www.samajalive.in
Tuesday, December 9, 2025
16.1 C
Bhubaneswar

ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଗୁଡ଼ ଚା’

ଥଣ୍ଡା ଦିନରେ ସାଧାରଣତଃ ଲୋକେ ଅଧିକ ଚା’ ପିଇବାକୁ ପସନ୍ଦ କରିଥାଆନ୍ତି। ଚା’ରେ ଲବଙ୍ଗ, ଗୁଜୁରାତି, ଗୋଲମରିଚ, ଅଦା ଆଦି ପକାଇ ପ୍ରସ୍ତୁତ କରାଗଲେ ଏହା ଚା’ର ସ୍ୱାଦକୁ ଦ୍ୱିଗୁଣିତ କରି ଦେଇଥାଏ। ଏହି ସମସ୍ତ ଜିନିଷକୁ ଚା’ରେ ପକାଇ ପିଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ମାତ୍ର ଚିନିର ପ୍ରାୟୋଗ ସ୍ୱାସ୍ଥ୍ୟ ପାଇଁ ହିତକାରକ ନୁହେଁ। ତେଣୁ ଚିନି ବଦଳରେ ଚା’ରେ ଗୁଡ଼ ପକାଇ ପିଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଜାଣନ୍ତୁ ଏହା ବିଷୟରେ……
– ଗୁଡ଼ରେ ଭରପୂର ମାତ୍ରାରେ ଆଇରନ ରହିଛି। ଏହାକୁ ଚା’ରେ ବ୍ୟବହାର କରିବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ।
– ଏହାକୁ ଚା’ରେ ବ୍ୟବହାର କରି ପିଇବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ।
– ବିଶେଷ କରି ଶୀତ ଦିନେ ଏହି ଚା’ ପିଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟାରୁ ଶରୀରକୁ ଦୂରରେ ରଖିଥାଏ।
– ଗୁଡ଼ ଚା’ରେ ଲବଙ୍ଗ, ଅଦା ବ୍ୟବହାର କରି ପିଇବା ଦ୍ୱାରା କାଶ ସମସ୍ୟା ଦୂର ହୋଇଥାଏ।
– ଏହା ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ।
– ଗୁଡ଼ ଚା’ ପିଇବା ଦ୍ୱାରା ଶରୀରର ଥକ୍କାପଣ ଓ ଦୁର୍ବଳତା ଦୂର ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories