www.samajalive.in
Monday, December 8, 2025
27.1 C
Bhubaneswar

ଅମାବାସ୍ୟା ମକର ରାଶିରେ ପ୍ରବେଶ କରିବେ ଶନିଦେବ, ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ କି ପ୍ରଭାବ

ଆସନ୍ତାକାଲି ଅର୍ଥାତ ଜାନୁଆରୀ ୨୪ରେ କର୍ମଫଳଦାତା ଓ ନ୍ୟାୟର ଦେବତା ଶନିଦେବ ନିଜ ରାଶି ମକର ରାଶିରେ ପ୍ରବେଶ କରିବେ। ଶନିଙ୍କ ରାଶି ପରିବର୍ତ୍ତନରେ କେଉଁ ରାଶି ଉପରେ କି ପ୍ରକାର ପ୍ରଭାବ ପଡ଼ିବ ଜାଣନ୍ତୁ….
ମେଷ – କର୍ମକ୍ଷେତ୍ରରେ ଉନ୍ନତି, ଆର୍ଥିକ ବୃଦ୍ଧି ହେବ।
ବୃଷ – ଲୋକପ୍ରିୟତା ବୃଦ୍ଧି ପାଇବ।
ମିଥୁନ – କାର୍ଯ୍ୟରେ ବାଧା ଉପୁଜିପାରେ।
କର୍କଟ – ହଠାତ ଧନ ଲାଭ, ବ୍ୟାପାରରେ ଲାଭ । 
ସିଂହ – କାର୍ଯ୍ୟରେ ସଫଳତା, ରୋଗରୁ ମୁକ୍ତି ମିଳିବ।
କନ୍ୟା – ମା’ଙ୍କ ଆଶୀର୍ବାଦ ରହିବା ସହ ଭୂମି-ବାହନ କ୍ରୟର ଯୋଗ ରହିଛି।
ତୁଳା – ପ୍ରତିଯୋଗିତା ପରୀକ୍ଷାରେ ସଫଳତା, ଧାର୍ମିକ କାର୍ଯ୍ୟରେ ମନୋନିବେଶ।
ବିଛା – ଆମଦାନୀରେ ବୃଦ୍ଧି, ସଙ୍କଟରୁ ମୁକ୍ତି ମିଳିବ।
ଧନୁ – ମାନ-ସମ୍ମାନ ଓ ସଞ୍ଚିତ ଧନରେ ବୃଦ୍ଧି ହେବ।
ମକର – କାର୍ଯ୍ୟରେ ଥିବା ବାଧା ଦୂର ହେବ।
କୁମ୍ଭ – ବିଦେଶ ଯାତ୍ରାର ଯୋଗ, ମାନସିକ ଦୁଶ୍ଚିନ୍ତା ଲାଗି ରହିପାରେ।
ମୀନ – ପ୍ରତ୍ୟେକ କାର୍ଯ୍ୟରେ ସଫଳତା, ଖର୍ଚ୍ଚ ବୃଦ୍ଧି ହେବ।
ଶନିଙ୍କ କୃପା ପାଇଁ ଆପଣାନ୍ତୁ ଏହି ଉପାୟ …….
ବଜରଙ୍ଗ ବାଣ ଓ ସୁନ୍ଦରକାଣ୍ଡ ପାଠ କରନ୍ତୁ।
ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
ଶନିଙ୍କ ମନ୍ଦିରରେ ଦୀପ ଲଗାନ୍ତୁ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories