www.samajalive.in
Saturday, December 6, 2025
16.1 C
Bhubaneswar

ମନରେ ଶାନ୍ତି ଓ ଆଶାନୁରୂପକ ଧନ ପ୍ରାପ୍ତି ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

ଧନ ପ୍ରାପ୍ତି ପାଇଁ ଓ ନିଜ ପାଖରେ ସର୍ବଦା ଧନ ରଖିବା ପାଇଁ ସଭିଁଙ୍କ ଇଚ୍ଛା ଥାଏ। ମାତ୍ର ବହୁ ସମୟରେ ଏପରି ଦେଖାଯାଏ କର୍ମ କ୍ଷେତ୍ରୟରେ ବହୁ ପରିଶ୍ରମ ପରେ ମଧ୍ୟ ଟଙ୍କା ପଇସାର ଅଭାବ ଦେଖାଯାଏ। ଆଶାନୁରୂପକ ଟଙ୍କା ପ୍ରାପ୍ତି ହୋଇନଥାଏ ସଞ୍ଚୟ ମଧ୍ୟ ହୋଇନଥାଏ। ଯାହା ଫଳରେ ଘରେ ଅଶାନ୍ତିର ବାତାବରଣ ମଧ୍ୟ ସୃଷ୍ଟି ହୋଇଥାଏ। ଆମେ କେତେକ ସାଧାରଣ କଥା ଉପରେ ଧ୍ୟାନ ଦେଲେ ଏହି ସମସ୍ୟା ଠାରୁ ମୁକ୍ତି ପାଇ ପାରିବା। ଜାଣନ୍ତୁ ସେହି ଉପାୟ କ’ଣ……
– ଏକ ଅଶ୍ୱତ୍ଥ ପତ୍ର ଆଣି ଏହାକୁ ଗଙ୍ଗା ଜଳରେ ଧୁଅନ୍ତୁ। ଏହା ପରେ କେଶରରେ ‘ଶ୍ରୀ’ ଲେଖି ଏହାକୁ ଶୁଖାଇ ପର୍ସରେ ରଖନ୍ତୁ। ଧନର ଅଭାବ ରହିବ ନାହିଁ। ମନରେ ଶାନ୍ତି ଓ ଆଶାନୁରୂପକ ଧନ ପ୍ରାପ୍ତି ହେବ।
– ସଭିଁଙ୍କ ଘରେ ପିତ୍ତଳର ନୋଟା ନିଶ୍ଚୟ ଥିବ। ସେହି ନୋଟାରେ ନିୟମିତ ରେଜା ପଇସା ରଖି ନୋଟାଟିକୁ ସଂପୂର୍ଣ୍ଣ ଭର୍ତ୍ତି କରି ଦିଅନ୍ତୁ। ଏହା ପରେ ଏହାକୁ ନେଇ ଗୃହର ପଶ୍ଚିମ ଦିଗରେ ରଖନ୍ତୁ। ନିୟମିତ ପୂଜା କରିବା ପରେ ଏହାକୁ ପ୍ରଣାମ କରନ୍ତୁ। ଗୃହରେ ଆଉ ଧନର ଅଭାବ ରହିବ ନାହିଁ। ଧନର ବୃଦ୍ଧି ମଧ୍ୟ ହେବ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories