍ଚ ସହ ଉଦ୍ଧାର ହେଲେ ୫୦ ଯାତ୍ରୀ

ଧାମରା: କେନ୍ଦ୍ରାପଡା ଜିଲା ତାଳଚୁଆଠାରୁ ଧାମରାକୁ ଆସୁଥିବା ଏକ ସରକାରୀ ଲଞ୍ଚ କୁହୁଡ଼ି ଯୋଗୁ ବାଟବଣା ହୋଇ ସମୁଦ୍ରରେ ଫସିଯାଇଥିଲା। ଏହାପରେ ଉକ୍ତ ଯାତ୍ରୀବାହୀ ଲଞ୍ଚ ସହ ଏଥିରେ ଥିବା ପ୍ରାୟ ୫୦ ଯାତ୍ରୀଙ୍କୁ ଧାମରା…
Read More...

ଗ୍ରାମାଞ୍ଚଳ ବିକାଶରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀମାନେ ସାମିଲ ହେବା ଜରୁରୀ

ଭୁବନେଶ୍ୱର : ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ୟ୍ୟ କରୁଥିବା ଯନ୍ତ୍ରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ବିଭାଗରେ ଅବସ୍ଥାପିତ ଯନ୍ତ୍ରୀମାନେ ଗ୍ରାମାଞ୍ଚଳରେ ଗୁଣାତ୍ମକ ମାନର କାର୍ୟ୍ୟ…
Read More...

ରବି ଋତୁରେ ହେବ ପିଆଜ, ଆଳୁ ଚାଷ

ଭୁବନେଶ୍ୱର : ରାଜ୍ୟରେ ଦେଖାଦେଇଥିବା ଆଳୁ ଓ ପିଆଜର ସଙ୍କଟକୁ ମେଣ୍ଟାଇବା ପାଇଁ ସରକାର ରବି ରତୁରେ ଏହି ଚାଷ ଉପରେ ଗୁରୁତ୍ବ ଦେଇଛନ୍ତି। ଚଳିତବର୍ଷ ଅଧିକ ପରିମାଣରେ ଆଳୁ ଓ ପିଆଜ ଚାଷ ପାଇଁ ଉଦ୍ୟାନକୃଷି ବିଭାଗ ପକ୍ଷରୁ…
Read More...

ଅମ୍ପାୟାରଙ୍କୁ ନେଇ ଓସିଏର କର୍ମଶାଳା

ଭୁବନେଶ୍ୱର : ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ (ଓସିଏ) ତରଫରୁ ଗୁରୁବାର ଅମ୍ପାୟାରଙ୍କ ନିମନ୍ତେ ଏକ କର୍ମଶାଳା ଓ ପରୀକ୍ଷା ଅନୁଷ୍ଠିତ ହୋଇଛି। ଏହା ଶୁକ୍ରବାର ଶେଷ ହେବ। ଓସିଏ କନ୍‌ଫରେନ୍‌ସ ହଲ୍‌ ଏବଂ ଓସିଏ ଏକାଡେମୀରେ…
Read More...

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦେଶର ଶ୍ରେଷ୍ଠ ପାଣିପାଗ ବିଜ୍ଞାନ କେନ୍ଦ୍ର ଭାବେ ପୁରସ୍କୃତ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର, ଦେଶର ଶ୍ରେଷ୍ଠ ପାଣିପାଗ ବିଜ୍ଞାନ କେନ୍ଦ୍ର ଭାବେ ପୁରସ୍କୃତ କରାଯାଇଛି। ନୂଆଦିଲ୍ଲୀର ଡ଼ା ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର ଠାରେ ଆୟୋଜିତ…
Read More...

ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା: ଓଡ଼ିଶାର ସ୍ବସ୍ତି ସିଂହ ଓଭରଅଲ୍‌ ରନର୍ସଅପ

ଗୌହାଟି : ଆସାମର ଗୁଆହାଟୀ‌ର ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ୩ୟ ସଂସ୍କରଣର ସାଇକେଲ ଚାଳନା ବିଭାଗରେ ଓଡ଼ିଶାର ସ୍ବସ୍ତି ସିଂହ ଓଭରଅଲ୍‌ ରନର୍ସଅପ ହୋଇଛନ୍ତି। ସ୍ବସ୍ତି ୨୧ ବର୍ଷରୁ କମ୍‌ ରୋଡ ସାଇକେଲ ୬୦…
Read More...

ହ୍ରାସ ହେଲା ପେଟ୍ରୋଲ ଓ ଡ଼ିଜେଲ ଦର

ନୂଆଦିଲ୍ଲୀ : ଗୁରୁବାର ଦିନ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ପେଟ୍ରୋଲ ଲିଟର ପିଛା ୧୫ ପଇସା ଓ ଡିଜେଲ ୧୪ ପଇସା ହ୍ରାସ ପାଇଥିବା ଜଣାଯାଇଛି। ଏହି ହ୍ରାସପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ୭୫ଟଙ୍କା ୫୫ ପଇସା,…
Read More...

ବନାନା ଦୋସା

ଆବଶ୍ୟକ ସାମଗ୍ରୀ ବିରି ଚାଉଳ ବଟା - ଆବଶ୍ୟକ ପରିମାଣରେ କଦଳୀ – ୨ଟି ବାଦାମ, ଅଖରୋଟ, କିସମିସ – ୧କପ ତେଲ - ଆବଶ୍ୟକ ପରିମାଣରେ ଲୁଣ – ସାମାନ୍ୟ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ବାଦାମ, ଅଖରୋଟ, କିସମିସକୁ…
Read More...

ମକର ସଂକ୍ରାନ୍ତିରେ ଏହି କାର୍ଯ୍ୟ ବର୍ଜନୀୟ

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହାର ଧାର୍ମିକ, ଜ୍ୟୋତିଷ ଓ ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି। ଏହି ଦିନ ଦାନ, ସ୍ନାନ ଆଦିର ବହୁ ବିଶେଷ ମହତ୍ତ୍ୱ ରହିଛି। ମାତ୍ର ଏହି ଦିନରେ ଏପରି କେତେକ କାର୍ଯ୍ୟ ରହିଛି,…
Read More...

ବୁଲିବାକୁ ଯାଆନ୍ତୁ ଓଡ଼ିଶାର କାଶ୍ମୀର ଭାବେ ପରିଚିତ ମନଲୋଭା ପର୍ଯ୍ୟଟନସ୍ଥଳୀ 

ଓଡ଼ିଶା ନିଜର ପ୍ରାକୃତିକ ସୁନ୍ଦରତା ପାଇଁ ସାରା ଦୁନିଆରେ ଏହା ବେଶ ପ୍ରସିଦ୍ଧ। ଓଡ଼ିଶାରେ ଥିବା ଚିଲିକା ହ୍ରଦ, ମାନଗ୍ରୋବ (ଗ୍ରୀଷ୍ମମଣ୍ଡଳୀୟ ଏକ ପ୍ରକାର ବୃକ୍ଷ)ର ଜଙ୍ଗଲ ନିଜର ସୌନ୍ଦର୍ଯ୍ୟ ପାଇଁ ବେଶ ପରିଚିତ। ଏହା…
Read More...

ଶୀତ ଦିନେ ପିଅନ୍ତୁ ହଳଦୀ କ୍ଷୀର : ଅନିଦ୍ରା ସହ ଦୂର ହେବ ପେଟ ଜନିତ ଅନେକ ସମସ୍ୟା

ହଳଦୀ ମିଶ୍ରିତ କ୍ଷୀର ପିଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ ବୋଲି ସଭିଏଁ ଜାଣନ୍ତି। ଏହି କାରଣରୁ ହଳଦୀ କ୍ଷୀର ପିଇବା ପାଇଁ କୁହାଯାଇଥାଏ। କ୍ଷତ ଓ ଯନ୍ତ୍ରଣା ମଧ୍ୟ ଏହା ଦୂର କରିଥାଏ। ଥକ୍କାପଣ ମଧ୍ୟ…
Read More...

ମକର ସଂକ୍ରାନ୍ତି ବିଶେଷ : ରାଶି ଅନୁଯାୟୀ କରନ୍ତୁ ଏହି ଜିନିଷ ଦାନ ,ମିଳିବ ଶୁଭଫଳ

ଆଜି ହେଉଛି ଜାନୁଆରୀ ୧୫ , ପବିତ୍ର ମକର ସଂକ୍ରାନ୍ତି। ଧାର୍ମିକ ମାନ୍ୟତା ଅନୁଯାୟୀ, ମକର ସଂକ୍ରାନ୍ତି ଦିନ ପବିତ୍ର ନଦୀରେ ସ୍ନାନ କରିବା ଓ ଦାନ ପୁଣ୍ୟ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହାସହ ଜ୍ୟୋତିଷ…
Read More...

ମକର ସଂକ୍ରାନ୍ତି ଅବସରରେ ଚଳଚଞ୍ଚଳ ଆଖଣ୍ଡଳମଣିଙ୍କ ମନ୍ଦିର

ଆରଡି : ମକର ସଂକ୍ରାନ୍ତି ଅବସରରେ ବୁଧବାର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ଆଖଣ୍ଡଳମଣିଙ୍କ ମନ୍ଦିର ଚଳଞ୍ଚଳ ହୋଇ ଉଠିଛି। ମଣିବାବାଙ୍କୁ ମକର ଚାଉଳ  ଲାଗି ହୋଇଛି। ଆଜି ଭୋର୍‍ରୁ ହଜାରହଜାର ଶ୍ରଦ୍ଧାଳୁ ଧାଡିରେ ଯାଇ…
Read More...

ମକର ସଂକ୍ରାନ୍ତି : ଶ୍ରୀମନ୍ଦିରରେ ମକର ବେଶରେ ବିଭୂଷିତ ହେବେ ଶ୍ରୀଜିଉ , ଘରେ ଘରେ ମକର ଚାଉଳ ଭୋଗ

ପୁରୀ/ଭୁବନେଶ୍ୱର : ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ମକର ଚୌରାସୀ ବେଶରେ ଶ୍ରୀଜିଉ ବିଭୂଷିତ ହେବେ। ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା ସହ ସ୍ୱତନ୍ତ୍ର ଭୋଗ ଲାଗି କରାଯାଏ। ଉତ୍ତର…
Read More...

୪ ଦିନ ଯାଏଁ ଘନ କୁହୁଡ଼ି , ୧୦ ଡ଼ିଗ୍ରୀ ତଳେ ୪ଟି ସହରର ତାପମାତ୍ରା

ଭୁବନେଶ୍ୱର : ରାଜ୍ୟର କେତେକ ସ୍ଥାନରେ ୪ ଦିନ ଯାଏଁ ଘନ କୁହୁଡ଼ିର ସମ୍ଭାବନା ରହିଥିବା ବେଳେ ୧୦ ଡ଼ିଗ୍ରୀ ତଳେ ୪ଟି ସହରର ତାପମାତ୍ରା ରେକର୍ଡ଼ କରାଯାଇଛି। ୭.୪ ଡ଼ିଗ୍ରୀ ସହ ସୋନପୁର ସବୁଠାରୁ ଥଣ୍ଡା ସହର ବୋଲି ଜଣାପଡ଼ିଛି।…
Read More...

ବାଇକ ଆରୋହୀଙ୍କ ମୃତଦେହ ଉଦ୍ଧାର

ବଡ଼ସାହି : ମୟୂରଭଞ୍ଜ ଜିଲା ଅନ୍ତର୍ଗତ ଦେଉଳିଆ ରାସ୍ତାର ଭାଲୁବସା ନିକଟରେ ଜଣେ ବାଇକ ଆରେହୀଙ୍କ ମୃତଦେହ ଗୁରୁବାର ପୁଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ଦୁର୍ଘଟଣାଗ୍ରସ୍ତ ବାଇକଟି ପଡ଼ି…
Read More...

ଆଜି ସେନା ଦିବସ; ଦିଲ୍ଲୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଜାନୁଆରୀ ୧୫, ଆଜି ହେଉଛି ଭାରତୀୟ ସ୍ଥଳ ସେନା ପ୍ରତିଷ୍ଠା ଦିବସ। ଭାରତ ଆଜି ୭୨ ତମ ସେନା ଦିବସ ପାଳନ କରୁଛି। ପ୍ରତିବର୍ଷ ଜାନୁଆରୀ ୧୫ ତାରିଖକୁ ସେନା ଦିବସ ରୂପେ ପାଳନ କରାଯାଇଥାଏ। ଏହି ଅବସରରେ…
Read More...

ଜାଣନ୍ତୁ କେଉଁ କାରଣରୁ ମକର ସଂକ୍ରାନ୍ତିରେ ଖିଆଯାଏ ଖେଚେଡ଼ି

ଆଉ ଅଳ୍ପ ଦିନ ବାକି ରହିଲା ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତି ହିନ୍ଦୁଧର୍ମର ଅନେକ ଗୁରୁତ୍ୱପୂର୍ଣ୍ଣ ପର୍ବରୁ ଏକ ମୁଖ୍ୟ ପର୍ବ ଅଟେ। ଶାସ୍ତ୍ର ଅନୁଯାୟୀ,ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ପ୍ରବେଶ କରିବାକୁ…
Read More...